Home Middle

ବିଜେପୁର ଉପନିର୍ବାଚନରେ ଟଙ୍କା ଖର୍ଚ୍ଚ କରିବୁ ନାହିଁ, ଲୋକମତ ସଂଗ୍ରହ କରିବୁ: ନିରଞ୍ଜନ

ଭୁବନେଶ୍ୱର,୨୭।୯(ବ୍ୟୁରୋ): ଆସନ୍ତା ୨୧ରେ ବିଜେପୁର ଉପନିର୍ବାଚନ। ଏଥିରେ ଟଙ୍କା ଖର୍ଚ୍ଚ କରିବୁ ନାହିଁ। କେବଳ ଲୋକମତ ସଂଗ୍ରହ କରିବୁ। ନିରାଡ଼ମ୍ବରରେ ନାମାଙ୍କନ ଦାଖଲ କରିବୁ। ବିଜେଡି ଏବଂ…

7 years ago

ବିଶ୍ୱ ପର୍ଯ୍ୟଟନ ଦିବସ : ବିଦେଶରେ ବଢୁଛନ୍ତି ଭାରତୀୟ ପର୍ଯ୍ୟଟକ, ଦେଶ ହରାଉଛି ବର୍ଷକୁ ୯ ହଜାର କୋଟି

ଭୁବନେଶ୍ୱର,୨୭ା୯(ବ୍ୟୁରୋ) : ଭାରତୀୟଙ୍କ ମଧ୍ୟରେ ଦିନକୁ ଦିନ ବିଦେଶ ବୁଲା ଆଗ୍ରହ ବଢ଼ିବାରେ ଲାଗିଛି। ବିଶେଷକରି ମଧ୍ୟବିତ୍ତ ଶ୍ରେଣୀର ଲୋକେ ସର୍ବାଧିକ ବିଦେଶ ଭ୍ରମଣରେ ଯାଉଛନ୍ତି। ଗୋଟିଏପଟେ…

7 years ago

୧୫ ଦିନ ମଧ୍ୟରେ ଆର୍‌ଟିଓ ଅଫିସକୁ ଦଲାଲମୁକ୍ତ କର; ଲୋକଙ୍କ ସୁବିଧା ପାଇଁ ଅଧିକ କାଉଣ୍ଟର ଖୋଲ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର,୨୬।୯(ବ୍ୟୁରୋ)- ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆର୍‌ଟିଓ କାର୍ଯ୍ୟାଳୟରେ ଭିଡ ଲାଗୁଛି। ଏହାର ଫାଇଦା ଉଠାଉଛନ୍ତି ଦଲାଲ।…

7 years ago

ଦୁଇଦିନ ପରେ ପୁଣି ଥରିଲା ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳ

ନୂଆଦିଲ୍ଲୀ/ଇସଲାମାବାଦ୍‌,୨୬।୯: ଦୁଇ ଦିନ ପରେ ପୁଣି ଗୁରୁବାର ଭାରତ-ପାକିସ୍ତାନ ସୀମାନ୍ତ ଅଞ୍ଚଳରେ ଭୂକମ୍ପ ହୋଇଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୪.୮ ଥିଲା ବୋଲି ପାଣିପାଗ ବିଭାଗ…

7 years ago

ଆଇନ ଅନୁସାରେ ମହାତ୍ମା ନୁହଁନ୍ତି ଜାତିର ପିତା: ସମ୍ବିଧାନର ଅନୁଚ୍ଛେଦ ୧୮(୧) ସମ୍ପର୍କରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦେଲା ସୂଚନା

ନୂଆଦିଲ୍ଲୀ,୨୬।୯: ଆମେରିକା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତର ଜାତିର ପିତା ବୋଲି କହିଛନ୍ତି। ଏହାକୁ କଂଗ୍ରେସ ନେତା ନାପସନ୍ଦ କରିଛନ୍ତି। ଜାତିର…

7 years ago

ପୁରୀର ‘ନୂଆ ଯୁବରାଜ’ ନେଇ ଫଟୋ ଭାଇରାଲ ପ୍ରସଙ୍ଗ: ରାଜନଅର ପକ୍ଷରୁ ଖଣ୍ଡନ, ଫଟୋଟି ନୀଳଗିରି ଯୁବରାଜଙ୍କର

ପୁରୀ ଅଫିସ,୨୬।୯: ଗତ କିଛି ଦିନ ଧରି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବଙ୍କ ଉତ୍ତରାଧିକାରୀ ବୋଲି ଜଣେ ବ୍ୟକ୍ତିଙ୍କୁ ପରିଚୟ ଦେଇ ଏକ ଫଟୋ ଭାଇରାଲ…

7 years ago

ଅଯୋଧ୍ୟା ମାମଲା: ଅକ୍ଟୋବର ୧୮ସୁଦ୍ଧା ଶୁଣାଣି; ନଭେମ୍ବର ୧୭ ପୂର୍ବରୁ ରାୟ; ନ ହେଲେ ପୁଣି ଲଟକି ରହିବ

ନୂଆଦିଲ୍ଲୀ,୨୬।୯: ଅଯୋଧ୍ୟା ମାମଲାରେ ଅକ୍ଟୋବର ୧୮ ସୁଦ୍ଧା ଶୁଣାଣି କରାଯିବ। ସେହିପରି ନଭେମ୍ବର ୧୭ ପୂର୍ବରୁ ଏହାର ରାୟ ପ୍ରକାଶ କରାଯିବ ବୋଲି ସୁପ୍ରିମ୍‌କୋର୍ଟ କହିଛନ୍ତି। ଏହି…

7 years ago

ବନ୍ୟାରେ ଭାସିବ ମୁମ୍ବାଇ-କୋଲକାତା: ୨୧୦୦ ସୁଦ୍ଧା ହିନ୍ଦୁକୁଶ ହିମାଳୟ ହିମନଦୀର ୨ ତୃତୀୟାଂଶ ତରଳିବ; ୧୫୦ ନିୟୁତରୁ ଅଧିକ ଲୋକ ହରାଇବେ ଭିଟାମାଟି

ନୂଆଦିଲ୍ଲୀ,୨୬।୯: ଜଳବାୟୁ ପରିବର୍ତ୍ତନ ଏବଂ ବିଶ୍ୱତାପମାନ ବୃଦ୍ଧିର ପ୍ରଭାବ ଯୋଗୁ ହିନ୍ଦୁ କୁଶ ହିମାଳୟ ହିମନଦୀ ଉପରେ ନକାରାତ୍ମକ ପ୍ରଭାବ ପଡ଼ିବ। ୨୧୦୦ ମସିହା ସୁଦ୍ଧା ହିମନଦୀର…

7 years ago

ଧରା ପଡ଼ିଲା ଇମ୍ରାନ୍‌ଙ୍କ ବନ୍ଧୁ ଚେହେରା: ହାଫିଜ୍‌ ସଇଦ୍‌ଙ୍କ ପାଇଁ ମାଗିଲେ ଟଙ୍କା

ଇସଲାମାବାଦ୍‌,୨୬।୯: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାଁଙ୍କ ବନ୍ଧୁ ଚେହେରା ଏବେ ଧରା ପଡ଼ିଯାଇଛି। ଭାରତ ଉପରେ ବାରମ୍ବାର ଆତଙ୍କବାଦୀ ଆକ୍ରମଣ କରାଇଥିବା ବିଶ୍ୱ ଆତଙ୍କବାଦୀ ହାଫିଜ୍‌ ସଇଦ୍‌ଙ୍କ…

7 years ago

ଦେଶକୁ ମିଳିବ ନୂଆ ସେନାଧ୍ୟକ୍ଷ: ଦୌଡ଼ରେ ନରାଓ୍ବନେ-ରଣବୀର-ସୈନି

ନୂଆଦିଲ୍ଲୀ,୨୬।୯: ଆଉ ୩ ମାସ ମଧ୍ୟରେ ଦେଶରେ ନୂଆ ସେନାଧ୍ୟକ୍ଷ ଦାୟିତ୍ୱ ଗ୍ରହଣ କରିବେ। ବର୍ତ୍ତମାନର ସେନାଧ୍ୟକ୍ଷ ବିପିନ୍‌ ରାଓ୍ବତ୍‌ ଡିସେମ୍ବର ୩୧ରେ ଅବସର ଗ୍ରହଣ କରିବେ।…

7 years ago