Nuapada Bypolls: ଆଜି ପ୍ରଚାର କରିବେ ଓଡ଼ିଶା, ଛତିଶଗଡ଼ ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର, ୬।୧୧(ସୁନିତ୍ ମିଶ୍ର): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ ଗୁରୁବାର ଉପନିର୍ବାଚନ ପ୍ରଚାର ପାଇଁ ନୂଆପଡା ଗସ୍ତରେ ଯାଉଛନ୍ତି। ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟକ୍ରମ ରଖି ଭାଜପା ପ୍ରାର୍ଥୀଙ୍କ ସପକ୍ଷରେ ଜନମତ ନେବାକୁ...
ଧାନ ଏମ୍ଏସ୍ପି କୁଇଣ୍ଟାଲ ପିଛା ୬୯ ଟଙ୍କା ବୃଦ୍ଧି
ଭୁବନେଶ୍ୱର,୬ା୧୧ (ରବିନାରାୟଣ ଜେନା): ରାଜ୍ୟର କୃଷକଙ୍କ ହିତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ନଭେମ୍ବର ପହିଲାରେ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଖରିଫ୍ ଋତୁ ଲାଗି କୁଇଣ୍ଟାଲ ପିଛା ଧାନର ସର୍ବନିମ୍ନ ସହାୟକ ମୂଲ୍ୟ(ଏମ୍ଏସ୍ପି) ବାବଦକୁ ଅତିରିକ୍ତ ୬୯...
କ୍ୱାଣ୍ଟମ୍ ପ୍ରଭାବ
ର୍ମାନ୍ ଭାଷାରେ ପ୍ରକାଶିତ ଜର୍ନାଲ ଜ୍ୟାତ୍ଶ୍ରିଫ୍ଟ ଫ୍ରୋର୍ ଫିଜିକ୍ରେ ବିଶ୍ୱବିଖ୍ୟାତ ପଦାର୍ଥ ବିଜ୍ଞାନୀ ୱେରନର ହାଇଜୁନ୍ବର୍ଗ ୧୯୨୫ ଡିସେମ୍ବର ସଂସ୍କରଣରେ ଗୋଟିଏ ଯୁଗାନ୍ତକାରୀ ଗବେଷଣାତ୍ମକ ନିବନ୍ଧ ପ୍ରକାଶ କରିଥିଲେ। ଏହି ଆଲେଖ୍ୟ କ୍ୱାଣ୍ଟମର ତତ୍ତ୍ୱକୁ କ୍ୱାଣ୍ଟମ ମେକାନିକ୍ସଙ୍କୁ ରୂପାନ୍ତରିତ କରିଥିଲା।...
ପୁସ୍ତକର ଚାହିଦା
ଏବେ ସହଜରେ ମୋବାଇଲରେ ବହୁତ କିଛି ମିଳିଯାଉଛି। ବହି ଅଲୋ ନେଟ୍ରେ କେତେକେତେ ବହିର ପସରା! ଗପ ହେଉ କି ପ୍ରବନ୍ଧ କିମ୍ବା କବିତା ହେଉ କି ସମ୍ବାଦ ହାତପାହାନ୍ତାରେ। ଇଣ୍ଟରନେଟ୍ ଥିଲେ ଟିପ ଅଗରେ। ଫଳରେ ବହିର ପୃଷ୍ଠା...
ଯୁଦ୍ଧ ପ୍ରଚ୍ଛଦରେ ମନ୍ଦିର
କାମ୍ବୋଡ଼ିଆ ଓ ଥାଇଲାଣ୍ଡ ଦୁଇଟି ବୌଦ୍ଧ ଧର୍ମାବଲମ୍ବୀ ଦେଶ। ନିକଟରେ ଏହି ଦୁଇ ଦେଶର ସୀମା ପାଖରେ ଥିବା ଏକ ହିନ୍ଦୁ ମନ୍ଦିରକୁ କେନ୍ଦ୍ର କରି ଉଭୟ ଦେଶ ମଧ୍ୟରେ ଯୁଦ୍ଧ ହୋଇଥିଲା। ଏହି ମନ୍ଦିର ପ୍ରିହ ବିହିୟର ଭାବେ...
ହରିୟାଣାରେ ୨୫ ଲକ୍ଷ ଜାଲ୍ ଭୋଟର: ରାହୁଲ
ନୂଆଦିଲ୍ଲୀ,୬ା୧୧(ପି.ଟି./ଏଜେନ୍ସି): ବିଭିନ୍ନ ରାଜ୍ୟରେ ନିଜ ଦଳର ଦୁର୍ବଳ ପ୍ରଦର୍ଶନ ପାଇଁ ନିର୍ବାଚନ କମିଶନ (ଇସି)ଙ୍କୁ ଦାୟୀ କରିଆସୁଥିବା କଂଗ୍ରେସ ନେତା ରାହୁଲ ଗାନ୍ଧୀ ବୁଧବାର ହରିୟାଣା ଭୋଟ ପ୍ରସଙ୍ଗ ଉଠାଇଛନ୍ତି। ବିହାର ବିଧାନସଭା ନିର୍ବାଚନର ଠିକ୍ ଦିନକ ପୂର୍ବରୁ ନୂଆଦିଲ୍ଲୀସ୍ଥିତ...
ଠିକା କାମକୁ ନେଇ ଦିଗପହଣ୍ଡିରେ ଗୋଷ୍ଠୀ ସଂଘର୍ଷ, ସରପଞ୍ଚଙ୍କ ସ୍ବାମୀଙ୍କୁ ମରଣାନ୍ତକ ଆକ୍ରମଣ, ୫ ଆହତ…
ଦିଗପହଣ୍ଡି,୫ା୧୧(ଅଶେଷ ନାଥ ମିଶ୍ର)- ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବ ଟିକରପଡ଼ା ପଞ୍ଚାୟତର ବିଭିନ୍ନ ଗ୍ରାମରେ ବ୍ଲକ କାର୍ଯ୍ୟାଳୟ ପକ୍ଷରୁ ଚାଲିଥିବା ଠିକା କାମକୁ ନେଇ ଦୀର୍ଘଦିନ ଧରି ଲାଗି ରହିଥିବା ବିବାଦ ଏବେ ହିଂସାକାଣ୍ଡରେ ପରିଣତ ହୋଇଛି। ବୁଧବାର...
ଗିଲଙ୍କୁ ନେଇ ବଡ଼ ନିଷ୍ପତ୍ତି ନେବେ ଗମ୍ଭୀର!
ନୂଆଦିଲ୍ଲୀ,୫।୧୧: ଭାରତ ଏବଂ ଅଷ୍ଟ୍ରେଲିଆ ଗୁରୁବାର ଦିନ ଚଳିତ ଟି-୨୦ ସିରିଜରେ ଚତୁର୍ଥ ଥର ପାଇଁ ପରସ୍ପରର ସାମ୍ନା କରିବେ। ଶେଷ ତିନୋଟି ମ୍ୟାଚ ପରେ, ସିରିଜ ୧-୧ ରେ ବରାବର ଅଛି। ଯେଉଁ ଦଳ ଏହି ମ୍ୟାଚ ଜିତିବ...
କେବଳ ଗୋଟିଏ କ୍ୟାମେରା ଥିବା iPhone ବ୍ୟବହାର କରୁଛନ୍ତି ଆକାଶ ଅମ୍ବାନୀ? ଫିଚର୍ ଜାଣିଲେ ହୋଇଯିବେ ତାଜୁବ…
ନୂଆଦିଲ୍ଲୀ,୫।୧୧: ଭାରତର ପ୍ରମୁଖ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ପୁଅ ଆକାଶ ଅମ୍ବାନୀ ସମ୍ପ୍ରତି ମହିଳା କ୍ରିକେଟ ବିଶ୍ୱକପ ଫାଇନାଲରେ ନଜର ଆସିଥିଲେ। ଆକାଶଙ୍କୁ ସିଙ୍ଗଲ-କ୍ୟାମେରା iPhone Air ସହିତ ଭିଡିଓ ଉଠାଉଥିବା ଦେଖାଯାଇଥିଲା। ହେଲେ ସେ ମହଙ୍ଗା ଏବଂ ଉଚ୍ଚମାନର...
ଗାଁରେ ପଡ଼ିଛି ବାଘ ପାଦଚିହ୍ନ, ଗ୍ରାମବାସୀ ଆତଙ୍କିତ
ଆନନ୍ଦପୁର,୫ା୧୧(ସୁଶାନ୍ତ କୁମାର ସାହୁ): ଆନନ୍ଦପୁର ବନଖଣ୍ଡ ଅଧୀନ ଷଡ଼ଙ୍ଗୀ ଗ୍ରାମରେ ବାଘ ପାଦଚିହ୍ନ ସ୍ପଷ୍ଟ ପରେ ଭୟଭୀତ ଅବସ୍ଥାରେ ଗାଁ ଲୋକେ। ସେପଟେ ବାଘର ପାଦଚିହ୍ନ ସ୍ପଷ୍ଟ ହେବା ପରେ ତୀକ୍ଷ୍ଣ ନଜର ରଖିଛି ବନ ବିଭାଗ। ଗାଁର ଜଣେ...
ମହାଦେବଙ୍କ ଦର୍ଶନ ସାରି ଫେରୁଥିଲେ, ମହାନଦୀରେ ଓଲଟିଲା ଡଙ୍ଗା
କଟକ,୫ା୧୧: ମହାନଦୀରେ ଓଲଟିପଡ଼ିଲା ଡଙ୍ଗା। ସୌଭାଗ୍ୟବଶତଃ ସମସ୍ତ ଯାତ୍ରୀ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଅମଙ୍ଗେଇକୁଦର ଯାତ୍ରୀ ମହାଦେବଙ୍କ ଦର୍ଶନ ସାରି ଫେରିବା ବେଳେ ଏହି ଦୁର୍ଘଟଣା ଘଟିଛି। କନ୍ଦରପୁର ଗାଁ ପାଖ ମହାନଦୀ ମଧ୍ୟଭାଗରେ ଥିବା ଶୈବପୀଠକୁ ବୁଧବାର କାର୍ତ୍ତିକ...
ଟ୍ରେନିଂକୁ ଯାଉଥିଲେ ଫରେଷ୍ଟର, ବାଟରେ ଚାଲିଗଲା ଜୀବନ
ନବରଙ୍ଗପୁର,୫ା୧୧(ସଦାଶିବ ପ୍ରହରାଜ): କାର୍ ଓ ପିକ୍ଅପ୍ ମୁହାଁମୁହିଁ ଧକ୍କା ହେବାରୁ ଜଣେ ଫରେଷ୍ଟରଙ୍କ ମୃତ୍ୟୁ ଘଟିଥିବାବେଳେ ୨ ଜଣ ଫରେଷ୍ଟର ଗୁରୁତର ହୋଇଛନ୍ତି। ଅନ୍ୟପଟେ ପିକ୍ଅପ୍ ଡ୍ରାଇଭର ମଧ୍ୟ ଗୁରୁତର ରହିଛନ୍ତି। ଗୁରୁତର ୩ ଜଣଙ୍କୁ ଜିଲା ମୁଖ୍ୟ ଚିକିତ୍ସାଳୟରେ...
Archives


