ନଦୀରେ ଓଲଟିଲା ଡଙ୍ଗା: ୨ ଦିନ ହେଲା ମିଳୁନି ନାବାଳକଙ୍କ ପତ୍ତା
ରାଉରକେଲା,୬।୧୧(ସଙ୍ଗୀତା ଜେନା): କୋଏଲ ନଦୀର ହମିରପୁର ପସରା ଘାଟରେ ଏକ ଡଙ୍ଗା ଓଲଟି ପଡିବାରୁ ଜଣେ ନାବାଳକ ନିଖୋଜ ହୋଇଯାଇଥିବା ସୂଚନା ମିଳିଛି। ତାଙ୍କ ପରିଚୟ ମିଳିପାରିନାହିଁ। ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ଓ ଓଡ୍ରାଫ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ...
ସକାଳୁ ଶୋଇଥିବାବେଳେ ଘର ଉପରକୁ ମାଡ଼ିଗଲା ଲକ୍ଷ୍ମୀ ବସ୍, ଆଉ ତା’ପରେ…
ଥୁଆମୂଳ ରାମପୁର,୬।୧୧-(ଦୁର୍ଗା କୀର୍ତ୍ତି): ପୂର୍ବ ବିଜେଡି ସରକାରଙ୍କ ଶାସନ ସମୟରେ ଲୋକଙ୍କ ଗମନାଗମନର ସୁବିଧା ସୁଯୋଗ ଆଖିଆଗରେ ରଖି ଲକ୍ଷ୍ମୀ ବସ୍ ଚଳାଚଳ ବ୍ୟବସ୍ଥା କରି ଏକ ଘରୋଇ କମ୍ପାନୀକୁ ହସ୍ତାନ୍ତର କରାଯାଇଥିଲା। ହେଲେ ଏହି ଲକ୍ଷ୍ମୀ ବସ୍ କେବେ...
ଆଶ୍ଚର୍ଯ୍ୟଜନକ ରିଟେନସନ ତାଲିକା ପ୍ରକାଶ କଲା ମୁମ୍ବାଇ, ଜଣେ ୧୭ ବର୍ଷୀୟ ଖେଳାଳିଙ୍କ ଉପରେ କଲା…
ନୂଆଦିଲ୍ଲୀ,୬।୧୧: ଗୁରୁବାର ସମସ୍ତ ଦଳ ମହିଳା ପ୍ରିମିୟର ଲିଗ ୨୦୨୬ ପାଇଁ ସେମାନଙ୍କର ରିଟେନସନ ତାଲିକା ପ୍ରକାଶ କରିଛନ୍ତି। ପ୍ରତ୍ୟେକ ଦଳକୁ ସର୍ବାଧିକ ପାଞ୍ଚ ଜଣ ଖେଳାଳିଙ୍କୁ ରିଟେନ କରିବାକୁ ଅନୁମତି ଦିଆଯାଇଥିଲା। ମୁମ୍ବାଇ ଇଣ୍ଡିଆନ୍ସ ସମସ୍ତ ପାଞ୍ଚଟି ସ୍ଥାନ...
ଟ୍ରମ୍ପଙ୍କୁ ଝଟକା ବିଶ୍ୱକୁ ମିଳିବ ବଡ଼ ଆଶ୍ୱସ୍ତି? ଟାରିଫ ପଲିସିକୁ ନେଇ ପ୍ରଶ୍ନ ଉଠାଇଲେ ଆମେରିକା ସୁପ୍ରିମକୋର୍ଟ
ଓ୍ବାଶିଂଟନ,୬।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଶୁଳ୍କ ଘୋଷଣା ଯୋଗୁ ବିଶ୍ୱ ବାଣିଜ୍ୟରେ ସୃଷ୍ଟି ହୋଇଥିବା ଅସ୍ଥିରତା ମଧ୍ୟରେ, ଆମେରିକା ସୁପ୍ରିମକୋର୍ଟ ଗୁରୁବାର (ନଭେମ୍ବର ୬, ୨୦୨୫) ରେ ତାଙ୍କର ରାୟ ପ୍ରଦାନ କରିବେ ବୋଲି ଆଶା କରାଯାଉଛି। ବୁଧବାରର...
ନୂଆପଡ଼ା ଉପନିର୍ବାଚନ: ମକ୍ ପୋଲ୍ କଲେ ପ୍ରିଜାଇଡିଂ ଅଫିସର
ନୂଆପଡ଼ା,୬ା୧୧(ମକାରୁ ବେମାଲ): ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ଆଗରୁ ତାଲିମ ଗ୍ରହଣ କରିପାରି ନ ଥିବା ଏବଂ ଅସୁସ୍ଥ ଥିବା ପ୍ରିଜାଇଡିଂ ଓ ପୋଲିଂ ଅଫିସରଙ୍କୁ ଗୁରୁବାର ଦ୍ୱିତୀୟ ପର୍ଯ୍ୟାୟ ତାଲିମ ପ୍ରଦାନ କରାଯାଇଛି। ସ୍ଥାନୀୟ ସଦ୍ଭାବନା ସମ୍ମିଳନୀ କକ୍ଷରେ...
ରାୟଗଡ଼ା ପୌର ପରିଷଦ ଉପାଧ୍ୟକ୍ଷା ଅନାସ୍ଥା ପ୍ରସଙ୍ଗ: ବିଜେଡିକୁ ବଡ ଝଟ୍କା, ହାଇକୋର୍ଟ ଦେଲେ ବଡ଼ ରାୟ…
ରାୟଗଡ଼ା,୯।୧୦(ଆଶିଷ ରଞ୍ଜନ ପଣ୍ଡା): ନୂଆପଡ଼ା ବିଧାୟକଙ୍କ ମୃତ୍ୟୁ ପରେ ନଭେମ୍ବର ୧୧ ତାରିଖରେ ଉପନିର୍ବାଚନରେ ବିଜେଡି ଦଳ ପାଇଁ ଏହା ଏସିଡ ଟେଷ୍ଟ ହୋଇଥିବା ବେଳେ ବିଜେଡିକୁ ଆଉ ଏକ ଝଟ୍କା ଲାଗିଛି । ଯାହା ନୂଆପଡ଼ା ନିର୍ବାଚନ ଉପରେ...
ଅଜବ ଘଟଣା, ପିମ୍ପୁଡ଼ି ଭୟରେ ଆତ୍ମହତ୍ୟା କଲେ ମହିଳା! ପରିବାର ସ୍ତବ୍ଧ
ତେଲଙ୍ଗାନା,୬।୧୧: ତେଲଙ୍ଗାନାର ସାଙ୍ଗାରେଡ୍ଡି ଜିଲାରେ ଏକ ଅଜବ ଏବଂ ହୃଦୟ ବିଦାରକ ଘଟଣା ଜଣେ ମହିଳାଙ୍କ ଜୀବନରେ ପୁର୍ଣ୍ଣଚ୍ଛେଦ ପକାଇ ଦେଇଛି। ପିମ୍ପୁଡ଼ି ପ୍ରତି ପ୍ରବଳ ଭୟ ଥିବା ୨୫ ବର୍ଷୀୟା ବିବାହିତ ମହିଳା ମନୀଷା ଆତ୍ମହତ୍ୟା କରିଥିଲେ। ତାଙ୍କ...
ନବୀନଙ୍କୁ ଏ କ’ଣ କହିଦେଲେ ମୁଖ୍ୟମନ୍ତ୍ରୀ? ନୂଆପଡ଼ାରୁ ସିଧା ଟାର୍ଗେଟ ପରେ ରାଜନୀତିରେ ଚହଳ
ନୂଆପଡ଼ା,୬।୧୧: ନୂଆପଡ଼ା ଉପନିର୍ବାଚନକୁ ନେଇ ସରଗରମ ରାଜନୀତି। ବିରୋଧୀ ଏବଂ ଶାସକ ଦଳ ମଧ୍ୟରେ ବୟାନବାଜି ଜୋରଦାର ହୋଇଛି। ଏମିତିରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସିଧା ଟାର୍ଗେଟ କରିଛନ୍ତି। ଗୁରୁବାର ଏଠାରେ ପ୍ରଚାର...
ନୂଆପଡାରେ ବଡ଼ ଘୋଷଣା କରିଦେଲେ ମୁଖ୍ୟମନ୍ତ୍ରୀ! ଜୟ ଢୋଲକିଆ ଜିତିଲେ…
ନୂଆପଡା,୬।୧୧: ନୂଆପଡ଼ାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କୋମନା ଉଦ୍ୟାନବନ୍ଧରେ ରୋଡ ଶୋ’ କରିଛନ୍ତି। ଏହି ସମୟରେ ବିରାଟ ଜନସଭାକୁ ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ କରି କହିଛନ୍ତି, ନୂଆପଡ଼ାର ବିକାଶ ପାଇଁ ମୋତେ ଏଠାକୁ ଆସିବାକୁ ପଡ଼ିଛି।ପୂର୍ବରୁ କେବେ ଏତେ ଜନସମାଗମ...
ଏମିତି କ’ଣ କହିଲେ ମୁଖ୍ୟମନ୍ତ୍ରୀ, ଯାହାକୁ ଶୁଣି ମଞ୍ଚ ଉପରେ କାନ୍ଦିଲେ ଜୟ ଢୋଲକିଆ
ନୂଆପଡା,୬।୧୧: ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ବେଳେ କାନ୍ଦି ପକାଇଲେ ଜୟ ଢୋଲକିଆ। କୋମନା ମଞ୍ଚ ଉପରେ ଭାଜପା ପ୍ରାର୍ଥୀ ଜୟ ଢୋଲକିଆ କାନ୍ଦିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସମ୍ବୋଧନ ବେଳେ ଏମିତି ଦୃଶ୍ୟ ଦେଖିବାକୁ ମିଳିଛି। ବିଜେଡିକୁ ବେଇମାନୀ ଅର୍ଥ ମୁଖ୍ୟମନ୍ତ୍ରୀ ବୁଝାଇବା ବେଳେ...
ମେୟର ହେବା ପରେ କ’ଣ ଖାଇଲେ ଜୋହରାମ, ଯାହାକୁ ନେଇ ହେଉଛି ଚର୍ଚ୍ଚା? ଜାଣନ୍ତୁ ଭାରତୀୟ ଖାଦ୍ୟ ସହ ଏହାର କ’ଣ ରହିଛି ସମ୍ପର୍କ
ଓ୍ବାଶିଂଟନ,୬।୧୧: ନ୍ୟୁୟର୍କର ନବନିର୍ବାଚିତ ମେୟର ଜୋହରାନ ମାମଦାନି ତାଙ୍କ ବିଜୟ ପରେ ପ୍ରଥମ ଦିନର ଆରମ୍ଭ ଭାରତୀୟ ମଧ୍ୟାହ୍ନ ଭୋଜନ ସହିତ କରିଥିଲେ। ତାଙ୍କ ସହିତ ଡେମୋକ୍ରାଟିକ ନେତା ଆଲେକଜାଣ୍ଡ୍ରିଆ ଓକାସିଓ-କର୍ଟେଜ ଯୋଗ ଦେଇଥିଲେ। ଭାରତୀୟ-ଆମେରିକୀୟ ନେତା ସୋସିଆଲ ମିଡିଆରେ...
ଶୀତ ମହୋତ୍ସବ ପାଇଁ ବସିଲା ପ୍ରଥମ ବୈଠକ: ମୁଖ୍ୟମନ୍ତ୍ରୀଙ୍କୁ ଅତିଥି ଭାବେ କରାଯିବ ନିମନ୍ତ୍ରଣ, ଜାଣନ୍ତୁ କ’ଣ ସବୁ ହେଲା ଆଲୋଚନା
ଦାରିଙ୍ଗବାଡି, ୬।୧୧ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ସଭାଗୃହ ପରିସରରେ ଗୁରୁବାର ଅପରାହ୍ନରେ ଶୀତ ମହୋତ୍ସବ ନ ପାଇଁ ପ୍ରଥମ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଶୀତ ମହୋତ୍ସବ କମିଟିର ସମ୍ପାଦକ ତଥା ବିଡିଓ ପ୍ରୀତିରଞ୍ଜନ...
Archives


