Home Left

ନଦୀକୁ ଶୌଚ ହେବାକୁ ଯାଇ ବୃଦ୍ଧ ନିଖୋଜ, ଏଯାଏ ମିଳିନି ପତ୍ତା

ଧୂଷୁରୀ, ୧୫।୧୧ ( ଦୀପ୍ତି ରଞ୍ଜନ ନାୟକ ): ଭଦ୍ରକ ଜିଲା ଧୂଷୁରୀ ଥାନା ଅଧୀନ ପାଳସାହି ପଞ୍ଚାୟତ ସ୍ଥିତ କୁଳସାହି ଗ୍ରାମର ଦୀନବନ୍ଧୁ ବିଶ୍ବାଳ ( ୭୧ ) ଶୁକ୍ରବାର ରାତିରେ ଘର ନିକଟରେ ଥିବା ବୈତରଣୀ ନଦୀକୁ ଶୌଚ…

ଭାଜପାର ବଡ଼ ବିଜୟ ପରେ ଆସିଲା ଜୟ ଢୋଲକିଆଙ୍କ ବୟାନ, ବିରୋଧୀଙ୍କୁ କହିଲେ ଏମିତି…

ଭୁବନେଶ୍ୱର,୧୫।୧୧: ନୂଆପଡାରେ ଭାଜପାର ବିପୁଳ ବିଜୟ ହୋଇଛି । ନୂଆପଡାର ଏହି ଐତିହାସିକ ବିଜୟରେ ଜୟ ଢୋଲକିଆ ବଡ଼ ମାର୍ଜିନରେ ବିଜୟ ହାସଲ କରିଛନ୍ତି। ତେବେ ଏହିକ୍ରମରେ କଂଗ୍ରେସ ଦ୍ୱିତୀୟ ଓ ବିଜେଡି ତୃତୀୟ ସ୍ଥାନରେ ରହିଛି। ବିଜୟକୁ ନେଇ ଜୟ…

ବରଗଡ଼ ଧନୁଯାତ୍ରା: ଆରମ୍ଭ ହେଲା କଳାକାର ଚୟନ

ବରଗଡ଼,୧୫।୧୧(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ। ଦୀର୍ଘ ୧୧ ଦିନ ବ୍ୟାପୀ ଆସନ୍ତା ୨୦୨୬ ମସିହା ଜାନୁଆରୀ ମାସ ୩ ତାରିଖ ପର୍ଯ୍ୟନ୍ତ ଏହି ମହୋତ୍ସବ ଚାଲିବ। ତେବେ…

ବିହାରରେ ବଡ଼ ହଲଚଲ, ଚିରାଗ କରିବେ ବଡ଼ ଘୋଷଣା!

ପାଟନା,୧୫।୧୧:ବିହାର ନିର୍ବାଚନ ଫଳାଫଳରେ NDA ଏକ ବଡ଼ ବିଜୟ ହାସଲ କରିଛି। LJP(R) ମୁଖ୍ୟ ଚିରାଗ ପାସୱାନ ଖୁବଶୀଘ୍ର ପାଟନାରେ ଏକ ସାମ୍ବାଦିକ ସମ୍ମିଳନୀ କରିବେ। ଜନସାଧାରଣ NDAକୁ ବହୁମତ ଦେଇଛନ୍ତି। NDA ମୋଟ 202ଟି ଆସନ ଜିତିଛି। BJP 89,…

ବିହାରର ଏହି ୧୧ଟି ଆସନ ଜିତି ନୂଆ ସମୀକରଣର ସଙ୍କେତ ଦେଲା ଭାଜପା! NDA ସହଯୋଗୀଙ୍କ ହଜିଲା ନିଦ

ନୂଆଦିଲ୍ଲୀ,୧୫।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନରେ ସଂରକ୍ଷିତ ଆସନରେ ଏକ ସମ୍ପୂର୍ଣ୍ଣ ଭିନ୍ନ ଚିତ୍ର ଦେଖାଯାଇଥିଲା। ବିଶେଷକରି, ଭାଜପା ସମସ୍ତ ୧୧ଟି ଅନୁସୂଚିତ ଜାତି (SC) ଆସନ ଜିତି ଏକ ରେକର୍ଡ ଭାଙ୍ଗି ବିଜୟ ହାସଲ କରିଛି। ଏହି ପ୍ରଦର୍ଶନକୁ ଦଳର…

ଖୋଲିଲା ଇକୋ ରିଟ୍ରିଟ: ଭିଡିଓ କନଫରେନ୍ସରେ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

ଦାରିଙ୍ଗବାଡି, ୧୫।୧୧ (ଅରୁଣ ସାହୁ):ଆଜି ରାଜ୍ୟରେ ୬ଟି ଇକୋ ରିଟ୍ରିଟକୁ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ଭିଡିଓ କନଫରେନ୍ସ ମାଧ୍ୟମରେ ଶୁଭ ଉଦଘାଟନ କରିଥିବାବେଳେ ଏଥିରେ ଦାରିଙ୍ଗବାଡି ଇକୋ ରିଟ୍ରିଟର ମଧ୍ୟ ଉଦଘାଟନ ହୋଇଯାଇଛି। ଏହି ଅବସରରେ ଦାରିଙ୍ଗବାଡି ଇକୋ ରିଟ୍ରିଟ…

ବଡ଼ ଗେମ୍‌ ଖେଳିଲା ଭାଜପା: ନୀତୀଶ ନୁହେଁ ଏହି ହେବେ ଆଗାମୀ ମୁଖ୍ୟମନ୍ତ୍ରୀ! ଚର୍ଚ୍ଚାରେ…

ପାଟନା,୧୫।୧୧: ୨୦୨୫ ବିହାର ବିଧାନସଭା ନିର୍ବାଚନର ଫଳାଫଳ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଏଥର ଏନଡିଏ ଏକ ବଡ଼ ବିଜୟ ସହିତ କ୍ଷମତାକୁ ଫେରିଛି, କିନ୍ତୁ ବିଜୟ ପରେ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ଚେହେରା ଉପରେ ପ୍ରଶ୍ନ ଉଠାଯାଉଛି। ନୀତୀଶ କୁମାର ନଅ ଥର…

ସୂର୍ଯ୍ୟ-ବୁଧଙ୍କ ବିରଳ ସଂଯୋଗ: ଏହି ୪ ରାଶିର ଚମକିବ ଭାଗ୍ୟ

ଜ୍ୟୋତିଷ ଶାସ୍ତ୍ରରେ ଭଗବାନ ସୂର୍ଯ୍ୟଙ୍କୁ ଗ୍ରହମାନଙ୍କର ରାଜା ବୋଲି ବିବେଚନା କରାଯାଏ। ସୂର୍ଯ୍ୟ ଆତ୍ମାର ପ୍ରତିନିଧିତ୍ୱ କରନ୍ତି। ନଭେମ୍ବର ୧୬ରେ, ସୂର୍ଯ୍ୟ ତାଙ୍କ ରାଶି ପରିବର୍ତ୍ତନ କରିବେ। ସେ ମଙ୍ଗଳଙ୍କ ରାଶି ବିଛାରେ ପ୍ରବେଶ କରିବେ। ବିଛା ରାଶିରେ ସୂର୍ଯ୍ୟଙ୍କ ପ୍ରବେଶ…

ବିବାହ ବାର୍ଷିକୀରେ ବାପା ହେଲେ ରାଜକୁମାର: ଘରକୁ ଆସିଲା…

ଅଭିନେତା ରାଜକୁମାର ରାଓ ପିତା ହୋଇଛନ୍ତି। ତାଙ୍କ ପତ୍ନୀ ପତ୍ରଲେଖା ଏକ କନ୍ୟା ସନ୍ତାନକୁ ଜନ୍ମ ଦେଇଛନ୍ତି। ଅଭିନେତା ଏହି ବିଶେଷ ଖବର ପ୍ରଶଂସକଙ୍କ ସହ ଶେୟାର କରିଛନ୍ତି। ତାଙ୍କୁ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି। ରାଜକୁମାର ଏବଂ ପତ୍ରଲେଖାଙ୍କ ବିବାହର…

ନାରାୟଣଙ୍କୁ ଲୁଟିନେଲେ ଚୋର: ଭଞ୍ଜ ରାଜବଂଶ ମନ୍ଦିରରୁ ମୂଲ୍ୟବାନ ଅଷ୍ଟଧାତୁ ମୂର୍ତ୍ତି ଗାଏବ୍‌

ଭଞ୍ଜନଗର,୧୫।୧୧(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ତାରସିଂ ଥାନା ଅନ୍ତର୍ଗତ ନାରାୟଣପାଟଣାସ୍ଥିତ ନାରାୟଣ ସ୍ବାମୀ ମନ୍ଦିରରୁ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବଡ ଧରଣର ଚୋରିହୋଇଛି। ପ୍ରାୟ ୩ ଶହ ବର୍ଷ ତଳର ଅଷ୍ଟଧାତୁ ନିର୍ମିତ ୪ଟି ରାଧାକୃଷ୍ଣ ମୂର୍ତ୍ତି, ୨ ଟି ନର୍ତ୍ତକୀ…

ମାତ୍ର ଏତିକି ବଲ୍‌ରେ ଧମାକାଦାର ଶତକ ହାସଲ କଲେ ବୈଭବ: କ୍ରିକେଟ୍‌ ଜଗତରେ ପଡ଼ିଗଲା ଚହଳ

ନୂଆଦିଲ୍ଲୀ,୧୫।୧୧: ଭାରତ ୧୪୮ ରନରେ UAEକୁ ପରାସ୍ତ କରିଛି। ଏହା ଏସିଆ କପ ରାଇଜିଂ ଷ୍ଟାର୍ସ ଟୁର୍ନାମେଣ୍ଟରେ ଟିମ ଇଣ୍ଡିଆର ପ୍ରଥମ ବିଜୟ। ପ୍ରଥମେ ଖେଳି ଭାରତ A ଦଳ ୨୯୭ ରନର ବିଶାଳ ସ୍କୋର କରିଥିଲା। ବୈଭବ ସୂର୍ଯ୍ୟବଂଶୀ ୧୪୪…

ନୋଟାକୁ ୧.୮୧% : ୨୦୨୦ଠାରୁ ଅଧିକ, ୨୦୧୫ ତୁଳନାରେ କମ୍‌ ଭୋଟ

ପାଟନା/ନୂଆଦିଲ୍ଲୀ,୧୫ା୧୧: ବିହାର ବିଧାନସଭା ନିର୍ବାଚନରେ ନନ୍‌ ଅଫ୍‌ ଦି ଏବଭ୍‌ (ନୋଟା) ବିକଳ୍ପକୁ ୨୦୨୦ ତୁଳନାରେ ଅପେକ୍ଷାକୃତ ଅଧିକ ଭୋଟ ମିଳିଛି। କିନ୍ତୁ ଏହା ୨୦୨୫ ନିର୍ବାଚନ ତୁଳନାରେ ଅଧିକ ବୋଲି ନିର୍ବାଚନ କମିଶନ (ଇସି)ଙ୍କ ସୂତ୍ରରୁ ପ୍ରକାଶ। ଡେଟା ଅନୁସାରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri