ସୁନା ଦୋକାନରେ ଭୀଷଣ ନିଆଁ: ସବୁ ଜଳିପୋଡ଼ି ଛାରଖାର୍
ମୁନିଗୁଡା,୭।୧୦(ନନ୍ଦ କିଶୋର ପଟ୍ଟନାୟକ):ରାୟଗଡା ଜିଲା ମୁନିଗୁଡାର ପାଇକସାହି ଛକ ବଜାରସ୍ଥିତ ପ୍ରିୟଙ୍କା ଜୁଏଲାରୀ ନାମକ ଏକ ସୁନା ଦୋକାନରେ ବିଳମ୍ବିତ ରାତିରେ ନିଆଁ ଲାଗିଯିବା ଫଳରେ ଲକ୍ଷାଧିକ ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ ହୋଇଯାଇଥିବା ଜଣାପଡିଛି। ଦୋକାନରେ ନିଆଁ ଲାଗିଥିବା ନେଇ…
ମହୁମାଛି ଆକ୍ରମଣରେ ପଦ୍ମଶ୍ରୀ ଦୈତାରି ନାୟକଙ୍କ ଜ୍ବାଇଁ ମୃତ, ମହୁ ସଂଗ୍ରହ କରିବାକୁ ଯାଇଥିବାବେଳେ ହଠାତ୍…
କେନ୍ଦୁଝର,୭।୧୦ (ନରେଶ ଚନ୍ଦ୍ର ପଟ୍ଟନାୟକ): ବାଂଶପାଳ ବ୍ଲକ ଅନ୍ତର୍ଗତ ତଳ ବୈତରଣୀ ଗ୍ରାମରେ ମହୁମାଛି ଆକ୍ରମଣରେ ଜଣେ ଭୂୟାଁ ଆଦିବାସୀ ଲୋକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ହିରୋ ସାଆନ୍ତ (୫୫)। ସେ ପଦ୍ମଶ୍ରୀ ଦୈତାରି ନାୟକଙ୍କ ବଡ ଜ୍ବାଇଁ ବୋଲି…
ଆଲକହଲ୍ ପିଉଛନ୍ତି କି, ହୋଇଯାନ୍ତୁ ସାବଧାନ: ନଚେତ୍ ହୋଇପାରେ ସାଂଘାତିକ…
ଅଧିକାଂଶ ମହିଳା ଆଲକହଲ୍ ପିଉଥିବା ଦେଖିବାକୁ ମିଳୁଛି । ହେଲେ ଆପଣ ଜାଣନ୍ତି କି ଏହା ନା କେବଳ କ୍ୟାନ୍ସର, ହୃଦ୍ରୋଗ ଏବଂ ଅନ୍ୟାନ୍ୟ ଘାତକ ରୋଗର ଆଶଙ୍କା ବୃଦ୍ଧି କରିଥାଏ ବରଂ ତ୍ୱଚା ପାଇଁ ମଧ୍ୟ ଏହା କ୍ଷତିକାରକ… ଓ୍ବାଲର୍ଡ…
ଡୋନାଲ୍ଡ ଟ୍ରମ୍ପଙ୍କ ନିଦ ହଜାଇଲା ଚାଇନା, କରିଦେଲା ଏମିତି କାମ, ଭୟରେ…
ଓ୍ବାଶିଂଟନ୍,୭।୧୦: ଚାଇନା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଚିନ୍ତା ବଢ଼ାଇଛି। ଚାଇନା ଏହାର ପଞ୍ଚମ ପିଢ଼ିର ଗୁପ୍ତ ଯୁଦ୍ଧ ବିମାନ, J-୨୦ର ଏକ ଅପଗ୍ରେଡେଡ ସଂସ୍କରଣ, J-୨୦A ଉନ୍ମୋଚନ କରିଛି। ଏହାକୁ ଚାଇନାର ଘାତକ “ମାଇଟି ଡ୍ରାଗନ” ମଧ୍ୟ କୁହାଯାଉଛି। ଏହା…
ମାତ୍ର ୧୪୧ ବଲ୍ରେ ୩୧୪ ରନ୍: ଦିନିକିଆରେ ତ୍ରିଶତକ ହାସଲ କରି ସମସ୍ତଙ୍କ ଚକିତ କଲେ ଏହି କ୍ରିକେଟର୍
ସିଡନୀ,୭।୧୦:ଭାରତୀୟ ବଂଶୋଦ୍ଭବ ଅଷ୍ଟ୍ରେଲିୟ ଖେଳାଳି ହରଜସ ସିଂହ ୫୦ ଓଭର କ୍ରିକେଟରେ ତ୍ରିଶତକ ହାସଲ କରିଛନ୍ତି। ସେ ୩୫ ଛକା ସହିତ ୧୪୧ ବଲରେ ୩୧୪ ରନ କରିଥିଲେ। ଗତ ବର୍ଷ, ହରଜସ ୧୯ ବର୍ଷରୁ କମ ବିଶ୍ୱକପ ଫାଇନାଲରେ ଭାରତ…
ପାକିସ୍ତାନକୁ ୧୧ ଅରବ ଡଲାରର ହିସାବ ମାଗିଲାଣି IMF
ଇସଲାମାବାଦ,୭।୧୦: ପାକିସ୍ତାନର ଭୟଙ୍କର ପରିସ୍ଥିତି କୌଣସି ଗୁପ୍ତ କଥା ନୁହେଁ। ଦେଶର ସମ୍ପୂର୍ଣ୍ଣ ଅର୍ଥନୀତି ଋଣ ଉପରେ ଚାଲିଛି। ପାକିସ୍ତାନକୁ ଋଣ ପ୍ରଦାନକାରୀଙ୍କ ତାଲିକାରେ ଅନ୍ତର୍ଜାତୀୟ ମୁଦ୍ରା ପାଣ୍ଠି (IMF) ଶୀର୍ଷରେ ଅଛି। IMF ପାକିସ୍ତାନକୁ କୋଟି କୋଟି ଡଲାର ଋଣ…
ଭାରତ ବିପକ୍ଷରେ ଦଳ ଘୋଷଣା କଲା ଅଷ୍ଟ୍ରେଲିଆ: ପ୍ୟାଟ କମିନ୍ସ, ମ୍ୟାକ୍ସୱେଲ ଦଳରୁ ବିଦା, ଜାଣନ୍ତୁ କାହାକୁ ମିଳିଲା ସ୍ଥାନ
ନୂଆଦିଲ୍ଲୀ,୭।୧୦: ଭାରତ ବିପକ୍ଷରେ ଦିନିକିଆ ସିରିଜ ପାଇଁ ଅଷ୍ଟ୍ରେଲିଆ ତା’ର ୧୫ ଜଣିଆ ଦଳ ଘୋଷଣା କରିଛି। ଅକ୍ଟୋବର ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଦଳରୁ ପ୍ୟାଟ କମିନ୍ସ ଏବଂ ଗ୍ଲେନ ମ୍ୟାକ୍ସୱେଲଙ୍କୁ ବାଦ ଦିଆଯାଇଛି। ଦଳର ଅଧିନାୟକ କମିନ୍ସ…
କଟକ ସହରରେ କର୍ଫ୍ୟୁ କଟକଣା କୋହଳ: ଜୀବନଯାତ୍ରା ସ୍ବାଭାବିକ
କଟକ,୭।୧୦: କଟକ ସହରରେ କଟକଣା କୋହଳ ହୋଇଛି। ପରବର୍ତ୍ତୀ କର୍ଫ୍ୟୁ ଅବଧି ବୃଦ୍ଧି ନିର୍ଦ୍ଦେଶନାମା ନ ଆସିବା ପର୍ଯ୍ୟନ୍ତ କଟକଣା କୋହଳ କରାଯାଇଛି। ଫଳରେ କଟକ ସହରରେ ଜୀବନଯାତ୍ରା ଏକପ୍ରକାର ସ୍ବାଭାବିକ ହୋଇଛି। କର୍ଫ୍ୟୁ କଟକଣା ଆଜି ସକାଳ ୧୦ଟା ପର୍ଯ୍ୟନ୍ତ…
‘ଭଲ ହେବ ଯଦି ୨୦୨୭ ବିଶ୍ୱକପ ଖେଳିବାକୁ ସୁଯୋଗ ମିଳିବ’, ଭାବପ୍ରବଣ ହେଲେ ରୋହିତ, ଅଧିନାୟକ ପଦରୁ ହଟାଯିବା ପରେ ଭାଇରାଲ ହେଲା…
ନୂଆଦିଲ୍ଲୀ,୭।୧୦: ଅଷ୍ଟ୍ରେଲିଆ ଗସ୍ତ ପୂର୍ବରୁ ଭାରତୀୟ ଚୟନକର୍ତ୍ତାମାନେ ରୋହିତ ଶର୍ମାଙ୍କୁ ଦିନିକିଆ ଅଧିନାୟକ ପଦରୁ ହଟାଇ ଏକ ସାହସିକ ପଦକ୍ଷେପ ନେଇଛନ୍ତି। ଶୁଭମନ ଗିଲଙ୍କୁ ୫୦ ଓଭର ଫର୍ମାଟର ଦାୟିତ୍ୱ ଦିଆଯାଇଥିବାରୁ ଏହି ପଦକ୍ଷେପ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି।…
୩୦୦ କୋଟି କ୍ଲବ୍ରେ ‘କାନ୍ତାରା: ଚାପ୍ଟର ୧’
ବେଙ୍ଗାଲୁରୁ: ଅଭିନେତା ରିଷବ ଶେଟ୍ଟୀଙ୍କ ‘କାନ୍ତାରା: ଚାପ୍ଟର ୧’ ଫିଲ୍ମ ଗତ ୨ ତାରିଖରେ ରିଲିଜ୍ ହୋଇଥିଲା। ରିଲିଜ୍ ହେବାର ୪ ଦିନ ମଧ୍ୟରେ ଏହି ଫିଲ୍ମ ବିଶ୍ୱବ୍ୟାପୀ ୩୩୫ କୋଟି ଟଙ୍କା ରୋଜଗାର କରିଛି। କେବଳ ଭାରତୀୟ ସିନେମା ହଲଗୁଡ଼ିକରୁ ଏହି…
ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ EOWର ମାରାଥନ୍ ଜେରା
ମୁମ୍ବାଇ:୭।୧୦: ସିନେ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ସାଢେ ୪ ଘଣ୍ଟା ମାରାଥନ ଜେରା କରାଯାଇଛି। ୬୦ କୋଟି ଟଙ୍କା ଠକେଇ ମାମଲାରେ ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା(EOW) ପକ୍ଷରୁ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କୁ ଜେରା କରାଯାଇଛି। ବର୍ତ୍ତମାନ ସୁଦ୍ଧା ଶିଳ୍ପାଙ୍କ…
ଯାତ୍ରୀବାହୀ ବସ୍ ଓଲଟି ୨୦ ଆହତ, ୫ ଗୁରୁତର
ସିମୁଳିଆ,୭।୧୦(ସନ୍ତୋଷ ନାୟକ): ବାଲେଶ୍ବର ଜିଲା ସିମୁଳିଆ ଥାନାଠାରୁ ୫କି.ମି. ଦୂର ୧୬ନମ୍ବର ଜାତୀୟ ରାଜପଥର ତାରିଣୀ ଛକ ନିକଟରେ ମଙ୍ଗଳବାର ସକାଳ ସାଢେ ୬ଟାରେ ଡିଭାଇଡରକୁ ଧକ୍କା ଦେଇ ଏକ ଯାତ୍ରୀବାସୀ ବସ୍ ଓଲଟି ପଡିଥିଲା। ପୁରୀରୁ ଦୀଘା ଯାଉଥିବାଳ ବେଳେ…
Archives


