ଦୀପାବଳି ପାଇଁ ଘରକୁ ଫେରୁଥିବା ୨୫୬ ଜଣ ଯାତ୍ରୀ ଫସି ରହିଛନ୍ତି ଏୟାର ଇଣ୍ଡିଆ ବିମାନରେ
ନୂଆଦିଲ୍ଲୀ,୧୮।୧୦: ଇଟାଲୀର ମିଲାନରୁ ଭାରତ ଫେରୁଥିବା ୨୫୫ ଜଣ ଯାତ୍ରୀଙ୍କ ପାଇଁ ଦୀପାବଳି ଖରାପ ହୋଇଗଲା। ଏୟାର ଇଣ୍ଡିଆ ଡ୍ରିମଲାଇନର ବିମାନରେ ଏକ ଯାନ୍ତ୍ରିକ ତ୍ରୁଟି ଯୋଗୁ ଶୁକ୍ରବାର (୧୭ ଅକ୍ଟୋବର, ୨୦୨୫) ଉଡ଼ାଣ ବାତିଲ କରିବାକୁ ପଡ଼ିଲା। ଯାତ୍ରୀମାନେ ମିଲାନରେ…
ଆଫଗାନିସ୍ତାନରେ କ୍ରିକେଟରଙ୍କ ମୃତ୍ୟୁ ଉପରେ କାର୍ଯ୍ୟାନୁଷ୍ଠାନ ନେବ କି ICC? ଦୁଃଖ ପ୍ରକାଶ କଲେ ଜୟ ଶାହା
ନୂଆଦିଲ୍ଲୀ,୧୮।୧୦: ଅକ୍ଟୋବର ୧୭ ତାରିଖ ବିଳମ୍ବିତ ରାତିରେ ଆଫଗାନିସ୍ତାନରେ ପାକିସ୍ତାନ ଦ୍ୱାରା ହୋଇଥିବା ବିମାନ ଆକ୍ରମଣରେ ତିନି ଜଣ ସ୍ଥାନୀୟ କ୍ରିକେଟରଙ୍କ ସମେତ ଅନେକ ସାଧାରଣ ନାଗରିକଙ୍କ ମୃତ୍ୟୁ ହୋଇଥିଲା। ଏହି ଘଟଣାରେ ଅନ୍ତର୍ଜାତୀୟ କ୍ରିକେଟ ପରିଷଦର ଅଧ୍ୟକ୍ଷ ଜୟ ଶାହା…
ପୋଷ୍ଟ ଅଫିସ କର୍ମଚାରୀଙ୍କ ଖୁସିଖବର: ଖୁବ୍ଶୀଘ୍ର ମିଳିବ ୬୦ ଦିନର ବୋନସ୍, ଜାଣନ୍ତୁ କାହାକୁ…
ନୂଆଦିଲ୍ଲୀ,୧୮।୧୦: ଭାରତରେ ଉତ୍ସବ ଋତୁ ଆସିଲେ କର୍ମଚାରୀଙ୍କ ମୁହଁରେ ହସ ଫୁଟି ଉଠେ। ଏଥର କେନ୍ଦ୍ର ସରକାର ଦୀପାବଳୀ ପୂର୍ବରୁ ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କୁ ଖୁସି କରିବା ପାଇଁ ଅନେକ ବ ପଦକ୍ଷେପ ନେଇଛନ୍ତି। ମହଙ୍ଗା ଭତ୍ତା (DA) ବୃଦ୍ଧି,…
ବଡ଼ ଖବର: ମହାମେଣ୍ଟରୁ ଅଲଗା ହେଲା JMM, ନିଜ ଦମ୍ରେ ଲଢିବ ନିର୍ବାଚନ
ପାଟନା,୧୮।୧୦: ବିହାର ବିଧାନସଭା ନିର୍ବାଚନରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ମହାଗଠବନ୍ଧନକୁ ଏକ ବଡ଼ ଝଟକା ଦେଇଛି। ଏହା ଏବେ ମେଣ୍ଟରୁ ପୃଥକ ଭାବରେ ଲଢ଼ିବାକୁ ନିଷ୍ପତ୍ତି ନେଇଛି। ସାଧାରଣ ସମ୍ପାଦକ ସୁପ୍ରିୟୋ ଭଟ୍ଟାଚାର୍ଯ୍ୟ ଘୋଷଣା କରିଛନ୍ତି ଯେ ଦଳ ସ୍ବାଧୀନ…
ଫୁଟବଲ ପ୍ରତିଯୋଗିତା: କଦଳୀପାଲି ଚାମ୍ପିୟନ
ବରଗଡ଼,୧୮।୧୦(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା କ୍ରୀଡ଼ା ସଂସଦ ଆନୁକୁଲ୍ୟରେ ସ୍ଥାନୀୟ ଲେଙ୍ଗୁ ମିଶ୍ର ମିନି ଷ୍ଟାଡିୟମରେ ଚାଲିଥିବା ସୁପ୍ରିୟା ସ୍ମାରକୀ ଜିଲା ଆନ୍ତଃ କ୍ଲବ ନକ୍ ଆଉଟ ଫୁଟବଲ ପ୍ରତିଯୋଗିତାରେ ଶନିବାର ଅନୁଷ୍ଠିତ ଫାଇନାଲ ମ୍ୟାଚରେ ଗର୍ଭନା ଦଳକୁ ହରାଇ କଦଳୀପାଲି…
ଏଲଜେପି(ଆର)କୁ ଲାଗିଲା ଶକ୍ତ ଧକ୍କା, ରଦ୍ଦ ହେଲା ପ୍ରାର୍ଥୀଙ୍କ ପ୍ରାର୍ଥୀପତ୍ର
ଛପରା,୧୮।୧୦: ମାଧୌରା ନିର୍ବାଚନମଣ୍ଡଳୀରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଏଠାରେ ଚାରି ଜଣ ପ୍ରାର୍ଥୀଙ୍କ ନାମାଙ୍କନ ପ୍ରତ୍ୟାଖ୍ୟାନ କରାଯାଇଛି। ଏଥିରେ ଏନଡିଏ ସମର୍ଥିତ ଏଲଜେପି (ରାମ ବିଳାସ) ପ୍ରାର୍ଥୀ ଏବଂ ଫିଲ୍ମ ଷ୍ଟାର ସୀମା ସିଂହ, ବିଏସପିର ଆଦିତ୍ୟ କୁମାର,…
ଗଞ୍ଜେଇ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ: ଆଉ ତା’ପରେ…
ଦିଗପହଣ୍ଡି,୧୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜେଇ ଚୋରା ଚାଲାଣ ବେଳେ ଦିଗପହଣ୍ଡି ପୋଲିସ ଶନିବାର ଜଣେ ୨୦ ବର୍ଷୀୟ ଯୁବକଙ୍କୁ ଧରିବାରେ ସଫଳ ହୋଇଛି। ଅଭିଯୁକ୍ତ ଜଣକ ହେଲେ ତାମିଲନାଡୁ କୋଏମ୍ବାଟୁର ଜିଲା କାଟୁର୍ ଗ୍ରାମର ହରି.ଏମ୍ ବୋଲି ସୂଚନା ମିଳିଛି। ଅଭିଯୁକ୍ତ…
ନାବାଳିକା ବଳାତ୍କାରୀଙ୍କୁ ଆଜୀବନ କାରାଦଣ୍ଡ
କେନ୍ଦୁଝର,୧୮ା୧୦(ନରେଶ ଚନ୍ଦ୍ର ପଟ୍ଟାନୟକ): କେନ୍ଦୁଝର ଫାଷ୍ଟ ଟ୍ରାକ୍ କୋର୍ଟରେ ଏକ ନାବାଳିକା ବଳାତ୍କାର ଓ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ବିଜୟ କୁମାର ମିଶ୍ର ଘଷିପୁରା ଥାନା ଅନ୍ତର୍ଗତ ମୁରବାଲି ଗ୍ରାମର ପୁପୁନ ପାତ୍ର(୨୬)ଙ୍କୁ ଦୋଷୀ ସାବ୍ୟସ୍ତ କରି…
ଛିଡ଼ା ହୋଇ କରୁଥିଲେ ଭିଡିଓ: ଆଖି ଆଗରେ ଚାଲିଗଲା ସାଙ୍ଗର ଜୀବନ
ଉଦଳା,୧୮ା୧୦(ସନ୍ତୋଷ କୁମାର ବାଛିନି): ମୟୂରଭଞ୍ଜ ଜିଲା ଖୁଣ୍ଟା ଥାନା ଅଧୀନ ଟୁଙ୍କି ଜଳପ୍ରପାତରେ ବୁଡ଼ି ଜଣେ ଡିପ୍ଲୋମା ଛାତ୍ରଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ମୁର୍ଗାବାଡ଼ି ଅଞ୍ଚଳର ସୌମିତ କୁମାର ପାତ୍ର। ସେ ଲକ୍ଷ୍ମୀପୋଷି ମୟୂରଭଞ୍ଜ ସ୍କୁଲ ଅଫ୍ ଇଞ୍ଜିନିୟରିଂରେ…
୪ ଭାଇଙ୍କୁ ଗୋଡାଇ ଗୋଡାଇ କରିଥିଲେ ହତ୍ୟା: ଅଭିଯୁକ୍ତଙ୍କୁ ଏଭଳି ଦଣ୍ଡ ଦେଲେ ବିଚାରପତି, ଜାଣନ୍ତୁ…
ଆନନ୍ଦପୁର,୧୮ା୧୦(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଅତିରିକ୍ତ ଜିଲା ଦୌରାଜଜ୍ କୋର୍ଟରେ ୪ ଭାଇଙ୍କୁ ହତ୍ୟା ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଦେବଦତ୍ତ ଦାସ ମହାପାତ୍ର ମାମଲାର ବିଚାର କରି ଆନନ୍ଦପୁର ଥାନା ଅନ୍ତର୍ଗତ ପଞ୍ଚୁଗୋଛିଆ ଗାଁର ଧନେଶ୍ୱର…
ଗୋଟିଏ ଦିନରେ ଦୁଇଟି ଭିନ୍ନ ଭିନ୍ନ ଦେଶରେ ଖେଳିବ ଟିମ୍ ଇଣ୍ଡିଆ, ପ୍ରଶଂସକଙ୍କ ପାଇଁ ସୁପର ସଣ୍ଡେ
ନୂଆଦିଲ୍ଲୀ,୧୮।୧୦: ୱେଷ୍ଟଇଣ୍ଡିଜ ବିପକ୍ଷରେ ଦୁଇଟି ଟେଷ୍ଟ ସିରିଜ ପରେ, ଟିମ ଇଣ୍ଡିଆ ଏବେ ବ୍ଲୁ ଜର୍ସିରେ ଚମତ୍କାର ପ୍ରଦର୍ଶନ କରିବାକୁ ପ୍ରସ୍ତୁତ। ତିନି ମ୍ୟାଚ ବିଶିଷ୍ଟ ଦିନିକିଆ ସିରିଜର ପ୍ରଥମ ମ୍ୟାଚରେ ଭାରତୀୟ ଦଳ ପର୍ଥରେ ଅଷ୍ଟ୍ରେଲିଆ ସହିତ ମୁକାବିଲା କରିବ।…
ଇନଷ୍ଟାଗ୍ରାମରେ ଖଣ୍ଡା ବୁଲାଇ ଧମକ ଦେବା ପଡ଼ିଲା ମହଙ୍ଗା, ଶେଷରେ ମାମଲା ପହଞ୍ଚିଲା…
ଦିଗପହଣ୍ଡି,୧୮।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ ଡୁମ୍ବୁଳା ଗ୍ରାମର ସୁଶାନ୍ତ ଗୌଡ଼ ଓରଫ ମହାଙ୍କୁଡ଼ଙ୍କୁ ଶନିବାର ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି। ସୁଶାନ୍ତ ତାଙ୍କ ଗାଁର କୌଣସି ୩ ବ୍ୟକ୍ତିଙ୍କୁ ହତ୍ୟା ଧମକ ଦେବା…
Archives


