Home Left

ବିଦ୍ୟୁତ୍‌ ଆଘାତରେ କକା ମୃତ, ଝିଆରୀ ଗୁରୁତର

କେସିଙ୍ଗା,୪।୧୧(ତୁମେଶ୍ୱର ସାହୁ): କଳାହାଣ୍ଡି-ବଲାଙ୍ଗୀର ଜିଲା ସୀମାନ୍ତ ଲୁଥୁରବନ୍ଦ ଗ୍ରାମରେ ମଙ୍ଗଳବାର ଏକ ଅଘଟଣ ସାମ୍ନାକୁ ଆସିଛି। ଗୁହାଳରେ କ୍ଷୀର ସଂଗ୍ରହ କରୁଥିବା ବେଳେ ବିଦ୍ୟୁତ୍‌ ଆଘାତରେ କକାଙ୍କ ମୃତ୍ୟୁ ଘଟିଥିବା ବେଳେ ଝିଆରୀ ଗୁରୁତର ହୋଇ ଭବାନୀପାଟଣା ହସ୍ପିଟାଲରେ ଭର୍ତ୍ତି ହୋଇଥିବା…

ଛାତ୍ରୀଛାତ୍ରଙ୍କ ପାଇଁ ଖୁସି ଖବର, ଅକାଉଣ୍ଟକୁ ସରକାର ପଠାଇବେ ୧୫ହଜାର ଟଙ୍କା, ଜାଣନ୍ତୁ କେମିତି ପାଇବେ

ନୂଆଦିଲ୍ଲୀ,୪।୧୧: ଦେଶର ଯୁବପିଢ଼ିଙ୍କ ଅପେକ୍ଷାର ଅନ୍ତ ଘଟିଛି। କେନ୍ଦ୍ର ସରକାର ଏହାର ପ୍ରମୁଖ ନିଯୁକ୍ତି ପ୍ରୋତ୍ସାହନ ଅଭିଯାନର ଅଂଶ ସ୍ୱରୂପ ଆଉ ଏକ ଐତିହାସିକ ପଦକ୍ଷେପ ନେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟ୍ ନିଯୁକ୍ତି ଲିଙ୍କ୍ଡ୍ ଇନସେଣ୍ଟିଭ୍…

ନବୀନଙ୍କ ହେଲିକପ୍ଟରରେ ଏ କ’ଣ? ଭିତରୁ ବାହାରିଲା…

ଭୁବନେଶ୍ୱର,୪।୧୧: ଆସନ୍ତା ନଭେମ୍ବର ୧୧ ତାରିଖରେ ହେବାକୁ ଥିବା ନୂଆପଡ଼ା ବିଧାନସଭା ଉପ-ନିର୍ବାଚନ ପାଇଁ ଶାସକ ଭାରତୀୟ ଜନତା ପାର୍ଟି (ଭାଜପା) ଏବଂ ବିରୋଧୀ ବିଜୁ ଜନତା ଦଳ (ବିଜେଡି) ଓ କଂଗ୍ରେସ ଜୋରଦାର ପ୍ରଚାର ଚଳାଇଛନ୍ତି। ନୂଆପଡା ଉପନିର୍ବାଚନ ପାଇଁ…

ବରିଷ୍ଠ ନାଗରିକଙ୍କ ନିଆରା ପରମ୍ପରା: ଆଡୁ ଟୁର୍ନାମେଣ୍ଟ ଉଦ୍‌ଘାଟିତ, ଆସନ୍ତାକାଲି…

ଗଞ୍ଜାମ, ୪।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ପୌରାଞ୍ଚଳ ବରିଷ୍ଠ ନାଗରିକ ପରିଷଦ ପକ୍ଷରୁ ମଙ୍ଗଳବାର ଆଡୁ ଟୁର୍ନାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଅନୁଷ୍ଠାନର ବରିଷ୍ଠ ସଦସ୍ୟ ବୃନ୍ଦାବନ ପଣ୍ଡା ଏହି ଟୁର୍ନାମେଣ୍ଟର ଶୁଭ ଉଦ୍‌ଘାଟନ କରିଛନ୍ତି। ସେମିଫାଇନାଲ ଖେଳ ଅନୁଷ୍ଠିତ ହେବା…

ଉତ୍କଳ ବିଲ୍ଡର୍ସରେ ବଡ଼ ଧରଣର ଚଢାଉ

ଭୁବନେଶ୍ୱର,୪।୧୧: ଉତ୍କଳ ବିଲ୍ଡର୍ସରେରେ ମଙ୍ଗଳବାର ବଡ଼ ଧରଣର ଚଢାଉ ହୋଇଛି। ଆୟକର ବିଭାଗର ୧୮ଟି ଟିମ୍‌ ଉତ୍କଳ ବିଲ୍ଡର୍ସର ଏକାଧିକ ସ୍ଥାନରେ ଚଢାଉ କରିଛି। ୧୮ଟି ଟିମ୍‌ରେ ବିଭାଗର ୧୨୦ଜଣ ଅଫିସର ଚଢାଉରେ ସାମିଲ ହୋଇଛନ୍ତି। ଆୟକର ଫାଙ୍କିବା ଅଭିଯୋଗରେ ଏହି…

ଋଷିକୂଲ୍ୟାରେ ପୋତି ହୋଇଛି ପୋତାଗଡ଼ ପାଚେରୀ, ଉନ୍ନତିକରଣ କାର୍ଯ୍ୟରେ ବିଳମ୍ବ ଯୋଗୁ ବଢୁଛି ଅସନ୍ତୋଷ

ଗଞ୍ଜାମ.୪।୧୧(ବିଦ୍ୟାଧର ସାହୁ ): ଗଞ୍ଜାମ ସହର ସ୍ଥିତ ଋଷିକୂଲ୍ୟା ନଦୀ ପାର୍ଶ୍ୱରେ ବ୍ରିଟିଶ ଅମଳରୁ ଐତିହାସିକ ପୋତାଗଡ଼ ରହିଛି । ଏହି ଗଡ଼ ବହୁ ବର୍ଷରୁ ପୋତି ହୋଇଯିବାରୁ ଏହା ପୋତାଗଡ଼ ନାମରେ ନାମିତ ହୋଇଥିବା ସହରର ବୟୋଜ୍ୟେଷ୍ଠ ବ୍ୟକ୍ତିମାନେ ମତ…

ବିଜେଡିକୁ ଟାର୍ଗେଟ୍‌ କଲେ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ, କହିଲେ ଅଣଦେଖା ଯୋଗୁ…

ନୂଆପଡା,୪।୧୧: ସ୍ବର୍ଗତଃ ରାଜେନ୍ଦ୍ର ଢୋଲକିଆଙ୍କ ପତ୍ନୀ ବିଜେଡିକୁ ଟାର୍ଗେଟ୍‌ କରିଛନ୍ତି। ସେ କହିଛନ୍ତି, ସ୍ବାସ୍ଥ୍ୟ ଖରାପ ଥିଲା ବେଳେ ବିଜେଡି ନେତାମାନେ ପଚାରିଲେନି। ଫୋନ କଲେନି କି ହସ୍ପିଟାଲ ଚିକିତ୍ସା ନେଇ ବୁଝିଲେନି। ଅସୁସ୍ଥତା ବେଳେ ନିଜ ଦଳର ସପୋର୍ଟ ଆତ୍ମବଳ…

ସ୍କୁଟି-ହାଇୱା ଧକ୍କା: ଚାଲିଗଲା ସ୍କୁଟି ଚାଳକଙ୍କ ଜୀବନ

ଜମନକିରା,୪।୧୧: ସମ୍ବଲପୁର ଜିଲା ଜମନକିରା ଥାନା ଗରିଆବାହାଲ ନିକଟରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ସ୍କୁଟି-ହାଇୱା ଧକ୍କା ହୋଇ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ହାଇୱାରେ ନିଆଁ ଲାଗି ଜଳିଯାଇଛି। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଦମକଳ…

ଦିନ ଦ୍ୱିପ୍ରହରରେ ଯୁବତୀଙ୍କୁ ଗୁଳିକଲେ ଯୁବକ, ସିସିଟିଭି ଫୁଟେଜ୍‌ ଦେଖିଲେ ଥରିଉଠିବ ଛାତି

ନୂଆଦିଲ୍ଲୀ,୪।୧୧: ହରିୟାଣାର ଫରିଦାବାଦରେ ପୋଲିସ ଜଣେ ୧୭ ବର୍ଷୀୟା ଝିଅକୁ ସ୍ପଷ୍ଟ ଦିବାଲୋକରେ ଗୁଳି କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଖୋଜୁଛି। ପୋଲିସ କହିଛି ଯେ ସୋମବାର ଶ୍ୟାମ କଲୋନୀରେ ଜଣେ ଯୁବକ ଝିଅଟିକୁ ଗୁଳି କରି ମୋଟରସାଇକେଲରେ ପଳାଇ…

ପରାଜୟ ପରେ ବଳ ଗୋଟାଉଛି ବିଜେଡି: ପାଟଣାରେ ଜନ ସମ୍ପର୍କ ପଦ ଯାତ୍ରା

ପାଟଣା,୪।୧୧(ବୀର କିଶୋର ଦାଶ): ସାଧାରଣ ନିର୍ବାଚନରେ କେନ୍ଦୁଝର ଜିଲା ପାଟଣା ବିଧାନ ସଭା ନିର୍ବାଚନମଣ୍ଡଳୀରେ ବିଜେଡିରର ପରାଜୟ ହୋଇଥିଲା। ତେବେ ଦୀର୍ଘ ଦେଢବର୍ଷ ପରେ ପାଟଣା ନିର୍ବାଚନମଣ୍ଡଳୀରେ ସ୍ତରୀୟ ବିଜେଡି ପଦଯାତ୍ରା ଆରମ୍ଭହୋଇଛି। ଏହା ପାଟଣା ବ୍ଲକ କେନ୍ଦେଇପୋଶି ହାଟ ପଡ଼ିଆ…

ଧମାଲ କରିବେ ଶ୍ରଦ୍ଧା: ମିଳିଲା ବଡ଼ ଅଫର୍‌

ଶ୍ରଦ୍ଧା କପୁର ମହାରାଷ୍ଟ୍ରର ପ୍ରସିଦ୍ଧ କଳାକାର ବିଠାବାଇ ନାରାୟଣଗାଓଁକରଙ୍କ ଜୀବନୀ ଉପରେ ଆଧାରିତ ଏକ ବାୟୋପିକ ‘ଇଥା’ ପାଇଁ ଶୁଟିଂ ଆରମ୍ଭ କରିଛନ୍ତି। ଲକ୍ଷ୍ମଣ ଉଟେକରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ଶ୍ରଦ୍ଧା ଦିନେଶ ବିଜାନଙ୍କ ମ୍ୟାଡକ ଫିଲ୍ମସ ଦ୍ୱାରା ପ୍ରଯୋଜିତ। ମରାଠୀ…

ନବୀନଙ୍କୁ ନେଇ ଏମିତି ବଡ଼ କଥା କହିଦେଲେ ଅନିଲ: ରାଜନୀତିରେ ହଲ୍‌ଚଲ୍‌

ଭୁବନେଶ୍ୱର,୪।୧୧: ସୋସିଆଲ ମିଡିଆରେ ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କଲେ ଭାଜପା ମୁଖପାତ୍ର ଅନିଲ ବିଶ୍ବାଳ। ସେ ଫେସବୁକ ପୋଷ୍ଟରେ ନବୀନ ପଟ୍ଟନାୟକଙ୍କୁ କାଉଣ୍ଟର କରିଛନ୍ତି। ସେ କହିଛନ୍ତି ଆପଣଙ୍କୁ ଲୋକେ ୨୪ ବର୍ଷ ନିରଙ୍କୁଶ କ୍ଷମତା ପ୍ରଦାନ କରିଛନ୍ତି।ଏହାର ପ୍ରତିବଦଳରେ ଲୋକେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri