Home Left

‘ଦୁର୍ନୀତି ରୋକିବାକୁ ହେଲେ ମାନସିକତାରେ ପରିବର୍ତ୍ତନ ଜରୁରୀ’

ବଲାଙ୍ଗୀର,୧ା୧୧(ସୁନିଲ କୁମାର ମହାନ୍ତି): ଦୁର୍ନୀତି ନିବାରଣ ସଚେତନତା ସପ୍ତାହ -୨୦୨୫ ଅକ୍ଟୋବର ୨୭ରୁ ଆରମ୍ଭ ହୋଇ ନଭେମ୍ବର ୨ ପର୍ଯ୍ୟନ୍ତ ପାଳନ କରାଯାଉଛି। ଜିଲାସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଉପଲକ୍ଷେ ଶନିବାର ଜିଲା ପ୍ରଶାସନ ଓ ଦୁର୍ନୀତି...

ଅଲିଭ ରିଡଲେଙ୍କ ପାଇଁ ତତ୍ପର ପ୍ରଶାସନ: ଋଷିକୂଲ୍ୟାରେ ଆରମ୍ଭହେଲା

ଗଞ୍ଜାମ,୧।୧୧(ବିଦ୍ୟାଧର ସାହୁ ): ଆଉ କିଛି ଦିନ ପରେ ସାମୁଦ୍ରିକ ଅଲିଭ ରିଡଲେ କଇଁଛଙ୍କ ମିଳନ ପର୍ବ ଆରମ୍ଭ ହେବ । ଏ ନେଇ ବନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଶ ପାଇବା ସହ ଅଲିଭ ରିଡଲେ କଇଁଛ ମାନଙ୍କ...

କେଉଁମାନଙ୍କୁ ହୋଇଥାଏ ବ୍ରେନ୍‌ ଷ୍ଟ୍ରୋକ୍‌, ଜାଣନ୍ତୁ ପ୍ରାରମ୍ଭିକ ଲକ୍ଷଣ…

ଷ୍ଟ୍ରୋକ୍‌ ଏକ ଗମ୍ଭୀର ଅବସ୍ଥା ଯାହା ମସ୍ତିଷ୍କକୁ ରକ୍ତ ଯୋଗାଣ ହଠାତ୍‌ ବନ୍ଦ ହୋଇଗଲେ କିମ୍ବା ରକ୍ତବାହୀ ନାଳୀ ଫାଟିଗଲେ ଘଟିଥାଏ। ଏହା ଦ୍ୱାରା ମସ୍ତିଷ୍କ କୋଷଗୁଡ଼ିକୁ ମରିଯାଏ ଏବଂ ଶରୀରର ବିଭିନ୍ନ ଅଂଶ ଉପରେ ନିୟନ୍ତ୍ରଣ ହରାଇଥାଏ। ବିଶ୍ୱ...

ଚାଇନାକୁ ଧମକ ଦେଲେ ଆମେରିକୀୟ ଅର୍ଥ ସଚିବ, କହିଲେ ଏମିତି କାମ କଲେ …

ଓ୍ବାଶିଂଟନ,୧।୧୧: ଆମେରିକାର ଅର୍ଥ ସଚିବ ସ୍କଟ ବେସାଣ୍ଟ କହିଛନ୍ତି ଯେ ବିରଳ ପୃଥିବୀ ଖଣିଜ ପଦାର୍ଥ ଉପରେ ଚାଇନାର ରପ୍ତାନି କଟକଣା ଏକ ‘ଭୁଲ’ ବୋଲି ପ୍ରମାଣିତ ହୋଇଛି। ଏହି ପଦକ୍ଷେପଗୁଡ଼ିକ ବିଶ୍ୱକୁ ଦେଖାଇଛି ଯେ ବେଜିଂ କିପରି ଚାପ...

କମିବ କି ସୁନା ଦାମ? ସରକାର ନେଲେ ବଡ଼ ପଦକ୍ଷେପ

ନୂଆଦିଲ୍ଲୀ,୧।୧୧: ସରକାର ସୁନା ଏବଂ ରୂପାର ମୂଳ ଆମଦାନୀ ମୂଲ୍ୟ ପ୍ରତି ୧୦ ଗ୍ରାମ ସୁନା ପାଇଁ ୪୨ ଡଲାର ଏବଂ ରୂପା ପାଇଁ ୧୦୭ ଡଲାର ହ୍ରାସ କରିଛନ୍ତି। ବିଶ୍ୱ ବଜାରରେ ସୁନା ଏବଂ ରୂପାର ମୂଲ୍ୟରେ ଚାଲିଥିବା...

ବୃଦ୍ଧଙ୍କୁ ମାରି ଜଙ୍ଗଲରେ ଫିଙ୍ଗିଥିଲେ ଅଭିଯୁକ୍ତ, ସିନ୍‌ ରିକ୍ରିଏସନ୍‌ବେଳେ କହିଲେ ଏମିତି…

ଭୁବନେଶ୍ୱର,୧ା୧୧: ଚନ୍ଦକା ଜଙ୍ଗଲରୁ ନରକଙ୍କାଳ ଉଦ୍ଧାର ଘଟଣାର ପର୍ଦ୍ଦାଫାଶ ହୋଇଛି। ଅଭିଯୁକ୍ତଙ୍କୁ ଧରି କ୍ରାଇମ୍‌ ସିନ ରିକ୍ରିଏସନ୍‌ କରିଛି ପୋଲିସ। ମୃତକ ଜଣକ ପିତାଗାଡ଼ିଆ ପାଟଣାର ୭୦ ବର୍ଷୀୟ ବୃଦ୍ଧ ବୋଲି ସୂଚନାରୁ ଜଣାପଡ଼ିଛି। ତେବେ ପୂର୍ବ ଶତ୍ରୁତାରୁ ମୃତକଙ୍କୁ...

ଶେଖ ହସିନାଙ୍କୁ ଲାଗିଲା ବଡ଼ ଧକ୍କା! ଦେଶଦ୍ରୋହ ମାମଲାରେ ପଳାତକ ଘୋଷଣା କଲେ ବାଂଲାଦେଶ କୋର୍ଟ

ଢାକା,୧।୧୧: ବାଂଲାଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହସିନାଙ୍କ ସମସ୍ୟା ବଢ଼ିବାରେ ଲାଗିଛି। ଢାକା ମେଟ୍ରୋପଲିଟାନ ମାଜିଷ୍ଟ୍ରେଟ କୋର୍ଟ ତାଙ୍କୁ ପଳାତକ ଘୋଷଣା କରିଛନ୍ତି। ଚଳିତ ବର୍ଷ ଦାୟର ହୋଇଥିବା ଏକ ଦେଶଦ୍ରୋହ ମାମଲାରେ ଶେଖ ହସିନାଙ୍କ ସହିତ ଅନ୍ୟ ୨୬୦...

Goodbye…, ହେଲେ ଏହା ଶେଷ ନୁହେଁ, ସନ୍ୟାସ ଘୋଷଣା କଲେ ରୋହନ ବୋପନ୍ନା

ନୂଆଦିଲ୍ଲୀ,୧।୧୧: ଭାରତୀୟ ଟେନିସ କିମ୍ବଦନ୍ତୀ ରୋହନ ବୋପାନ୍ନା ତାଙ୍କ ୨୨ ବର୍ଷର କ୍ୟାରିଅରରୁ ବିଦାୟ ନେଇଛନ୍ତି। ୪୫ ବର୍ଷୀୟ ବୋପାନ୍ନା ପ୍ୟାରିସ ମାଷ୍ଟର୍ସ ୧୦୦୦ ଟୁର୍ଣ୍ଣାମେଣ୍ଟରେ ତାଙ୍କର ଶେଷ ମ୍ୟାଚ ଖେଳିଥିଲେ। ଏହି ବର୍ଷ, ବୋପାନ୍ନା ସବୁଠାରୁ ବୟସ୍କ ଖେଳାଳି...

ଭାରତୀୟ ମହିଳା-ପୁରୁଷ କ୍ରିକେଟରଙ୍କୁ BCCI କେତେ ଦିଏ ଦରମା? ଅନ୍ତର ଜାଣିଲେ ଉଡିଯିବ ହୋସ୍‌

ନୂଆଦିଲ୍ଲୀ,୧।୧୧: ଭାରତୀୟ ପୁରୁଷ ଏବଂ ମହିଳା ଦଳ ଉଭୟ କ୍ରିକେଟ ଜଗତରେ ପ୍ରାଧାନ୍ୟ ବିସ୍ତାର କରୁଛନ୍ତି। ଭାରତୀୟ ପୁରୁଷ ଦଳ ୨୦୨୪ ଟି୨୦ ବିଶ୍ୱକପ ଏବଂ ୨୦୨୫ ଚାମ୍ପିଅନ୍ସ ଟ୍ରଫି ଜିତିଥିଲା, ଯେତେବେଳେ ଭାରତୀୟ ମହିଳା ଦଳ ୨୦୨୫ ମହିଳା...

ଟିମ୍‌ ଇଣ୍ଡିଆରୁ ବାହାର ହେବେ ଶୁବମନ ଗିଲ! ଟି-୨୦ ଓ୍ବାର୍ଲଡ ଚାମ୍ପିଅନ ଖେଳାଳି କହିଲେ…

ନୂଆଦିଲ୍ଲୀ,୧।୧୧: ଶୁବମନ ଗିଲ ଅଷ୍ଟ୍ରେଲିଆ ଗସ୍ତରେ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛନ୍ତି। ସେ ତିନୋଟି ODI ମ୍ୟାଚରେ ମାତ୍ର ୪୩ ରନ କରିପାରିଥିଲେ, ଏବଂ ଏବେ ତାଙ୍କର ଖରାପ ଫର୍ମ T20ରେ ଜାରି ରହିଛି। ସେ କାନବେରାରେ ୩୭ ରନରେ ଅପରାଜିତ...

ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିର ଦଳାଚକଟା ମାମଲାରେ ପ୍ରଧାନମନ୍ତ୍ରୀ-ରାଷ୍ଟ୍ରପତିଙ୍କ ଶୋକ ପ୍ରକାଶ, ଘୋଷଣା ହେଲା ଅନୁକମ୍ପା ରାଶି

ଶ୍ରୀକାକୁଲମ,୧।୧୧: ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲାର କାଶିବୁଗାରେ ଥିବା ଭେଙ୍କଟେଶ୍ୱର ସ୍ବାମୀ ମନ୍ଦିରରେ ଶନିବାର ଦଳାଚକଟା ଘଟି ୯ ଜଣ ଭକ୍ତଙ୍କ ମୃତ୍ୟୁ ଘଟିଛି ଏବଂ ଅନେକ ଆହତ ହୋଇଛନ୍ତି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ସୂଚନା ଅନୁଯାୟୀ ମନ୍ଦିର...

ପୁଣିଥରେ ପ୍ରେମରେ ପଡ଼ିଲେଣି ମଲାଇକା! ଡେଟିଂ ର୍ୟୁମର୍ସ ଭିତରେ ଭାଇରାଲ ହେଉଛି ଭିଡ଼ିଓ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ମଲାଇକା ଆରୋରା ପୁଣି ଥରେ ଶିରୋନାମାରେ। ଏଥର କୌଣସି ରିଆଲିଟି ଶୋ କିମ୍ବା ଫ୍ୟାଶନ ୱାକ ପାଇଁ ନୁହେଁ, ବରଂ ଏକ ଭାଇରାଲ ଭିଡିଓ ପାଇଁ। ସେ ଶନିବାର ରାତିରେ ମୁମ୍ବାଇର MMRDA ଗ୍ରାଉଣ୍ଡରେ ଆୟୋଜିତ...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri