Home Left

ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ ବଡ଼ ଅଭିଯୋଗ ଆଣିଲେ ନିର୍ଦ୍ଦେଶକ, ୩ ସହଯୋଗୀଙ୍କ ନାଁରେ…

ଭୁବନେଶ୍ୱର,୨୬।୧୧: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ନେଇ କଟକ ମଧୁପାଟଣା ଥାନାରେ ଲିଖିତ ଅଭିଯୋଗ ନିର୍ଦ୍ଦେଶକ ଜିତୁ ରାଉତ। ହ୍ୟୁମାନଙ୍କ ୩ ସହଯୋଗୀଙ୍କ ନାଁରେ ନିର୍ଦ୍ଦେଶକ ଜିତୁ ରାଉତ ଅଭିଯୋଗ ଆଣିଛନ୍ତି। ୩ ସହଯୋଗୀଙ୍କ ଭୂମିକାକୁ ତଦନ୍ତ କରିବାକୁ ସେ ଅନୁରୋଧ କରିଛନ୍ତି।ହ୍ୟୁମାନଙ୍କ…

ପାଲୁରୁ ଗଡ଼ରେ ନିର୍ମାଣ ହେବ ଭରଷା ଅନାଥ ଆଶ୍ରମ: ଉପକୃତ ହେବେ ବେସାହାରା…

ଗଞ୍ଜାମ,୨୬।୧୧(ବିଦ୍ୟାଧର ସାହୁ): ଗଞ୍ଜାମ ଜିଲା ବ୍ଲକ ଅନ୍ତର୍ଗତ ରାମଗଡ଼ ପଞ୍ଚାୟତ ପାଲୁରୁ ଗଡ଼ଠାରେ ଖୁବ୍‌ଶୀଘ୍ର ନିର୍ମାଣ ହେବ ଭରଷା ଅନାଥ ଆଶ୍ରମ । ଏଥିପାଇଁ ଏକ ପ୍ରସ୍ତୁତି ବୈଠକ ପାଲୁରୁ ଠାରେ ଅନୁଷ୍ଠିତ ହୋଇ ଥିଲା । ପଞ୍ଚାୟତ ଅଧୀନ ବିଭିନ୍ନ…

ପୁଅର ବର ଗାଡି ତଳେ ଚାପି ହୋଇ ବାପାଙ୍କ ମୃତ୍ୟୁ, ବିବାହ ଶୋଭାଯାତ୍ରାରେ ଆସି ଶବ ହୋଇ ଫେରିଲେ…

ଲୋଇସିଂହା / ବେଲପଡ଼ା,୨୬।୧୧( ସୁଶାନ୍ତ ବାରିକ/ ମନୋଜ ମିଶ୍ର): ବଲାଙ୍ଗୀର ଜିଲା ବେଲପଡା ବ୍ଲକ ମଣ୍ଡଳ ଗ୍ରାମରେ ମଙ୍ଗଳବାର ରାତିରେ ବରଯାତ୍ରୀ ଶୋଭାଯାତ୍ରା ବେଳେ ଏକ ଅଘଟଣ ଘଟିଛି। ପୁଅର ବରଯାତ୍ରୀ ଗାଡ଼ି ଧକ୍କାରେ ବାପାଙ୍କ ମୃତ୍ୟୁ ଘଟିଛି। ଏହି ଘଟଣାରେ…

ସରକାରୀ ଦେଶୀମଦ ଦୋକାନ ଜାଳିଦେଲେ ଦୁର୍ବୃତ୍ତ, ଜଳିଗଲା ୪ଲକ୍ଷ ଟଙ୍କାର ମଦ

ତିହିଡି଼, ୨୬।୧୧(ସଞ୍ଜିତ ବଳ): ତିହିଡି଼ ବଜାରରେ ଥିବା ସରକାରୀ ଦେଶୀମଦ ଦୋକାନକୁ ମଙ୍ଗଳବାର ରାତିରେ କେତେକ ଦୁର୍ବୃତ୍ତ ପେଟ୍ରୋଲ ପକାଇ ଜାଳି ଦେଇଥିବା ଅଭିଯୋଗ ହୋଇଛି। ମଦ ଦୋକାନ ମାଲିକ ସାବରଙ୍ଗ ଥାନା ଅଧୀନ ନଛିପୁର ଗ୍ରାମର ରତ୍ନାକର ବେହେରା ଏ…

ଦିଲ୍ଲୀ ଲାଲକିଲ୍ଲା ବୋମା ବିସ୍ଫୋରଣ: ଆତଙ୍କବାଦୀଙ୍କୁ ଆଶ୍ରୟ ଦେଇଥିବା ଶୋଏବକୁ ଗିରଫ କଲା NIA

ନୂଆଦିଲ୍ଲୀ,୨୬।୧୧: ନଭେମ୍ବର ୧୦ ତାରିଖରେ ଦିଲ୍ଲୀର ଲାଲକିଲ୍ଲା ନିକଟରେ ଘଟିଥିବା କାର୍‌ ବୋମା ବିସ୍ଫୋରଣ ମାମଲାରେ NIA ଆଉ ଜଣେ ଅଭିଯୁକ୍ତକୁ ଗିରଫ କରିଛି। ତଦନ୍ତକାରୀ ସଂସ୍ଥା ଅନୁଯାୟୀ, ଏହି ଅଭିଯୁକ୍ତ ବିସ୍ଫୋରଣ ପୂର୍ବରୁ ମୁଖ୍ୟ ଆତଙ୍କବାଦୀ ଉମର ଉନ ନବିକୁ…

ହସ୍ପିଟାଲରୁ ଡିସଚାର୍ଜ ହେଲେ ସ୍ମୃତି ମନ୍ଧାନାଙ୍କ ବାପା, ପଲାଶଙ୍କ ସହିତ ବିବାହକୁ ନେଇ ଆସିଲା ବଡ଼ ଅପଡେଟ୍‌

ନୂଆଦିଲ୍ଲୀ,୨୬।୧୧: ମନ୍ଧାନା ପରିବାର ପାଇଁ ଏକ ବଡ଼ ଆଶ୍ୱସ୍ତି ଆସିଛି। ଭାରତୀୟ ମହିଳା କ୍ରିକେଟ ଦଳର ତାରକା ସ୍ମୃତି ମନ୍ଧାନାଙ୍କ ପିତା ଶ୍ରୀନିବାସଙ୍କୁ ହସ୍ପିଟାଲରୁ ଡିସଚାର୍ଜ କରାଯାଇଛି। ସ୍ମୃତିଙ୍କ ପିତାଙ୍କୁ ହୃଦଘାତ ପରେ ରବିବାର ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରିବାରର ଜରୁରୀକାଳୀନ…

ସୃଷ୍ଟି ହେଲା ବାତ୍ୟା ‘ସେନ୍ୟାର’: ଏଇଠି କରିବ ଲ୍ୟାଣ୍ଡଫଲ, ହଠାତ୍‌ ଓଡ଼ିଶାରେ…

ଭୁବନେଶ୍ୱର,୨୬।୧୧: ସୃଷ୍ଟି ହେଲା ବାତ୍ୟା ସେନ୍ୟାର। ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ୱବର୍ତ୍ତୀ ଉତ୍ତର ପୂର୍ବରେ ବାତ୍ୟା ସେନ୍ୟାର ସୃଷ୍ଟି ହୋଇଛି । ଆଜି ଇଣ୍ଡୋନେସିଆ ଉପକୂଳକୁ ପୂର୍ବାହ୍ନରେ ଅତିକ୍ରମ କରିବା ସମ୍ଭାବନା ରହିଛି। ଏହି ବାତ୍ୟା ଇଣ୍ଡୋନେସିଆର କୁତ୍‌ ମକମୁର ଠାରୁ…

ନୀରବ ଦ୍ରଷ୍ଟା ବ୍ଲକ ପ୍ରଶାସନ, ପାର୍କକୁ ନଷ୍ଟ କରି ଦେଲେଣି ଦୁର୍ବୃତ୍ତ 

ରାଇକିଆ,୨୬।୧୧(ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ତହସିଲ ଅଫିସ ନିକଟରେ ଥିବା ଚିଲ୍ଡରେନ୍ସ ପାର୍କର  ଅବସ୍ଥା ଶୋଚନୀୟ ହୋଇ ପଡ଼ିଛି। ବର୍ଷ ତମାମ ଏହି ପାର୍କରେ ତାଲା ଝୁଲୁଛି । ଲକ୍ଷଲକ୍ଷ ଟଙ୍କା ଖର୍ଚ୍ଚ କରାଯାଇ ଯେଉଁ ପାର୍କ ନିର୍ମାଣ କରାଯାଇଥିଲା …

ଯୋବ୍ରା ଆନିକଟରେ ଭାସୁଛି ଶିଶୁକନ୍ୟାଙ୍କ ମୃତଦେହ

କଟକ,୨୬।୧୧: କଟକ ମହାନଦୀର ଯୋବ୍ରା ଆନିକଟରୁ ଅଜଣା ଶିଶୁର ମୃତଦେହ ଉଦ୍ଧାର ହୋଇଛି। ଆଗ୍ନିଶମବାହିନୀ ଟିମ ପହଞ୍ଚି ଯୋବ୍ରା ଆନିକଟରେ ଭାସୁଥିବା ମୃତ ଦେହଞ୍‌କୁ ଉଦ୍ଧାର କରିଛି। ଉଦ୍ଧାର ପରେ ଏହା ଏକ ଶିଶୁ କନ୍ୟାର ମୃତ ଦେହ ବୋଲି ଜଣାପଡିଥିଲା।…

କାଲିଠୁ ଶୀତକାଳୀନ ଅଧିବେଶନ: ପ୍ରଥମ ଦିନରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି; କଡ଼ାକଡ଼ି ହେଲା…

ଭୁବନେଶ୍ୱର,୨୬ା୧୧(ତ୍ରିନାଥ ମହାନ୍ତି): ବିଧାନସଭାର ଶୀତକାଳୀନ ଅଧିବେଶନ ଗୁରୁବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏଥର ବିଧାନସଭା ଅଧିବେଶନରେ ଉଦ୍‌ବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ତେଣୁ ବ୍ଲୁ-ବୁକ୍‌ ଗାଇଡ୍‌ଲାଇନ୍‌ ମୁତାବକ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଛି। ମଙ୍ଗଳବାର ପୋଲିସ କମିଶନର ସୁରେଶ ଦେବଦତ୍ତ…

ସ୍କୁଟି ଚାଳକଙ୍କୁ ପ୍ରାୟ ଦେଢ଼ଶହ ମିଟର ଘୋଷାଡ଼ି ନେଲା ଟ୍ରକ: ପରେ…

ବୀରମହାରାଜପୁର,୨୬।୧୧(ପୀତାମ୍ବର ସାହୁ): ସୋନପୁର ରାସ୍ତାର ଭୁଦୋବର ନିକଟରେ ଭୟଙ୍କର ଦୁର୍ଘଟଣା ଘଟିଛି। ଘନ କୁହୁଡି ଯୋଗୁ ଦୁର୍ଘଟଣା ହୋଇଥିବା ଅନୁମାନ କରାଯାଉଛି। ଏକ ଟ୍ରକ  ସ୍କୁଟିକୁ ଧକ୍କା ଦେବାରୁ ସ୍କୁଟି ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି। ସ୍କୁଟି ଚାଳକଙ୍କୁ ପ୍ରାୟ ଦେଢ଼…

ଗେଟ୍‌ ଚାବି ପକାଇବାକୁ ଆସିଥିଲେ ଏଏନଏମ୍‌: ଜଗିରହିଥିଲେ ଦୁର୍ବୃତ୍ତ ଆଖିକୁ ମାରିଦେଲେ ବାଟଲିଖଡା, ପରେ…

ଦାରିଙ୍ଗବାଡି,୨୬।୧୧(ଅରୁଣ ସାହୁ): ଜଣେ କାର୍ଯ୍ୟରତ ଏଏନ୍‌ଏମଙ୍କୁ ମଙ୍ଗଳବାର ବିଳମ୍ବିତ ରାତିରେ ଜଣେ ଯୁବକ ବାଟଲିଖଡାରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଫଳରେ ଏଏନଏମଙ୍କ ଗୋଟିଏ ଆଖି ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଥିବା ଜଣାପଡିଛି। ଗୁରୁତର ଏଏନଏମ ହେଲେ କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଦୁର୍ଗମ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri