ପ୍ରଭାବଶାଳୀଙ୍କୁ ଅନୁକମ୍ପା, ଗରିବଙ୍କୁ ପ୍ରତାରଣା: ଜମି ଦଲାଲଙ୍କ ଅକ୍ତିଆରରେ ସରକାରୀ ଜମି
ପଟ୍ଟାମୁଣ୍ଡାଇ,୭ା୧୦ (କଳ୍ପତରୁ ନାୟକ):କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ତହସିଲ ଅଞ୍ଚଳରେ ଦିନକୁଦିନ ସରକାରୀ ଜମି ଜବରଦଖଲ ବଢ଼ିଚାଲିଛି। ଖାଲି ପଡ଼ିଥିବା ସରକାରୀ ଜମିକୁ ଯିଏ ଯେଉଁଠି ପାରୁଛି ଜବରଦଖଲ କରୁଛି। ପ୍ରଭାବଶାଳୀ ଓ ଜମି ଦଲାଲମାନେ ମଧ୍ୟ ସରକାରୀ ଜମିକୁ ଅକ୍ତିଆର କରି…
ଭାଜପାର ନୂଆ ସ୍ଲୋଗାନ: ‘୨୫ରୁ ୩୦, ଆମର ଦୁଇ ଭାଇ ନରେନ୍ଦ୍ର ଆଉ ନୀତୀଶ’
ପାଟନା,୭।୧୦: ୨୦୨୦ ବିଧାନସଭା ନିର୍ବାଚନରେ, ଭାଜପା ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ତାଙ୍କ ବଡ଼ ଭାଇ ଭାବରେ ଚିତ୍ରଣ କରି ନିର୍ବାଚନ ଲଢ଼ିଥିଲା। ଯଦିଓ ଜନତା ଦଳ ୟୁନାଇଟେଡ ୪୩ଟି ଆସନ ଜିତିଥିଲା, ତଥାପି ଭାଜପା ନୀତିଶ କୁମାରଙ୍କୁ ମୁଖ୍ୟମନ୍ତ୍ରୀ କରିଥିଲା। ନିର୍ବାଚନ…
ଜବରଦଖଲ ଉଚ୍ଛେଦ ପାଇଁ ଦାବି: ତହସିଲ କାର୍ଯ୍ୟାଳୟକୁ ଆସି ଫେରାଦ ଦେଲେ ଗ୍ରାମବାସୀ
ଅମରପାଲି,୭।୧୦(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ତହସିଲ ଅନ୍ତର୍ଗତ ଜଟେସିଂହା ପଞ୍ଚାୟତର କୁଡ଼ାପଡ଼ା ଗ୍ରାମରେ ବ୍ୟାପକ ଭାବେ ସରକାରୀ ଜମି ଜବରଦଖଲ ହୋଇଥିବା ଅଭିଯୋଗ ହୋଇଛି । ଏଥିଯୋଗୁ ଯିବାଆସିବା ତଥା ରାସ୍ତାଘାଟ ଆଦି ବିଭିନ୍ନ କ୍ଷେତ୍ରରେ ଗ୍ରାମବାସୀ ବହୁ ଅସୁବିଧାର…
ବନ୍ଧ ଉପରକୁ ମାଡ଼ିଆସିଲା କୁମ୍ଭୀର: ଲୋକଙ୍କ ମଧ୍ୟରେ କୋକୁଆ ଭୟ
ମହାକାଳପଡ଼ା,୭ା୧୦(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଜମ୍ବୁ-ମାର୍ଶାଘାଇ ମୁଖ୍ୟ କେନାଲର ଛପାଲି-ସ୍କୁଲଘେରି ଗ୍ରାମ ନିକଟରେ କେନାଲ ବନ୍ଧ ଉପରେ ରବିବାର ବିଳମ୍ବିତ ରାତିରେ କୁମ୍ଭୀର ରାସ୍ତା ଅତିକ୍ରମ କରୁଥିବା ଜଣାପଡିଛି। ଲୋକମାନେ ଦେଖି ଭୟଭୀତ ହୋଇପଡ଼ିଥିଲେ। ଅପରପକ୍ଷରେ ଏହି ସ୍କୁଲଘେରି…
ବାଲେଶ୍ୱର ସହରରେ ୨୧ ତାରିଖ ପର୍ଯ୍ୟନ୍ତ କଟକଣା: ରାତି ୧୦ଟାରୁ ସକାଳ ୬ଟା ଯାଏ…
ବାଲେଶ୍ୱର, ୭।୧୦ (ବାଞ୍ଛାନିଧି ଦେ): ବାଲେଶ୍ୱର ସହର ସମେତ ପୌରାଞ୍ଚଳରେ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ଜିଲା ପ୍ରଶାସନ ପକ୍ଷରୁ ସୋମବାର ଠାରୁ ଆସନ୍ତା ୨୧ ତାରିଖ ପର୍ଯ୍ୟନ୍ତ କଟକଣା ଜାରି ହୋଇଛି । ରାତି ୧୦ ରେ ସମସ୍ତ ଦୋକାନ…
ମଣ୍ଡଳ ସ୍ତରୀୟ ବିଜୟା ଦଶମୀ ଉତ୍ସବ ପାଳନ: ଅତିଥି ଭାବେ ଯୋଗ ଦେଇ ଅବସର ପ୍ରାପ୍ତ ଶିକ୍ଷା ନିରୀକ୍ଷକ କହିଲେ…
ଜୁନାଗଡ଼,୭।୧୦(ଅଂଶୁମାନ ଯୋଶୀ): କଳାହାଣ୍ଡି ଜିଲା ଜୁନାଗଡ଼ ବ୍ଲକ ମୁଣ୍ଡରାଗୁଡା ଠାରେ ସୋମବାର ରାଷ୍ଟ୍ରୀୟ ସୟଂସେବକ ସଂଘର ଶହେ ବର୍ଷ ପୂର୍ତ୍ତି ଅବସରରେ ମଣ୍ଡଳ ସ୍ତରୀୟ ବିଜୟା ଦଶମୀ ଉତ୍ସବ ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ଶିକ୍ଷା…
୧୫ ରାଣୀ, ୩୦ ପିଲାଙ୍କୁ ଧରି ଆବୁଧାବି ପହଞ୍ଚିଲେ ଏହି ରାଜା, ସମସ୍ତେ ଦେଖି…
ଆବୁଧାବି,୭।୧୦: ଆଫ୍ରିକୀୟ ଦେଶ ଏସ୍ବାତିନିର ରାଜା ମସ୍ବାତି ତୃତୀୟ ପୁଣିଥରେ ଖବରରେ ଅଛନ୍ତି। ସେ ପ୍ରାୟତଃ ତାଙ୍କର ରାଜକୀୟ ଜୀବନଶୈଳୀ ପାଇଁ ଶିରୋନାମାରେ ରହିଥାଆନ୍ତି, କିନ୍ତୁ ଏଥର, ସେ ତାଙ୍କର ୧୫ ପତ୍ନୀ ଏବଂ ୩୦ ସନ୍ତାନଙ୍କ ପାଇଁ ଚର୍ଚ୍ଚାରେ ଅଛନ୍ତି।…
ଯୁବନେତା ଶୁକଦେବ ଭଞ୍ଜଙ୍କୁ ଗୁରୁ ଦାୟିତ୍ୱ: ଦେବଗଡର ସୋସିଆଲ ମିଡିଆ କୋଡିନେଟର ଭାବେ ମନୋନୀତ
ଦେବଗଡ,୭।୧୦(ଶଶାଙ୍କ ଶେଖର ଝାଙ୍କର): ଦେବଗଡ ନିର୍ବାଚନମଣ୍ଡଳୀର ସୋସିଆଲ ମିଡିଆ କୋଡିନେଟର ଭାବେ ଯୁବନେତା ଶୁକଦେବ ଭଞ୍ଜ ମନୋନୀତ ହେଇଛନ୍ତି। ତେଣୁ ଶୁକଦେବ ଭଞ୍ଜ ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିଜୁଜନତା ଦଳର ସଭାପତି ନବୀନ ପଟ୍ଟନାୟକ ଓ ରାଜ୍ୟ ସୋସିଆଲ ମିଡିଆ…
ରାଉରକେଲାରେ ଲଜ୍ଜା: ଯୁବତୀଙ୍କୁ ଗଣବଳାତ୍କାର
ରାଉରକେଲା,୭।୧୦: ରାଉରକେଲା ରଘୁନାଥପାଲ୍ଲୀ ଅଞ୍ଚଳରୁ ମଙ୍ଗଳବାର ଏକ ଲଜ୍ଜା ଜନକ ଘଟଣା ସାମ୍ନାକୁ ଆସିଛି। ଟ୍ରେନ ଲାଇନ୍ କଡ଼ରେ ଜଣ ଯୁବତୀଙ୍କୁ ଗଣବଳାତ୍କାର କରାଯାଇଥିବା ରଘୁନାଥପାଲ୍ଲୀ ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତିକରି ପୋଲିସ ଘଟଣାରେ ସମ୍ପୃକ୍ତ ୩ଜଣ ଯୁବକଙ୍କୁ ଅଟକ…
ଗିଲଙ୍କୁ ODI ଅଧିନାୟକ କରାଯିବା ପରେ ଗୌତମ ଗମ୍ଭୀରଙ୍କ ଘରେ ପାର୍ଟି! ଜାଣନ୍ତୁ କିଏ କିଏ ହେବେ ସାମିଲ
ନୂଆଦିଲ୍ଲୀ,୭।୧୦: ଭାରତୀୟ କ୍ରିକେଟ ଦଳ କିଛି ଦିନ ମଧ୍ୟରେ ଅଷ୍ଟ୍ରେଲିଆ ଯାତ୍ରା କରିବ, ଯେଉଁଠାରେ ସେମାନେ ODI ଏବଂ T20 ସିରିଜ ଖେଳିବେ। ପ୍ରଶଂସକମାନେ ଏହି ସିରିଜ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି, କାରଣ ଏଥିରେ ବିରାଟ କୋହଲି ଏବଂ…
ପ୍ରୀତି ଜିଣ୍ଟା, ଶ୍ରେୟସ ଆୟାରଙ୍କୁ ଲାଗିବ ଜବରଦସ୍ତ ଝଟକା, ଏହି କୋଚ୍ କହିଲେ…
ନୂଆଦିଲ୍ଲୀ,୭।୧୦: IPL ୨୦୨୫ରେ ପ୍ରଦର୍ଶନ କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିବା ପଞ୍ଜାବ କିଙ୍ଗ୍ସ ଶିବିରରୁ ନିରାଶାଜନକ ଖବର ଆସିଛି। ପଞ୍ଜାବ ଏହି ସିଜନରେ ଫାଇନାଲରେ ପହଞ୍ଚିଥିଲା, ମୋଟ ଉପରେ ଏହା ଦ୍ୱିତୀୟ ଏବଂ ୧୦ ବର୍ଷ ମଧ୍ୟରେ ପ୍ରଥମ ଫାଇନାଲ ଥିଲା।…
‘ନିଜ ଲୋକଙ୍କ ଉପରେ ବୋମା ମାଡ଼, ୪ ଲକ୍ଷ ମହିଳାଙ୍କୁ ଗଣ ବଳାତ୍କାର…’, ଭୁଲି ଗଲା କି ପାକିସ୍ତାନ? ପୁଣି ପାକିସ୍ତାନକୁ ଟାର୍ଗେଟ କଲା ଭାରତ
ନୂଆଦିଲ୍ଲୀ,୭।୧୦: ପାକିସ୍ତାନକୁ ପୁଣି ଥରେ ଅନ୍ତର୍ଜାତୀୟ ସ୍ତରରେ ଭର୍ତ୍ସନା କରାଯାଇଛି। ଭାରତ ପୁଣି ଥରେ ପାକିସ୍ତାନକୁ କଡ଼ା ସମାଲୋଚନା କରିଛି। ଜାତିସଂଘରେ, ଭାରତ ପୁଣି ଥରେ ପାକିସ୍ତାନକୁ ଉଚିତ ଜବାବ ଦେଇଛି, ଏହାର କପଟପୂର୍ଣ୍ଣ ନୀତି ଏବଂ ମିଥ୍ୟା ପ୍ରଚାରକୁ ପ୍ରକାଶ…
Archives


