ବଡ଼ ଧମାକା କଲେ ରୋହିତ ଶର୍ମା: ହେଲେ ବିଶ୍ୱର ନମ୍ବର-୧
ନୂଆଦିଲ୍ଲୀ,୨୯।୧୦: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଦିନିକିଆ ସିରିଜ ଶେଷ ହେବା ପରେ ICC ତାର ର଼୍ୟାଙ୍କିଙ୍ଗ ପ୍ରକାଶ କରିଛି। ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଦିନିକିଆରେ ଏକ ଧମାକାଦାର ଶତକ ହାସଲ କରିଥିବା ପୂର୍ବତନ ଭାରତୀୟ ଅଧିନାୟକ ରୋହିତ ଶର୍ମା ର଼୍ୟାଙ୍କିଙ୍ଗରେ…
ଦୋକାନରୁ ଖାତା କିଣି ଘରକୁ ଫେରୁଥିବାବେଳେ ପାଗଳା କୁକୁର ହାବୁଡରେ ପଡିଗଲେ ନାବାଳକ, ଆଉ ତା’ପରେ…
ପାଟଣା,୨୯।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ମୁଖ୍ୟାଳୟ ବଜାର ପାଟଣା-କେନ୍ଦେଇପଶି ରାସ୍ତା ରାଣା ଟ୍ରେଡର୍ସ ନିକଟରେ ଏକ ବୁଲା କୁକୁର କାମୁଡ଼ାରେ ୯ ବର୍ଷର ନାବାଳକ ଗୁରୁତର ହୋଇଛନ୍ତି। ଗୁରୁତର ନାବାଳକ ଜଣକ ହେଉଛନ୍ତି କାବୁଲି ବେହେରାଙ୍କ ପୁଅ ପଥ୍ବୀରାଜ…
ଭଗବାନଙ୍କ ଆଶୀର୍ବାଦରୁ ଓଡ଼ିଶାରୁ ଟଳିଗଲା ବିପଦ, ସୀମା ଛୁଇଁ ପଳାଇଲା ବାତ୍ୟା
ଭୁବନେଶ୍ୱର,୨୯ା୧୦: ବାତ୍ୟା ‘ମୋନ୍ଥା’ ଦ୍ବାରା ରାଜ୍ୟର ୩୩ ବ୍ଲକ ଏବଂ ୧୧ ସହରାଞ୍ଚଳ ପ୍ରଭାବିତ ହୋଇଛି। ଏନେଇ ସୂଚନା ଦେଇଛନ୍ତି ରାଜସ୍ବ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ। ସେ କହିଛନ୍ତି, ଗଜପତି ଜିଲାର ଗୋଷାଣୀ ନୂଆଗାଁ ବ୍ଲକ୍ରେ ସର୍ବାଧିକ…
ପାଣିପାଗ ବିଭାଗର ବଡ଼ ସୂଚନା: ଆଗାମୀ ୨ ଦିନ ଯାଏ ପ୍ରବଳ ଛେଚିବ!
ଭୁବନେଶ୍ୱର,୨୯।୧୦: ‘ମୋନ୍ଥା’ ପ୍ରଭାବରେ ଅଧିକାଂଶ ସ୍ଥାନରେ ବର୍ଷା ହୋଇଛି। ୩୧ଟି ସ୍ଥାନରେ ପ୍ରବଳ, ୨ଟି ସ୍ଥାନରେ ଅତି ପ୍ରବଳ ବର୍ଷା ହୋଇଛି। ଆଗାମୀ ୨ ଦିନ ଯାଏ କିଛି ଜିଲାରେ ବର୍ଷା ହେବ। ୨ ଦିନ ପରେ ବର୍ଷା ସମ୍ପୂର୍ଣ୍ଣ କମିଯିବ…
ମିଛ ଜରିମାନା ପକାଇ ସମାଧାନ କରିବାକୁ ଲାଞ୍ଚ ନେଉଥିଲେ GST ଅଧିକାରୀ, ରେଡ୍ ହ୍ୟାଣ୍ଡ୍ରେ ଧରିଲା ଭିଜିଲାନ୍ସ
ବଲାଙ୍ଗୀର/ଟିଟିଲାଗଡ଼,୨୯ା୧୦(ସୁନିଲ କୁମାର ମହାନ୍ତି/ଶରତ ମିଶ୍ର): ଟିଟିଲାଗଡ଼ ସିଟି ଆଣ୍ଡ୍ ଜିଏସ୍ଟି ବିଭାଗ ଅଧିକାରୀ ଉମାକାନ୍ତ ମହାକୁର ଭିଜିଲାନ୍ସ ହାତରେ ଧରା ପଡ଼ିଛନ୍ତି। ଜଣେ ବ୍ୟବସାୟୀ ରମେଶ ବସ୍ତିଆଙ୍କୁ ମିଥ୍ୟା ଜରିମାନା ପକାଇ ସମାଧାନ କରିବାକୁ ୧୨ ହଜାର ଟଙ୍କା ଲାଞ୍ଚ ନେଉଥିଲେ।…
ଶୁଦ୍ଧିକ୍ରିୟାରେ ଯୋଗଦେଇ ଘରକୁ ଫେରୁଥିଲେ ସ୍ବାମୀ-ସ୍ତ୍ରୀ, ରାସ୍ତା ପାର୍ ହେଉଥିବାବେଳେ…
ପାଟଣା,୨୯।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ୪୯ ନମ୍ବର ଜାତୀୟ ରାଜପଥ ବାଉଁଶୁଳି ଛକ ନିକଟରେ ବୁଧବାର ପୂର୍ବାହ୍ନରେ ସ୍ବାମୀ ସ୍ତ୍ରୀ ରାସ୍ତା ପାର୍ ହେଉଥିବାବେଳେ ସ୍ତ୍ରୀଙ୍କ ଉପରେ ଟ୍ରକ୍ ଚଢିଯାଇଛି। ଫଳରେ ଘଟଣାସ୍ଥଳରେ ସ୍ତ୍ରୀଙ୍କ ମୃତ୍ୟୁ ହୋଇଛି। ମୃତକ…
ଜାପାନ ପ୍ରଧାନମନ୍ତ୍ରୀଙ୍କୁ ପ୍ରଶଂସାରେ ପୋତି ପକାଇଲେ ଟ୍ରମ୍ପ, ବଦଳରେ ମିଳିଲା ଏତେ ବଡ଼ ପ୍ରତିଶ୍ରୁତି
ଟୋକିଓ,୨୯।୧୦: ଜାପାନ ଗସ୍ତ ସମୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପ୍ରଧାନମନ୍ତ୍ରୀ ସାନାଏ ତାକାଇଚିଙ୍କୁ ପ୍ରଶଂସା କରିଥିଲେ। ଦୁଇ ନେତାଙ୍କ ମଧ୍ୟରେ ହୋଇଥିବା ଏହି ସାକ୍ଷାତକୁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି। ତାକାଇଚିଙ୍କ ସହ ହାତ ମିଳାଇ ଟ୍ରମ୍ପ କହିଥିଲେ,…
ଭାରତ-ଆଫଗାନିସ୍ତାନ ସମ୍ପର୍କକୁ ସହି ପାରୁନି ପାକିସ୍ତାନ, ଖ୍ବାଜା ଆସିଫ କହିଲେ…
ଇସଲାମାବାଦ,୨୯।୧୦: ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ପୁଣି ଥରେ ସେହି ପୁରୁଣା କଥା କହିବା ଆରମ୍ଭ କରିଛନ୍ତି। ସେ କହିଛନ୍ତି ଯେ ଆଫଗାନିସ୍ତାନ ଭାରତର କାଠ କଣ୍ଢେଇ ଏବଂ ଦିଲ୍ଲୀ ନିୟନ୍ତ୍ରଣାଧୀନ ପାକିସ୍ତାନରେ ଆତଙ୍କବାଦ ପ୍ରସାର କରୁଛି। ଜିଓ ନ୍ୟୁଜର…
ବସଷ୍ଟାଣ୍ଡ ଯାଇ ଆଉ ଘରକୁ ଫେରିଲେନି ଦଣ୍ଡାସି
ଦିଗପହଣ୍ଡି,୨୯।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ନୂଆ ବସଷ୍ଟାଣ୍ଡ ନିକଟରେ ବୁଧବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ପିକ ଅପ ଭ୍ୟାନ (ନଂ. ଓଡ଼ି୩୩ ଏସି -୧୦୮୩) ଧକ୍କାରେ ଜଣେ ବୃଦ୍ଧ ମୃତ୍ୟୁବରଣ କରିଛନ୍ତି। ମୃତକ ଜଣକ ହେଲେ ଦିଗପହଣ୍ଡି…
ଟିକେ ଏମିତି କରି ଦେଲେ ଘରେ ବଢ଼ିବ ସୁଖ ସମୃଦ୍ଧି
ଏମିତି କିଛି ବିଶେଷ କଥା ରହିଛି, ଯାହା ଉପରେ ଟିକେ ନଜର ଦେଲେ ଘରର ସୁଖ, ସମୃଦ୍ଧି ବୃଦ୍ଧି ପାଇଥାଏ ବୋଲି ବାସ୍ତୁଶାସ୍ତ୍ରରେ ଉଲ୍ଲେଖ ରହିଛି। ଯେମିତିକି: ଶୋଇକି ଉଠିବା ପରେ ଅସଜଡ଼ା ଶେଯକୁ ଟିକେ ସଜାଡ଼ିଦେବା, ନ ହେଲେ ଶନି…
ସୁନା ଅଳଙ୍କାର ପିନ୍ଧିବା ମନା! ଦେବାକୁ ପଡିବ ୫୦ହଜାର ଜରିମାନା, ସରକାରଙ୍କ ବଡ଼ ଘୋଷଣା
ଡେରାଡୁନ,୨୯।୧୦: ଉତ୍ତରାଖଣ୍ଡର ଡେରାଡୁନ ଜିଲ୍ଲାର ଜୌନସର ବାୱର ଅଞ୍ଚଳର ଦୁଇଟି ଗାଁ, କନ୍ଦାଡ ଏବଂ ଇଡ୍ରୋଲିରେ ଏକ ଅଦ୍ଭୁତ ନିୟମ ଲାଗୁ ହୋଇଛି। ଗାଁ ଲୋକମାନେ ନିଷ୍ପତ୍ତି ନେଇଛନ୍ତି ଯେ ବିବାହ ଏବଂ ସାମାଜିକ କାର୍ଯ୍ୟକ୍ରମରେ ମହିଳାମାନେ ଏବେ କେବଳ ତିନୋଟି…
୧୧ ହଜାର ଟଙ୍କାର ଖାଦ୍ୟ ଖାଇ ଫେରାର ହୋଇଗଲେ ଟୁରିଷ୍ଟ, ତା’ପରେ ଘଟିଲା…
ମାଉଣ୍ଟ ଆବୁ,୨୯।୧୦: ରାଜସ୍ଥାନର ମାଉଣ୍ଟ ଆବୁ ନିକଟସ୍ଥ ସିଆୱାରେ ଥିବା ହାପି ଡେ ହୋଟେଲରେ ଜଣେ ମହିଳା ସମେତ ପାଞ୍ଚ ଜଣ ଗୁଜରାଟୀ ପର୍ଯ୍ୟଟକ ଟଙ୍କା ନ ଦେଇ ଖସି ପଳାଇବାକୁ ଯୋଜନା କରିଥିଲେ। ସେମାନେ ପ୍ରଥମେ ହୋଟେଲରେ ପ୍ରବେଶ କଲେ,…
Archives


