Home Left

ସର୍ପଦେବୀ ରୂପେ ପୂଜା ପାଆନ୍ତି ମା’ ମନସା: ଧର୍ମନିକିତିରେ ଏଠି ଓଜନ ହୁଅନ୍ତି ଶିଶୁ, କାରଣ ଜାଣିଲେ…

ମହାକାଳପଡ଼ା,୧୦ା୧୧ (ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ପିତାପାଟ ଗାଁରେ ପୂଜା ପାଆନ୍ତି ଅକାଳ ବୋଧନ ସର୍ପ ଦେବୀ ମା’ ମନସା। ୨୯ ବର୍ଷ ପୂର୍ବେ କାର୍ତ୍ତିକ ଶୁକ୍ଳ ପକ୍ଷ ପଞ୍ଚମୀ ତିଥିରେ ୨ ପରିବାରରେ ଦିନେ...

୨ ମିନିଟ ବିଳମ୍ବରେ ପହଞ୍ଚିଲେ ରାହୁଲ ଗାନ୍ଧୀ: ମିଳିଲା ଏମିତି ଦଣ୍ଡ, ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଭୋପାଳ,୧୦।୧୧: କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟପ୍ରଦେଶର ପଚମାଢ଼ିରେ ଏକ କଂଗ୍ରେସ ତାଲିମ ଶିବିରରେ ଦୁଇ ମିନିଟ ବିଳମ୍ବରେ ପହଞ୍ଚିଥିଲେ। ଏହି ବିଳମ୍ବ ପାଇଁ ତାଙ୍କୁ ଦଣ୍ଡ ଦିଆଯାଇଥିଲା। ସେ ଦଣ୍ଡ ଗ୍ରହଣ କରିଥିଲେ। ଜଣେ ଦଳୀୟ କର୍ମୀଙ୍କ ଅନୁଯାୟୀ,...

ଖସୁଛି ପାରଦ: ଥରୁଛି ଦାରିଙ୍ଗବାଡ଼ି, ଶୀତର ମଜା ନେଉଛନ୍ତି ପର୍ଯ୍ୟଟକ

ଦାରିଙ୍ଗବାଡ଼ି,୧୦ା୧୧(ଅରୁଣ ସାହୁ): ଥରୁଛି ଦାରିଙ୍ଗବାଡ଼ି। ସୋମବାର ଭୋର ତାପମାତ୍ରା ୧୦ ଡିଗ୍ରୀ ରେକର୍ଡ କରାଯାଇଥିବା ବିଡିଓ ପ୍ରୀତିରଞ୍ଜନ ରଥ କହିଛନ୍ତି। ଶୀତ ବିଳମ୍ବରେ ଆସିଥିଲେ ମଧ୍ୟ ଗତ ୩ ଦିନ ହେଲା ତାପମାତ୍ରା ତଳମୁହାଁ ହୋଇଛି। ବିଳମ୍ବିତ ରାତିଠାରୁ ଘନ...

ବାପାଙ୍କୁ ପେଟେ ମଦ ପିଆଇ ୫ ବର୍ଷର ଝିଅ ସହ ଏମିତି କାମ କଲେ ସାଙ୍ଗ: ଅବସ୍ଥା ଖରାପ ହେବାରୁ…

ନୂଆଦିଲ୍ଲୀ,୧୦।୧୧: ଉତ୍ତର ପ୍ରଦେଶର ଆମ୍ବେଦକର ନଗରର ଏକ ଗାଁରେ ଜଣେ ପାଞ୍ଚ ବର୍ଷର ଝିଅକୁ ତାଙ୍କ ବାପାଙ୍କ ବନ୍ଧୁ ବଳାତ୍କାର କରିଛନ୍ତି। ଝିଅଟିର ଅବସ୍ଥା ଖରାପ ହେବା ପରେ ଅଭିଯୁକ୍ତ ତାଙ୍କୁ ଘର ବାହାରେ ଛାଡି ପଳାଇ ଯାଇଥିଲା। ନିର୍ଦ୍ଦୋଷ...

ବଡ଼ ଘୋଷଣା କଲେ ଟ୍ରମ୍ପ: ହୋଇଯିବେ ମାଲାମାଲ

ଓ୍ବାଶିଂଟନ୍‌,୧୦।୧୧: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ଟାରିଫ ନୀତି ସମ୍ପର୍କରେ ଏକ ବଡ଼ ବୟାନ ଦେଇଛନ୍ତି। ଟ୍ରମ୍ପ କହିଛନ୍ତି ଯେ ଖୁବ ଶୀଘ୍ର ପ୍ରତ୍ୟେକ ଆମେରିକୀୟ ନାଗରିକ (ଧନୀ ବ୍ୟକ୍ତି ବ୍ୟତୀତ) ୨,୦୦୦ ଡଲାର ପେମେଣ୍ଟ ପାଇବେ।...

ବିହାର ଭୋଟ: ମହିଳା ନେବେ ନିର୍ଣ୍ଣାୟକ ଭୂମିକା

ପାଟନା/ନୂଆଦିଲ୍ଲୀ,୧୦ା୧୧(ପି.ଟି./ଏଜେନ୍ସି):ବିହାର ବିଧାନସଭାର ଅନ୍ତିମ ପର୍ଯ୍ୟାୟ ନିର୍ବାଚନ ପ୍ରଚାର ଶେଷ ହୋଇଯାଇଛି। ହାତରେ ମାତ୍ର ୨ ଦିନ ଥିବାରୁ ସବୁ ଦଳ ଭୋଟରଙ୍କୁ ନିଜ ସପକ୍ଷକୁ ଟାଣିବା ପାଇଁ କୌଣସି ସୁଯୋଗ ହାତଛଡ଼ା କରୁନାହାନ୍ତି। ମୁଖ୍ୟମନ୍ତ୍ରୀ ନୀତିଶ କୁମାର ବିଶେଷକରି ମହିଳା...

ହୋମ୍‌ଗାର୍ଡଙ୍କୁ ଆକ୍ରମଣ କରି ବାଇକ୍‌ ଜାଳିଦେଲେ ଆଉ ଜଣେ ବାଇକ୍‌ ଚାଳକ

ଭଞ୍ଜନଗର,୧୦ା୧୧(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନାରେ କାର୍ଯ୍ୟରତ ଥିବା ହୋମ୍‌ଗାର୍ଡ ଗଜେନ୍ଦ୍ର ନାୟକଙ୍କୁ ରବିବାର ତାଙ୍କ ଗ୍ରାମର ଜିତୁ ନାୟକ ଆକ୍ରମଣ କରିଥିଲେ। ଏହାପରେ ଗଜେନ୍ଦ୍ରଙ୍କ ବାଇକ୍‌କୁ ଜିତୁ ପୋଡ଼ି ଦେଇଥିବା ଅଭିଯୋଗ ହୋଇଛି। ପୋଲିସ ଏନେଇ ଏକ...

ଆମେରିକାରେ ଓଡ଼ିଆ ପୋଷ୍ୟକନ୍ୟାଙ୍କୁ ନିର୍ଯାତନା: ଓଡ଼ିଶା ଫେରାଇ ଆଣିବାକୁ ଆକୁଳ ନିବେଦନ

ଭୁବନେଶ୍ୱର,୧୦ା୧୧(ସତ୍ୟଜିତ ରାଉତ):ଛୋଟବେଳେ ଟ୍ରେନ୍‌ରେ ମା’ ଓ ବାପାଙ୍କଠାରୁ ଅଲଗା ହୋଇଯାଇଥିଲେ। ଭୁବନେଶ୍ୱରର ଏକ ଅନାଥ ଆଶ୍ରମରେ ରହୁଥିବାବେଳେ ଆମେରିକାର ଜଣେ ମହିଳା ତାଙ୍କୁ ପୋଷ୍ୟକନ୍ୟା ଭାବେ ଗ୍ରହଣ କରି ସାଙ୍ଗରେ ନେଇଯାଇଥିଲେ। ଆମେରିକୀୟ ମା’, ବାପାଙ୍କୁ ପାଇ ନୂଆ ଜୀବନ...

ବଢୁଛି ଶୀତ, ୧୫ ଡିଗ୍ରୀ ତଳେ ୮ ସହର

ଭୁବନେଶ୍ୱର,୧୦ା୧୧(ବନ୍ଦନା ସେଠୀ):ରାଜ୍ୟକୁ ବିଳମ୍ବରେ ଶୀତ ଆସିଥିଲେ ମଧ୍ୟ ଧୀରେ ଧୀରେ ବଢ଼ିବାରେ ଲାଗିଛି। ଗତ ୨୪ ଘଣ୍ଟାରେ ରାଜ୍ୟର ୮ ସହରର ତାପମାତ୍ରା ୧୫ ଡିଗ୍ରୀ ତଳେ ରହିଥିଲା। ଦାରିଙ୍ଗବାଡିଠାରେ ସର୍ବନିମ୍ନ ତାପମାତ୍ରା ୧୧ ଡିଗ୍ରୀ ଛୁଇଁଥିବାବେଳେ ଝାରସୁଗୁଡା ୧୧.୭...

ଦିନକ ପରେ ୧୨୨ ଆସନରେ ଭୋଟ: ବିହାର ପ୍ରଚାର ଶେଷ

ପାଟନା/ନୂଆଦିଲ୍ଲୀ,୧୦ା୧୧:ବିହାର ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଚାର ରବିବାର ସନ୍ଧ୍ୟା ୬ଟାରେ ଥମିଯାଇଛି। ନଭେମ୍ବର ୬ରେ ଅନୁଷ୍ଠିତ ପ୍ରଥମ ପର୍ଯ୍ୟାୟ ନିର୍ବାଚନବେଳେ ୧୨୧ ଆସନରେ ରେକର୍ଡ ୬୫.୦୮% ମତଦାନ ହୋଇଥିଲା, ଯାହାକି ରାଜ୍ୟର ନିର୍ବାଚନୀ ଇତିହାସରେ ସର୍ବାଧିକ। ଏଭଳି ସ୍ଥିତିରେ...

କୃଷି ବିକାଶରେ ଶ୍ରୀଅନ୍ନ

ଓଡ଼ିଶାର କୃଷି ଐତିହ୍ୟରେ ଶ୍ରୀଅନ୍ନ ବା ମାଣ୍ଡିଆର ସ୍ଥାନ ସ୍ବତନ୍ତ୍ର। ରାଜ୍ୟରେ ମାଣ୍ଡିଆ ଗାଁର ପରିକଳ୍ପନା କରିବା ଆମ ପର ପିଢ଼ି ପାଇଁ ବାଟ ଉନ୍ମୁକ୍ତ କରିବାର ଏକ ସୁଯୋଗ। ଆମ କୁଶଳୀ ଚାଷୀମାନେ ଏହି ମହତ ଉଦ୍ଦେଶ୍ୟରେ ପ୍ରମୁଖ...

ରାଜ୍ୟ ବାହାରେ ଅସୁରକ୍ଷିତ ଓଡ଼ିଆ ଯୁବତୀ: ମାସକରେ ୩ଜଣ ବଳାତ୍କାର ସହ ହତ୍ୟାର ଶିକାର

ଭୁବନେଶ୍ୱର,୧୦ା୧୧(ତ୍ରିନାଥ ମହାନ୍ତି):ରାୟଗଡ଼ା ଜିଲାର ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ଗତ ୫ତାରିଖରେ ଉତ୍ତରାଖଣ୍ଡ ଲାଲ୍‌ପୁରରେ ଗଣବଳାତ୍କାର ପରେ ହତ୍ୟା କରାଯାଇଛି। ଯୁବତୀଙ୍କୁ ତଣ୍ଟିଚିପି ହତ୍ୟା କରିବା ପରେ ବାଇକ୍‌ରେ ନେଇ ଦେହରେ ପଥର ବାନ୍ଧି ନଦୀକୁ ଫିଙ୍ଗି ଦେଇଥିଲେ ଅଭିଯୁକ୍ତ।...

Advertisement
Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri