Home Left

ଅନାସ୍ଥା ପ୍ରସଙ୍ଗରେ ବିଜେଡି ନେଲା ବଡ଼ ନିଷ୍ପତ୍ତି! ନବୀନ ନିବାସରେ ବୈଠକ ପରେ ପ୍ରସନ୍ନ ଆଚାର୍ଯ୍ୟ କହିଲେ…

ଭୁବନେଶ୍ୱର, ୧୮।୯: ରାଜ୍ୟ ସରକାର ବିରୋଧରେ ଅନାସ୍ଥା ଆଣିଛି କଂଗ୍ରେସ । ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ବାଚସ୍ପତିଙ୍କୁ ଚିଠି ଦେଇଛି । ପ୍ରସ୍ତାବ ସପକ୍ଷରେ ୧୫ ବିଧାୟକଙ୍କ ସମର୍ଥନ ଥିବା ଜଣାଇଲା ଦଳ । ସେପଟେ କଂଗ୍ରେସ ବିଧାୟକମାନେ...

ମିଳିଲା ସଫଳତା: ରାଜ୍ୟସ୍ତରକୁ ମନୋନୀତ ହେଲେ ୩ ଛାତ୍ର

ମୋରଡ଼ା,୧୮।୯(ସ୍ମାରକ ମାଜୀ): ଜିଲାସ୍ତରୀୟ କବାଡି ଏବଂ ବ୍ୟାଡ୍‌ମିଣ୍ଟନ ପ୍ରତିଯୋଗିତାରେ ମୟୂରଭଞ୍ଜ ଜିଲା ମୋରଡ଼ା ଆଦର୍ଶ ବିଦ୍ୟାଳୟକୁ ସଫଳତା ମିଳିଛି। ବିଦ୍ୟାଳୟର ୩ଜଣ ଛାତ୍ର ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି । ମନୋନୀତ ହୋଇଥିବା ଛାତ୍ରମାନେ ହେଲେ ଏକାଦଶ ଶ୍ରେଣୀର କରଣ ଅର୍ଜୁନ...

ବରିଷ୍ଠ ସମାଜସେବୀ ଭୁବନ ବିହାରୀଙ୍କ ପରଲୋକ: ଅଞ୍ଚଳରେ ଶୋକର ଛାୟା

କର୍ଲାମୁଣ୍ଡା,୧୮।୯(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକର ବରିଷ୍ଠ ସମାଜସେବୀ ତଥା ବ୍ୟବସାୟୀ ଭୁବନ ବିହାରୀ ସିଂଙ୍କ ୬୮ ବର୍ଷ ବୟସରେ ଗୁରୁବାର ପରଲୋକ ଘଟିଛି। ଏହି ଖବର ପ୍ରଚାର ହେବା ମାତ୍ରେ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।...

ରାଜ କୁନ୍ଦ୍ରା-ଶିଳ୍ପା ଶେଟ୍ଟୀ ଠକେଇ ମାମଲାରେ ନୂଆ ମୋଡ଼, EOW ରାଡାରରେ ବିପାଶା ବସୁ, ନେହା ଧୁପିଆ, ଏକତା କପୁର

ମୁମ୍ବାଇ,୧୮।୯: ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ଏବଂ ତାଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କ ସହିତ ଜଡିତ ୬୦ କୋଟି ଠକେଇ ମାମଲାରେ ଏକ ନୂତନ ମୋଡ଼ ଆସିଛି। ମୁମ୍ବାଇ ପୋଲିସର ଅର୍ଥନୈତିକ ଅପରାଧ ଶାଖା (EOW) ଏବେ ତିନି ଜଣ...

ସାରର ଅଭାବୀ ବିକ୍ରି, କଳା ବଜାରକୁ ନେଇ ତାତିଲା ବିଜେଡି, କୃଷି କାର୍ଯ୍ୟଳୟ ଘେରାଉ କରି ଦେଲା କଡ଼ା ଚେତାବନୀ

ବଲାଙ୍ଗୀର,୧୮।୯( ସୁନିଲ ମହାନ୍ତି): ବଲାଙ୍ଗୀର ବିଜୁ ଜନତା ଦଳ ପକ୍ଷରୁ ଜିଲାରେ ସାର ଅଭାବୀ ସାର କଳା ବଜାରକୁ ନେଇ ପ୍ରତିବାଦ କରାଯାଇ ଜିଲା କୃଷି କାର୍ଯ୍ୟାଳୟକୁ ବୁଧବାର ଘେରାଉ କରାଯାଇଥିଲା। ମାନ୍ୟବର ବଲାଙ୍ଗୀର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ...

ମୁଇଜୁଙ୍କ ଉପରେ ସୁନା କଳସ ଢାଲିଲା ଭାରତ, କଲା ଏମିତି କାମ ପାକିସ୍ତାନକୁ ଲାଗିବ ଜୋରଦାର ଝଟକା

ନୂଆଦିଲ୍ଲୀ,୧୮।୯: ଭାରତୀୟ ହାଇ କମିଶନ ଗୁରୁବାର (ସେପ୍ଟେମ୍ବର ୧୮, ୨୦୨୫)ରେ ଘୋଷଣା କରିଛନ୍ତି ଯେ ଭାରତ ଜରୁରୀକାଳୀନ ଆର୍ଥିକ ସହାୟତା ଭାବରେ ମାଳଦ୍ୱୀପର ୫୦ ନିୟୁତ ଆମେରିକୀୟ ଡଲାର ସରକାରୀ ବଣ୍ଡ (ଟି-ବିଲ)କୁ ଆଉ ଏକ ବର୍ଷ ପାଇଁ ବୃଦ୍ଧି...

ପରକୀୟା ପ୍ରୀତିକୁ ସ୍ତ୍ରୀ ବିରୋଧ କରିବାରୁ ସ୍ବାମୀ ଦେଉଥିଲେ ନିର୍ଯାତନା: କୋର୍ଟ ଶୁଣାଇଲେ ଏମିତି ରାୟ

ମୋରଡା,୧୮।୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଜେଏମ୍‌ଏଫସି କୋର୍ଟରେ ଗୁରୁବାର ସ୍ତ୍ରୀଙ୍କୁ ମାରପିଟ ଏବଂ ନିର୍ଯାତନା ମାମଲାର ରାୟ ପ୍ରକାଶ ପାଇଛି। ବିଚାରପତି ଶ୍ରୁତି ପଟ୍ଟନାୟକ ମାମଲାର ବିଚାର କରି ଅଭିଯୁକ୍ତ ସ୍ବାମୀଙ୍କୁ ୧ ବର୍ଷ ଜେଲ ଦଣ୍ଡରେ ଦଣ୍ଡିତ...

8th Pay Commission ଲାଗୁ ହେଲେ ସରକାରୀ କ୍ଲର୍କ ହେବେ ମାଲାମାଲ: ଜାଣନ୍ତୁ କେତେ ବଢିବ ଦରମା

ନୂଆଦିଲ୍ଲୀ,୧୮।୯: ଭାରତରେ ନୂତନ ବେତନ କମିଶନ ଲାଗୁ ହେଲେ, ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ଏହାର ସୁପାରିଶ ଉପରେ ନଜର ରଖନ୍ତି। ବର୍ତ୍ତମାନ, ୮ମ ବେତନ କମିଶନକୁ ନେଇ ଚର୍ଚ୍ଚା ଚାଲିଛି। ଏହାକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଛି। କ୍ଲର୍କ...

ନ୍ୟାଶନାଲ କିକ ବକ୍ସିଂ ପ୍ରତିଯୋଗିତାରେ ଭାଗନେବେ ଗଞ୍ଜାମର ଏହି ୪ ପ୍ରତିଯୋଗୀ, ମନୋନୀତ ହେଲେ ମିଳିବ…

ଗଞ୍ଜାମ,୧୮।୯: (ବିଦ୍ୟାଧର ସାହୁ ) ଆସନ୍ତା ୨୨ରୁ ୨୬ ପର୍ଯ୍ୟନ୍ତ ହିମାଞ୍ଚଳ ପ୍ରଦେଶରେ ହେବାକୁ ଥିବା ନ୍ୟାଶନାଲ କିକ ବକ୍ସିଂ ପ୍ରତିଯୋଗିତାରେ ଗଞ୍ଜାମର ୪ ଜଣ ପ୍ରତିଯୋଗୀ ଅଂଶ ଗ୍ରହଣ କରିବେ। ଏଥିପାଇଁ ଶୁକ୍ରବାର ୱାକ ଓଡ଼ିଶା ପ୍ରେସିଡେଣ୍ଟ କାର୍ତ୍ତିକ...

ସତରେ କ’ଣ ୯୦ ପ୍ରତିଶତ ଚାକିରି ଖାଇଯିବ AI? ମୋର୍ଗାନ ଷ୍ଟାନଲିଙ୍କ ରିପୋର୍ଟ ଦେଲା ଜବାବ

ଓ୍ବାଶିଂଟନ,୧୮।୯: ବିଶ୍ୱ ସ୍ତରରେ ଦ୍ରୁତ ଗତିରେ ଲୋକପ୍ରିୟ ହେଉଥିବା AI ପ୍ରଯୁକ୍ତିବିଦ୍ୟା ଭବିଷ୍ୟତରେ ଶ୍ରମ ବଜାର ଉପରେ ଏକ ଗୁରୁତ୍ୱପୂର୍ଣ୍ଣ ପ୍ରଭାବ ପକାଇବାକୁ ପ୍ରସ୍ତୁତ। ଏହା ବିଶ୍ୱ ବାଣିଜ୍ୟରେ ସବୁଠାରୁ ପରିବର୍ତ୍ତନକାରୀ ଶକ୍ତି ଭାବରେ ଦ୍ରୁତ ଗତିରେ ଉଭା ହେଉଛି।...

ଟ୍ରମ୍ପଙ୍କ ରିପୋର୍ଟରେ ରହିଛି ୨୩ ଦେଶର ନାମ, ନିଶା ଉତ୍ପାଦନ ପାଇଁ କିଏ ଦାୟୀ, ଭାରତ-ପାକିସ୍ତାନର ବି ରହଛି ନାଁ

ଓ୍ବାଶିଂଟନ/ନୂଆଦିଲ୍ଲୀ,୧୮।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କଂଗ୍ରେସରେ ‘ପ୍ରେସିଡେଣ୍ଟସିଆଲ ଡିଟରମିନେଶନ’ ଶୀର୍ଷକ ଏକ ରିପୋର୍ଟ ଉପସ୍ଥାପନ କରିଛନ୍ତି। ଏଥିରେ ସେହି ଦେଶଗୁଡ଼ିକର ତାଲିକା ଦିଆଯାଇଛି ଯେଉଁମାନେ ବେଆଇନ ନିଶା ଉତ୍ପାଦନର କେନ୍ଦ୍ର କିମ୍ବା ପ୍ରମୁଖ ଚୋରା ଚାଲାଣ ପଥ ସହିତ...

ପୋତାହେଲା ଲକ୍ଷାଧିକ ଟଙ୍କାର ବାଣ, ବେଆଇନ ଭାବେ ଗଚ୍ଛିତ ରଖି…

ଗଞ୍ଜାମ,୧୮ା୯(ଅଖିଳ ତରାଇ): ଗଞ୍ଜାମ ଜିଲା ଛତ୍ରପୁର ଥାନା ଅଧୀନ ସୁନ୍ଦରପୁର ଗ୍ରାମରେ ବେଆଇନ ଭାବେ ଗଚ୍ଛିତ ଥିବା ଲକ୍ଷାଧିକ ଟଙ୍କାର ବାଣ ସାମଗ୍ରୀକୁ ପୋଲିସ ଜବତ କରିବା ପରେ ଏହାକୁ ନଷ୍ଟ କରିଦିଆଯାଇଛି। ଗଞ୍ଜାମ ଏସ୍‌ପିଙ୍କ ନିର୍ଦ୍ଦେଶ କ୍ରମେ ମାନ୍ୟବର...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri