Home Middle

ପାକିସ୍ତାନରେ ଦରଦାମ ଆକାଶ ଛୁଆଁ,ତେଲ-୫୮୦,ପିଆଜ-୨୮୦,ଟମାଟୋ-୯୦…

ଇସଲାମାବାଦ,୭।୧ : ପାକିସ୍ତାନରେ ନଗଦ ସଙ୍କଟ ମଧ୍ୟରେ ମୁଦ୍ରାସ୍ଫୀତି ବେଲଗାମ ହୋଇଛି। ଖାଦ୍ୟ ସାମଗ୍ରୀ ଇନ୍ଧନ ସାମଗ୍ରୀର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟିବା ସହିତ ମୁଦ୍ରାସ୍ଫୀତି ପୂର୍ବ…

3 years ago

ମହାତ୍ମା ଗାନ୍ଧୀ-ନେଲସନ ମଣ୍ଡେଲାଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା, ନିନ୍ଦା କଲେ ଭାରତୀୟ ହାଇ କମିଶନ…

ଭିକ୍ଟୋରିଆ,୭।୧ : ଭିକ୍ଟୋରିଆର ଶାନ୍ତି ପାର୍କରେ ମହାତ୍ମା ଗାନ୍ଧୀ ଏବଂ ନେଲସନ ମଣ୍ଡେଲାଙ୍କ ପ୍ରତିମୂର୍ତ୍ତିକୁ ଭଙ୍ଗାରୁଜା କରିବା କାର୍ଯ୍ୟକୁ ନିନ୍ଦା କରିଥିବା ଭାରତୀୟ ହାଇ କମିଶନ ଶନିବାର…

3 years ago

ଆହୁରି ଦୁଇଦିନ ପ୍ରବଳ ଶୀତରେ ଥରିବ ରାଜ୍ୟ, ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ

ଭୁବନେଶ୍ୱର,୭ା୧(ବ୍ୟୁରୋ): ରାଜ୍ୟର ଅଧିକାଂଶ ଜିଲା ଆହୁରି ଦୁଇଦିନ ପ୍ରବଳ ଶୀତରେ ଥରିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପ୍ରକାଶ ପାଇଛି। ରାତିର ତାପମାତ୍ରା ସ୍ବାଭାବିକଠାରୁ…

3 years ago

ଭାରତ ଯୋଡୋ ଯାତ୍ରାର ଉଦ୍ଦେଶ୍ୟ ରାହୁଲଙ୍କୁ ପ୍ରଧାନମନ୍ତ୍ରୀ ପ୍ରାର୍ଥୀ କରିବା ନୁହେଁ: ଜୟରାମ ରମେଶ…

ନୂଆଦିଲ୍ଲୀ,୭।୧ : ହରିୟାଣାର ପାନିପତରୁ କଂଗ୍ରେସର ଭାରତ ଯୋଡା ଯାତ୍ରା ଶନିବାର ସକାଳେ କର୍ନଲ ଜିଲ୍ଲାରେ ପହଞ୍ଚିଛି। ଏହି ସମୟରେ ରାହୁଲ ଗାନ୍ଧୀଙ୍କ ସହ କଂଗ୍ରେସର ଅନ୍ୟ…

3 years ago

‘ପାକିସ୍ତାନରୁ ବନ୍ୟା କମିନାହିଁ ବରଂ ବିଶ୍ୱର ଧ୍ୟାନ କମିଛି’

ଇସଲାମାବାଦ,୭ା୧: ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ କହିଛନ୍ତି, ଗତ ଗ୍ରୀଷ୍ମଋତୁରେ ଦେଶରେ ହୋଇଥିବା ଭୟଙ୍କର ବର୍ଷା ଓ ବନ୍ୟାରେ ୧୭୦୦ ଲୋକ ପ୍ରାଣ ହରାଇଛନ୍ତି। ସ୍ବିଜରଲାଣ୍ଡର ଆକାର…

3 years ago

ଟିଟିପି ଶିବିରରେ ଆକ୍ରମଣ ହେଲେ ତାଲିବାନ-ପାକିସ୍ତାନ ଯୁଦ୍ଧ ହେବା ଆଶଙ୍କା…

ଇସଲାମାବାଦ,୭।୧ : ଶେହବାଜ ସରିଫ ସରକାର ଆତଙ୍କବାଦୀ ସଂଗଠନ ତେହେରିକ-ଇ-ତାଲିବାନ ପାକିସ୍ତାନ (ଟିଟିପି) ଶିବିର ଉପରେ ଆକ୍ରମଣ କରିବାକୁ ଧମକ ଦେବା ପରେ ଆଫଗାନିସ୍ତାନରେ ପାକିସ୍ତାନ ବିରୋଧରେ…

3 years ago

ଚାଇନା ଯୁବବର୍ଗ ଜାଣିଶୁଣି ହେଉଛନ୍ତି କରୋନାରେ ସଂକ୍ରମିତ: ହର୍ଡ ଇମ୍ୟୁନିଟି ଆଶା…

ବେଜିଂ,୭।୧ : ଦେଶରେ କରୋନା ବିସ୍ଫୋରଣ ମଧ୍ୟରେ ଚାଇନା ଅନ୍ତର୍ଜାତୀୟ ଯାତ୍ରୀଙ୍କ ପାଇଁ ସୀମା ଖୋଲିଛି। ଏହି କାରଣରୁ ଦେଶରେ ଉତ୍ସାହର ବାତାବରଣ ସୃଷ୍ଟି ହୋଇଛି। ଯାତ୍ରା…

3 years ago

ବୋମା ରଖାଯାଇଥିବା ଧମକ, ଜରୁରୀ ଅବତରଣ କଲା ବିମାନ…

ଟୋକିଓ,୭।୧ : ବିମାନରେ ବୋମା ରଖାଯାଇଥିବା ଏକ ଅନ୍ତର୍ଜାତୀୟ କଲ୍‌ ମିଳିବା ପରେ ଜାପାନର ବିମାନ ଜରୁରୀ ଅବତରଣ କରିଛି। ଏହି ଘଟଣା ସମ୍ପର୍କରେ ସୂଚନା ଦେଇ…

3 years ago

ଅନ୍ତର୍ଜାତୀୟସ୍ତରରେ ଚିନ୍ତା ବଢ଼ିଲା: ଯେକୌଣସି ହ୍ୟାକିଂ କରିବା କ୍ଷମତା ହାସଲ କଲା ଚାଇନା…

ବେଜିଂ,୭।୧ : ଚାଇନାର ଗବେଷକମାନେ ଏକ ଚମତ୍କାର ଦାବି କରିଛନ୍ତି। ସମଗ୍ର ବିଶ୍ୱରେ କମ୍ପ୍ୟୁଟର ସୁରକ୍ଷା ବିଶେଷଜ୍ଞମାନେ ସତ୍ୟ ଜାଣିବା ପାଇଁ ଚେଷ୍ଟା କରୁଛନ୍ତି। ଯଦି ଚାଇନାର…

3 years ago

ଦୈନିକ ସଂକ୍ରମଣ ୦.୧୧ ପ୍ରତିଶତ, ସାପ୍ତାହିକ ସଂକ୍ରମଣ ୦.୧୨ ପ୍ରତିଶତ…

ନୂଆଦିଲ୍ଲୀ, ୭।୧: ଦେଶରେ କରୋନା ମହାମାରୀ ସଂକ୍ରମଣ ନେଇ ପୁଣି ଆତଙ୍କ ଘନେଇବାରେ ଲାଗିଛି। ସଂକ୍ରମଣ ଦିନେ କମିଲେ ପୁଣି ବଢ଼ିବାରେ ଲାଗିଛି। ଭାରତୀୟ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ…

3 years ago