ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣା: ୭ ପୋଲିସଙ୍କୁ ଦାୟୀ କରି…
ପୁରୀ,୮ା୧୧: ପୁରୀ ଗୁଣ୍ଡିଚା ମନ୍ଦିର ଦଳାଚକଟା ଘଟଣାରେ କାର୍ଯ୍ୟାନୁଷ୍ଠାନ ପାଇଁ ସୁପାରିସ ହୋଇଛି। ଗତ ୨୯.୬.୨୫ ରଥଯାତ୍ରା ଦିନ ଦଳାଚକଟା ଘଟଣାରେ ୭ ପୋଲିସଙ୍କୁ ଦାୟୀ କରାଯାଇ ସୁପାରିସ କରାଯାଇଛି। ଉନ୍ନୟନ କମିଶନରଙ୍କ ତଦନ୍ତ ରିପୋର୍ଟ ଆଧାରରେ ଏପରି କାର୍ଯ୍ୟାନୁଷ୍ଠାନ ସୁପାରିସ…
ଆପଲ୍କୁ ବିକି ପାରିବେ ଆପଣଙ୍କ ପୂରୁଣାଫୋନ୍, ବଦଳରେ ମିଳିବ…
ନୂଆଦିଲ୍ଲୀ,୮।୧୧: ବର୍ତ୍ତମାନ iPhones ପାଇଁ ଏକ ପ୍ରବଳ କ୍ରେଜ ରହିଛି। ତଥାପି, ବହୁତ ଟଙ୍କା ଯୋଗୁଁ, ଅନେକ ଲୋକ ନୂଆ iPhone କିଣି ପାରୁନାହାଁନ୍ତି। ଏପରି ଲୋକଙ୍କ ପାଇଁ, Apple ଏକ ଟ୍ରେଡ-ଇନ ପ୍ରୋଗ୍ରାମ ଆରମ୍ଭ କରିଛି। ଯାହା ପୁରୁଣା ଫୋନ…
ବାର୍ଥ ଡେ’ ବୟ ପ୍ଲେଇଂ ଇଲେଭେନରୁ ବାଦ୍: ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟି-୨୦ରେ ବଡ଼ ନିଷ୍ପତ୍ତି
ବ୍ରିସବେନ,୮।୧୧: ବ୍ରିସବେନରେ ଅଷ୍ଟ୍ରେଲିଆ ବିପକ୍ଷରେ ଶେଷ ଟି-୨୦ ଜିତି ସିରିଜ ସିଲ୍ କରିବାକୁ ଟିମ ଇଣ୍ଡିଆ ଚେଷ୍ଟା କରିବ। ଆୟୋଜକ ଦଳ ଟସ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଛି। ଟିମ ଇଣ୍ଡିଆର ବାର୍ଥ ଡେ’ ବୟଙ୍କୁ ପ୍ଲେଇଂ ଇଲେଭେନରୁ…
ଯନ୍ତ୍ରଣାରେ ଛଟପଟ ହେଲେ ରିଷଭ ପନ୍ତ: ୩ ବଲ୍ରେ ୩ଥର….
ବେଙ୍ଗାଲୁରୁ,୮।୧୦: ଭାରତ ଏ ଏବଂ ଦକ୍ଷିଣ ଆଫ୍ରିକା ଏ ମଧ୍ୟରେ ଦ୍ୱିତୀୟ ଅଣଆନୁଷ୍ଠାନିକ ଟେଷ୍ଟ ମ୍ୟାଚ ଏକ ରୋମାଞ୍ଚକର ମୋଡ଼ରେ ପହଞ୍ଚିଛି। ମ୍ୟାଚ୍ର ତୃତୀୟ ଦିନ ଶୀଘ୍ର କେଏଲ ରାହୁଲ ଆଉଟ ହୋଇଥିଲେ। ଏହା ପରେ ପଡ଼ିଆକୁ ଆସିଥିବା ଅଧିନାୟକ ରିଷଭ…
ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ
ନୂଆଦିଲ୍ଲୀ,୮।୧୧: ଡିସେମ୍ବର ୧ରୁ ସଂସଦର ଶୀତ ଅଧିବେଶନ ଚାଲିବ । ଏହା ୧ରୁ ଆରମ୍ଭ ହୋଇ ଡିସେମ୍ବର ୧୯ ତାରିଖ ପର୍ଯ୍ୟନ୍ତ ଚାଲିବ। ଏନେଇ ରାଷ୍ଟ୍ରପତିଙ୍କ ଅନୁମୋଦନ ମିଳିଥିବା ନେଇ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ତାଙ୍କ ଏକ୍ସରେ…
ପୁଣି ନୀତୀଶ ହେବେ ବିହାର ମୁଖ୍ୟମନ୍ତ୍ରୀ! ବଡ଼ ଖୁଲାସା କଲେ ଧମେନ୍ଦ୍ର ପ୍ରଧାନ
ନୂଆଦିଲ୍ଲୀ,୮।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ପରେ ରାଜନୈତିକ ବୟାନବାଜି ତୀବ୍ର ହୋଇଛି। ବରିଷ୍ଠ ଭାଜପା ନେତା ଏବଂ ବିହାର ନିର୍ବାଚନ ପ୍ରଭାରୀ ଧର୍ମେନ୍ଦ୍ର ପ୍ରଧାନ ସ୍ପଷ୍ଟ ଭାବରେ କହିଛନ୍ତି ଯେ ନୀତୀଶ କୁମାର ହେଉଛନ୍ତି ଏନଡିଏର ମୁଖ୍ୟମନ୍ତ୍ରୀ…
୨୦୨୬ ଆଇପିଏଲରେ ଖେଳିବା ପାଇଁ ଏମଏସ ଧୋନି ମିଳିବ କେତେ ଟଙ୍କା? ଉତ୍ତର ଜାଣିଲେ ହୋଇଯିବେ ତାଜୁବ
ନୂଆଦିଲ୍ଲୀ,୮।୧୧: ଚେନ୍ନାଇ ସୁପର କିଙ୍ଗସକୁ ପାଞ୍ଚଥର IPL ଟାଇଟଲ ଦେଇଥିବା ଅଭିଜ୍ଞ ୱିକେଟକିପର-ବ୍ୟାଟସମ୍ୟାନ ମହେନ୍ଦ୍ର ସିଂହ ଧୋନି ଇଣ୍ଡିଆନ ପ୍ରିମିୟର ଲିଗ (IPL)ରେ ଆଉ ଏକ ସିଜିନ ଖେଳିବେ। ଚେନ୍ନାଇ ସୁପର କିଙ୍ଗସର ସିଇଓ କାସି ବିଶ୍ୱନାଥନ ଏହା ନିଶ୍ଚିତ କରିଛନ୍ତି।…
ମନ୍ଧାନାଙ୍କ ଠାରୁ ବି କମ୍ ଟଙ୍କା ପାଉଛନ୍ତି ବାବର ଆଜମ, ଜାଣିଲେ…
ନୂଆଦିଲ୍ଲୀ,୮।୧୧: ଅଭିଜ୍ଞ ପାକିସ୍ତାନୀ ବ୍ୟାଟ୍ସମ୍ୟାନ ବାବର ଆଜମଙ୍କୁ ଥରେ ଭାରତୀୟ ଷ୍ଟାର ବିରାଟ କୋହଲିଙ୍କ ପରି ବିଶ୍ୱସ୍ତରୀୟ ଖେଳାଳିଙ୍କ ସହ ତୁଳନା କରାଯାଉଥିଲା। ତଥାପି, ବାବରଙ୍କ ଫର୍ମ ସମ୍ପ୍ରତି ହ୍ରାସ ପାଇଛି। ସେ ଗତ 80 ଇନିଂସରେ କୌଣସି ଅନ୍ତର୍ଜାତୀୟ ଶତକ…
ଯୁବକଙ୍କ ସନ୍ଦେହ ଜନକ ମୃତ୍ୟୁ: ପ୍ରଥମ ଶ୍ରେଣୀରେ ପଢ଼ୁଥିବା ପୁଅକୁ ହଷ୍ଟେଲ ଛାଡିବାକୁ ଯାଇ ଫେରିଲା ମୃତଦେହ
ଦାରିଙ୍ଗବାଡି,୮।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବୁଡ଼ାଗୁଡା ଫାଣ୍ଡି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି । ପୁଅକୁ ହଷ୍ଟେଲ ଛାଡିବାକୁ ଯାଇଥିବା ବାପାଙ୍କ ମୃତଦେହ ଘରକୁ ଫେରିଛି। ପ୍ରକାଶ ଯେ, ଉକ୍ତ ଫାଣ୍ଡି କୁକେରମାହା ଗ୍ରାମର ମହେଶ୍ୱର…
ପୀତବାସଙ୍କ ସ୍ତ୍ରୀ କଲେ ବଡ଼ ଖୁଲାସା, ଜୀବନରୁ ମାରିଦେବକୁ ଆସୁଛି ଧମକ, ଘରକୁ ଆସି ଯିଏ ସୁରକ୍ଷା ଦେବେ କହିଥିଲେ…
ବ୍ରହ୍ମପୁର, ୮।୧୧(ସୁବାସ ଚନ୍ଦ୍ର ପାଢ଼ୀ): ଆଇନଜୀବୀ ପୀତବାସ ପଣ୍ଡାଙ୍କୁ ଗତ ଅକ୍ଟୋବର ୬ ତାରିଖରେ ହତ୍ୟା କରାଯାଇଥିଲା। ପୋଲିସ ହ୍ମପୁର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡା, ପୂର୍ବତନ ମେୟର ଶିବ ଶଙ୍କର ଦାଶ ସମେତ ଏଯାବତ ୧୬ ଜଣ ଅଭିଯୁକ୍ତଙ୍କୁ ଗିରଫ…
RBIର ନୂଆ ନିିୟମ: ଏଣକି ରୁପା ଅଳଙ୍କାରରେ ମଧ୍ୟ ମିଳିବ ଲୋନ୍, ଜାଣନ୍ତୁ କେବେଠୁ ମିଳିବ ଏହି ସୁବିଧା
ନୂଆଦିଲ୍ଲୀ,୮ା୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ଏକ ନୂତନ ସର୍କୁଲାର ଜାରି କରିଛି। ଯାହା ଦ୍ୱାରା ଆପଣ ରୁପା ଅଳଙ୍କାର ରଖି ମଧ୍ୟ ଲୋନ୍ ବା ଋଣ ନେଇପାରିବେ। କିପରି ଏହି ଲୋନ୍ ପାଇବେ ଜାଣନ୍ତୁ ଏହାର ନିୟମ… ଆର୍ବିଆଇ ଏହି…
ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ: ଢୋଲକିଆଙ୍କ ପାଇଁ କରିବେ ପ୍ରଚାର
ନୂଆପଡ଼ା,୮।୧୧(ମକାରୁ ବେମାଲ): ନୂଆପଡ଼ାରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ। ମୁଖ୍ୟମନ୍ତ୍ରୀ ଗୋଟମା ଏୟାରଷ୍ଟ୍ରପ୍ରେ ପହଞ୍ଚଛନ୍ତି। ପ୍ରଭାରୀ ବିଜୟପାଲ ସିଂ ତୋମାର, ମନ୍ତ୍ରୀ ସୁରେଶ ପୂଜାରୀ, ବିଧାୟକ ଆକାଶ ଦାସ ନାୟକ ବି ପହଞ୍ଚଛନ୍ତି। ଭାଜପା ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର…
Archives


