ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ବୈଠକ କଲେ ରାଜସ୍ବ ମନ୍ତ୍ରୀ
ଭୁବନେଶ୍ୱର,୨୫ା୧୦: ବଙ୍ଗୋପସାଗରରେ ଆସୁଛି ବାତ୍ୟା। ଏହାର ନାମ ଥାଇ ଭାଷାରେ ‘ମୋନ୍ଥା’। ଇତିମଧ୍ୟରେ ଶୁକ୍ରବାର ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଥିବାବେଳେ ଏହା ପଶ୍ଚିମ, ଉତ୍ତର-ପଶ୍ଚିମ ଦିଗକୁ ୩ କି.ମି. ବେଗରେ ଗତି କରୁଛି। ଶନିବାର ସୁଦ୍ଧା...
ପ୍ରେମିକାଙ୍କୁ ଭେଟିବାକୁ ଯାଇ ବାର୍ହା ଫାଶରେ ପଡ଼ିଗଲେ ନାବାଳକ ପ୍ରେମିକ: ଆଉ ତା’ପରେ ଘଟିଲା…
କୋରାପୁଟ,୨୫।୧୦(ଅମିତାଭ ବେହେରା): କୋରାପୁଟ ଜିଲା ସେମିଳିଗୁଡ଼ା ବ୍ଲକ ଅଲିଗାଁ ସ୍କୁଲ ଜଙ୍ଗଲରେ ଏକ ଅଭାବନୀୟ ଘଟଣା ଘଟିଛି। ପ୍ରେମିକାକୁ ଦେଖା କରିବାକୁ ଯାଇଥିବାବେଳେ ବାରହା ଫାଶରେ ପଡ଼ି ପ୍ରେମିକାଙ୍କ ଜୀବନ ଯାଇଛି। ସୂଚନାଯୋଗ୍ୟ, ଅଲିଗାଁ ସ୍କୁଲ ଜଙ୍ଗଲରେ ଥିବା ଏକ...
ଯାତ୍ରା ଦେଖି ଘରକୁ ଫେରୁଥିଲେ ୨ ନାବାଳିକା: କେନାଲକୁ ଟାଣିନେଇ ଗଣବଳାତ୍କାର
ମୋରଡା,୨୫/୧୦(ସ୍ମାରକ ମାଜୀ )- ଯାତ୍ରା ଦେଖି ଘରକୁ ଫେରୁଥିବା ସମୟରେ ୨ ଜଣ ଆଦିବାସୀ ନାବାଳିକାଙ୍କୁ ଗଣବଳାତ୍କାର ହୋଇଥିବାର ଅଭିଯୋଗ ହୋଇଛି l ଏପରି ଲଜ୍ଜାଜନକ ଘଟଣା ଘଟିଛି ମୟୂରଭଞ୍ଜ ଜିଲା ରାସଗୋବିନ୍ଦପୁର ଥାନା ଅଞ୍ଚଳରେ l ସୂଚନା ଅନୁଯାୟୀ,...
ଆସୁଛି ବାତ୍ୟା ମୋନ୍ଥା! ପାରାଦୀପରେ ସତର୍କ ସୂଚନା, ୨୯ ତାରିଖ ଯାଏ…
ଭୁବନେଶ୍ୱର,୨୫।୧୦: ଭୀଷଣ ବାତ୍ୟା ‘ମୋନ୍ଥା’ ପାଇଁ ପାରାଦୀପରେ ସତର୍କ ସୂଚନା ଜାରି କରାଯାଇଛି। ମାଇକ ଦାରା ସତର୍କ କରାଇଲେ ମତ୍ସ୍ୟ ବିଭାଗ ଓ ସାମୁଦ୍ରିକ ପୋଲିସ। ନେହରୁବଙ୍ଗଳା ଫିସିଂ ହାର୍ବର, ଅଠରବାଙ୍କି, ଷଣ୍ଢକୁଦରେ ପ୍ରଚାର ଯୋଗେ ସତର୍କ କରାଯାଇଛି। ନୂଆବଜାର,...
ସୋମବାର ସକାଳେ ବାତ୍ୟା! ପ୍ରବଳ ବର୍ଷା ସହ ବହିବ ପବନ, ଛାନିଆ ହେଲେଣି ଚାଷୀ
ଗଞ୍ଜାମ, ୨୫।୧୦(ବିଦ୍ୟାଧର ସାହୁ ): ପ୍ରତି ବର୍ଷ ଅକ୍ଟୋବର ମାସରେ କିଛି ନା କିଛି ବାତ୍ୟା ହେଉଛି । ବର୍ତ୍ତମାନ ସମ୍ଭାବ୍ୟ ବାତ୍ୟାକୁ ନେଇ ଗଞ୍ଜାମ ବ୍ଲକ ଅଞ୍ଚଳର ଚାଷୀ ଏକ ପ୍ରକାର ଛାନିଆ ହୋଇ ପଡିଛନ୍ତି । ବଙ୍ଗୋପସାଗରେ...
ଗୋଟିଏ ଦିନରେ ୧୭ହଜାର କମିଗଲା ରୂପା, ସୁନା ହେଲା ଆହୁରି ଶସ୍ତା!
ନୂଆଦିଲ୍ଲୀ,୨୫।୧୦: ଦୀପାବଳି ପରେ ପ୍ରଥମ ଥର ପାଇଁ ରାଜଧାନୀରେ ସୁନା ଏବଂ ରୂପା ମୂଲ୍ୟ ହ୍ରାସ ପାଇଥିବା ଦେଖାଯାଇଛି। ସୂଚନା ଅନୁଯାୟୀ, ଶୁକ୍ରବାର ସୁନା ମୂଲ୍ୟ 6,800 ହ୍ରାସ ପାଇଛି। ଅନ୍ୟପକ୍ଷରେ ରୂପା ମୂଲ୍ୟ 17,000 ରୁ ଅଧିକ ହ୍ରାସ...
ଦୁଇ ବାଇକ ମୁହାଁମୁହିଁ ଧକ୍କା: ୨ ଯୁବକଙ୍କ ଚାଲିଗଲା ଜୀବନ
ମୁନିଗୁଡା,୨୫।୧୦ (ନନ୍ଦ କିଶୋର ପଟ୍ଟନାୟକ): ରାୟଗଡା ଜିଲା ମୁନିଗୁଡା ଥାନା ଅନ୍ତର୍ଗତ ବୁରୁଜୁଗୁଡା ନିକଟରେ ୨ବାଇକ ମୁହାଁମୁହିଁ ଧକ୍କା ହେବା ଫଳରେ ଉଭୟ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି। ମୃତକଙ୍କ ମଧ୍ୟରୁ ଜଣେ ମୁନିଗୁଡା ଗୋବର୍ଦ୍ଧନର ଦେବାଶିଷ ସାହୁ...
ମ୍ୟାଚ୍ ଆରମ୍ଭ ହେବାପୂର୍ବରୁ ଚମତ୍କାର ବିଶ୍ୱରେକର୍ଡ କଲା ଭାରତ: ଲଗାତାର ଭାବେ….
ସିଡନୀ,୨୫।୧୦: ଆଜି ସିଡନୀରେ ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ତୃତୀୟ ଏକଦିବସୀୟ ମ୍ୟାଚ ଖେଳାଯାଉଛି। ଭାରତୀୟ କ୍ରିକେଟ ଦଳ ଏହି ମ୍ୟାଚ୍ରେ ପୁଣି ଥରେ ଟସ ହାରିଛି। ଲଗାତାର ୧୮ତମ ଥର ପାଇଁ ଟିମ ଇଣ୍ଡିଆ ଟସ ଜିତିନାହିଁ। ଭାରତୀୟ...
ପ୍ରଶାସନର ଦାୟିତ୍ୱହୀନତା, ଅନ୍ଧକାର ଜଗନ୍ନାଥ ମନ୍ଦିର:ଅସୁରକ୍ଷିତରେ ହବିଷ୍ୟାଳୀ
ପୁରୁଷୋତ୍ତମପୁର,୨୫।୧୦ (ସବିତା ମିଶ୍ର) ସରକାର ଓ ପ୍ରଶାସନ ମହିଳା,ଶିଶୁ ଓ ବରିଷ୍ଠ ନାଗରିକଙ୍କ ସୁରକ୍ଷାର କଥା କହିବା ସହ ପୂରୀ ଜଗନ୍ନାଥଙ୍କ ନିକଟକୁ ଆସୁଥିବା ହବିଷ୍ୟାଳୀଙ୍କ ଲାଗି ସୁବିଧା ସୁଯୋଗ ଯୋଗାଇ ଦେଉଥିବାର କହୁଥିବା ବେଳେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର...
ସୀମାରେ ଚାଇନା ଗଢୁଛି ନୂଆ ଏୟାର ଡିଫେନ୍ସ କମ୍ପ୍ଲେକ୍ସ
ନୂଆଦିଲ୍ଲୀ,୨୫ା୧୦: ତିବ୍ବତର ପଙ୍ଗୋଙ୍ଗ୍ ହ୍ରଦର ପୂର୍ବ ପାର୍ଶ୍ୱ କୂଳରେ ଚାଇନା ନୂଆ ଏୟାର ଡିଫେନ୍ସ କମ୍ପ୍ଲେକ୍ସ ନିର୍ମାଣ କରୁଥିବା ସାଟେଲାଇଟ୍ ଫଟୋରୁ ସ୍ପଷ୍ଟ ହୋଇଛି। ୨୦୨୦ରେ ଭାରତ ଓ ଚାଇନା ସୈନ୍ୟଙ୍କ ମଧ୍ୟରେ ହୋଇଥିବା ସଂଘର୍ଷ ସ୍ଥାନଠାରୁ ଏହା ପ୍ରାୟ...
ପାକିସ୍ତାନକୁ ପାଣି ବନ୍ଦ କରିବ ଆଫଗାନିସ୍ତାନ
ନୂଆଦିଲ୍ଲୀ,୨୫ା୧୦: ଜମ୍ମୁ-କଶ୍ମୀରର ପହଲଗାମ୍ରେ ଗତ ଏପ୍ରିଲ୍ ୨୨ରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁନଦୀ ଜଳ ଚୁକ୍ତିକୁ ସ୍ଥଗିତ ରଖି ପାକିସ୍ତାନକୁ ଜଳପ୍ରବାହ ହ୍ରାସ କରିଥିଲା। ଏବେ ତାଲିବାନ୍ ଶାସିତ ଆଫଗାନିସ୍ତାନ ଅନୁରୂପ ପଦକ୍ଷେପ ନେବାକୁ ଯାଉଛି। ତାଲିବାନ୍ ସରକାର...
Google Chrome ବ୍ୟବହାର କରୁଛନ୍ତି କି, ହୋଇଯାନ୍ତୁ ସାବଧାନ: ଆସୁଛି ଏମିତି ବିପଦ
ନୂଆଦିଲ୍ଲୀ,୨୪।୧୦: ଯଦି ଆପଣ Google Chrome ବ୍ୟବହାର କରନ୍ତି, ତେବେ ଆପଣଙ୍କୁ ସତର୍କ ରହିବାକୁ ପଡିବ। ଏହି ବ୍ରାଉଜରରେ ଏକ ତ୍ରୁଟି ପରିଲକ୍ଷିତ ହୋଇଛି। ଏହି ତ୍ରୁଟି ସାଇବର ଆକ୍ରମଣକାରୀଙ୍କୁ ସିଷ୍ଟମକୁ ଟାର୍ଗେଟ, ଡାଟା ଚୋରି ଏବଂ ମାଲୱେର ସଂସ୍ଥାପନ...
Archives


