Home Left

ଭାରତ-ଦକ୍ଷିଣ ଆଫ୍ରିକା ମ୍ୟାଚ ସମୟରେ ସନ୍ୟାସ ଘୋଷଣା କରି ଚମକାଇଲେ ଏହି ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ,୪।୧୨: ୧୨୦ଟି ଆଇପିଏଲ ମ୍ୟାଚ, ୨୬ଟି ODI ଏବଂ ୮ଟି ଟି-୨୦ ଅନ୍ତର୍ଜାତୀୟ ଖେଳିଥିବା ଦ୍ରୁତ ବୋଲର ମୋହିତ ଶର୍ମା ହଠାତ୍‌ ଅବସର ନେଇ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି। ୩୭ ବର୍ଷୀୟ ଏହି ଦ୍ରୁତ ବୋଲର ଶେଷ ଥର ପାଇଁ ଦେଶ…

ସକାଳୁ ସକାଳୁ ଭୂକମ୍ପ, ଭୟରେ ଘରୁ ବାହାରକୁ ପଳାଇ ଆସିଲେ ଲୋକେ

ଢାକା,୪।୧୨: ଗୁରୁବାର ସକାଳେ ବାଂଲାଦେଶରେ ୪.୧ ତୀବ୍ରତାର ଏକ ଭୂମିକମ୍ପ ଅନୁଭୂତ ହୋଇଛି। ଏହାର ପ୍ରଭାବ ରାଜଧାନୀ ଢାକା ଏବଂ ପଡ଼ୋଶୀ ଜିଲାଗୁଡ଼ିକରେ ଅନୁଭୂତ ହୋଇଥିବା ସୂଚନା ମିଳିଛି। ସକାଳ ପ୍ରାୟ ୬:୧୪ ସମୟରେ ଅନୁଭୂତ ହୋଇଥିବା ଏହି ମୃଦୁ ଭୂମିକମ୍ପ…

SBIରୁ ରେଳବାଇ ଯାଏ ବାହାରିଲା ଚାକିରି, ଜାଣନ୍ତୁ କେବେ କରିବେ ଆପ୍ଲାଏ, ଦରମା ମିଳିବ ଏତେ

ନୂଆଦିଲ୍‌ଲୀ,୪।୧୨: ଦେଶବ୍ୟାପୀ ଯୁବପିଢ଼ିଙ୍କ ପାଇଁ ନିଯୁକ୍ତି, ସରକାରୀ ଚାକିରି ଏବଂ ଶିକ୍ଷା ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ଆସୁଛି। ପ୍ରଧାନମନ୍ତ୍ରୀ ଇଣ୍ଟର୍ନସିପ ଯୋଜନାର ଫଳାଫଳ ଆଶା ପୂରଣ କରି ନ ଥିବାବେଳେ, ବ୍ୟାଙ୍କିଂ, ରେଳବାଇ ଏବଂ ଶିକ୍ଷା କ୍ଷେତ୍ରରେ ନିଯୁକ୍ତି ଏବଂ ପ୍ରବେଶ…

‘ମୋ ଭାଇ ଭାରତ ସହିତ ସମ୍ପର୍କ ସୁଧାରିବାକୁ ଚାହୁଁଥିଲେ, ହେଲେ ମୁନିର…’ , ବଡ଼ ଦାବି କଲେ ଇମ୍ରାନ୍‌ଙ୍କ ଭଉଣୀ

ଇସ୍‌ଲାମାବାଦ,୪ା୧୨: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଭାରତ ସହ ବନ୍ଧୁତା ବଢ଼ାଇବାକୁ ଉଦ୍ୟମ କରୁଥିବାବେଳେ ସେନାମୁଖ୍ୟ ଅସିମ ମୁନିର ଯୁଦ୍ଧ ଲାଳସା ରଖିଥିଲେ। ଇମ୍ରାନ୍‌ଙ୍କ ଭଉଣୀ ଆଲିମା ଖାନ୍‌ ଏହା କହିଛନ୍ତି। ମୁନିର ଜଣେ କଠୋରପନ୍ଥୀ ଇସ୍‌ଲାମୀୟ ଏବଂ ରୁଢ଼ିବାଦୀ…

୩ ବଡ଼ ରେକର୍ଡ ଭାଙ୍ଗିଲେ କିଙ୍ଗ୍‌ କୋହଲି, ଏମିତି କରିବାରେ ହେଲେ ପ୍ରଥମ ଭାରତୀୟ

ନୂଆଦିଲ୍ଲୀ,୪।୧୨: ବିରାଟ କୋହଲି ଶତକ ପରେ ଶତକ ମାରି ରେକର୍ଡ ଭାଙ୍ଗି ଆସୁଛନ୍ତି। ସେ ଏପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକା ବିପକ୍ଷରେ ODI ସିରିଜର ଦୁଇଟି ମ୍ୟାଚରେ ଶତକ ମାରିଛନ୍ତି। ସେ ରାଞ୍ଚିରେ ୧୩୫ ରନ ଏବଂ ଏବେ ରାୟପୁରରେ ୧୦୨ ରନ…

ଝିଅର ମା’ ବାପା ରାଜି ନ ହେବାରୁ ଟାୱାର ଉପରକୁ ଚଢ଼ିଗଲେ ଯୁବକ, ଆଉ ତା’ପରେ…

କେନ୍ଦୁଝର,୪।୧୨ (ନରେଶ ଚନ୍ଦ୍ର ପଟ୍ଟନାୟକ): ଟାଉନ ଥାନା ଅନ୍ତର୍ଗତ ଜୁଡିଆ ନିକଟରେ ଗୁରୁବାର ଏକ ହାଇ ପାୱାର ଟାୱାରରେ ଜଣେ ଯୁବକ ଚଢ଼ି ଯିବା ଘଟଣା ଚର୍ଚ୍ଚାର ବିଷୟ ହୋଇଛି। ତାଙ୍କ ନାମ ଦଶମନ୍ତ ମହାକୁଡ଼ (୨୯) ଏବଂ ସେ ପାଟଣା…

‘ସୁପରମ୍ୟାନ’ ପରି ଉଡ଼ି ୫ ରନ୍‌ ବଞ୍ଚାଇଲେ ତିଲକ ବର୍ମା, ଦେଖିକି ଆଶ୍ଚର୍ଯ୍ୟ ହୋଇଗଲେ ଦକ୍ଷିଣ ଆଫ୍ରିକା ଖେଳାଳି, ଭିଡିଓ ଦେଖିଲେ…

ନୂଆଦିଲ୍ଲୀ,୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଚାଲିଥିବା ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜର ଦ୍ୱିତୀୟ ମ୍ୟାଚ ଗତକାଲି, ଡିସେମ୍ବର ୩ , ୨୦୨୫ରେ ରାୟପୁରର ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଖେଳାଯାଇଥିଲା। ଯଦିଓ ଟିମ ଇଣ୍ଡିଆର…

ପୁଣି ଥରାଇଲା ଶୀତ: ରାଜ୍ୟରେ ସବୁଠାରୁ ଥଣ୍ଡା ସହର ପାଲଟିଲା ଦାରିଙ୍ଗବାଡି, ସର୍ବନିମ୍ନ ତାପମାତ୍ରା ରହିଛି…

ଦାରିଙ୍ଗବାଡି, ୪ ।୧୨ (ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡିରେ ପୁଣି ଥରାଇଲା ଶୀତ। ତାପମାତ୍ରା ହ୍ରାସ ପାଇ ଗୁରୁବାର ସକାଳ ୮ଟା ସୁଦ୍ଧା ସର୍ବନିମ୍ନ ୯ ଡିଗ୍ରୀ ତାପମାତ୍ରା ରହିଛି। ଯାହାକି ରାଜ୍ୟରେ ସବୁଠାରୁ ଶୀତଳ ସହର ଭାବେ…

ରାୟପୁର ODIରେ ଘଟଣା ଏଭଳି ଘଟିଲା, ଯାହା କେବେ କେହି ଭାବିନଥିଲେ, ଜାଣନ୍ତୁ କ’ଣ…

ନୂଆଦିଲ୍ଲୀ,୪।୧୨: ସହିଦ ବୀର ନାରାୟଣ ସିଂହ ଅନ୍ତର୍ଜାତୀୟ ଷ୍ଟାଡିୟମରେ ଭାରତ ବିପକ୍ଷରେ ଦ୍ୱିତୀୟ ଦିନିକିଆକୁ ଦକ୍ଷିଣ ଆଫ୍ରିକା ୪ ଉଇକେଯ୍‌ରେ ଜିତିଛି। ଏହି ମ୍ୟାଚରେ ଉଭୟ ଦଳ ମିଳିତ ଭାବରେ ୭୨୦ ରନ କରିଥିଲେ, ଯାହା ଭାରତ ଏବଂ ଦକ୍ଷିଣ ଆଫ୍ରିକା…

ପାଚେରୀକୁ ଧକ୍କା ଦେଇ କାର୍‌ ଗୁଣ୍ଡ: ଦ୍ରୁତଗତି, ମଦୁଆଙ୍କ ପାଇଁ ଭଞ୍ଜନଗରରେ ବଢୁଛି ଦୁର୍ଘଟଣା

ଭଞ୍ଜନଗର,୪।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର କୁଲାଡ ମୁଖ୍ୟ ରାସ୍ତାରେ ବୁଧବାର ରାତିରେ ଏକ କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ଦ୍ରୁତଗତି କିମ୍ବା ଅନ୍ୟ କୌଣସି କାରଣରୁ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଛି ସେନେଇ ସଠିକ କିଛି ଜଣାପଡ଼ିନାହିଁ। ପୋଲିସ ରାତିରେ ଘଟଣାସ୍ଥଳରେ ପହଞ୍ଚି…

ମ୍ୟାଚ ସମୟରେ ପଡିଆ ଭିତରକୁ ପଶି ଆସିଲେ ପ୍ରଶଂସକ, ଆଉ ତା’ପରେ… ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୪।୧୨: ବିରାଟ କୋହଲିଙ୍କ ପ୍ରଶଂସକମାନେ ପ୍ରାୟତଃ ସୁରକ୍ଷାକୁ ଏଡ଼ାଇ କ୍ରିକେଟ ପଡ଼ିଆରେ ପ୍ରବେଶ କରିଛନ୍ତି। ରାଞ୍ଚିରେ ପ୍ରଥମ ଭାରତ-ଦକ୍ଷିଣ ଆଫ୍ରିକା ଦିନିକିଆ ସମୟରେ ଏହା ଘଟିଥିଲା। ରାୟପୁରରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ସମାନ ଘଟଣା ଘଟିଛି। ଭାରତୀୟ ଇନିଂସ ସମୟରେ ପାନୀୟ…

ଟିମ ଇଣ୍ଡିଆର ବଡ଼ ଭୁଲ! ବିଶାଳ ସ୍କୋର କରି ମଧ୍ୟ ହାରିଗଲେ ମ୍ୟାଚ, ଖେଳକୁ ବିଗାଡିଦେଲେ ଏହି ୫ ଖେଳାଳି

ନୂଆଦିଲ୍ଲୀ,୪।୧୨: ରାୟପୁରରେ ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ODI ସିରିଜର ଦ୍ୱିତୀୟ ମ୍ୟାଚରେ, ଟିମ ଇଣ୍ଡିଆ ୩୫୮ରନର ବିଶାଳ ସ୍କୋର କରିଥିଲା। ରୁତୁରାଜ ଗାଏକ୍ୱାଡ ଏବଂ ବିରାଟ କୋହଲିଙ୍କ ଶତକ ବିଜୟର ଆଶା ସୃଷ୍ଟି କରିଥିଲା। ଭାରତୀୟ ବୋଲିଂ ଏବଂ ଫିଲ୍ଡିଂ ଏତେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri