Home Left

ଯୁବତୀଙ୍କୁ ପଠାଉଥିଲେ ଅଶ୍ଳୀଳ ଫଟୋ, ପରେ ଯାହା ଘଟିଲା ଜାଣନ୍ତୁ…

ବ୍ରହ୍ମପୁର,୧୨।୧୦(ସୁବାସ ଚନ୍ଦ୍ର ପାଢ଼ୀ): ଜଣେ ଯୁବତୀଙ୍କୁ ଅଶ୍ଳୀଳ ଫଟୋ ପଠାଇବା ଅଭିଯୋଗରେ ସାଇବର ଥାନା ପୋଲିସ ଜଣେ ଯୁବକଙ୍କୁ ଗିରଫ କରିଛି । ସେ ହେଲେ କୁକୁଡାଖଣ୍ଡିର ଜ୍ୟୋତିର୍ମୟ ଦଳାଇ(୨୫)। ଅଭିଯୁକ୍ତଙ୍କ ବ୍ୟବହୃତ ମୋବାଇଲ ଫୋନ୍‌କୁ ପୋଲିସ ଜବତ କରିଛି।...

ଟ୍ରେନରେ ଲାଗିଲା ନିଆଁ

ଛତ୍ରପୁର,୧୨ା୧୦(ଦିଲ୍ଲୀପ ସାମଲ): ଖୋର୍ଦ୍ଧାରୁ ବିଶାଖାପାଟଣା ଅଭିମୁଖେ ଯାଉଥିବା ଏକ କୋଇଲା ବୋଝେଇ ଟ୍ରେନରେ ନିଆଁ ଲାଗିଯାଇଥିବା ଛତ୍ରପୁର ଷ୍ଟେଶନରେ ଜଣାପଡ଼ିଥିଲା। ଛତ୍ରପୁର ଅଗ୍ନିଶମ ବିଭାଗ ଉକ୍ତ ନିଆଁକୁ ଆୟତ୍ତ କରିଛି । କୋଇଲା ବୋଝେଇ ଟ୍ରେନର ୧୧ ନଂ ବଗିରୁ...

ଷ୍ଟେଶନରୁ କରୁଥିଲେ ଗଞ୍ଜେଇ ଚାଲାଣ, ମାଷ୍ଟର ମାଇଣ୍ଡ ସିଭିଲ୍‌ ଇଞ୍ଜିନିୟର ଛାତ୍ରଙ୍କୁ ବାନ୍ଧିଲା କୋରାପୁଟ GRP ପୋଲିସ 

କୋରାପୁଟ,୧୨।୧୦(ଅମିତାଭ ବେହେରା): କୋରାପୁଟ ରେଲୱେ ଷ୍ଟେସନରୁ ନିୟମିତ ଗଞ୍ଜେଇ ଚୋରା ଚାଲାଣ ହେଉଛି। ଏମିତିରେ କୋରାପୁଟ ଜିଆରପି ପୋଲିସ ଗଞ୍ଜେଇ ଯୋଗାଉଥିବା ସିଭିଲ ଇଞ୍ଜିନିୟର ଛାତ୍ର ତଥା ମାଷ୍ଟର ମାଇଣ୍ଡଙ୍କୁ ଧରି ଗଞ୍ଜେଇ ଚୋରାଚାଲାଣ ମୁଳପୋଛ କରିବାକୁ ଲକ୍ଷ୍ୟ ରଖିଛି।...

ତାତିଲେ ମହିଳା

ସିଂହପୁର,୧୨।୧୦(ଅନଙ୍ଗ ଉଦୟ ବେଉରିଆ): ପୋଲିସ ପ୍ରଶାସନର ସ୍ଥାଣୁତା ଏବଂ ଅସାଧୁ ନୀତି ଯୋଗୁ ଗ୍ରାମାଞ୍ଚଳରେ ଚୋରା ମଦ କାରବାର କାୟାବିସ୍ତାର କରିବାରେ ଲାଗିଛି। ଫଳରେ ମହିଳାମାନେ ରାଜରାସ୍ତାକୁ ଓହ୍ଲାଇଛନ୍ତି। ଏହିପରି ଘଟଣା ଦେଖିବାକୁ ମିଳିଛି ବିଂଝାରପୁର ଥାନା ଅନ୍ତର୍ଗତ ଜରି...

ଉପ ଅଧିନାୟିକା ସ୍ମୃତି ମନ୍ଧାନାଙ୍କ ଉପଲବ୍ଧି

ବିଶାଖାପାଟଣା,୧୨।୧୦: ଭାରତୀୟ ଦଳର ଉପ ଅଧିନାୟିକା ସ୍ମୃତି ମନ୍ଧାନା ରବିବାର ପ୍ରଥମ କ୍ରିକେଟର ଭାବେ ମହିଳା ଦିନିକିଆରେ ଗୋଟିଏ ବର୍ଷରେ ୧ ହଜାର ରନ୍‌ ପୂରଣ କରିଛନ୍ତି। ଅଷ୍ଟ୍ରେଲିଆ ବିପକ୍ଷ ହାଇପ୍ରୋଫାଇଲ ମ୍ୟାଚ୍‌ରେ ୮୦ ରନର ବିସ୍ଫୋରକ ପାଳି ଅବସରରେ...

ଫଲୋଅନ୍‌ ପରେ ଓ୍ବେଷ୍ଟଇଣ୍ଡିଜର ଦମ୍‌ଦାର ବ୍ୟାଟିଂ

ନୂଆଦିଲ୍ଲୀ,୧୨।୧୦- ଅରୁଣ ଜେଟଲି ଷ୍ଟାଡିୟମରେ ଭାରତ ବିପକ୍ଷରେ ଚାଲିଥିବା ଦ୍ୱିତୀୟ କ୍ରିକେଟ ଟେଷ୍ଟ ମ୍ୟାଚ୍‌ରେ ଓ୍ବେଷ୍ଟଇଣ୍ଡିଜ୍‌ ଦଳ ଫଲୋଅନ୍‌ ପରେ ଦ୍ୱିତୀୟ ଇନିଂସରେ ଦୃଢ଼ ବ୍ୟାଟିଂ କରିଛି। ପ୍ରଥମ ଇନିଂସରେ ଭାରତ ୫୧୮/୫ରେ ପାଳି ଘୋଷଣା କରିଥିବା ବେଳେ ଓ୍ବେଷ୍ଟଇଣ୍ଡିଜ୍‌...

କୋର୍‌ କମିଟି ବୈଠକ ପରେ ଏକ କ’ଣ କହିଲେ ବସନ୍ତ? ତେବେ କ’ଣ ଖୁବ୍‌ଶୀଘ୍ର ଜୟଙ୍କୁ… 

ଭୁବନେଶ୍ୱର,୧୨।୧୦: ନୂଆପଡ଼ା ଉପନିର୍ବାଚନ ପାଇଁ ଭାଜପା କୋର୍‌ କମିଟି ବୈଠକରେ ରଣନୀତି ପ୍ରସ୍ତୁତି  ହୋଇଛି। ଏହି ବୈଠକ ପରେ ବରିଷ୍ଠ ଭାଜପା ନେତା ବସନ୍ତ ପଣ୍ଡା ବଡ଼ ବୟାନ ଦେଇଛନ୍ତି। ଦଳ ଯାହାକୁ ବି ପ୍ରାର୍ଥୀ କରିବ ସେ କେମିତି...

ମହିଳା ସାମ୍ବାଦିକଙ୍କ ‘ନୋ ଏଣ୍ଟ୍ରି’କୁ ନେଇ ମୁହଁ ଖୋଲିଲେ ଏହି ମୁସଲିମ ଦେଶର ମନ୍ତ୍ରୀ

ନୂଆଦିଲ୍ଲୀ,୧୨।୧୦: ଆଫଗାନିସ୍ତାନ ବୈଦେଶିକ ମନ୍ତ୍ରୀ ଆମିର ଖାନ ମୁତାକି ଭାରତରେ ତାଙ୍କ ସାମ୍ବାଦିକ ସମ୍ମିଳନୀରେ ମହିଳା ସାମ୍ବାଦିକଙ୍କ ଅନୁପସ୍ଥିତିକୁ ସମର୍ଥନ କରି ଏକ ବିବୃତ୍ତି ଜାରି କରିଛନ୍ତି। ମୁତାକି କହିଛନ୍ତି ଯେ ମହିଳା ସାମ୍ବାଦିଙ୍କୁ ବାଦ ଦେବା ଏକ ଜାଣିଶୁଣି...

ଦୀପାବଳି-ଧନତେରସରେ କିଣିବେ କି ନାହିଁ ୧୮ କ୍ୟାରେଟ୍‌ ସୁନା? ଜାଣନ୍ତୁ ସୁନା ବ୍ୟତିତ ଏଥିରେ କି ଧାତୁ…

ନୂଆଦିଲ୍ଲୀ,୧୨।୧୦: ଆଉ ଦିନ କେଇଟା ପରେ ପଡ଼ିବ ଦୀପାବଳି ଏବଂ ଧନତେରସ। ଏହାକୁ ନେଇ ଗୃହିଣୀମାନଙ୍କ ମଧ୍ୟରେ ଘର ସଜାଇବା ସହିତ ସୁନା ଅଳଙ୍କାର କିଣିବାର କ୍ରେଜ ମଧ୍ୟ ବୃଦ୍ଧି ପାଉଛି। ସମସ୍ତେ ପର୍ବ ସମୟରେ କେବଳ ନିଜ ଘରକୁ...

ୟୁ ଟର୍ନ ନେଲେ ମମତା! କହିଲେ ଏମିତି ଅପରାଧକୁ ବରଦାସ୍ତ କରାଯିବ ନାହିଁ, ଅଭିଯୁକ୍ତଙ୍କୁ ମିଳିବ…

ଦୁର୍ଗାପୁର,୧୨।୧୦: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ରବିବାର (୧୨ ଅକ୍ଟୋବର, ୨୦୨୫) ପଶ୍ଚିମ ବର୍ଦ୍ଧମାନ ଜିଲାର ଦୁର୍ଗାପୁରରେ ଜଣେ ଡାକ୍ତରୀ ଛାତ୍ରୀଙ୍କ ଗଣବଳାତ୍କାର ଘଟଣାକୁ ଆଶ୍ଚର୍ଯ୍ୟଜନକ ବୋଲି ବର୍ଣ୍ଣନା କରିଛନ୍ତି। ସେ କହିଛନ୍ତି ଯେ କୌଣସି ଦୋଷୀଙ୍କୁ ଛଡାଯିବ ନାହିଁ।...

ଜନ୍ମମାସରୁ ଜାଣନ୍ତୁ ବ୍ୟକ୍ତିତ୍ୱ: ଜାନୁୟାରୀରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତି….

ଜ୍ୟୋତିଷଶାସ୍ତ୍ର ଅନୁଯାୟୀ, ଇଂରାଜୀ ମାସ ଜାନୁୟାରୀରେ ଜନ୍ମଗ୍ରହଣ କରିଥିବା ବ୍ୟକ୍ତିଙ୍କ ମନରେ ଅନ୍ୟମାନଙ୍କ ପାଇଁ ଖୁବ୍‌ ସମ୍ମାନ ରହିଥାଏ। ନିଜ ଇଚ୍ଛାକୁ ସେମାନେ କାହା ଉପରେ ଲଦିବାକୁ ଚେଷ୍ଟା କରନ୍ତି ନାହିଁ। ଫେବୃୟାରୀରେ ଜନ୍ମ ହୋଇଥିବା ବ୍ୟକ୍ତି ସଚ୍ଚୋଟ ଓ...

ଆଜମ ଖାନଙ୍କୁ ମିଳିଲା Y କାଟାଗୋରୀ ସୁରକ୍ଷା

ନୂଆଦିଲ୍ଲୀ,୧୨।୧୦: ସମାଜବାଦୀ ପାର୍ଟି (ସପା) ନେତା ଏବଂ ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ଆଜମ ଖାନଙ୍କ ସୁରକ୍ଷା ପୁନଃସ୍ଥାପିତ କରାଯାଇଛି। ତାଙ୍କୁ Y-ବର୍ଗର ସୁରକ୍ଷା ପ୍ରଦାନ କରାଯାଇଛି। ୨୩ ମାସ ଜେଲରେ ରହିବା ପରେ, ଆଜମ ଖାନ ଜାମିନରେ ମୁକ୍ତ ହୋଇଛନ୍ତି।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri