Home Left

କଡାକଡି ପାଳନ ହେବ ନିର୍ଦ୍ଦେଶାବଳୀ: ହାତୀ ସୁରକ୍ଷାରେ ରହିବେ ଗଜସାଥି, ସଠିକ୍‌ ସୂଚନା ଦେଲେ ମିଳିବ…

ଭଞ୍ଜନଗର,୩।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ସ୍ଥିତ ଘୁମୁସର ଉତ୍ତର ବନଖଣ୍ଡ ପକ୍ଷରୁ ବୁଧବାର ଗଜସାଥି ଦକ୍ଷତା ପ୍ରଶିକ୍ଷଣ ଶିବିର ସ୍ଥାନୀୟ ନିୟନ୍ତ୍ରିତ ବଜାର କମିଟି ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ…

ବାରବାଟୀରେ ୫ରୁ ଅଫଲାଇନ ଟିକେଟ: ପୂର୍ବ ରାତିରୁ ଧାଡ଼ିରେ ନ ରହି ସକାଳୁ ଧାଡ଼ିରେ ରହିବାକୁ ଦିଆଯିବ ଅନୁମତି

ଭୁବନେଶ୍ୱର,୩।୧୨: ବାରବାଟୀ ଟି ଟ୍ବେଣ୍ଟି ପାଇଁ ଅଫଲାଇନ ଟିକେଟ ବିକ୍ରି ପୂର୍ବରୁ ଡିସିପି ସମୀକ୍ଷା କରି କହିଛନ୍ତି, କାଉଣ୍ଟର ଟିକେଟ ବିକ୍ରି ପାଇଁ ଲୁହା ବାରିକେଡ କରାଯିବ। କ୍ରିକେଟ ଏକାଡେମୀ ପଟୁ ପ୍ରବେଶ, ପ୍ରସ୍ଥାନ ଗେଟ୍‌ ଅଲଗା ରହିବ। ୫ ତାରିଖ…

ଆନ୍ତଃ ଜିଲା ୫ ଡକାୟତ ଗିରଫ: ଜବତ ହେଲା ୭ଟି ଫୋନ ସହ ଏତେ ଟଙ୍କା…

ବଲାଙ୍ଗୀର,୩।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଆଗଲପୁର ବ୍ଳକର ରୋତ ବଜାରକୁ ଗାଈଗୋରୁ, ଛେଳିମେଣ୍ଢା କିଣିବାକୁ ଯାଉଥିବା ବୁଢୀସିଣ୍ଢୋଲ ଗାଁର ଦୁଇଜଣ ବେପାରୀଙ୍କୁ ପୁଇଁତଲା ଥାନା ବନ୍ଦନାକଟା ଗାଁ ନିକଟରେ ଅଟକାଇ ୭/୮ ଜଣ ଡକାୟତ ମାରଣାସ୍ତ୍ର ଦେଖାଇ ସେମାନଙ୍କ ଠାରୁ…

ଖସୁଛି ପାରଦ, ବଢୁଛି ଶୀତ କଳାହାଣ୍ଡିରେ ଘନ କୁହୁଡି

ଭବାନୀପାଟଣା,୩ା୧୨(ଉତ୍ତମ କୁମାର ଦାଶ): କଳାହାଣ୍ଡିରେ ପାରଦ ଖସୁଥିବାବେଳେ ଶୀତର ପ୍ରକୋପ ବଢୁଛି। ସୁଲୁସୁଲିଆ ପବନ ସାଙ୍ଗକୁ ଘନ କୁହୁଡିର ଆସ୍ତରଣ ଘୋଡ଼େଇ ହୋଇଛି। ବଦଳି ଯାଇଛି କଳାହାଣ୍ଡିର ରୂପ। ଚାରିଆଡେ ଘନ କୁହୁଡି। ମଙ୍ଗଳବାର ସକାଳୁ ସହରରେ ଘନ କୁହୁଡିର ଚିତ୍ର…

ଏମିତି ଛକା ମାରିଲେ କୋହଲି, ଆଶ୍ଚର୍ଯ୍ୟ ହୋଇଗଲେ ପ୍ରଶଂସକ: ପ୍ରଥମଥର ଘଟିଲା…ଦେଖନ୍ତୁ VIDEO

ରାୟପୁର,୩।୧୨: ରାଞ୍ଚି ଦିନିକିଆରେ ଏକ ଚମତ୍କାର ଶତକ ସହିତ ବିରାଟ କୋହଲି ତାଙ୍କ ପ୍ରଶଂସକଙ୍କ ହୃଦୟ ଜିତିଥିଲେ। କିନ୍ତୁ ରାୟପୁରରେ ସେ ଏପରି କିଛି କରିଛନ୍ତି, ଯାହାକୁ ତାଙ୍କ ପ୍ରଶଂସକମାନେ ସହଜେ ବିଶ୍ୱାସ କରିପାରୁ ନାହାନ୍ତି। ବିରାଟ କୋହଲି ରାୟପୁର ଦିନିକିଆରେ…

ପିଲାମାନଙ୍କ ଖାଦ୍ୟାଭାସରୁ କେମିତି ଜାଣିବେ ମାନସିକତା

ଖାଇବାକୁ ନେଇ ପିଲାମାନେ ଅନେକ ସମୟରେ ବହୁ ସମସ୍ୟା ସୃଷ୍ଟି କରନ୍ତି। ଏମିତିକି ତିଆରି ହୋଇଥିବା ଖାଦ୍ୟ ବଦଳରେ ଅନ୍ୟ ଖାଦ୍ୟ ବରାଦ କରନ୍ତି । ବେଳେବେଳେ ବରାଦ କରିବା ପରେ ବି କେତେକ ଖାଆନ୍ତି ନାହିଁ । ପିଲାମାନେ ଏଭଳି…

ଭାରତକୁ ବଡ଼ ଝଟକା: ରୋହିତଙ୍କ ପରେ ପାଭିଲିୟନ ଫେରିଲେ ଯଶସ୍ବୀ

ନୂଆଦିଲ୍ଲୀ,୩।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ରାୟପୁରରେ ଖେଳାଯାଉଛି। ଦକ୍ଷିଣ ଆଫ୍ରିକାର ଅଧିନାୟକ ଟେମ୍ବା ବାଭୁମା ଟସ୍‌ ଜିତି ପ୍ରଥମେ ଫିଲ୍ଡିଂ କରିବାକୁ ନିଷ୍ପତ୍ତି ନେଇଥିଲେ। ରାଞ୍ଚିରେ ଇନିଂସ ଓପନ…

ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଚୁଲିରୁ ନିଆଁଲାଗି ଗୁରୁତର ଥିଲେ ପାଚିକା, ଆଜି ଚିକିତ୍ସାଧିନ ଅବସ୍ଥାରେ ମୃତ୍ୟୁ

ଆନନ୍ଦପୁର,୩।୧୨ (ସୁଶାନ୍ତ କୁମାର ସାହୁ): ମଧ୍ୟାହ୍ନ ଭୋଜନ ପ୍ରସ୍ତୁତି ସମୟରେ ଚୁଲିରୁ ନିଆଁଲାଗି ଗୁରୁତର ପାଚିକା ତପୋଇ ପ୍ରଧାନଙ୍କ ଚିକିତ୍ସାଧିନ ଅବସ୍ଥାରେ କଟକ ବଡ ମେଡିକାଲରେ ବୁଧବାର ମୃତ୍ୟୁ ଘଟିଛି। ତପୋଇ , ଆନନ୍ଦପୁର ବ୍ଲକ ହାତୀବନ୍ଧା ସରକାରୀ ପ୍ରାଥମିକ ବିଦ୍ୟାଳୟ…

ପଲସର୍‌ ଆଣିଲା ଧୂଆଁଧାର ଅଫର୍‌, ମାତ୍ର ଏତିକି ଟଙ୍କାରେ ମିଳିବ…

ନୂଆଦିଲ୍‌ଲୀ,୩।୧୨: ବର୍ଷର ଶେଷ ମାସଗୁଡ଼ିକରେ, ଦୁଇଚକିଆ ଯାନ ନିର୍ମାତା ବାଜାଜ ଅଟୋ ପୁଣି ଥରେ ଏହାର ଲୋକପ୍ରିୟ ପଲସର ହାଟ୍ରିକ ଅଫରକୁ ଆରମ୍ଭ କରିଛି। ଦୀପାବଳି ଋତୁ ପରେ ମଧ୍ୟ ଚାହିଦା ଜାରି ରହିଥିବାରୁ, କମ୍ପାନୀ ଏହି ଅଫରକୁ ଦେଶବ୍ୟାପୀ ସୀମିତ…

୮ଙ୍କୁ ବାଂଲାଦେଶୀ ଭାବି ଉଠାଇ ନେିଥିଲେ, ପରେ…

ଭଦ୍ରକ,୩।୧୨(ସନାତନ ରାଉତ): ଭଦ୍ରକ ଜିଲାରେ ଏବେ ବାଂଲାଦେଶୀ ଚିହ୍ନଟ ପ୍ରକ୍ରିୟା ଜୋରଦାର ଚାଲିଥିବା ବେଳେ ବାସୁଦେବପୁର ପୋଲିସ ମଙ୍ଗଳବାର ରାତିରେ ସହରରେ ବିଭିନ୍ନ ସ୍ଥାନରେ ଘରଭଡା ନେଇ ଫେରି କରୁଥିବା ୮ ଜଣଙ୍କୁ ଥାନାକୁ ଉଠାଇ ନେଇଥିଲେ। ରାତିରେ ଏସ୍‌ପି ମନୋଜ…

ବାବା ଭେଙ୍ଗାଙ୍କ ସବୁଠୁ ବଡ଼ ଭବିଷ୍ୟବାଣୀ, ବର୍ଷ ଶେଷରେ ମାଲାମାଲ୍‌ ହେବେ ୪ ରାଶି! ଯାହା ଛୁଇଁବେ ହେବ ସୁନା…

ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ସର୍ୱଦା ଭାଇରାଲ ହୁଏ। ଏବେ, ସେ ନିକଟରେ କହିଛନ୍ତି ଯେ 2025 ର ଶେଷ ମାସ କିଛି ରାଶି ପାଇଁ ଖୁସିର ଦିନ ହେବ। ପ୍ରକୃତରେ, ତାଙ୍କର ମୃତ୍ୟୁ 1996 ରେ ହୋଇଥିଲା। “ବାଲକାନ୍ସର ନୋଷ୍ଟ୍ରାଡାମସ” ଭାବରେ…

ଭଦ୍ରକ ବିଜେଡି କନ୍ଦଳ: ଶେଷରେ ମୁହଁ ଖୋଲିଲେ ଘଷିପୁରା ବିଧାୟକ

ଭଦ୍ରକ,୩।୧୨(ସନାତନ ରାଉତ): ଭଦ୍ରକ ବିଜେଡି କନ୍ଦଳ ନେଇ ରାଜନୀତି ସରଗରମ। ଶେଷରେ ମୁହଁ ଖୋଲିଲେ ଘଷିପୁରା ବିଜେଡି ବିଧାୟକ ବଦ୍ରି ନାରାୟଣ ପାତ୍ର। ସେ କହିଛନ୍ତି, ପ୍ରଫୁଲ୍ଲ ବାବୁ ସେମିତି ଲୋକ ନୁହଁନ୍ତି, ପୁଅ ହୁଏତ ସେମିତି କରିଥାଇ ପାରନ୍ତି। କିନ୍ତୁ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri