Home Middle

ବଢିଲା ନୋବେଲ ପୁରସ୍କାର ରାଶି, ଘୋଷଣା କଲା ନୋବେଲ ଫାଉଣ୍ଡେଶନ

ଷ୍ଟକହୋମ,୧୬।୯: ନୋବେଲ ଫାଉଣ୍ଡେସନ ଶୁକ୍ରବାର କହିଛି ଯେ ୨୦୨୩ ବର୍ଷ ପାଇଁ ନୋବେଲ ବିଜେତାଙ୍କୁ ଅତିରିକ୍ତ ୧୦ ଲକ୍ଷ କ୍ରୋନର୍‌ ମିଳିବ। ଏହା ସମୁଦାୟ ଆର୍ଥିକ ପରିମାଣ…

3 years ago

ଜମ୍ମୁ-କଶ୍ମୀର ଉରି-ହଥଲଙ୍ଗାରେ ୨ ଆତଙ୍କବାଦୀ ନିହତ, ସର୍ଚ୍ଚ ଅପରେଶନ ଜାରି

ଶ୍ରୀନଗର,୧୬।୯: ଜମ୍ମୁ-କଶ୍ମୀରର ଉରିରେ ଆତଙ୍କବାଦୀ ଏବଂ ସେନା ଯବାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ ହୋଇଛନ୍ତି। ସେନା ଏବଂ ପୋଲିସ କର୍ମଚାରୀ ଏହି ଅଞ୍ଚଳରେ…

3 years ago

ହାଇଦ୍ରାବାଦରେ ଏକାଠି ହେବେ ସାରା ଦେଶର କଂଗ୍ରେସ ନେତା, ସିଡବ୍ଲୁସିର ଦୁଇ ଦିନିଆ ବୈଠକ ଆଜିଠାରୁ ଆରମ୍ଭ

ନୂଆଦିଲ୍ଲୀ,୧୬।୯: କଂଗ୍ରେସର ବରିଷ୍ଠ ନେତା ମଲ୍ଲିକାର୍ଜୁନ ଖାର୍ଗେ କଂଗ୍ରେସର ଅଧ୍ୟକ୍ଷ ହେବା ପରେ ପ୍ରଥମଥର ଲାଗି ତାଙ୍କ ଅଧ୍ୟକ୍ଷତାରେ କଂଗ୍ରେସ କାର୍ଯ୍ୟକାରିଣୀ(ସିଡବ୍ଲୁସି)ର ଦୁଇ ଦିନିଆ ବୈଠକ ଶନିବାର…

3 years ago

‘ଯେଉଁମାନେ ଅହଂକାରୀ ସେମାନେ ହିଁ କ୍ଷମତାରେ ଅଛନ୍ତି’, ଇଣ୍ଡିଆ ମେଣ୍ଟକୁ ଅହଂକାରୀ କହିବା ଉପରେ ଶଶି ଥରୁରଙ୍କ ପାଲଟା ଜବାବ

ନୂଆଦିଲ୍ଲୀ,୧୬।୯: ବିରୋଧୀ ୨୦୨୪ ଲୋକ ସଭା ନିର୍ବାଚନ ପାଇଁ ଏକ ମିଳିତ ମେଣ୍ଟ ଗଠନ କରିଛନ୍ତି, ଯାହାକୁ ‘ଇଣ୍ଡିଆ’ମେଣ୍ଟ ନାମରେ ନାମିତ କରାଯାଇଛି। ଏହି ମେଣ୍ଟକୁ ନେଇ…

3 years ago

ମହାକାଶ ଗଲେ ଜଣେ ଆମେରିକୀୟ, ୨ ରୁଷୀୟ

ମସ୍କୋ,୧୬ା୯: ଜଣେ ଆମେରିକୀୟ ଓ ୨ ରୁଷୀୟ ଶୁକ୍ରବାର କାଜାଖସ୍ତାନରୁ ରୁଷିଆର ଏକ ସ୍ପେସ୍‌କ୍ରାଫ୍ଟରେ ଇଣ୍ଟରନ୍ୟାଶନାଲ୍‌ ସ୍ପେସ୍‌ ଷ୍ଟେଶନ୍‌ (ଆଇଏସ୍‌ଏସ୍‌)କୁ ଯାତ୍ରା କରିଛନ୍ତି। ଆମେରିକାର ମହାକାଶ ଗବେଷଣା ସଂସ୍ଥା…

3 years ago

ମୋଦି ସବୁଠୁ ଲୋକପ୍ରିୟ ବିଶ୍ୱନେତା

ନୂଆଦିଲ୍ଲୀ,୧୬ା୯: ଜି୨୦ ସମିଟ୍‌ର ସଫଳ ଆୟୋଜନ ପରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ସବୁଠୁ ଲୋକପ୍ରିୟ ବିଶ୍ୱନେତାର ପରିଚୟ ହାସଲ କରିଛନ୍ତି। ତାଙ୍କ ପ୍ରତି ସର୍ବାଧିକ ୭୬…

3 years ago

ଜଳବାୟୁ ପରିବର୍ତ୍ତନରୁ ବିନାଶ

ନୂଆଦିଲ୍ଲୀ/ଓ୍ବାଶିଂଟନ,୧୬ା୯,(ପ୍ରସ୍ତୁତି: ଦୁର୍ଯ୍ୟୋଧନ ମିଶ୍ର): ମାତ୍ର ଦୁଇ ଚାରି ଦିନର ବ୍ୟବଧାନରେ ଉତ୍ତର ଆଫ୍ରିକାର ଦୁଇଟି ରାଷ୍ଟ୍ର ଅଭୂତପୂର୍ବ ବିପର୍ଯ୍ୟୟକୁ ସାମ୍ନା କରିଛି। ମରକ୍କୋର ବିନାଶକାରୀ ଭୂକମ୍ପରେ ୩୦୦୦ରୁ ଊର୍ଦ୍ଧ୍ୱଙ୍କ…

3 years ago

ମର୍ମନ୍ତୁଦ ସଡକ ଦୁର୍ଘଟଣା: ୮ ମୃତ

ଇସଲାମାବାଦ,୧୬।୯: ପାକିସ୍ତାନର ସାଦିକାବାଦରେ ଶନିବାର ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ସାଦିକାବାଦର ମୋଟରୱେ ଏମ୍‌-୫ ରାଜପଥରେ କାର୍‌-ଟ୍ରକ୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୮ ଜଣଙ୍କର…

3 years ago

ରିପୋର୍ଟରେ ଭୁଲ୍‌ ବିବୃତି ଅପରାଧ ନୁହେଁ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୧୬ା୯: ମଣିପୁର ହିଂସାବେଳେ ସରକାରଙ୍କ ବିରୋଧରେ ଖବର ଛାପିଥିବାରୁ ଏଡିଟର୍ସ ଗିଲ୍ଡ ଓ ଏହାର ୪ ଜଣ ସଦସ୍ୟଙ୍କ ବିରୋଧରେ ମାମଲା ଦାଏର ହୋଇଛି। ସୈନ୍ୟବାହିନୀର ନିବେଦନକ୍ରମେ ଖବର…

3 years ago

ଗିଲ୍‌ଙ୍କ ଶତକ ସତ୍ତ୍ୱେ ଭାରତ ପରାସ୍ତ

କଲମ୍ବୋ, ୧୬।୯: ଶୁବମନ ଗିଲଙ୍କ ଲଢ଼ୁଆ ଶତକ ସତ୍ତ୍ୱେ ଭାରତ ଚଳିତ ଏସିଆ କପ୍‌ କ୍ରିକେଟ ଟୁର୍ନାମେଣ୍ଟର ଶୁକ୍ରବାର ଅନୁଷ୍ଠିତ ଅନ୍ତିମ ସୁପର-୪ ମ୍ୟାଚରେ ବାଂଲାଦେଶଠାରୁ ୬…

3 years ago