Home Left

ଶିକ୍ଷକ ବଦଳିରେ ଏମ୍‌ପି, ଏମ୍‌ଏଲ୍‌ଏ କରିପାରିବେ ନାହିଁ ସୁପାରିସ

କଟକ,୨୭।୧୧(କାର୍ତ୍ତିକ ସାହୁ) ସରକାରୀ ସ୍କୁଲରେ ଶିକ୍ଷକ ବଦଳି ପାଇଁ ଏମ୍‌ପି, ଏମ୍‌ଏଲ୍‌ଏ ସୁପାରିଶ କରିପାରିବେ ନାହିଁ। ଏଭଳି ସୁପାରିଶ ଦ୍ୱାରା ପ୍ରଶାସନିକ ଓ ଶିକ୍ଷା ବ୍ୟବସ୍ଥାରେ ଅନାବଶ୍ୟକ ରାଜନୈତିକ ହସ୍ତକ୍ଷେପ ହେବ। ତେଣୁ ରାଜ୍ୟ ସରକାରଙ୍କ ଚାକିରୀ ନିୟମାବଳି ଅନୁଯାୟୀ, ସରକାରୀ…

OTT ପ୍ଲାଟଫର୍ମ ପାଇଁ ନୂଆ ପ୍ରସ୍ତାବ: ‘ଅଶ୍ଳୀଳ’ କଣ୍ଟେଣ୍ଟ ଦେଖିବାକୁ ଆଧାର ପରୀକ୍ଷା….

ନୂଆଦିଲ୍ଲୀ,୨୭ା୧୧: ଅନଲାଇନ୍ ଏବଂ OTT ପ୍ଲାଟଫର୍ମରେ ଅଶ୍ଳୀଳ ଓ ଆପତ୍ତିଜନକ କଣ୍ଟେଣ୍ଟର ନିୟନ୍ତ୍ରଣକୁ ନେଇ ସୁପ୍ରିମକୋର୍ଟ ଗୁରୁବାର ଏକ ଗୁରୁତ୍ୱପୂର୍ଣ୍ଣ ଶୁଣାଣି କରିଛନ୍ତି। ପ୍ରଧାନ ବିଚାରପତି (CJI) ସୂର୍ଯ୍ୟକାନ୍ତ ଅନଲାଇନ୍ କଣ୍ଟେଣ୍ଟ ନିର୍ମାତାଙ୍କର ଉତ୍ତରଦାୟିତ୍ୱ ନ ଥିବା ଉପରେ ପ୍ରଶ୍ନ ଉଠାଇ…

ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହେଲେ ବିଦ୍ୟୁତ୍‌ ବିଭାଗ ହିସାବରକ୍ଷକ

ଭବାନୀପାଟଣା,୨୭।୧୧(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସ୍ଥିତ ବିଦ୍ୟୁତ୍‌ ବିଭାଗର(ଏସ୍‌ଡିଓ) ସବଡିଭିଜନ ଅଫିସରେ କାର୍ଯ୍ୟରତ ପୂର୍ବତନ ଆକାଉଣ୍ଟଟେଣ୍ଟ(ହିସାବ ରକ୍ଷକ) ଅଜିତ କୁମାର ମିଶ୍ର ଲାଞ୍ଚ ମାମଲାରେ ଗୁରୁବାର ଭିଜିଲାନ୍ସ କୋର୍ଟରେ ଦଣ୍ଡିତ ହୋଇଛନ୍ତି। ଭବାନୀପାଟଣା ଜିଲା ଭିଜିଲାନ୍ସ କୋର୍ଟ ସ୍ବତନ୍ତ୍ର…

ଦିବ୍ୟାଙ୍ଗଙ୍କୁ ପରିହାସ ମାମଲା: ସମୟ ରାଇନାଙ୍କ ଉପରେ ସୁପ୍ରିମକୋର୍ଟଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ,୨୭ା୧୧: ହାସ୍ୟ ଅଭିନେତା ସମୟ ରାଇନା ଏବଂ ଅନ୍ୟ ଚାରିଜଣ ହାସ୍ୟ ଅଭିନେତାଙ୍କ ଦ୍ୱାରା ଦିବ୍ୟାଙ୍ଗ (Specially-abled) ଲୋକଙ୍କୁ ପରିହାସ କରିବା ମାମଲାରେ ସୁପ୍ରିମକୋର୍ଟ ଗୁରୁବାର ଏକ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ ଏବଂ ବିଚାରପତି ଜୟମାଲ୍ୟ…

ଦିଗପହଣ୍ଡିର ସ୍ବୟଂ ସହାୟିକା ରାଜ୍ୟସ୍ତରରେ ସମ୍ମାନିତ

ଦିଗପହଣ୍ଡି,୨୭।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ଗ୍ରାମର ଶ୍ରୀ ଗଣେଶ ମହିଳା ସୟଂ ସହାୟିକା ଗୋଷ୍ଠୀର ପ୍ରମୁଖ ସଦସ୍ୟା ବିନୁ କୁମାରୀ ଗୌଡ଼ ରାଜ୍ୟସ୍ତରରେ ସମ୍ମାନିତ ହୋଇଛନ୍ତି। ଭୁବନେଶ୍ୱର ସ୍ଥିତ ବହୁମୁଖି କଲ୍ୟାଣ ମଣ୍ଡପ ପରିସରରେ ରାଜ୍ୟ…

ବ୍ଳକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଉଦ୍‌ଯାପିତ: ଯୋଗ ଦେଇଥିଲେ ୭ଶହରୁ ଊର୍ଦ୍ଧ୍ୱ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୭।୧୧(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ପ୍ରଶାସନ ପକ୍ଷରୁ ଗତ ମଙ୍ଗଳବାରଠାରୁ ଆରମ୍ଭ ହୋଇଥିବା ବ୍ଳକସ୍ତରୀୟ ସାଂସଦ ଖେଳ ମହୋତ୍ସବ ଗୁରୁବାର ଉଦ୍‌ଯାପିତ ହୋଇଯାଇଛି । ବିଡ଼ିଓ ଅନାମିକା ପାଣ୍ଡେଙ୍କ ତତ୍ତାବଧାନରେ ଅନୁଷ୍ଠିତ ଉଦ୍‌ଯାପନୀ ସମାରୋହରେ ଦିଗପହଣ୍ଡି ଏନ୍‌ଏସି…

ବରଗଡ଼ ପାଇଁ ଗୌରବ: ୭ କଳାକାରଙ୍କୁ ମିଳିଲା ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ବରଗଡ଼,୨୭।୧୧(ପ୍ରେମାନନ୍ଦ ଖମାରୀ): ରାଜ୍ୟ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ କଳା ସଂସ୍କୃତି କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ବୁଧବାର ଭୁବନେଶ୍ୱରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ବିଭିନ୍ନ  ବର୍ଗର କଳାକାରଙ୍କୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପ୍ରଦାନ କରାଯାଇଛି। ଏଥିରେ ବରଗଡ଼…

ଭଞ୍ଜ ଟ୍ରଫି ୨୦୨୫: ସମ୍ବଲପୁରକୁ ହରାଇ ମରାଠା ଏକାଦଶ ସେମିରେ

ଭଞ୍ଜନଗର,୨୭।୧୧(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା ଭଞ୍ଜନଗର ଜେଲ ପଡ଼ିଆରେ ସର୍ବ ଭାରତୀୟ ଭଞ୍ଜ ଟ୍ରଫି-୨୦୨୫ ଫୁଟବଲ ଟୁର୍ନାମେଣ୍ଟ ଚାଲିଛି। ଗୁରୁବାର ଗ୍ରୁପ ବି’ର ପ୍ରଥମ କ୍ୱାଟର ଫାଇନାଲ ମ୍ୟାଚ୍‌ ସମ୍ବଲପୁର ଜିଲା କୁଚିଣ୍ଡା (ବିଏଫସି) ସହ ଭଞ୍ଜନଗର ମରାଠା ଏକାଦଶ…

ବ୍ରହ୍ମୋସ କିଣିବାକୁ ପ୍ରସ୍ତୁତ ହେଲାଣି ଏହି ମୁସଲିମ ଦେଶ, ବଢୁଛି ଡିମାଣ୍ଡ

ନୂଆଦିଲ୍ଲୀ,୨୭।୧୧: ପାକିସ୍ତାନରେ ଅପରେଶନ ସିନ୍ଦୂର ସମୟରେ ଭାରତର ସ୍ବଦେଶୀ ବ୍ରହ୍ମୋସ ସୁପରସୋନିକ କ୍ରୁଜ କ୍ଷେପଣାସ୍ତ୍ର ଦ୍ୱାରା ସାମରିକ ପ୍ରତିଷ୍ଠାନ ଏବଂ ଆତଙ୍କବାଦୀ ଆଡ୍ଡାଗୁଡ଼ିକର ସଠିକ ଲକ୍ଷ୍ୟଭେଦ ଧ୍ୱଂସ ପରେ, ଏହି କ୍ଷେପଣାସ୍ତ୍ରର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଉଛି। ବିଶ୍ୱର ସର୍ବବୃହତ…

ବ୍ୟବସାୟୀଙ୍କ ଘରେ ସଶସ୍ତ୍ର ଡକାୟତି, ସ୍ତ୍ରୀଙ୍କୁ ଛୁରିରେ ଆକ୍ରମଣ କରି ଦୁର୍ବୃତ୍ତ ଲୁଟିନେଲେ…

ଝରିଗାଁ,୨୭ା୧୧(କିଶୋର ଚନ୍ଦ୍ର ମଣ୍ଡଳ): ଝରିଗାଁ ଅଞ୍ଚଳରେ ଦିନକୁ ଦିନ ଚୋରି ଡକାୟତି ବଢୁଥିବା ବେଳେ ଦୁର୍ବୃତ୍ତମାନେ କଳାକନା ବୁଲାଇ ନିର୍ଭୟରେ ବୁଲୁଛନ୍ତି। ଯାହାଫଳରେ ଅଞ୍ଚଳରେ ରହୁଥିବା ଛୋଟ ବଡ଼ ବ୍ୟବସାୟୀମାନେ ଏକ ପ୍ରକାର କୋକୁଆ ଭୟରେ ରହୁଛନ୍ତି l ଗତ ମଙ୍ଗଳବାର…

ବାଇକ୍‌ଆରୋହୀଙ୍କ ଉପରେ ଚଢ଼ିଗଲା ଜେସିବି, ଚାଲିଗଲା ଜୀବନ

ଧର୍ମଶାଳା,୨୭ା୧୧(ଶିବପ୍ରସାଦ ମହାନ୍ତି): ଯାଜପୁର ଜିଲା କୁଆଖିଆ ଥାନା ଅନ୍ତର୍ଗତ କରଜଙ୍ଗା ନିକଟରେ ଗୁରୁବାର ଜେସିବି ଧକ୍କାରେ ଜଣେ ବାଇକ୍‌ଆରୋହୀଙ୍କ ଜୀବନ ଚାଲିଯାଇଛି। ମିଳିଥିବା ସୂଚନାନୁସାରେ, ଏକ ଜେସିବି କାମ କରୁଥିବା ସମୟରେ ରାସ୍ତାରେ ଯାଉଥିବା ବାଇକ୍‌ଆରୋହୀଙ୍କୁ ଧକ୍କା ଦେଇ ଚଢ଼ି ଯାଇଥିଲା।…

ସେନ୍ୟାର ପରେ ଟେନସନ ବଢାଇଲାଣି ‘ଦିତଓ୍ବାହ’! ଘଟିପାରେ ପ୍ରଳୟ, ଜାଣନ୍ତୁ କ’ଣ କହୁଛି ପାଣିପାଗ ବିଭାଗ

ନୂଆଦିଲ୍ଲୀ,୨୭।୧୧: ଦକ୍ଷିଣ-ପଶ୍ଚିମ ବଙ୍ଗୋପସାଗର ଏବଂ ଶ୍ରୀଲଙ୍କା ଉପକୂଳ ନିକଟରେ ଏକ ନୂଆ ଡିପ ଡିପ୍ରେସନ ସୃଷ୍ଟି ହୋଇଛି, ଯାହା ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି। ଭାରତ ପାଣିପାଗ ବିଭାଗ (IMD) ଏକ ସତର୍କତା ଜାରି କରିଛି ଯେ ଏହା ଖୁବ ଶୀଘ୍ର ଘୂର୍ଣ୍ଣିଝଡ଼ରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri