ଅପରେଶନ ସରିଲା, ହେଲେ ଡାକ୍ତର କହିଲେ… ଶ୍ରେୟସଙ୍କୁ ନେଇ ଆସିଲା ବଡ଼ ଅପ୍ଡେଟ୍
ନୂଆଦିଲ୍ଲୀ,୨୮।୧୦: ଭାରତୀୟ କ୍ରିକେଟ ଦଳର ଷ୍ଟାର୍ ବ୍ୟାଟ୍ସମ୍ୟାନ୍ ଶ୍ରେୟସ ଆୟର ଅଷ୍ଟ୍ରେଲିଆ ଗସ୍ତରେ ଏକ ବଡ଼ ଝଟକା ପାଇଛନ୍ତି। ସିଡନୀ କ୍ରିକେଟ ଗ୍ରାଉଣ୍ଡରେ ତୃତୀୟ ଏକଦିବସୀୟ ମ୍ୟାଚ୍ ସମୟରେ, ଆୟର ଅଷ୍ଟ୍ରେଲୀୟ ଉଇକେଟକିପର ଆଲେକ୍ସ କ୍ୟାରିଙ୍କୁ କ୍ୟାଚ୍ କରିବାକୁ ଚେଷ୍ଟା...
କାଉନ୍ସିଲରଙ୍କ ଘର କାନ୍ଥ ଭୁଶୁଡିବା ଘଟଣା: ପରିବାରକୁୁ ଭେଟିଲେ ବିଧାୟକ
ଗଞ୍ଜାମ,୨୮।୧୦(ବିଦ୍ୟାଧର ସାହୁ ): ବାତ୍ୟା ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ବର୍ଷା ଜାରି ରହିଛି । ତୁହାକୁତୁହା ବର୍ଷା ଯୋଗୁ ମଙ୍ଗଳବାର ଗଞ୍ଜାମ ଏନ୍ଏସି ୱାର୍ଡ ନମ୍ବର ୯ ବରପଲ୍ଲୀ ଗ୍ରାମର କାଉନ୍ସିଲର ସ୍ବାଗତ ଆଶିଷ ନାୟକଙ୍କ ଘର କାନ୍ଥ...
ହାର୍ଡ ଡିସ୍କ ପାଇଁ ବଏଫ୍ରେଣ୍ଡର ହତ୍ୟା ପାଇଁ ଷଡଯନ୍ତ୍ର କରିଥିଲେ ମହିଳା, ଥିଲା 15 ଜଣଙ୍କର ନଗ୍ନ ଫଟୋ
ନୂଆଦିଲ୍ଲୀ: ହାର୍ଡଡିସ୍କରେ ଅନ୍ତତଃ ୧୫ ଜଣ ମହିଳାଙ୍କ ବ୍ୟକ୍ତିଗତ ନଗ୍ନ ଭିଡିଓ ରଖିଥିବାରୁ ୩୨ ବର୍ଷୀୟ ସିଭିଲ ସର୍ଭିସ ଆଶାୟୀ ରାମ କେଶ ମୀନାଙ୍କୁ ତାଙ୍କ ଲିଭ୍-ଇନ୍ ପାର୍ଟନର ଅମୃତା ଚୌହାନ (୨୧) ଷଡ଼ଯନ୍ତ୍ର କରି ହତ୍ୟା କରାଇଥିଲେ। ଅକ୍ଟୋବର...
ରାଫେଲ ବିମାନରେ ଉଡ଼ାଣ ଭରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଅମ୍ବାଲା ବାୟୁସେନା ଘାଟିରୁ…
ନୂଆଦିଲ୍ଲୀ,୨୮।୧୦: ହରିୟାଣାର ଅମ୍ବାଲା ବାୟୁସେନା ଘାଟିରୁ ଭାରତର ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଏକ ରାଫେଲ ଯୁଦ୍ଧ ବିମାନରେ ଉଡ଼ାଣ ଭରିବେ। ମଙ୍ଗଳବାର ଦିନ ରାଷ୍ଟ୍ରପତି ଭବନ ପକ୍ଷରୁ ଜାରି ଏକ ସରକାରୀ ବିବୃତ୍ତିରେ କୁହାଯାଇଛି, “ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ବୁଧବାର...
ପାକିସ୍ତାନରେ ପହଞ୍ଚିଲା ଶ୍ରୀଲଙ୍କା କ୍ରିକେଟ ବୋର୍ଡର ପ୍ରତିନିଧି ଦଳ: ଜାଣନ୍ତୁ କ’ଣ ପାଇଁ…
ଲାହୋର,୨୮ା୧୦: ଶ୍ରୀଲଙ୍କା କ୍ରିକେଟ ବୋର୍ଡ (ଏସ୍ଏଲ୍ସି)ର ଏକ ପ୍ରତିନିଧି ଦଳ ପାକିସ୍ତାନ ପଠାଇଛି। କାରଣ ସେମାନଙ୍କ ଦଳ ପାକିସ୍ତାନରେ ଅନେକ ଅନ୍ତର୍ଜାତୀୟ ଟି୨୦ ମ୍ୟାଚ ଖେଳିବାର କାର୍ଯ୍ୟକ୍ରମ ରହିଛି। ପ୍ରତିନିଧି ଦଳ ଇତିମଧ୍ୟରେ ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି) ଅଫିସିଆଲଙ୍କ...
ମୁଖ୍ୟମନ୍ତ୍ରୀଙ୍କୁ ଭୁଲ ପ୍ରମାଣିତ କରିଦେଲା ଭିଜିଲାନ୍ସ, ପ୍ରଶଂସା କଲେ ଷ୍ଟେଜ ଉପରେ ଏମିତି କହିଲେ ମୋହନ ମାଝୀ
ଭୁବନେଶ୍ୱର,୨୮।୧୦: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମଙ୍ଗଳବାର ଓଡ଼ିଶା ଭିଜିଲାନ୍ସକୁ ପ୍ରଶଂସା କରି କହିଛନ୍ତି ଯେ ସଂସ୍ଥାଟି ତାଙ୍କ ଆଶଙ୍କାକୁ ଭୁଲ୍ ପ୍ରମାଣ କରିଛି। ପୂର୍ବତନ ସରକାରଙ୍କ ସମୟରେ ଛୋଟ ଅପରାଧୀଙ୍କୁ ଧରି ବଡ଼ ଦୋଷୀଙ୍କୁ ଛାଡ଼ୁଥିବା ପ୍ରଥା ଚାଲିବ...
ସଂଧ୍ୟା ହେଉ ହେଉ ବାତ୍ୟାର ଭୟଙ୍କର ରୂପ, ଦେଖନ୍ତୁ ଭିଡିଓ
ଭୁବନେଶ୍ୱର,୨୮।୧୦: ଭୀଷଣ ବାତ୍ୟାର ରୂପ ଧରି ସ୍ଥଳଭାଗ ଆଡକୁ ମାଡି ଆସୁଛି ବାତ୍ୟା। ଏହାରି ଭିତରେ ପାଣିପାଗ ବିଭାଗ କରିଛି ବଡ଼ ଆକଳନ। ସଂଧ୍ୟା ୬ଟାରୁ ରାତି ୧୧ଟା ମଧ୍ୟରେ ବାତ୍ୟା ମୋନ୍ଥା ଲ୍ୟାଣ୍ଡଫଲ କରିବ। କିଛି ଆନ୍ତର୍ଜାତୀୟ ମଡେଲର...
ଲୋୟର ସୁକତେଲ ପ୍ରକଳ୍ପ ବିସ୍ଥାପିତଙ୍କ ସହ ପ୍ରଶାସନର ଆଲୋଚନା: ଦାବି ପୂରଣ ନ ହେଲେ ଆସନ୍ତାକାଲି ହେବ…
ବଲାଙ୍ଗୀର, ୨୮।୧୦(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଲୋୟର ସୁକତେଲ ଡ୍ୟାମ ପ୍ରକଳ୍ପର ବିସ୍ଥାପିତମାନଙ୍କ ସହ ମଙ୍ଗଳବାର ଜିଲା ପ୍ରଶାସନ ଓ ଲୋୟର ସୁକତେଲ ପ୍ରକଳ୍ପ ଅଧିକାରୀମାନେ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଛନ୍ତି। ଏହି ବୈଠକରେ ଝାଙ୍କରପାଲି ଓ ଗେଡାବାଞ୍ଜି ପୁନର୍ବାସ...
ଆମେରିକା ଆକାଶରେ ସବୁଠାରୁ ଶକ୍ତିଶାଳୀ ଝଡ଼, ଭିତରେ ପଶି ବାହାରିଗଲା ବାୟୁସେନା ବିମାନ
ଜାମାଇକା,୨୮।୧୦: ୨୦୨୫ର ସବୁଠାରୁ ଶକ୍ତିଶାଳୀ ହରିକେନ୍ ‘ମେଲିସା’ର ଆଖି ଭିତରେ ପଶି ଯୁକ୍ତରାଷ୍ଟ୍ର ବାୟୁସେନାର ‘ହରିକେନ୍ ହଣ୍ଟର୍ସ’ ବିମାନ ପ୍ରବେଶ କରି ଭିଡିଓ ରେକର୍ଡ କରିଛି। କ୍ୟାଟାଗୋରୀ-୫ ଝଡ଼ଟି ଜ୍ୟାମାଇକା ଆଡ଼କୁ ଯାଉଛି, ଯାହା ଘଣ୍ଟା ପ୍ରତି ୨୮୨ କିମି...
ମୋନ୍ଥାର ଆଖି କରିବ ଛାରଖାର! କାକିନାଡାରେ ଭୟଙ୍କର ଦୃଶ୍ୟ
ଭୁବନେଶ୍ୱର,୨୮।୧୦: ଭୀଷଣ ବାତ୍ୟାର ରୂପ ନେଇ ମୋନ୍ଥା ବର୍ତ୍ତମାନ ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗରରେ ସକ୍ରିୟ ରହିଛି । ଗୋପାଳପୁର ଠାରୁ ୫୧୦ କିମି ଦକ୍ଷିଣ ଦକ୍ଷିଣ ପଶ୍ଚିମରେ ରହିଛି । ଏହା ଉତ୍ତର ଉତ୍ତର ପଶ୍ଚିମ ଦିଗ ଦେଇ ଗତି...
ଘୂର୍ଣ୍ଣିଝଡ଼ ମୋନ୍ଥା କଟକଣା ମାନୁ ନାହାନ୍ତି ପର୍ଯ୍ୟଟକ, ପୁରୀରେ ଲାଇଫଗାର୍ଡଙ୍କୁ ଚପଲରେ ବାଡେଇଲେ
ପୁରୀ,୨୮।୧୦: ମୋନ୍ଥା ଘୂର୍ଣ୍ଣିଝଡ଼ ପ୍ରଭାବରେ ସମୁଦ୍ର ଅଶାନ୍ତ ହେବାରୁ ସୋମବାରରୁ ବୁଧବାର ଯାଏ ସମୁଦ୍ର ସ୍ନାନ ଉପରେ ନିଷେଧାଜ୍ଞା ଜାରି ହୋଇଛି। ମଙ୍ଗଳବାର ସେକ୍ଟର-୪ରେ ଜଣେ ଲାଇଫ୍ଗାର୍ଡ ପର୍ଯ୍ୟଟକ ଦମ୍ପତିଙ୍କ ଦ୍ୱାରା ଚପଲରେ ଆକ୍ରମଣର ଶିକାର ହୋଇଛନ୍ତି। ମହିଳା ପର୍ଯ୍ୟଟକଙ୍କୁ...
ବାତ୍ୟା ମୋନ୍ଥା ପ୍ରଭାବରେ ବଢୁଛି ପବନର ବେଗ, ବାତ୍ୟା ଆଶ୍ରୟସ୍ଥଳି ଅନୁଧ୍ୟାନ କରିବା ପରେ ବିଧାୟକ କହିଲେ…
ଗଞ୍ଜାମ,୨୮।୧୦(ବିଦ୍ୟାଧର ସାହୁ ): ଆଉ କିଛି ଘଣ୍ଟା ପରେ ସ୍ଥଳ ଭାଗ ଛୁଇଁବ ସାମୁଦ୍ରିକ ବାତ୍ୟା ମୋନ୍ଥା । ଏହି ସାମୁଦ୍ରିକ ବାତ୍ୟା ମୋନ୍ଥା ପ୍ରଭାବରେ ଗଞ୍ଜାମ ବ୍ଲକ ଅଞ୍ଚଳରେ ଲାଗି ରହିଛି ବର୍ଷା । ବେଳକୁ ବେଳ ପବନର...
Archives


