Home Left

ଧବଳେଶ୍ୱର ମନ୍ଦିରରେ ବଡ଼ଓଷା, କାର୍ତ୍ତିକ ପୂର୍ଣ୍ଣମୀ ପାଇଁ ପ୍ରସ୍ତୁତି ଆରମ୍ଭ

ଖୋର୍ଦ୍ଧା,୨୭ା୧୦(ପ୍ରଭାତ ପାଣିଗ୍ରାହୀ): ଆଉ ଦିନ କେଇଟା ପରେ ବଡ଼ଓଷା ଏବଂ କାର୍ତ୍ତିକ ପୂର୍ଣ୍ଣମୀ। ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ଖୋର୍ଦ୍ଧା ଗୁରୁଜଙ୍ଗସ୍ଥିତ ଶ୍ରୀଧବଳେଶ୍ୱର ମନ୍ଦିର ପରିଚାଳନା ଟ୍ରଷ୍ଟ ବୋର୍ଡ ଏଥିଲାଗି ପ୍ରସ୍ତୁତି ଆରମ୍ଭ କରିଛି। ରବିବାରଠାରୁ ଟ୍ରଷ୍ଟ ବୋର୍ଡ ଆନୁଷ୍ଠାନିକ ଭାବେ...

Ab De Villiersଙ୍କ ଠାରୁ ବି ଆହୁରି ଘାତକ ତାଙ୍କ ପୁଅ

ନୂଆଦିଲ୍ଲୀ,୨୭।୧୦: ଯେତେବେଳେ ଦକ୍ଷିଣ ଆଫ୍ରିକୀୟ କିମ୍ବଦନ୍ତୀ ଏବି ଡିଭିଲିୟର୍ସ ଅନ୍ତର୍ଜାତୀୟ କ୍ରିକେଟ ଖେଳିଥିଲେ, ପ୍ରତ୍ୟେକ ବୋଲର ତାଙ୍କୁ ଭୟ କରୁଥିଲେ। ଆଜି ମଧ୍ୟ, ଯେତେବେଳେ ସେ ଲିଗ କ୍ରିକେଟ ଖେଳନ୍ତି, ବୋଲରମାନେ ତାଙ୍କୁ ବୋଲିଂ କରିବାକୁ ଭୟ କରନ୍ତି କାରଣ...

ପାକିସ୍ତାନ କୋଚଙ୍କୁ କଡ଼ା ଜବାବ ଦେଇଥିଲେ ପଠାନ

ନୂଆଦିଲ୍ଲୀ,୨୭।୧୦: ଇରଫାନ ପଠାନ ଆଜି ତାଙ୍କର ୪୧ତମ ଜନ୍ମଦିନ ପାଳନ କରୁଛନ୍ତି। ଅଲରାଉଣ୍ଡର ଇରଫାନ ତାଙ୍କ ଛୋଟ କ୍ରିକେଟ କ୍ୟାରିୟରରେ ବହୁତ କିଛି ହାସଲ କରିଛନ୍ତି। ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ ଇରଫାନ ୨୦୦୩ ମସିହାରେ ତାଙ୍କର ଅନ୍ତର୍ଜାତୀୟ...

ମା-ଝିଅଙ୍କୁ ବାନ୍ଧିଦେଲେ, ବଳାତ୍କାର ଧମକ ଦେଇ ଦୁର୍ବୃତ୍ତ ଲୁଟିନେଲେ ୧ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା

ବଣାଇଁ,୨୭ା୧୦: ସୁନ୍ଦରଗଡ଼ ଜିଲା ବଣାଇଁ ମୁଖ୍ୟ ସହରରେ ପ୍ରଥମ ଥର ହୋଇଛି ଡକାୟତି। ୪ ଜଣ ସଶସ୍ତ୍ର ମୁଖାଧାରୀ ଡକାୟତ ମାଡ଼ ମାରିବା ସହ ଲୁଟିନେଲେ ଏକ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ସୁନାଗହଣା। ବଣାଇଁ ଥାନାଠାରୁ ମାତ୍ର ପାଞ୍ଚ ଶହ...

ବ୍ରିଟେନରେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ବଳାତ୍କାର

ଲଣ୍ଡନ,୨୭।୧୦: ବ୍ରିଟେନରେ ଜଣେ ଶିଖ ମହିଳାଙ୍କୁ ବଳାତ୍କାର କରିବାର ଗୋଟିଏ ମାସ ପରେ ଆଉ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଉତ୍ତର ଇଂଲଣ୍ଡରେ ଜଣେ ଭାରତୀୟ ବଂଶୋଦ୍ଭବ ମହିଳାଙ୍କୁ ବଳାତ୍କାର କରାଯାଇଥିବା ବ୍ରିଟିଶ ପୋଲିସ ରିପୋର୍ଟ କରିଛି। ଏହି...

ନୂଆ ବୁଲେଟ କିଣାକୁ ନେଇ ଚାଲିଥିଲା ପାର୍ଟି: ପ୍ରଥମେ ପିଇଲେ ମଦ, ପରେ ସିଗାରେଟ୍‌ ନ ଦେବାରୁ…

ଜଗତ୍‌ସିଂହପୁର,୨୭ା୧୦ (ପ୍ରମୋଦ କୁମାର ନାୟକ): ଜଗତ୍‌ସିଂହପୁର ସହର ଉପକଣ୍ଠ ଯୋଗଧାରୀ ଛକରେ ପାନ ଦୋକାନ କରିଥିବା ଗୋପା (ପୋକପୁର) ଗ୍ରାମର ଚୈତନ୍ୟ ପୋଥାଳଙ୍କ ପୁଅ ଜ୍ଞାନ ରଞ୍ଜନ ପୋଥାଳ (୩୮)ଙ୍କୁ ୨୪ ତାରିଖ ରାତିରେ ଖଣ୍ଡାରେ ବୀଭତ୍ସ ଭାବେ ହାଣି...

କାର୍ଯ୍ୟଦକ୍ଷତାକୁ ପ୍ରଭାବିତ କରେ ସୋସିଆଲ ମିଡିଆ

ଆଜିକାଲି ସୋସିଆଲ ମିଡିଆର ବ୍ୟବହାର କେତେ ବହୁଳ ହେଲାଣି ତାହା ପ୍ରାୟ ସମସ୍ତେ ଜାଣନ୍ତି। ଏଥିରୁ ଅନେକ କଥା ଜାଣିହୁଏ-ଏକଥା ସତ, ହେଲେ ସବୁବେଳେ ଏଥିରେ ନିମଗ୍ନ ରହିଲେ ତାହାର ଦୈନନ୍ଦିନ ଜୀବନକୁ ପ୍ରଭାବିତ କରିବା ସହ ଏହା ଦ୍ୱାରା...

ଇ-ଗେଜେଟ୍‌ ନୋଟିଫିକେଶନରେ ଦୁର୍ନୀତି

ଯାଜପୁର,୨୭ା୧୦(ହର୍ଷବର୍ଦ୍ଧନ ବେହେରା): ମାନବ ହସ୍ତକ୍ଷେପକୁ ଦୂର କରିବା ସହ ସ୍ବଚ୍ଛତା ଓ ସାଧାରଣ ଲୋକଙ୍କୁ ତୁରନ୍ତ ସେବା ଯୋଗାଇ ଦେବା ଲକ୍ଷ୍ୟରେ ଇ-ଗେଜେଟ୍‌ ନୋଟିଫିକେଶନ ବ୍ୟବସ୍ଥା କରାଯାଇଛି। ଏଥିରେ ଆଧାର କାର୍ଡ ଓ ଅନ୍ୟାନ୍ୟ ଅଫିସିଆଲ କାର୍ଯ୍ୟରେ ନାମ ସଂଶୋଧନ...

କନୋଲି ଆୟର୍ଲାଣ୍ଡ ରାଷ୍ଟ୍ରପତି

ଲଣ୍ଡନ,୨୭।୧୦: ଆୟର୍ଲାଣ୍ଡରେ ଶନିବାର ଅନୁଷ୍ଠିତ ନିର୍ବାଚନରେ କାଥେରିନ୍‌ କନୋଲି ପରବର୍ତ୍ତୀ ରାଷ୍ଟ୍ରପତି ନିର୍ବାଚିତ ହୋଇଛନ୍ତି। କନୋଲିଙ୍କ ସପକ୍ଷରେ ୬୦ ପ୍ରତିଶତ ଭୋଟ ଯାଇଥିବା ଜଣାପଡ଼ିଛି। ବିରୋଧୀ ପ୍ରାର୍ଥୀ ପରାଜୟ ସ୍ବୀକାର କରିନେଇଛନ୍ତିି। ପରବର୍ତ୍ତୀ ରାଷ୍ଟ୍ରପତି ଭାବେ ବାମପନ୍ଥୀ ରାଜନୈତିକ ବିଚାରଧାରାକୁ ସମର୍ଥନ...

୨୦୨୬ ହେବ ଆସିଆନ୍‌-ଇଣ୍ଡିଆ ସାମୁଦ୍ରିକ ସହଯୋଗର ବର୍ଷ: ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ/କୁଆଲାଲୁମ୍ବୁର,୨୭।୧୦: ଭାରତ-ଆସିଆନ୍‌ ବିସ୍ତୃତ ରଣନୈତିକ ସହଭାଗିତା ସମ୍ପ୍ରତି ବୈଶ୍ୱିକ ସ୍ଥିରତା ଓ ଅଭିବୃଦ୍ଧିର ଏକ ଶକ୍ତିଶାଳୀ ମୂଳଦୁଆ ଭାବେ ଉଭା ହେଉଛି ବୋଲି ରବିବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି। ଭାରତ-ଆସିଆନ୍‌ (ଆସୋସିଏଶନ୍‌ ଅଫ୍‌ ସାଉଥ୍‌ଇଷ୍ଟ ଏସିଆନ୍‌ ନେଶନ୍ସ)ର ବାର୍ଷିକ...

ଏଇ ଭାରତରେ

ବର୍ଷେ କିମ୍ବା ଦୁଇ ବର୍ଷ ନୁହେଁ, ୧୦ ବର୍ଷ ଲାଗିଯାଇଛି ଗୋଟିଏ ଘଣ୍ଟା ସଜାଡ଼ିବାକୁ। ଏହି ଘଣ୍ଟା ସାଧାରଣ ଘଣ୍ଟା ନୁହେଁ, ଏହା ହେଉଛି ମୁମ୍ବାଇର ରାଜବାଇ କ୍ଲକ ଟାଓ୍ବାରର ୧୪୬ ବର୍ଷର ପୁରୁଣା ଘଡ଼ି। ଏହାକୁ ମରାମତି କରି...

ଆପଣା ମହତ ଆପେ ରଖି

ଉତ୍କଳ ଗୌରବ ମଧୁସୂଦନ ଦାସ ସିନା କହିଥିଲେ, ”ଆଲୋ ସଖୀ ଆପଣା ମହତ ଆପେ ରଖି“। କେବଳ କହି ନଥିଲେ ନିଜ ମାନ ମହତକୁ ରକ୍ଷା କରିବା ନିମନ୍ତେ କ୍ଷତି ମଧ୍ୟ ସହିଥିଲେ। ଏପରିକି ଆର୍ଥିକ ଦେବାଳିଆ ହେବାକୁ ପଡ଼ିଥିଲା...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri