Home Middle

ଟସ ଜିତିଲା ଅଷ୍ଟ୍ରେଲିଆ: ବୋଲିଂ ନିଷ୍ପତ୍ତି…

ବିଶାଖାପଟ୍ଟନମ,୧୯।୩ : ଭାରତ ଅଷ୍ଟ୍ରେଲିଆ ମଧ୍ୟରେ ବିଶାଖାପଟ୍ଟନମ୍‌ରେ ୩ ଟିକିଆ ଦିନିକିଆ ସିରିଜର ଦ୍ୱିତୀୟ ମ୍ୟାଚ୍‌ ଖେଳା ଯାଉଛି। ଡ.ଓ୍ବାଇଏସ ରାଜଶେଖର ରେଡ୍ଡି ଏସିଏ-ଭିଡିସିଏ କ୍ରିକେଟ ଷ୍ଟାଡିୟମରେ…

4 years ago

ସମଲିଙ୍ଗୀ ଦମ୍ପତିଙ୍କ ପିଲାଙ୍କ ଜନ୍ମ ପଞ୍ଜୀକରଣରେ ନିଷେଧାଦେଶ

ରୋମ୍‌,୧୯ା୩: ୟୁରୋପୀୟ ଦେଶ ଇଟାଲୀରେ ସମଲିଙ୍ଗୀ ଦମ୍ପତିଙ୍କ ଉପରେ ହୋଇଥିବା ନିଷ୍ପତ୍ତିକୁ ନେଇ ସରକାରଙ୍କୁ ଦୃଢ଼ ବିରୋଧ କରାଯାଉଛି। ସମଲିଙ୍ଗୀ ଦମ୍ପତିଙ୍କ ପିଲାମାନଙ୍କର ଜନ୍ମ ପଞ୍ଜୀକରଣକୁ ନିଷିଦ୍ଧ…

4 years ago

କଂଗ୍ରେସ ଦଳ ମାନସିକ ବ୍ୟାଧିଗ୍ରସ୍ତ,୨୦୧୪ ପରେ ଦେଶର ରାଜନୈତିକ ସଂସ୍କୃତିକୁ ପରିବର୍ତ୍ତନ କରିଛନ୍ତି ପ୍ରଧାନମନ୍ତ୍ରୀ: ନଡ୍ଡା…

ଚେନ୍ନାଇ,୧୯।୩ : ଭାରତୀୟ ଜନତା ପାର୍ଟିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଡ. ଜେ.ପି. ନଡ୍ଡା ରବିବାର କଂଗ୍ରେସ ଏବଂ ରାହୁଲ ଗାନ୍ଧୀଙ୍କୁ କଡ଼ା ସମାଲୋଚନା କରିଛନ୍ତି। ଭାଜପା ଯୁବ…

4 years ago

ବାଂଲାଦେଶରେ ଖାଇକୁ ଖସିଲା ବସ: ୧୭ ମୃତ-୩୦ ଆହତ…

ଢାକା,୧୯।୩ : ରବିବାର ବାଂଲାଦେଶର ଏକ ଦ୍ରୁତଗାମୀ ବସ ଏକ ଖାଇକୁ ଖସିପଡିଛି। ଫଳରେ ୧୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣାରେ ୩୦ ଜଣ ଆହତ…

4 years ago

ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ଇଣ୍ଟରନେଟ ସେବା ବନ୍ଦ: ପଞ୍ଜାବ ସରକାରଙ୍କ କଡ଼ା ପଦକ୍ଷେପ…

ଚଣ୍ଡିଗଡ଼,୧୯।୩ : ପଞ୍ଜାବର ମୋବାଇଲ ନେଟୱାର୍କରେ ପ୍ରଦାନ କରାଯାଇଥିବା ସମସ୍ତ ଡଙ୍ଗଲ ସେବା ବର୍ତ୍ତମାନ ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ସ୍ଥଗିତ ରହିଛି। ଜନସାଧାରଣଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି…

4 years ago

ନ୍ୟାଶନାଲ ଚାମ୍ପିୟନଙ୍କ ସହିତ ଟେବୁଲ ଟେନିସ ଖେଳିଲେ ଆଇନମନ୍ତ୍ରୀ: ସୋସିଆଲ ମିଡ଼ିଆରେ ଭାଇରାଲ…

ନୂଆଦିଲ୍ଲୀ,୧୯।୩ : କେନ୍ଦ୍ର ଆଇନ ମନ୍ତ୍ରୀ କିରେନ ରିଜିଜୁ ସୋସିଆଲ ମିଡିଆରେ ନିଜର ବିବୃତ୍ତି ଏବଂ ପୋଷ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ସେ ସୋସିଆଲ ମିଡିଆରେ…

4 years ago

ବିବାଦୀୟ ମନ୍ତବ୍ୟ ନ ଦେବାକୁ ଧିରେନ୍ଦ୍ର ଶାସ୍ତ୍ରୀଙ୍କୁ ଚେତାବନୀ ଦେଲେ ସରକାର…

ମୁମ୍ବାଇ,୧୯।୩ : ମହାରାଷ୍ଟ୍ରର ଥାନେ ଜିଲାର ମୀରା ରୋଡରେ ବାଗେଶ୍ୱର ଧାମର ମୁଖ୍ୟ ପୀଠାଧିଶ ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଦୁଇ ଦିନିଆ କାର୍ଯ୍ୟକ୍ରମ ଚାଲିଛି। ଏହି ସମୟରେ, ଆୟୋଜକମାନଙ୍କୁ…

4 years ago

ଇମ୍ରାନଙ୍କ ପାର୍ଟିକୁ ନିଷିଦ୍ଧ ସଂଗଠନ ଘୋଷଣା କରିବାକୁ ପାକିସ୍ତାନ ସରକାରଙ୍କ ଯୋଜନା…

ଇସଲାମାବାଦ,୧୯।୩ : ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଲାହୋର ବାସଭବନରୁ ଅସ୍ତ୍ରଶସ୍ତ୍ର ଏବଂ ପେଟ୍ରୋଲ ବୋମା ଜବତ କରିଥିବା ପୋଲିସ ଦାବି କରିବା ପରେ ପାକିସ୍ତାନ ସରକାର…

4 years ago

ଶତାବ୍ଦୀ ଏକ୍ସପ୍ରେସରେ ହଠାତ ପହଞ୍ଚିଲେ ରେଳମନ୍ତ୍ରୀ…

ନୂଆଦିଲ୍ଲୀ,୧୯।୩ : କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ତାଙ୍କ ବୁଦ୍ଧି ଏବଂ ସୋସିଆଲ ମିଡିଆ ପୋଷ୍ଟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। ଟେକ୍ନୋଲୋଜିର ବିଶେଷଜ୍ଞ ଅଶ୍ୱିନୀ ବୈଷ୍ଣବ…

4 years ago

ତାଲିବାନ-ଆଇଏସଆଇଏସ ମୁହାଁମୁହିଁ…

କାବୁଲ,୧୯।୩ : ଆଫଗାନିସ୍ତାନରେ ତାଲିବାନ ଆଇଏସଆଇଏସ ମୁହାଁମୁହିଁ ହୋଇଛନ୍ତି। ତାଲିବାନ ଆକ୍ରମଣରେ କେତେକ ଆଇଏସଆଇଏସ ଆତଙ୍କବାଦୀଙ୍କର ମୃତ୍ୟୁ ଘଟିଛି। ତାଲିବାନ ମୁଖପାତ୍ର ଜାବୁଲ୍ଲା ମୁଜାହିଦ କହିଛନ୍ତି ଯେ…

4 years ago