ସିରିଜ ଶେଷ ନ ହେଉଣୁ ସ୍ବଦେଶ ଫେରିଲା ଅଧା ଟିମ୍ ! କିଭଳି ଜିତିବ…
ନୂଆଦିଲ୍ଲୀ,୨୧।୨: ବର୍ଡର-ଗାଭାସ୍କର ଟ୍ରଫିରେ ୦-୨ରେ ପଛୁଆ ଥିବା ଅଷ୍ଟ୍ରେଲିଆ ଟିମ୍ ପାଇଁ ଅସୁବିଧା ବଢିବାରେ ଲାଗିଛି। ଦିଲ୍ଲୀ ଟେଷ୍ଟ ପରେ ଅଧିନାୟକ ପାଟ କମିନ୍ସ ପାରିବାରିକ କାରଣରୁ ସ୍ବଦେଶ ଫେରିଛନ୍ତି। ଏବେ ତାଙ୍କ ବ୍ୟତୀତ ଅଷ୍ଟ୍ରେଲିଆର ୪-୫ ଅନ୍ୟ ଖେଳାଳି ମଧ୍ୟ…
ଅଗ୍ନିପଥ ନିଯୁକ୍ତି ନିୟମରେ ବଡ଼ ପରିବର୍ତ୍ତନ, ଏଣିକି ଆବେଦନ କରିପାରିବେ…
ନୂଆଦିଲ୍ଲୀ,୨୧।୨: ଭାରତୀୟ ସେନାରେ ଚାକିରିର ସ୍ବପ୍ନ ଦେଖୁଥିବା ଯୁବକମାନଙ୍କ ପାଇଁ ଖୁସି ଖବର। ଅଗ୍ନିପଥ ଯୋଜନା ଅଧୀନରେ ଭାରତୀୟ ସେନା ନିଯୁକ୍ତିରେ ଏକ ବଡ଼ ପରିବର୍ତ୍ତନ କରାଯାଇଛି। ଯଦି କେହି ଭାରତୀୟ ସେନାରେ ଚାକିରି ଖୋଜୁଛନ୍ତି, ତେବେ ଅଗ୍ନିପଥ ନିଯୁକ୍ତି ସହିତ…
ବର୍ଷିଲେ ଖାର୍ଗେ: କହିଲେ ‘ମୁଖ୍ୟମନ୍ତ୍ରୀଙ୍କୁ ବ୍ଲାକ୍ମେଲ କରି ସରକାର ଗଢ଼ିଛି ଭାଜପା’
କୋହିମା,୨୧।୨: ନାଗାଲାଣ୍ଡ ବିଧାନସଭା ନିର୍ବାଚନ ୨୦୨୩ ଲାଗି ଫେବୃଆରୀ ୨୭ରେ ମତଦାନ ହେବ। ଏହାପୂର୍ବରୁ ସମସ୍ତ ଦଳ ନିର୍ବାଚନ ପ୍ରଚାରରେ ବ୍ୟସ୍ତ ଅଛନ୍ତି। ଏହି କ୍ରମରେ କଂଗ୍ରେସ ରାଷ୍ଟ୍ରୀୟ ସଭାପତି ମଲ୍ଲିକାର୍ଜୁନ ଖାର୍ଗେ ମଧ୍ୟ ପହଞ୍ଚିଛନ୍ତି। ସେଠାରେ ସେ ଭାଜପା ବିରୋଧରେ…
ସିଏସ୍କେକୁ ଫେରିବାକୁ ପ୍ରସ୍ତୁତ ଏହି ଦ୍ରୁତ ବୋଲର୍
ନୂଆଦିଲ୍ଲୀ,୨୧।୨: ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ୍)ର ୧୬ ତମ ସିଜନ ୩୧ ମାର୍ଚ୍ଚରୁ ଆରମ୍ଭ ହେବାକୁ ଯାଉଛି। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ ଗୁଜରାଟ ଟାଇଟନ୍ସ ମଧ୍ୟରେ ଉଦ୍ଘାଟନୀ ମ୍ୟାଚ ଖେଳାଯିବ। ତେବେ ଏହା ପୂର୍ବରୁ ଚେନ୍ନାଇ…
୪ ବର୍ଷ ପରେ ଦଳକୁ ଫେରିଲେ
ନୂଆଦିଲ୍ଲୀ,୨୧।୨: ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯିବାକୁ ଥିବା ଦିନିକିଆ ସିରିଜ ପାଇଁ ୱେଷ୍ଟଇଣ୍ଡିଜ ପକ୍ଷରୁ ଦଳ ଘୋଷଣା କରାଯାଇଛି। ଦୀର୍ଘ ୪ ବର୍ଷ ପରେ ଦ୍ରୁତ ବୋଲର ଶାନନ ଗାବ୍ରିଏଲ ଦଳକୁ ଫେରିଛନ୍ତି। ଏହାଛଡ଼ା ତାଙ୍କୁ ପୂର୍ବରୁ ୱେଷ୍ଟଇଣ୍ଡିଜ ଟେଷ୍ଟ ଦଳରେ…
ମଙ୍ଗନ ଦିନ ବିଷ ପିଇଲେ ମଙ୍ଗୁଳା କନ୍ୟା: ସାହାନାଇ ବାଜିବା ଆଗରୁ କାନ୍ଦ ବୋବାଳି
ବଲାଙ୍ଗୀର ଅଫିସ, ୨୧।୨: ମଙ୍ଗନ ଦିନ ବିଷ ପିଇଲେ ମଙ୍ଗୁଳା କନ୍ୟା। ବିବାହକୁ ଥିଲା ମାତ୍ର ଗୋଟିଏ ଦିନ ବାକି। ବର ଆସିଥାନ୍ତେ ଆଉ ବିବାହ ହୋଇ ଥାନ୍ତା। ମାତ୍ରା ତାହା ଆଗରୁ କାହିଁକି ଏଭଳି ନିଷ୍ପତ୍ତି ନେଲେ ଯୁବତୀ ତାହାକୁ…
ପାକିସ୍ତାନକୁ ୨୬/୧୧ କଥା ମନେପକାଇ ଦେଲେ ଜାଭେଦ ଅଖତର
ମୁମ୍ବାଇ,୨୧ ।୨: ବଲିଉଡ ରାଇଟର ଜାଭେଦ ଅଖତର ନିକଟରେ ପାକିସ୍ତାନ ଯାଇ ସେଠାରେ ହିଁ ତାକୁ ଆଇନା ଦେଖାଇଛନ୍ତି । ସେ ସେଠାରେ ଏକ କାର୍ଯ୍ୟକ୍ରମରେ ମନେପକାଇ ଦେଇଛନ୍ତି କି ୨୬/୧୧ ଆତଙ୍କବାଦୀ ଆକମ୍ରଣର ଅଭିଯୁକ୍ତ ଏବେବି ଖୋଲା ଖୋଲି ବୁଲୁଛନ୍ତି…
‘ହେରା ଫେରି ୩’ରେ କାର୍ତ୍ତିକ ନୁହେଁ ବରଂ ରାଜୁ ଭୂମିକାରେ ନଜର ଆସିବେ ଅକ୍ଷୟ, ଫିଲ୍ମର ଶୁଟିଂ ଆରମ୍ଭ
ମୁମ୍ବାଇ: ଫିଲ୍ମ ‘ହେରା ଫେରି ୩’ ଦର୍ଶକ ଅପେକ୍ଷା କରି ରହିଛନ୍ତି। ଏହି ସମୟରେ ଫିଲ୍ମକୁ ନେଇ ଏକ ଖବର ସାମ୍ନାକୁ ଆସିଛି। ବାସ୍ତବରେ, ‘ଭୁଲ ଭୁଲେୟା ୨’ ପରେ ‘ହେରା ଫେରି ୩’ରେ ଅକ୍ଷୟ କୁମାରଙ୍କ ସ୍ଥାନରେ କାର୍ତ୍ତିକ ଆର୍ୟ୍ୟନ…
ଅଯୋଧ୍ୟାରେ ତିଆରି ହେବ ୧୦୧ଫୁଟ୍ ଉଚ୍ଚ ମୁଖ୍ୟମନ୍ତ୍ରୀଙ୍କ ଭବ୍ୟ ମନ୍ଦିର
ଲକ୍ଷ୍ନୌ,୨୧।୨: ରାମଙ୍କ ସହର ଅଯୋଧ୍ୟାରେ ଅନେକ ମଠ ଏବଂ ମନ୍ଦିର ରହିଛି। କିନ୍ତୁ ବର୍ତ୍ତମାନ ଏହି ସହର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ମନ୍ଦିର ସହିତ ପରିଚିତ ହେବ। ମୁଖ୍ୟମନ୍ତ୍ରୀ ଯୋଗୀଙ୍କ କର୍ମକ୍ଷେତ୍ର ଅଯୋଧ୍ୟାରେ ଶ୍ରୀ ଯୋଗୀ ମନ୍ଦିର ନିର୍ମାଣ ହେବାକୁ ଯାଉଛି।…
ନୀତୀଶଙ୍କଠାରୁ ଅଲଗା ହେବା ପରେ ଜେଡିୟୁରେ ଫାଟର ସଙ୍କେତ ଦେଲେ କୁଶୱାହା
ପାଟନା,୨୧ ।୨: ଜେଡିୟୁରୁ ଅଲଗା ହେବା ପରେ ଉପେନ୍ଦ୍ର କୁଶୱାହା ଦଳରେ ଫାଟ ସୃଷ୍ଟି ହୋଇଥିବାର ଏକ ବଡ ସଙ୍କେତ ଦେଇଛନ୍ତି । ଏକ ପ୍ରେସ୍ କନଫରେନ୍ସରେ ସେ ଏହା କହିଛନ୍ତି । ଜେଡିୟୁର ଅନେକ ବିଧାୟକ ଓ ବିଧାନ ପରିଷଦ…
୪ ବର୍ଷର ଶିଶୁକୁ ଝୁଣି ଖାଇଗଲେ କୁକୁର
ହାଇଦ୍ରାବାଦ,୨୧।୨: ତେଲେଙ୍ଗାନାର ନିଜାମାବାଦରେ କୁକୁର ଆକ୍ରମଣରେ ୪ ବର୍ଷର ଶିଶୁର ମୃତ୍ୟୁ ହୋଇଛି। ଯାହା ସିସିଟିଭି ଫୁଟେଜ୍ରେ କଏଦ ହୋଇଛି। ପିଲାଟି ଏକୁଟିଆ ଥିବା ବେଳେ ୬ରୁ ଅଧିକ କୁକୁର ତାଙ୍କୁ ଆକ୍ରମଣ କରିଥିବା ଭିଡିଓରେ ଜଣାପଡୁଛି। ସୂଚନାନୁଯାୟୀ, ଶିଶୁଟିର ବାପା…
ଶିକ୍ଷାବିଭାଗର ମନମୁଖି କାର୍ଯ୍ୟକୁ ବିରୋଧ: ଗଡ଼ପଦା ସ୍କୁଲରେ ଝୁଲିଲା ତାଲା
ରୂପସା,୨୧।୨(ଡି.ଏନ୍ଏ): ବାଲେଶ୍ୱର ଜିଲା ରୂପସା ଥାନା ଗଡ଼ପଦା ପଞ୍ଚାୟତ ଅନ୍ତର୍ଗତ ଗଡ଼ପଦା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମଙ୍ଗଳବାର ତାଲାବନ୍ଦ ଆନ୍ଦୋଳନ ଆରମ୍ଭ ହୋଇଛି। ଶିକ୍ଷାବିଭାଗର ମନମୁଖି କାର୍ଯ୍ୟକୁ ବିରୋଧ କରି ଅଭିଭାବକ, ଗ୍ରାମବାସୀ, ପରିଚାଳନା କମିଟି, ଶାନ୍ତି କମିଟି, ପୁରାତନ ଛାତ୍ରମାନେ…
Archives


