ଟ୍ରମ୍ପଙ୍କୁ କଡ଼ା ମେସେଜ୍ ଦେଲେ ପୁଟିନ୍: କହିଲେ, ମୁଁ ଆଉ ମୋଦି କେବେ…
ନୂଆଦିଲ୍ଲୀ,୫।୧୨: ଭାରତ ଏବଂ ରୁଷିଆ ମଧ୍ୟରେ ବଢୁଥିବା ସହଯୋଗ ଆମେରିକା ସମେତ କୌଣସି ତୃତୀୟ ଦେଶ ବିରୋଧରେ ନୁହେଁ ବୋଲି ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ କହିଛନ୍ତି। ଏକ ସାକ୍ଷାତକାରରେ ପୁଟିନ ଭାରତ-ରୁଷିଆ ସମ୍ପର୍କର ଭବିଷ୍ୟତ ଏବଂ ଆମେରିକାର ପ୍ରତିକ୍ରିୟା ବିଷୟରେ…
ପଞ୍ଚାୟତ ଅଫିସ୍କୁ ସ୍ଥାନାନ୍ତର ହେବ ପୋଷ୍ଟ ଅଫିସ୍: ସବୁ ଜିଲାପାଳଙ୍କୁ ଅତିରିକ୍ତ ସଚିବଙ୍କ ଚିଠି
ଭୁବନେଶ୍ୱର,୫ା୧୨(ସୁନିତ୍ ମିଶ୍ର):ରାଜ୍ୟର ପ୍ରତି ପଞ୍ଚାୟତ ଅଫିସ୍କୁ ପୋଷ୍ଟ ଅଫିସ୍ ଶାଖାଗୁଡ଼ିକ ସ୍ଥାନାନ୍ତରିତ ହେବ। ଏନେଇ ପୂର୍ବରୁ ରାଜ୍ୟ ସରକାରଙ୍କ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗ ପକ୍ଷରୁ ଗତ ଜୁନ୍ ୬ ତାରିଖରେ ଚିଠି କରାଯାଇଥିଲା। ହେଲେ ଗତ ମାସ ୧୭…
ଦୁର୍ଘଟଣାଗ୍ରସ୍ତ ସ୍କୁଟିରୁ ବାହାରିଲା ଏମିତି ଜିନିଷ: ପୋଲିସ ଆଶ୍ଚର୍ଯ୍ୟ
ବରଗଡ଼,୫।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ କଫ୍ ସିରପ କାରବାର ସାଧାରଣରେ ପରିଣତ ହୋଇଛି। ତେବେ ଗୁରୁବାର ସହର ଉପକଣ୍ଠ ବରାହଗୋଡା କେନାଲ ଛକ ନିକଟରେ ଏକ ଦୁର୍ଘଟଣାଗ୍ରସ୍ତ ସ୍କୁଟିରୁ ବିପୁଳ ପରିମାଣରେ କଫ ସିରପ ବାହାରିବା ଚର୍ଚ୍ଚାର ବିଷୟ ହୋଇଛି। ପାରିପାଶର୍ବିକ…
ଧାନକିଣା ବାଟବଣା: ଟୋକନ ଟେନ୍ସନରେ ଚାଷୀ
ପଦ୍ମପୁର, ୬।୧୨(ପ୍ରଦୀପ୍ତ ଦାଶ):ବରଗଡ଼ ଜିଲା ପଦ୍ମପୁର ଉପଖଣ୍ଡରେ ମଣ୍ଡି ଖୋଲିବାର ସପ୍ତାହେ ବିତିଯାଇଛି, ମାତ୍ର ଚାଷୀଙ୍କ ପାଖରେ ଟୋକନ ପହଞ୍ଚି ପାରି ନ ଥିବାରୁ ଉପଖଣ୍ଡର ୯୨ମଣ୍ଡିରୁ ୫୪ମଣ୍ଡିରେ ଏପର୍ଯ୍ୟନ୍ତ ଧାନ ବସ୍ତାଏ ବି ପଡିନାହିଁ। ଅପରପକ୍ଷରେ ପଦ୍ମପୁର ଅଞ୍ଚଳର ମିଲର୍ସମାନେ…
ଜାଲରେ ପଡ଼ିଲା ୭ ଟନର ସାର୍କ: ଦେଖିବାକୁ ଲୋକଙ୍କ ପ୍ରବଳ ଭିଡ଼
ଭୋଗରାଇ, ୫ା୧୨(ପ୍ରଦୀପ ଦାସ):ବାଲେଶ୍ୱର ଜିଲା ଭୋଗରାଇ ବ୍ଲକ ତାଳସାରୀ ସମୁଦ୍ର କୂଳ ମତ୍ସ୍ୟଜୀବୀଙ୍କ ଜାଲରେ ଧରାପଡ଼ିଲା ବିଶାଳକାୟ ସାର୍କ ମାଛ। ଏହି ମାଛକୁ ନିକଟସ୍ଥ ଗ୍ରାମର ମତ୍ସ୍ୟଜୀବୀମାନେ କୂଳକୁ ଟାଣିବାରେ ନାକେଦମ ହୋଇଥିଲେ। ବୁଧବାର ରାତି ୯ଟାରେ ଜାଲ ସହିତ ମାଛକୁ…
ପେପର ଲେସ୍ ହେଲା ଜିଲାପାଳଙ୍କ କାର୍ଯ୍ୟାଳୟ
ଛତ୍ରପୁର,୪ା୧୨(ଦିଲୀପ ସାମଲ): ଗଞ୍ଜାମ ଜିଲାପାଳଙ୍କ କାର୍ଯ୍ୟାଳୟ ପେପର ଲେସ ହୋଇଛି। ଏବେ ଫାଇଲ ସିଷ୍ଟମରେ କାମ ହେଉଛି । ଆଗକୁ ଜିଲାର ସମସ୍ତ ସରକାରୀ କାର୍ଯ୍ୟାଳୟକୁ କାଗଜ ମୁକ୍ତ କରାଯିବାକୁ ନିଷ୍ପତ୍ତି ହୋଇଛି। ଜିଲାରେ ୨୦ ହଜାରରୁ ଊଦ୍ଧର୍ବ ଫାଇଲ କାମ…
ପୋଲିସ କର୍ମଚାରୀଙ୍କୁ ଦୁର୍ବ୍ୟବହାର: ଗାଡ଼ି ଭଙ୍ଗାରୁଜା, ମାମଲା ରୁଜୁ କଲା ପୋଲିସ
ଦିଗପହଣ୍ଡି,୪ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଗୋପାଳପୁର ଗ୍ରାମରେ ମହିଳା ଏଏସ୍ଆଇ ଝୁନୁ ମାଝୀ, ଏଏସ୍ଆଇ ମନୋଜ ସିଂ ଓ ଅନ୍ୟ କନେଷ୍ଟବଳଙ୍କୁ ଆପତ୍ତିଜନକ ଭାଷାରେ ଗାଳିଗୁଲଜ ସହ ଦୁର୍ବ୍ୟବହାର କରାଯାଇଥିଲା। ଏହାସହ ଜଣେ ଅଟକ ବ୍ୟକ୍ତିଙ୍କୁ…
୨୪ତାରିଖରୁ ବରଗଡ଼ ଧନୁଯାତ୍ରା: ଗୋପପୁର କଳାକାରଙ୍କ ଅଭ୍ୟାସ ଆରମ୍ଭ
ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଧନୁଯାତ୍ରା ମହୋତ୍ସବ ଆସନ୍ତା ଡ଼ିସେମ୍ବର ମାସ ୨୪ତାରିଖରୁ ଆରମ୍ଭ ହେବ । ମହୋତ୍ସବ ୨୦୨୬ ମସିହା ଜାନୁଆରୀ ମାସ ୩ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୧ଦିନ ଧରି ଚାଲିବ। ଏଥିପାଇଁ ପୂର୍ବରୁ ମଥୁରା ନଗରୀ କଳାକାରଙ୍କ ଅଭ୍ୟାସ ଗତ…
ଜଲିଗଲା ଖରିଆର-ସମ୍ବଲପୁର ବସ୍
ବରଗଡ଼,୪।୧୨(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିକଟ ବଲଣ୍ଡାରେ ଓଡିଶା ରାଜ୍ୟ ସଡ଼କ ପରିବହନ ନିଗମ (ଓଏସ୍ଆର୍ଟିସି)ର ଏକ ଯାତ୍ରୀବାହୀ ବସରେ ଆକସ୍ମିକ ନିଆଁ ଲାଗିଥିଲା। ମାତ୍ର ବସ ଡ୍ରାଇଭରଙ୍କ ତତ୍ପରତା ଯୋଗୁ ଯାତ୍ରୀମାନେ ସୁରକ୍ଷିତଭାବେ ଓହ୍ଲାଇ ପଡିଥିଲେ। ଖବର ପାଇ…
‘ବୃହତ୍ତର ଆଫଗାନିସ୍ତାନ’ ମାନଚିତ୍ର ପ୍ରଦର୍ଶନ କଲା ତାଲିବାନ: ରାଗରେ ନାଲି ହୋଇଗଲା ପାକିସ୍ତାନ
ଭୁବନେଶ୍ୱର,୪।୧୨: ଆଫଗାନିସ୍ତାନର ତାଲିବାନ ଶାସକମାନେ ନାଙ୍ଗରହାର ପ୍ରଦେଶରେ ଜଣେ ପ୍ରମୁଖ ପସ୍ତୋ କବି ମତିଉଲ୍ଲା ତୁରାବଙ୍କ କବର ଉପରେ ଏକ ବିବାଦୀୟ “ବୃହତ୍ତର ଆଫଗାନିସ୍ତାନ” ମାନଚିତ୍ର ସ୍ଥାପନ କରିଛନ୍ତି। ଏହି ମାନଚିତ୍ରରେ ପାକିସ୍ତାନର ଖାଇବର ପଖତୁନଖ୍ୱା ପ୍ରଦେଶର ବୃହତ ଅଂଶ ଏବଂ…
ହାର୍ଦ୍ଦିକଙ୍କ ପାଇଁ ବଦଳିଲା ଷ୍ଟାଡିୟମ
ହାଇଦ୍ରାବାଦ,୪ା୧୨: ଭାରତୀୟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଲୋକପ୍ରିୟତା ଯୋଗୁ ବରୋଦା ଓ ଗୁଜରାଟ ମଧ୍ୟରେ ଜିମଖାନା ଗ୍ରାଉଣ୍ଡରେ ଖେଳାଯିବାକୁ ଥିବା ସୟଦ ମୁସ୍ତାକ ଅଲୀ ଟ୍ରଫି ମ୍ୟାଚ୍କୁ ଅଧିକ ସୁରକ୍ଷିତ ରାଜୀବ ଗାନ୍ଧୀ ଇଣ୍ଟରନ୍ୟାଶନାଲ ଷ୍ଟାଡିୟମକୁ ସ୍ଥାନାନ୍ତର କରାଯାଇଥିଲା।…
ଭେଣ୍ଡିଂ ଜୋନ୍ରେ ବ୍ୟବସାୟ କରିବାକୁ ବେପାରୀଙ୍କୁ ନିର୍ଦ୍ଦେଶ
ହିଞ୍ଜିଳିକାଟୁ,୪।୧୧(ଦ୍ବିତୀକୃଷ୍ଣ ପଣ୍ଡା): ହିଞ୍ଜିଳିକାଟୁ ପରିବା ବଜାରରେ ରାସ୍ତାକଡ଼ ଓ ଡ୍ରେନ୍ ଉପରେ ବ୍ୟବସାୟ କରୁଥିବା ବେପାରୀଙ୍କୁ ନିକଟରେ ଥିବା ଭେଣ୍ଡିଂ ଜୋନରେ ବ୍ୟବସାୟ କରିବାକୁ ପୌର କର୍ତ୍ତୃପକ୍ଷ ନିର୍ଦ୍ଦେଶ ଦେଇଛନ୍ତି। ଏଥିପାଇଁ ବଜାର ନିକଟ ଭେଣ୍ଡିଂ ଜୋନକୁ ମାଟି ପକାଇ ପ୍ରସ୍ତୁତ…
Archives


