Home Left

ମୁନିରଙ୍କୁ ବଡ଼ ଦାୟିତ୍ୱ! ଜାଣନ୍ତୁ ତାଙ୍କ କ୍ଷମତା ସମ୍ପର୍କରେ

ଇସଲାମାବାଦ,୮।୧୧: ଭାରତ ସହିତ ସାମ୍ପ୍ରତିକ ଉତ୍ତେଜନାରୁ ‘ଅନେକ ଶିକ୍ଷା’ ପାଇଥିବା ଦାବି କରି, ପାକିସ୍ତାନ ସାମ୍ବିଧାନିକ ଭାବରେ ଏହାର ସାମରିକ ଶକ୍ତିକୁ ଆହୁରି ମଜବୁତ କରିବା ପାଇଁ ଏକ ବଡ଼ ପଦକ୍ଷେପ ନେଇଛି। ପାକିସ୍ତାନର ଆଇନ ମନ୍ତ୍ରୀ ଆଜମ ନାଜିର...

ପୁଅ-ବୋହୂଙ୍କ ମାଡ଼ରେ ମା’ ଗୁରୁତର

ଆସିକା, ୮ା୧୧ (ସୁରେନ୍ଦ୍ର ନାଥ ସାହୁ): ଗଞ୍ଜାମ ଜିଲା ଆସିକା ଥାନା ଅନ୍ତର୍ଗତ କରାତଳି ଗ୍ରାମରେ ଶୁକ୍ରବାର ପୁଅ ବୋହୂଙ୍କ ମାଡ଼ରେ ଜଣେ ମା’ ଗୁରୁତର ହୋଇଛନ୍ତି। ସେ ହେଲେ ସେହି ଗ୍ରାମର ରମା ଛଡାଇ। ଖବର ପାଇ ପୋଲିସ...

‘ନ୍ୟାୟର ଭାଷା ଏପରି ହେବା ଉଚିତ ଯାହା ନ୍ୟାୟ ଚାହୁଁଥିବା ବ୍ୟକ୍ତି ବୁଝିପାରିବେ’: ମୋଦି

ନୂଆଦିଲ୍ଲୀ,୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର କହିଛନ୍ତି ଯେ ନ୍ୟାୟ ଖୋଜୁଥିବା ବ୍ୟକ୍ତି ନ୍ୟାୟର ଭାଷା ବୁଝିବା ଉଚିତ। ସେ କହିଛନ୍ତି ଯେ ଆଇନ ପ୍ରସ୍ତୁତ କରିବା ସମୟରେ ଏହା ମନେ ରଖିବା ଉଚିତ। ସେ ୮୦,୦୦୦ ରୁ ଅଧିକ...

ଟ୍ରେନ୍‌ ଟିକେଟ ବୁକିଂ ପାଇଁ IRCTCର ନୂଆ ନିୟମ: ଜାଣି ରଖନ୍ତୁ ନଚେତ…  

ନୂଆଦିଲ୍ଲୀ,୮।୧୧: ଭାରତୀୟ ରେଳବାଇ ଏବେ ଅନଲାଇନ ଟିକଟ ବୁକିଂ କରୁଥିବା ଯାତ୍ରୀମାନଙ୍କ ପାଇଁ ଏକ ନୂଆ ନିୟମ ଲାଗୁ କରିଛି। ସକାଳ ସମୟରେ ଟିକଟ ବୁକିଂ ପାଇଁ ଆଧାର ଯାଞ୍ଚ (ଭେରିଫିକେସନ) ବାଧ୍ୟତାମୂଳକ କରାଯାଇଛି। ଏହା IRCTC ୱେବସାଇଟ କିମ୍ବା...

ଜି.ଉଦୟଗିରି ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ସହର: ୧୧ ଡିଗ୍ରୀ ସେଲ୍‌ସିୟସ ରେକର୍ଡ

ଜି.ଉଦୟଗିରି,୮ା୧୧(ଶିଶିର ପଟ୍ଟନାୟକ/ଚିନ୍ମୟ କୁମାର ସେଠୀ): କନ୍ଧମାଳ ଜିଲା ଜି.ଉଦୟଗିରି ଅଞ୍ଚଳରେ ପ୍ରବଳ ଶୀତ ଅନୁଭୂତ ହେଉଛି। ଦୈନନ୍ଦିନ ପାରଦ କମୁଥିବା ବେଳେ ଶୀତର ପ୍ରକୋପ ବଢ଼ୁଛି। ସ୍ଥାନୀୟ ପାଣିପାଗ ବିଭାଗର ସୂଚନାନୁସାରେ, ଶନିବାର ରାଜ୍ୟର ସବୁଠାରୁ କମ୍‌ ତାପମାତ୍ରା ୧୧...

ହଠାତ ଲାଲକୃଷ୍ଣ ଆଡଭାନୀଙ୍କ ଘରେ କାହିଁକି ପହଞ୍ଚିଲେ ମୋଦି? ଜାଣନ୍ତୁ…

ନୂଆଦିଲ୍ଲୀ,୮।୧୧: ଭାରତୀୟ ଜନତା ପାର୍ଟି (ଭାଜପା)ର ବରିଷ୍ଠ ନେତା ଏବଂ ଭାରତ ରତ୍ନ ଲାଲକୃଷ୍ଣ ଆଡଭାନୀ ଶନିବାର ତାଙ୍କର ୯୮ତମ ଜନ୍ମଦିନ ପାଳନ କରୁଛନ୍ତି। ଏହି ବିଶେଷ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଡଭାନୀଙ୍କ ଦିଲ୍ଲୀ ବାସଭବନକୁ ଯାଇ ତାଙ୍କୁ...

୨ଦିନ ହେଲା ଆଖଣ୍ଡଳମଣୀ ପୂଜଜଙ୍କ ମିଳୁନି ପତ୍ତା

ଗଞ୍ଜାମ,୮ା୧୧(ବିଦ୍ୟାଧର ସାହୁ): ଗଞ୍ଜାମ ସହର ଦାମୋଦରପୁର ଗ୍ରାମ ସ୍ଥିତ ବାବା ଆଖଣ୍ଡଳମଣୀ ମନ୍ଦିର ପୂଜକ ତ୍ରିନାଥ ସାହୁ (୭୦) ନିଖୋଜ ହୋଇଯାଇଥିବା ଅଭିଯୋଗ ହୋଇଛି। ପରିବାର ଲୋକେ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ତାଙ୍କର କୌଣସି ପତ୍ତା ମିଳିନାହିଁ। ଯଦି...

ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ

ଲାଞ୍ଜିଗଡ଼,୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଞ୍ଜିଗଡ଼ ଓ ତ୍ରିଲୋଚନପୁର ରିଜର୍ଭ ଜଙ୍ଗଲ ଅଞ୍ଚଳରେ ଗ୍ୟାସ ଲାଇନ ଯିବାକୁ ନେଇ ମୂଲ୍ୟବାନ ଶତାଧିକ ଗଛ କଟା ଚାଲିଛି। ଏହାକୁ ବିରୋଧ କରି ଗଛକଟା...

ଗଛକଟାକୁ ଗ୍ରାମବାସୀଙ୍କ ବିରୋଧ

ଲାଞ୍ଜିଗଡ଼,୮।୧୧(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ ବ୍ଲକ ଆଦିବାସୀ ଅଧ୍ୟୁଷିତ ଦୁର୍ଗମ ଲାଞ୍ଜିଗଡ଼ ଓ ତ୍ରିଲୋଚନପୁର ରିଜର୍ଭ ଜଙ୍ଗଲ ଅଞ୍ଚଳରେ ଗ୍ୟାସ ଲାଇନ ଯିବାକୁ ନେଇ ମୂଲ୍ୟବାନ ଶତାଧିକ ଗଛ କଟା ଚାଲିଛି। ଏହାକୁ ବିରୋଧ କରି ଗଛକଟା...

ଦିଲ୍ଲୀ ପରେ ଏବେ ସମାନ ଅବସ୍ଥା ଭୋଗିଲେ ନେପାଳ ବିମାନ ଯାତ୍ରୀ

କାଠମାଣ୍ଡୁ,୮।୧୧: ଦିଲ୍ଲୀରେ ବିମାନ ଚଳାଚଳକୁ ପ୍ରଭାବିତ କରୁଥିବା ଏକ ଯାନ୍ତ୍ରିକ ତ୍ରୁଟି ପରେ, ନେପାଳରେ ମଧ୍ୟ ସମାନ ସମସ୍ୟା ଦେଖାଦେଇଛି। ନେପାଳର ତ୍ରିଭୁବନ ଅନ୍ତର୍ଜାତୀୟ ବିମାନବନ୍ଦରରେ ରନୱେ ଲାଇଟରେ ଯାନ୍ତ୍ରିକ ତ୍ରୁଟି ଯୋଗୁ ସମସ୍ତ ଆସୁଥିବା ଏବଂ ବାହାରୁଥିବା ବିମାନଗୁଡ଼ିକୁ...

‘ସେମାନେ ପିଲାମାନଙ୍କୁ ବନ୍ଧୁକ ଦେଉଥିଲେ, ଆମେ ଲାପଟପ୍‌ ଦେଉଛୁ’, ଆରଜେଡିକୁ ପୁଣି ଟାର୍ଗେଟ କଲେ ମୋଦି

ପାଟନା,୮।୧୧: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ବିହାରର ସୀତାମାଢ଼ି ଏବଂ ବେଟିଆରେ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିଥିଲେ। ରାଲି ସମୟରେ ପ୍ରଧାନମନ୍ତ୍ରୀ ଆରଜେଡି ଏବଂ ଅନ୍ୟ ବିରୋଧୀ ଦଳଗୁଡ଼ିକ ଉପରେ କଡା ଟାର୍ଗେଟ କରିଥିଲେ, ସେମାନେ ରାଜ୍ୟର ଯୁବକମାନଙ୍କୁ ଅପରାଧୀ...

ରାହୁଲଙ୍କ ବଡ଼ ଉପଲବ୍ଧି

ନୂଆଦିଲ୍ଲୀ,୮ା୧୧: ଭାରତୀୟ ଚେସ୍‌ ଖେଳାଳି ରାହୁଲ ଭି.ଏସ୍‌ ଦେଶର ୯୧ତମ ଗ୍ରାଣ୍ଡମାଷ୍ଟର ହୋଇଛନ୍ତି। ଗୋଟିଏ ରାଉଣ୍ଡର ଖେଳ ବାକିଥାଇ ୬ଷ୍ଟ ଆସିଆନ ଇଣ୍ଡିଭିଜୁଆଲ ଚାମ୍ପିୟନଶିପ୍‌ ଜିତିବା ପରେ ସେ ଏହି ସଫଳତା ହାସଲ କରିଛନ୍ତି। ୨୧ ବର୍ଷୀୟ ରାହୁଲ ହେଉଛନ୍ତି...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri