Home Left

ଟ୍ରମ୍ପଙ୍କ ସହ କଥା ହେବା ପରେ ଏମିତି ଦାବି ରଖିଲେ ୟୁକ୍ରେନ ରାଷ୍ଟ୍ରପତି

ଓ୍ବାଶିଂଟନ/କ୍ୱିଭ,୧୬।୮: ଆଲାସ୍କା ଶିଖର ସମ୍ମିଳନୀ ଶେଷ ହେବା ପରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ ରାଷ୍ଟ୍ରପତି ଭୋଲୋଡିମିର ଜେଲେନ୍ସକିଙ୍କ ସହ ଫୋନ ଯୋଗେ କଥା ହୋଇଥିଲେ। ଟ୍ରମ୍ପଙ୍କ ସହ କଥା ହେବା ପରେ, ଜେଲେନ୍ସକି ଅନ୍ୟ ଅନେକ ୟୁରୋପୀୟ...

ବିଡିଓଙ୍କ ଆଖିରେ ଲୁହ

ବୋଲଗଡ଼,୧୬।୮: ବିଡିଓଙ୍କ ଆଖିରେ ଲୁହ। ବୋଲଗଡ଼ ତହସିଲଦାର ତଥା ବିଡ଼ିଓ ଦାଇତ୍ୱରେ ଥିବା ବିଜୟ କୁମାର ସେଠୀଙ୍କ ଆଖିରେ ଲୁହ ଦେଖିବାକୁ ମିଳିଛି। ବିଡିଓ ଆରିକମା କୋଶଳାଶୁଣୀ ନିକଟରେ ଥିବା ବୃଦ୍ଧାଶ୍ରମ ଯାଇଥିଲେ। ସେଠାରେ ଜଣେ ବୃଦ୍ଧଙ୍କ ସହ କଥା...

ମୃତଦେହ ଗଣୁଛନ୍ତି ମୁନିରଙ୍କ ସେନା, ପ୍ରଥମେ ଏୟାରପୋର୍ଟ ପରେ ଫାଇଟର ଜେଟ ଆଉ ଏବେ…

ଇସଲାମାବାଦ/ନୂଆଦିଲ୍ଲୀ,୧୬।୮: ପାକିସ୍ତାନ ଏବେ ବି ଭାରତର ଅପରେଶନ ସିନ୍ଦୂରର କ୍ଷତରେ ପୀଡିତ। ଏବେ ପାକିସ୍ତାନ ସ୍ବୀକାର କରିଛି ଯେ ୯-୧୦ ମେ’ରେ ହୋଇଥିବା ଏୟାର ଷ୍ଟ୍ରାଇକରେ ଏହାର ଭାରୀ କ୍ଷତି ହୋଇଛି। ଗଣମାଧ୍ୟମ କହିଛନ୍ତି ଯେ ଭାରତୀୟ ସେନାର ଏହି...

କିରିକୁଟିରେ ସପ୍ତାହେ ହେଲା ବିଏସ୍‌ଏନ୍‌ଏଲ୍‌ ସେବା ଅଚଳ: ଉପଭୋକ୍ତା ହଟହଟା

ଦାରିଙ୍ଗବାଡ଼ି,୧୬ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ବାରମ୍ବାର ମୋବାଇଲ ସେବା ପୂରା ବନ୍ଦ ହୋଇପଡୁଛି। ଫଳରେ ଉପଭୋକ୍ତାମାନେ ହଟହଟା ହେଉଛନ୍ତି। ଏଭଳି ଦିନେ କି ଦୁଇ ଦିନ ନୁହଁ ଦୀର୍ଘ ସମୟ ଧରି ଅଚଳ ହୋଇପଡୁଥିବା ବେଳେ...

ନନ୍ଦୋତ୍ସବରେ ବଡ଼ ଅଘଟଣ, ଦହି ହାଣ୍ଡି ଭାଙ୍ଗିବା ବେଳେ ୩୨ ବର୍ଷିୟ ‘ଗୋବିନ୍ଦ’ଙ୍କ ମୃତ୍ୟୁ, ୩୦ ଆହତ

ମୁମ୍ବାଇ,୧୬୧।୮: ମୁମ୍ବାଇରେ ଦହି ହାଣ୍ଡି ମହୋତ୍ସବ ସମୟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ମାନଖୁର୍ଦ ଅଞ୍ଚଳର ମହାରାଷ୍ଟ୍ର ନଗରରେ ରଶି ବାନ୍ଧୁଥିବା ସମୟରେ, ୩୨ ବର୍ଷୀୟ ଗୋବିନ୍ଦ ଜଗମୋହନ ଶିବକିରଣ ଚୌଧୁରୀ ତଳେ ପଡ଼ଯାଇଥିଲେ। ଏହାପରେ ତାଙ୍କୁ ଶତାବ୍ଦୀ ହସ୍ପିଟାଲକୁ...

ଟ୍ରମ୍ପ-ପୁଟିନଙ୍କ ଆଲୋଚନାକୁ ନେଇ ଆସିଲା ଭାରତର ପ୍ରଥମ ପ୍ରତିକ୍ରିୟା, ବୈଦେଶିକ ମନ୍ତ୍ରଣାଳୟ କହିଲା ଆଲୋଚନା ଆଉ କୂଟନୀତି ଦ୍ୱାରା…

ନୂଆଦିଲ୍ଲୀ,୧୬।୮: ଆଲାସ୍କାରେ ଶୁକ୍ରବାର (୧୫ ଅଗଷ୍ଟ, ୨୦୨୫) ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏବଂ ଭ୍ଲାଦିମିର ପୁଟିନଙ୍କ ମଧ୍ୟରେ ଅନୁଷ୍ଠିତ ଶିଖର ସମ୍ମିଳନୀକୁ ଭାରତ ସ୍ବାଗତ କରିଛି। ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ଏକ ସରକାରୀ ବିବୃତ୍ତି ଜାରି କରି କହିଛି...

ବିଜାଘାଟି ରାସ୍ତାରେ ଖସିଲା ପଡିଲା ମାଟି ଅତଡ଼ା : ଯାତାୟତ…

କୋରାପୁଟ,୧୬।୮(ଅମିତାଭ ବେହେରା ): କୋରାପୁଟ ଜିଲାରେ ପ୍ରବଳ ବର୍ଷା ଲାଗିରହିଥିବା ବେଳେ ଶନିବାର ସକାଳେ ନାରାୟଣପାଟଣା ବ୍ଲକର ବିଜାଘାଟି ପଞ୍ଚାୟତ ରାସ୍ତାରେ ପାହାଡ଼ରୁ ମାଟି ଅତଡ଼ା ଖସି ଦାମନଯୋଡି ନାରାୟଣପାଟଣା ମଧ୍ୟରେ ଗାଡି ଚଳାଚଳ ବନ୍ଦ ରହିଛି। ଶନିବାର ସକାଳେ...

8th Pay Commission କୁ ନେଇ ଆସିଲା ବଡ଼ ଖବର, ଏହିଦିନ ସରକାରୀ କର୍ମଚାରୀଙ୍କୁ ମିଳିବ…

ନୂଆଦିଲ୍ଲୀ,୧୬।୮: ଅଷ୍ଟମ ବେତନ କମିଶନ ଗଠନ ଘୋଷଣା ହେବାର ପ୍ରାୟ ସାତ ମାସ ବିତିଗଲାଣି। କିନ୍ତୁ ଏପର୍ଯ୍ୟନ୍ତ ସରକାରଙ୍କ ପକ୍ଷରୁ ଏହାକୁ କାର୍ଯ୍ୟକାରୀ କରିବା ସମ୍ପର୍କରେ କୌଣସି ପଦକ୍ଷେପ ନିଆଯାଇନାହିଁ। ଲକ୍ଷ ଲକ୍ଷ କର୍ମଚାରୀ ଏବଂ ପେନସନଭୋଗୀ ଏହି କମିଶନ...

ଶୁଭାଂଶୁଙ୍କ ଘର ବାହୁଡା, ଭାରତ ପହଞ୍ଚି ଭେଟିବେ ମୋଦିଙ୍କୁ!

ନୂଆଦିଲ୍ଲୀ,୧୬।୮: ଭାରତର ମହାକାଶଚାରୀ ଶୁଭାଂଶୁ ଶୁକ୍ଲା ସ୍ବଦେଶ ଆସୁଛନ୍ତି। ସେ ଦେଶକୁ ଆସିବାକୁ ଏକ ବିମାନରେ ଚଢ଼ିଛନ୍ତି। ଶୁଭାଂଶୁ ଖୁବ ଶୀଘ୍ର ଭାରତରେ ପାଦ ଦେବାକୁ ଯାଉଛନ୍ତି। ଆମେରିକା ଛାଡିବା ପୂର୍ବରୁ, ସେ ଫ୍ଲାଇଟରେ ବସି ସୋସିଆଲ ମିଡିଆରେ ଏକ...

୧୨ ମିନିଟ ପର୍ଯ୍ୟନ୍ତ ପ୍ରେସ କନଫରେନ୍ସରେ ବସିଲେ ଦୁଇ ଶକ୍ତିଶାଳୀ ଦେଶର ନେତା, ହେଲେ ଏମିତି କାମ କଲେ ସମସ୍ତେ ଚକିତ

ଓ୍ବାଶିଂଟନ,୧୬।୮: ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଏବଂ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ମଧ୍ୟରେ ହୋଇଥିବା ବୈଠକ ଫଳାଫଳ ଶୂନ୍ୟ ଥିଲା। ଆଲାସ୍କାରେ, ଦୁଇ ନେତା ୟୁକ୍ରେନ ଯୁଦ୍ଧ ଶେଷ କରିବା ପାଇଁ ପ୍ରାୟ ତିନି ଘଣ୍ଟା ଧରି ଆଲୋଚନା...

ଜନ୍ମାଷ୍ଟମୀରେ ISKCON କିପରି ରୋଜଗାର କରେ? କେଉଁଠୁ ଆସେ ଏତେଟଙ୍କା…

ଆଜି କୃଷ୍ଣ ଜନ୍ମାଷ୍ଟମୀ। ହିନ୍ଦୁ ଧାର୍ମିକ ଗ୍ରନ୍ଥର ବିଶ୍ୱାସ ଅନୁଯାୟୀ, ଭଗବାନ ଶ୍ରୀକୃଷ୍ଣ ଏହି ଦିନରେ ଜନ୍ମଗ୍ରହଣ କରିଥିଲେ। ତାଙ୍କ ଜନ୍ମଦିନ ଅବସରରେ ଦେଶର ବଡ଼ ବଡ଼ କୃଷ୍ଣ ମନ୍ଦିରରେ ପୂଜାର୍ଚ୍ଚନା କରାଯାଉଛି। ଇସ୍କନ ମନ୍ଦିରଗୁଡ଼ିକରେ ଭଜନକୀର୍ତ୍ତନ କାର୍ଯ୍ୟକ୍ରମ ମଧ୍ୟ...

ଜ୍ୟୋତି ମାଲହୋତ୍ରାଙ୍କ ପାକିସ୍ତାନ ଲିଙ୍କ୍‌ର ପର୍ଦ୍ଦାଫାଶ, ସାମ୍ନାକୁ ଆସିଲା ବଡ଼ ସତ, ଚାର୍ଜଶିଟ୍‌ ଦାଖଲ

ଚଣ୍ଡିଗଡ଼,୧୬ା୮: ପାକିସ୍ତାନ ପାଇଁ ଗୁପ୍ତଚର ଅଭିଯୋଗରେ ଗିରଫ ହୋଇଥିବା ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କ ବିରୋଧରେ ଚାର୍ଜଶିଟ୍‌ ଦାଖଲ କରାଯାଇଛି। ହିସାର ପୋଲିସ କୋର୍ଟରେ ଏହି ୨୫୦୦ ପୃଷ୍ଠାର ଚାର୍ଜଶିଟ୍‌ ଦାଖଲ କରିଛି। ସୂତ୍ର ଅନୁଯାୟୀ, ଜ୍ୟୋତିଙ୍କ ପାକିସ୍ତାନ ଲିଙ୍କ୍‌ର ପର୍ଦ୍ଦାଫାଶ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri