Home Left

ବାଲୁକା କଳାର ଅନନ୍ୟ ପ୍ରଦର୍ଶନ: ନୂଆଁଖାଇର ଜୁହାର ଜଣାଇଲେ ବାଲୁକା ଶିଳ୍ପୀ

କର୍ଲାମୁଣ୍ଡା,୨୭/୮(ପ୍ରଦୀପ କୁମାର ସାହୁ): ଆଉ ମାତ୍ର ଗୋଟିଏ ଦିନ ପରେ ପଶ୍ଚିମ ଓଡିଶାର ଗଣପର୍ବ ନୁଆଁଖାଇ। ଏହି ଅବସରରେ ଅନ୍ତର୍ଜାତୀୟ ବାଲୁକା ଶିଳ୍ପୀ ଓମ ପ୍ରକାଶ ସାହୁ ବାଲୁକା କଳାରେ ନୁଆଁଖାଇର ଜୁହାର ଜଣାଇଛନ୍ତି। ଶିଳ୍ପୀ ଶ୍ରୀ ସାହୁ ହେଉଛନ୍ତି...

ଛାତ୍ରୀଙ୍କ ସମ୍ବେଦନଶୀଳ ଅଙ୍ଗକୁ ସ୍ପର୍ଶ କରୁଥିଲେ ଟ୍ୟୁଶନ ସାର୍‌: ଅଭିଯୋଗ ପରେ ବି…

କେନ୍ଦ୍ରାପଡ଼ା,୨୭ା୮ (ଜଗନ୍ନାଥ ଧଳ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ତନ୍ତିଆପାଳ ସାମୁଦ୍ରିକ ଥାନାରେ ଗତ ୧୮ ତାରିଖରେ ଛାତ୍ରୀଙ୍କୁ ଟିଉଶନ ଶିକ୍ଷକଙ୍କ ଅଶ୍ଳୀଳ ମେସେଜ୍‌ ପୋଷ୍ଟ ମାମଲା ରୁଜୁ ହୋଇଥିଲା। ଇତିମଧ୍ୟରେ ଏହାକୁ ୮ ଦିନ ବିତିଗଲାଣି। ଅଭିଯୁକ୍ତଙ୍କ ବିରୋଧରେ କୌଣସି...

ଚାଷୀଙ୍କୁ ମିଳୁନି ରିହାତି ସାର: ଚଢ଼ାଦରରେ ବିକ୍ରି କରୁଛନ୍ତି ବ୍ୟବସାୟୀ

ମହାକାଳପଡ଼ା,୨୭ା୮(ପ୍ରତାପ ଚନ୍ଦ୍ର ସ୍ବାଇଁ):କୃଷି ଓ କୃଷକର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଅନେକ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ହେଲେ ତୃଣମୂଳସ୍ତରରେ ଚାଷୀଙ୍କ ଦୁଃଖ ଦ୍ୱିଗୁଣିତ ହେଉଛି। କୃଷି ବିଭାଗ ପକ୍ଷରୁ ଚାଷୀଙ୍କୁ ସରକାରୀ ରିହାତି ଦରରେ ବିହନ,...

ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଫୋନ କଲି, ୫ ଘଣ୍ଟାରେ ଖେଳ ଶେଷ: ଏମିତି କାହିିଁକି କହିଲେ ଟ୍ରମ୍ପ, ପଛରେ ରହିଛି…

ୱାଶିଂଟନ/ନୂଆଦିଲ୍ଲୀ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଏକ ଏପରି ବୟାନ ଦେଇଛନ୍ତି ଯାହା ହଇଚଇ ସୃଷ୍ଟି କରିଛି। ଟ୍ରମ୍ପ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ଫୋନ ଯୋଗେ କଥା ହୋଇ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଚାରି ଦିନିଆ...

ମଝି ରାସ୍ତାରେ ସ୍ବାମୀଙ୍କ ଶର୍ଟ ଚିରି ପିଟିଲେ ସ୍ତ୍ରୀ: କାରଣ ଜାଣିଲେ…

ମୁରାଦାବାଦ,୨୭।୮: ଉତ୍ତର ପ୍ରଦେଶର ମୁରାଦାବାଦ ଜିଲାର ପକବାରା ଥାନା ଅଞ୍ଚଳର ଡିଙ୍ଗାରପୁର ରାସ୍ତାରେ ଜଣେ ମହିଳା ତାଙ୍କ ସ୍ବାମୀଙ୍କୁ ସର୍ବସମ୍ମୁଖରେ ପିଟିଛନ୍ତି। ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେଉଛି। ମହିଳା ଜଣକ କହିଛନ୍ତି, ତାଙ୍କ ସ୍ବାମୀ...

ରାତି ପାହିଲେ ନୂଆଁଖାଇ: ଚଳଚଞ୍ଚଳ ପଶ୍ଚିମ ଓଡ଼ିଶା

ଭବାନୀପାଟଣା, ୨୭।୮(ଉତ୍ତମ କୁମାର ଦାସ): ରାତି ପାହିଲେ ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଁଖାଇ। ଏଥିପାଇଁ କଳାହାଣ୍ଡି ଜିଲାର ପୁରପଲ୍ଲୀ ଚଳଚଞ୍ଚଳ ହୋଇ ଉଠିଛି। କୃଷି ଭିତ୍ତିକ ପର୍ବ ନୂଆଁଖାଇ ପ୍ରକୃତିର କୋଳରେ ଯେବେ ପ୍ରଥମଥର ପାଇଁ ଧାନ ଅମଳ ହୁଏ...

ନିଖୋଜ ୟୁଟ୍ୟୁବରଙ୍କ ସନ୍ଧାନ ମିଳିଲା: ଭୟରେ ଜଙ୍ଗଲ ଭିତରେ…

ପାତ୍ରପୁର,୨୭।୮(ଉମା ଚରଣ ନେପାକ): ଗତ ତିନି ଦିନ ତଳେ ବୁରାତଲ ପଞ୍ଚାୟତ ବାରହା ପଥରକୁ ବଣଭୋଜି କରିବାକୁ ଆସିଥିବା ପୋଲସରା ଥାନା କଲମ୍ବ ଗ୍ରାମର ନିଖୋଜ ୟୁଟ୍ୟୁବରଙ୍କ ମଙ୍ଗଳବାର ରାତିରେ ପତ୍ତା ମିଳିଛି। ସେ ମାରମାରିଆ ଗାଁରେ ପହଞ୍ଚିଥିବା ଜଣାପଡିଛି।...

ଚାଇନାକୁ ଧମକ ଦେଲେ ଟ୍ରମ୍ପ, କହିଲେ ଧ୍ୱଂସ କରିଦେବେ, ଭୟରେ…

ୱାଶିଂଟନ,୨୭।୮: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଦ୍ୱାରା ଭାରତ ଉପରେ ୨୫ ପ୍ରତିଶତ ଅତିରିକ୍ତ ଟାରିଫ୍‌ ଆଜିଠୁ ଆରମ୍ଭ ହେଉଛି। ଏହି ସମୟରେ, ଆମେରିକା ରାଷ୍ଟ୍ରପତି ଏବେ ଚାଇନା ଉପରେ ୨୦୦ ପ୍ରତିଶତ ଟାରିଫ୍‌ ଲଗାଇବାକୁ ଧମକ ଦେଇଛନ୍ତି। ଟ୍ରମ୍ପ...

୮ ମାସରେ ୮ ଜଣ ଭାରତୀୟ କ୍ରିକେଟର୍‌ ନେଲେଣି ଅବସର: କାରଣ ଜାଣିଲେ ଚମକି ପଡ଼ିବେ

ନୂଆଦିଲ୍ଲୀ,୨୭।୮: ଭାରତୀୟ ଦଳ ବର୍ତ୍ତମାନ ପରିବର୍ତ୍ତନର ଏକ ପର୍ଯ୍ୟାୟରେ ଅଛି, ବର୍ଷ ବର୍ଷ ଧରି ବରିଷ୍ଠ ଖେଳାଳିମାନେ ଯେଉଁ ଦାୟିତ୍ୱ ତୁଲାଇ ଆସୁଥିଲେ ତାହା ଏବେ ଯୁବ ଖେଳାଳିଙ୍କ ହାତରେ ନ୍ୟସ୍ତ କରାଯାଉଛି। ଟେଷ୍ଟ କ୍ରିକେଟ ହେଉ କି ଟି-୨୦,...

ବିକଶିତ ଗାଁ ବିକଶିତ ଓଡ଼ିଶା କାମ ସ୍ଥାନାନ୍ତରିତ ନେଇ ଟଣାଓଟରା: ଗୋଟିଏ କାମ ପାଇଁ ଲାଗିଛି ୨ଗୋଟି ଫଳକ

ଲାଞ୍ଜିଗଡ଼,୨୭।୮(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଲାଖବାହିଲି ପଞ୍ଚାୟତର ପତରପଡ଼ାଠାରେ ବିକଶିତ ଗାଁ ବିକଶିତ ଓଡ଼ିଶା କାମ ସ୍ଥାନାନ୍ତରିତ ନେଇ ଟଣାଓଟରା ହେଉଥିବା ବେଳେ ଗୋଟିଏ କାମ ପାଇଁ ୨ଗୋଟି ଫଳକ ଲାଗିଥିବା ଅଭିଯୋଗ।  ପ୍ରତ୍ୟେକ ଗାଁରେ...

ବଡ଼ ଅପଡେଟ୍‌: ପାଖରେ ଆୟୁଷ୍ମାନ କାର୍ଡ ଥିଲେ ଜାଣିରଖନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କଥା, ନଚେତ୍‌…

ନୂଆଦିଲ୍ଲୀ,୨୭।୮: ସାଧାରଣତଃ ଲୋକମାନେ ଅବାଞ୍ଛିତ ରୋଗରୁ ରକ୍ଷା ପାଇବା ପାଇଁ ସ୍ବାସ୍ଥ୍ୟ ବୀମା ନିଅନ୍ତି। କିନ୍ତୁ ଦେଶର ପ୍ରତ୍ୟେକ ବ୍ୟକ୍ତି ସ୍ବାସ୍ଥ୍ୟ ବୀମା ନେବାକୁ ଯଥେଷ୍ଟ ସକ୍ଷମ ନୁହଁନ୍ତି। ସେଥିପାଇଁ ଭାରତ ସରକାର ଆୟୁଷ୍ମାନ ଭାରତ ଯୋଜନା ଚଳାଇଛନ୍ତି। ଏହା...

ଆସନ୍ତାକାଲି ନୂଆଖାଇ ପର୍ବ: ଗ୍ରାମର ଇଷ୍ଟ ଦେବାଦେବୀଙ୍କୁ ଅଗ୍ର ପୂଜା ପାଇଁ କରାଯାଏ ଏମିତି ବିଧି…

କେସିଙ୍ଗା ୨୭।୮(ତୁମେଶ୍ବର ସାହୁ) : ପଶ୍ଚିମ ଓଡିଶାର ଗଣ ପର୍ବ ନୂଆଖାଇ ପର୍ବ ଆସନ୍ତା କାଲି ଗୁରୁବାର ପାଳନ କରାଯିବ। ସେଥିପାଇଁ ଗ୍ରାମର ଇଷ୍ଟ ଦେବାଦେବୀଙ୍କୁ ପ୍ରଥମେ ପୂଜାର୍ଚ୍ଚନା କରିବା ପାଇଁ ଗ୍ରାମର ଦୁଇ ଜଣ ସେବକ ଗ୍ରାମର ମୁଖ୍ୟ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri