IPL ୨୦୨୬ରେ ଧୋନୀ ଖେଳିବେ ନା ନାହିଁ? ଆଶ୍ଚର୍ଯ୍ୟଜନକ ଖୁଲାସା କଲେ CSK ସିଇଓ, ଜାଣନ୍ତୁ କ’ଣ କହିଲେ…
ନୂଆଦିଲ୍ଲୀ,୮।୧୧: ଏମଏସ ଧୋନୀ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ପ୍ରଶଂସକଙ୍କ ପାଇଁ ଏକ ଖୁସି ଖବର ଅଛି। ଧୋନୀ ସ୍ପଷ୍ଟ କରିଛନ୍ତି ଯେ ସେ ଆଇପିଏଲ ୨୦୨୬ ପାଇଁ ଉପଲବ୍ଧ ରହିବେ। ତାଙ୍କ ଫିଟନେସକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା,...
୧୪ ବଲ୍ରେ ୧୦ ଚୌକା-ଛକା ମାରି ଭାରତକୁ ଧରାଶାୟୀ କଲେ ଏହି କ୍ରିକେଟର
ନୂଆଦିଲ୍ଲୀ,୮।୧୧: ହଂକଂ ସିକ୍ସେସ ଟୁର୍ନାମେଣ୍ଟରେ ଭାରତୀୟ ଦଳ ଏକ ବଡ଼ ଝଟ୍କାର ସମ୍ମୁଖୀନ ହୋଇଛି। ପୁଲ ସି ମ୍ୟାଚ୍ରେ କୁଏତର ଅଧିନାୟକ ଚମତ୍କାର ପ୍ରଦର୍ଶନ କରି ଦଳକୁ ବିଜୟୀ କରାଇଥିଲେ। ସେ ପ୍ରଥମ ୧୪ ବଲ୍ରେ ୧୦ ଚୌକା ଏବଂ...
ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ଟ୍ରକକୁ ପଛରୁ ଧକ୍କା ଦେଲା କାର୍, ୪ ମୃତ
ଲକ୍ଷ୍ନୌ,୮।୧୧: ଉତ୍ତର ପ୍ରଦେଶର ଶାମଲି ଜିଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ପାଣିପତ-ଖାତିମା ରାଜପଥର ବୁଟ୍ରାଡା ଫ୍ଲାଏଓଭର ନିକଟରେ ଏକ ଦ୍ରୁତଗାମୀ କାର୍ ଠିଆ ହୋଇଥିବା ଏକ ଟ୍ରକକୁ ଧକ୍କା ଦେଇଛି। ଧକ୍କା ଏତେ ଜୋରରେ ଥିଲା ଯେ...
ବାଥ୍ରୁମ୍ରେ ଗୁପ୍ତ କ୍ୟାମେରା ଲଗାଇଥିଲେ ପ୍ରେମୀଯୁଗଳ: ଜଣାପଡ଼ିବା ପରେ…
ଚେନ୍ନାଇ,୮।୧୧: ତାମିଲନାଡୁର ହୋସୁରସ୍ଥିତ ନାଗମଙ୍ଗଳମ୍ର ଏକ ହଷ୍ଟେଲରେ ମହିଳାଙ୍କ ପାଇଁ ଉଦ୍ଦିଷ୍ଟ ବାଥ୍ରୁମ୍ରେ ଗୁପ୍ତ କ୍ୟାମେରା ଲଗାଇବା ଅଭିଯୋଗରେ ଓଡ଼ିଶାର ଜଣେ ଯୁବତୀ ଓ ତାଙ୍କ ପୁରୁଷବନ୍ଧୁ ଗିରଫ ହୋଇଛନ୍ତି। କ୍ରିଷ୍ଣାଗିରି ଜିଲା ନାଗମଙ୍ଗଳମ୍ରେ ଟାଟା ଇଲେକ୍ଟ୍ରୋନିକ୍ସ ପ୍ରା. ଲିଃ...
ବୟଫ୍ରେଣ୍ଡ୍ଙ୍କ ସହ ରୋମାଣ୍ଟିକ୍ ହେଲେ ସାମନ୍ଥା: ଫଟୋ ଶେୟାର କରି କହିଲେ…
ଅଭିନେତ୍ରୀ ସାମନ୍ଥା ରୁଥ ପ୍ରଭୁ ତାଙ୍କର ବ୍ୟକ୍ତିଗତ ଜୀବନକୁ ନେଇ ପୁଣି ଚର୍ଚ୍ଚାରେ ଅଛନ୍ତି। ନାଗା ଚୈତନ୍ୟଙ୍କ ସହ ଛୁଡପତ୍ର ପରେ ତାଙ୍କୁ ପୁଣି ଏକ ନୂଆ ସାଥି ମିଳିଯାଇଛି। ସେ ଏବେ ଚଳଚ୍ଚିତ୍ର ନିର୍ମାତା ରାଜ ନିଦିମୋରୁଙ୍କୁ ଡେଟ...
OSRTC ବସକୁ ଧକ୍କା ଦେଲା ଟ୍ରକ: ୪ ଗୁରୁତର
ପରଜଙ୍ଗ,୮।୧୧(ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଦଦରା ଘାଟି ଫାଣ୍ଡି ଅଧୀନ ୧୪୯ ନଂ ଜାତୀୟ ରାଜପଥର ଦୋମୁହାଁଣି ଗାଁ ଛକ ନିକଟରେ OSRTC ବସକୁ ଧକ୍କା ଦେଇଛି ଟ୍ରକ। ତେବେ ଦୁର୍ଘଟଣାରେ ୪ ଜଣ ବସ ଯାତ୍ରୀ...
ଦୁର୍ଗମ ଅଞ୍ଚଳ ବୁଲିଲେ ବିଡିଓ: ଲୋକଙ୍କ ସମସ୍ୟା ଦୂର ପାଇଁ ଦେଲେ ପ୍ରତିଶ୍ରୁତି
ଦାରିଙ୍ଗବାଡି, ୮।୧୧(ଅରୁଣ ସାହୁ): ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ବିଡିଓମାନେ ନିଜ କାର୍ଯ୍ୟାଳୟରେ ସମୟ ନ ବିତାଇ ଗାଁ ଗାଁ ବୁଲୁଛନ୍ତି। ସେଠାରେ ଉନ୍ନୟନ ମୂଳକ କାର୍ଯ୍ୟର ତଦାରଖ ସହ ଲୋକଙ୍କ ଅଭିଯୋଗକୁ ଶୁଣିବା ଓ ରାଜ୍ୟ ଏବଂ କେନ୍ଦ୍ର ସରକାରଙ୍କ...
୪ଟି ନୂଆ ବନ୍ଦେ ଭାରତ ଟ୍ରେନକୁ ପତାକା ଦେଖାଇ ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ ମୋଦି
ନୂଆଦିଲ୍ଲୀ,୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶକୁ ଚାରୋଟି ନୂତନ ବନ୍ଦେ ଭାରତ ଟ୍ରେନର ଉପହାର ଦେଇଛନ୍ତି। ବାରାଣସୀ-ଖଜୁରାହୋ, ଲକ୍ଷ୍ନୌ-ସହାରନପୁର, ଫିରୋଜପୁର-ଦିଲ୍ଲୀ ଏବଂ ଏର୍ଣ୍ଣାକୁଲମ-ବେଙ୍ଗାଲୁରୁ ରୁଟରେ ଚାଲିବାକୁ ଥିବା ଏହି ଟ୍ରେନଗୁଡ଼ିକୁ ପ୍ରଧାନମନ୍ତ୍ରୀ ମୋଦି ନିଜେ ପତାକା ଦେଖାଇ ଶୁଭାରମ୍ଭ କରିଛନ୍ତି।...
ସୁରକ୍ଷାବାହିନୀଙ୍କୁ ବଡ଼ ସଫଳତା: ଏନକାଉଣ୍ଟରରେ ୨ ଆତଙ୍କବାଦୀ ନିହତ
ଶ୍ରୀନଗର,୮।୧୧: ଜମ୍ମୁ-କଶ୍ମୀରର କୁପୱାଡା ଜିଲାର କେରନ ସେକ୍ଟରରେ ନିୟନ୍ତ୍ରଣ ରେଖା (LoC) ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଆରମ୍ଭ ହୋଇଥିବା ଏକ ଏନକାଉଣ୍ଟରରେ ସୁରକ୍ଷା ବାହିନୀ ଦୁଇ ଜଣ ଆତଙ୍କବାଦୀଙ୍କୁ ହତ୍ୟା କରିଛନ୍ତି। ଏହି ଅଭିଯାନ ଏବେ ବି ଜାରି...
ଏଇ ଭାରତରେ
ବାୟୁ ପ୍ରଦୂଷଣ ସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରୁଥିବାବେଳେ ଏଥିରୁ ରକ୍ଷା ପାଇବା ଲାଗି ଘରେ ଏୟାର ପ୍ୟୁରିଫାୟର ଆବଶ୍ୟକ ପଡ଼ିଲାଣି। ବଜାରରେ ମଧ୍ୟ ଏୟାର ପ୍ୟୁରିଫାୟର ଉପଲବ୍ଧ ହେଉଛି, କିନ୍ତୁ ଏହାର ମୂଲ୍ୟ ଅଧିକ। ତେବେ ବେଙ୍ଗାଲୁରୁର ଆୟୁଷ ଝା...
ଫ୍ରିବିଜ୍ ଆକ୍ରାନ୍ତ ଗଣତନ୍ତ୍ର
ବିଶ୍ୱରେ ଯେତେ ପ୍ରକାର ଶାସନ ବ୍ୟବସ୍ଥା ରହିଛି ସେଗୁଡ଼ିକ ମଧ୍ୟରେ ଗଣତନ୍ତ୍ର ଏକ ସ୍ବତନ୍ତ୍ର ସ୍ଥାନ ଅଧିକାର କରେ। ମାତ୍ର ଅନୁପଯୋଗୀ ବାହ୍ୟ କାରକ ଅଧିକ କ୍ରିୟାଶୀଳ ହେଲେ ଏହାର ସ୍ବତନ୍ତ୍ରତାରେ ବିଚ୍ୟୁତି ଘଟେ ଏବଂ ଏହା ଗଣଙ୍କଠାରୁ ଦୂରେଇଯାଏ।...
ବିକାଶ ଯାତ୍ରାର ଭିନ୍ନ ଦିଗ
ବୈଭବଶାଳୀ ଭାରତ ଗଠନ ହେଉଛି ପ୍ରତ୍ୟେକ ଦେଶପ୍ରେମୀଙ୍କ ଏକ ବହୁପୋଷିତ ଅଭିଳାଷ। ତେଣୁ ବିକଶିତ ଭାରତ ଗଠନ ଲକ୍ଷ୍ୟରେ କେନ୍ଦ୍ର ସରକାର ଏବେ ବହୁ ଦୂରଦର୍ଶୀ ଯୋଜନା ପ୍ରଣୟନ କରୁଥିବାର ଜଣାଯାଏ। ଓଡ଼ିଶା ମଧ୍ୟ ବିକଶିତ ଭାରତ ଗଠନରେ ସହଭାଗୀ...
Archives


