Home Middle

ଏଏପିକୁ ଝଟ୍‌କା, ୧୫ ଜୁନ ସୁଦ୍ଧା ଦଳୀୟ କାର୍ଯ୍ୟାଳୟ ଖାଲି କରିବାକୁ କୋର୍ଟଙ୍କ ନିର୍ଦ୍ଦେଶ

ନୂଆଦିଲ୍ଲୀ,୪।୩: ସୁପ୍ରିମକୋର୍ଟ ଆମ ଆଦମୀ ପାର୍ଟି(ଏଏପି)କୁ ତାଙ୍କ କାର୍ଯ୍ୟାଳୟ ଖାଲି କରିବାକୁ କହିଛନ୍ତି। ତେବେ ନିର୍ବାଚନକୁ ଦୃଷ୍ଟିରେ ରଖି କୋର୍ଟ ଜୁନ୧୫ ପର୍ଯ୍ୟନ୍ତ ସମୟ ଦେଇଛନ୍ତି। ସୂଚନାଯୋଗ୍ୟ,…

2 years ago

ଊର୍ଦ୍ଦୁ ଶିକ୍ଷକଙ୍କ ଦରମା ବଢ଼ାଇଲେ ସରକାର

ଭୁବନେଶ୍ୱର,୪ା୩(ଅସମାପିକା ସାହୁ): ରାଜ୍ୟର ଉଚ୍ଚ ପ୍ରାଥମିକ, ମଧ୍ୟ ଇଂରାଜୀ ବିଦ୍ୟାଳୟଗୁଡ଼ିକରେ ନିୟୋଜିତ ଉର୍ଦ୍ଦୁ ଶିକ୍ଷକ ଏବଂ ସରକାରୀ ପୂର୍ଣ୍ଣ ଅନୁଦାନ ଓ ନୂତନ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟରେ…

2 years ago

ଇସ୍ରୋ ମୁଖ୍ୟ ସୋମନାଥ କ୍ୟାନସରରେ ପୀଡିତ, ଆଦିତ୍ୟ ଏଲ-୧ ଲଞ୍ଚ ଦିନ ମିଳିଥିଲା ଖବର

ବେଙ୍ଗାଲୁରୁ,୪।୩: ଭାରତୀୟ ମହାକାଶ ଗବେଷଣା ସଂଗଠନ (ଇସ୍ରୋ) ମୁଖ୍ୟ ଏସ ସୋମନାଥ କର୍କଟ ରୋଗରେ ପୀଡିତ। ଏହା ସେ ଆଜି ନୁହେଁ ଭାରତର ଉଚ୍ଚାଭିଳାଷୀ ସୌର ମିଶନ…

2 years ago

ଲୋକ ସଭା ନିର୍ବାଚନ ପୂର୍ବରୁ ମମତାଙ୍କୁ ଶକ୍ତ ଝଟ୍‌କା

କୋଲକାତା,୪।୩: ଲୋକ ସଭା ନିର୍ବାଚନ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ପଶ୍ଚିମବଙ୍ଗରେ ଏକ ଝଟ୍‌କା ପାଇଛନ୍ତି। ଦଳର କାର୍ଯ୍ୟକଳାପକୁ ନେଇ ନିରାଶା ପ୍ରକାଶ କରି ବରିଷ୍ଠ ତ୍ରୁଣମୂଳ…

2 years ago

ଭୋଟ ବଦଳରେ ନୋଟ ମାମଲାରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଆସିଲା ପ୍ରଥମ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୪।୩: ଭୋଟ ବଦଳରେ ନୋଟ ମାମଲାରେ ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ପରେ ସୋମବାର ଅପରାହ୍ନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଥମ ପ୍ରତିକ୍ରିୟା ଆସିଛି। ଏକ୍ସରେ ଏକ ପୋଷ୍ଟ…

2 years ago

ତେଲଙ୍ଗାନାରେ ଗର୍ଜିଲେ ମୋଦି, କହିଲେ ଦେଶ ବିକାଶର ଉତ୍ସବ ପାଳନ କରୁଛି

ହାଇଦ୍ରାବାଦ,୪।୩: ଲୋକ ସଭା ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସୋମବାର ତେଲଙ୍ଗାନାରେ ୫୬ହଜାର କୋଟି ଟଙ୍କା ମୂଲ୍ୟର ବିକାଶ ଯୋଜନାର ମୂଳଦୁଆ ପକାଇ ଉଦଘାଟନ କରିଛନ୍ତି। ତେଲଙ୍ଗାନାର…

2 years ago

ଆବୁ ଧାବିର ହିନ୍ଦୁ ମନ୍ଦିରରେ ଶ୍ରଦ୍ଧାଳୁଙ୍କ ଅସମ୍ଭବ ଭିଡ, ପ୍ରଥମ ଦିନ ଦର୍ଶନ କଲେ ୬୫ ହଜାର ଲୋକ

ଆବୁଧାବି,୪।୩: ସଂଯୁକ୍ତ ଆରବ ଏମିରେଟ୍ସର ଆବୁଧାବିର ହିନ୍ଦୁ ମନ୍ଦିର ସାଧାରଣ ଲୋକଙ୍କ ପାଇଁ ଖୋଲିଛି। ପ୍ରଥମ ଥର ପାଇଁ ଏକ ମୁସଲମାନ ଦେଶରେ ହିନ୍ଦୁ ଭକ୍ତଙ୍କ ଭିଡ…

2 years ago

ମୋକିମଙ୍କ ନିର୍ବାଚନ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ

କଟକ,୪ା୨(କାର୍ତ୍ତିକ ସାହୁ): ବାରବାଟୀ-କଟକ ବିଧାନସଭା ନିର୍ବାଚନ ମଣ୍ଡଳୀର ବିଧାୟକ ମହମ୍ମଦ ମୋକିମଙ୍କ ନିର୍ବାଚନକୁ ହାଇକୋର୍ଟ ଅସିଦ୍ଧ ଘୋଷଣା କରିଛନ୍ତି। ହାଇକୋର୍ଟର ବିଚାରପତି ସଙ୍ଗମ କୁମାର ସାହୁ ମାମଲାର…

2 years ago

୨୬ ବର୍ଷ ପୁରୁଣା ଜଜମେଣ୍ଟରେ ଖୁସି ନ ଥିଲେ ସିଜେଆଇ ଚନ୍ଦ୍ରଚୁଡ

ନୂଆଦିଲ୍ଲୀ,୪।୩: ଆଜି ସୁପ୍ରିମକୋର୍ଟ ଅର୍ଥାତ୍‌ ସୋମବାର ନୋଟ ବଦଳରେ ଭୋଟ ମାମଲାରେ ଏକ ଐତିହାସିକ ନିଷ୍ପତ୍ତି ଦେଇଛନ୍ତି। ଯଦି କୌଣସି ଏମପି କିମ୍ବା ବିଧାୟକ ଭୋଟ ଦିଅନ୍ତି…

2 years ago

ପରୀକ୍ଷା ହଲ୍‌କୁ ଯାଉଥିବାବେଳେ ୩ ଛାତ୍ରୀଙ୍କୁ ଏସିଡ୍‌ ମାଡ଼

ବେଙ୍ଗାଲୁରୁ,୪।୩: କର୍ନାଟକର ମାଙ୍ଗାଲୁରୁରେ ତିନି ଛାତ୍ରୀଙ୍କ ଉପରେ ଏସିଡ୍‌ ମାଡ଼ ହୋଇଛି। ସେମାନେ ସେମାନଙ୍କର ଦ୍ୱିତୀୟ ପିୟୁସି(ପ୍ରି-ବିଶ୍ୱବିଦ୍ୟାଳୟ ଶିକ୍ଷା) ଟେଷ୍ଟ ଦେବା ପାଇଁ ସ୍କୁଲ ହଲରେ ପ୍ରବେଶ…

2 years ago