ନୂଆଦିଲ୍ଲୀ,୧୩।୬: ଟ୍ବିଟର୍ ରାଜନୀତିକୁ ନେଇ ଜାତୀୟ ରାଜନୀତି ସରଗରମ ରହିଛି। ଟ୍ବିଟର୍ ପୂର୍ବତନ ସିଇଓ ଜ୍ୟାକ୍ ଡୋରସେଙ୍କ ବୟାନ ପରେ ବିରୋଧୀ ଲଗାତାର ସରକାରଙ୍କୁ ବିରୋଧ କରୁଥିବାବେଳେ…
ମୁମ୍ବାଇ,୧୩।୬ : କ୍ୟାବିନେଟ ବିସ୍ତାରକୁ ନେଇ ମହାରାଷ୍ଟ୍ରରେ ରାଜନୈତିକ ଉତ୍ତେଜନା ବୃଦ୍ଧି ପାଇଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ ରାଜନୈତିକ ସର୍କଲରେ ଏକ ଆଲୋଚନା ହେଉଛି, ମୁଖ୍ୟମନ୍ତ୍ରୀ ଏକନାଥ…
ନୂଆଦିଲ୍ଲୀ,୧୩।୬: ଟ୍ବିଟର୍ ପୂର୍ବତନ ସିଇଓ ଜ୍ୟାକ୍ ଡୋରସେ ଏକ ସାକ୍ଷତକାରର ବୟାନକୁ ନେଇ ବିରୋଧୀ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଏନେଇ କଂଗ୍ରେସ ମହାସଚିବ କେ.ସି ବେଣୁଗୋପାଳ…
କୋଲକତା,୧୩।୬: ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ପୂର୍ବରୁ ବିରୋଧୀଙ୍କୁ ଝଟକା ଲାଗିଛି। କୋଲକତା ହାଇକୋର୍ଟ ନିର୍ବାଚନର ନାମାଙ୍କନ ଦାଖଲର ଶେଷ ତାରିଖକୁ ଘୁଞ୍ଚାଇବାକୁ ମନା କରି ଦେଇଛନ୍ତି। ନିର୍ବାଚନ…
କଲମ୍ବୋ,୧୩।୬ : ସମଲିଙ୍ଗୀ ସମ୍ପର୍କକୁ ଆଇନଗତ କରିବା ପାଇଁ ଶ୍ରୀଲଙ୍କାରେ ଏକ ବଡ଼ ବିବାଦ ଉପୁଜିଛି। ଏଥିପାଇଁ ଶ୍ରୀଲଙ୍କାର ରାନିଲ ବିକ୍ରମ ସିଙ୍ଘେ ସରକାର ଏକ ବିଲ…
ଓ୍ବାଶିଂଟନ୍,୧୩।୬: ଆମେରିକାର ଡେନଭରରେ ମଙ୍ଗଳବାର ଗୁଳିକାଣ୍ଡ ଘଟିଛି। ଗୁଳିକାଣ୍ଡରେ ୧୦ଜଣ ଆହତ ହୋଇଥିବା ପୋଲିସ କହିଛି। ଏଥି ମଧ୍ୟରୁ ୩ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି।ଜଣେ ସନ୍ଦିଗ୍ଧଙ୍କୁ…
ନୂଆଦିଲ୍ଲୀ,୧୩।୬ : ଆଗାମୀ ଦିନରେ ଟିଭି,ଲ୍ୟାପଟପ, ଫୋନ ଉତ୍ପାଦନ କରୁଥିବା କମ୍ପାନୀଗୁଡିକ ଏସବୁର ମୂଲ୍ୟ ବୃଦ୍ଧି ଘୋଷଣା କରିପାରନ୍ତି। ଏଗୁଡ଼ିକରେ ବ୍ୟବହୃତ ଗୁରୁତ୍ୱପୂର୍ଣ୍ଣ ପାର୍ଟସ୍ଗୁଡ଼ିକର ମୂଲ୍ୟ ବଜାରରେ…
ଥିରୁଭାନନ୍ତପୁରମ,୧୩।୬ : କଂଗ୍ରେସ ଏମପି ତଥା ପୂର୍ବତନ ମନ୍ତ୍ରୀ ଶଶି ଥରୁର କେରଳ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି। ମଙ୍ଗଳବାର କମ୍ୟୁନିଷ୍ଟ ପାର୍ଟି ଅଫ ଇଣ୍ଡିଆ (ଏମ)…
ଚେନ୍ନାଇ,୧୩।୬ : ତାମିଲନାଡୁ ଭାଜପା ସଭାପତି କେ. ଅନ୍ନାମଲାଇଙ୍କ ସଦ୍ୟତମ ବିବୃତ୍ତି ଦକ୍ଷିଣରେ ନିଜର ପାଦକୁ ସୁଦୃଢ଼ କରିବା ପାଇଁ ଭାଜପାର ଉଦ୍ୟମକୁ ବଡ଼ ଝଟକା ଦେଇପାରେ।…
କିଭ୍,୧୩।୬: ଋଷ ୟୁକ୍ରେନ ଯୁଦ୍ଧ ମଧ୍ୟରେ ୟୁକ୍ରେନର ସବୁଠାରୁ ବଡ ବନ୍ଧ ମଧ୍ୟରୁ କାଖୋଭକା ଡ୍ୟାମ ଧ୍ୱଂସ ହୋଇଯାଇଛି। ପାଣି ଶୁଖିବାବେଳେ ସେଠାରେ କାର୍ଯ୍ୟ କରୁଥିବା ଅଧିକାରୀ…