ଭାଙ୍ଗିଗଲାଣି ଚନ୍ଦ୍ରମଣିଙ୍କ ଘରଦ୍ୱାର, କେବଳ ଭଗବାନଙ୍କ ଭରସାରେ…
ଗଞ୍ଜାମ,୧୩ା୧୧(ବିଦ୍ୟାଧର ସାହୁ/ଅଖିଳ ତରାଇ): ଗଞ୍ଜାମ ବ୍ଲକ ପୋଇରାଶି ପଞ୍ଚାୟତ ତାରିଣୀ ପଲ୍ଲୀ ଗ୍ରାମରେ ବୃଦ୍ଧା ଚନ୍ଦ୍ରମଣି ବେହେରାଙ୍କ ଘର। ଦୀର୍ଘବର୍ଷ ହେବ ସ୍ବାମୀ ଗୋପୀନାଥ ବେହେରା ଆରପାରିକୁ ଚାଲି ଗଲେଣି। ପୁଅ ଝିଅ କିଏ ନ ଥିବା ସ୍ବାମୀଙ୍କ ଅକାଳ...
ପ୍ରେମ ନିବେଦନ କରି ବନ୍ଧାହେଲେ କନ୍ଷ୍ଟେବଳ
ମାର୍ଶାଘାଇ,୧୩।୧୧ (ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଜଣେ ବିବାହିତା ମହିଳାଙ୍କୁ ବାରମ୍ବାର ପ୍ରେମ ନିବେଦନ କରିବା, ଅଶ୍ଳୀଳ ଭାଷାରେ ଗାଳିଗୁଲଜ ଓ ଜୀବନରେ ମାରିଦେବା ଆଦି ଧମକ ଦେବା ଅଭିଯୋଗରେ ଜଣେ କନ୍ଷ୍ଟେବଲଙ୍କୁ ବୁଧବାର କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ପୋଲିସ ଗିରଫ...
ଜୟପୁର ଫାଣ୍ଡି ଅଧିକାରୀ ନିଲମ୍ବିତ
ନିଶ୍ଚିନ୍ତକୋଇଲି,୧୩।୧୧(ଅଶୋକ କୁମାର ମହାପାତ୍ର ): କଟକ ଜିଲା ମାହାଙ୍ଗା ଥାନା ଅଧୀନ କୁମୁଡା ଜୟପୁର ଫାଣ୍ଡି ଅଧିକାରୀ ମନୋଜ ବେହେରା ନିଲମ୍ବିତ ହୋଇଛନ୍ତି। ଗ୍ରାମାଞ୍ଚଳ ଏସ୍ପିଙ୍କ ଆଦେଶ ନଂ. ୨୯୮୮/୨୫ ତା ୧୩.୧୧.୨୫ ଅନୁଯାୟୀ ଏସ୍ଆଇ ମନଜଙ୍କୁ ମାହାଙ୍ଗା ଥାନା...
Video: ଜାଣିଶୁଣି ସ୍କୁଟିକୁ ମାରିଲେ ଧକ୍କା, ଏବେ ବୁଦ୍ଧି ଶିଖାଇଲା ପୋଲିସ
ବେଙ୍ଗାଲୁରୁ,୧୩।୧୧: କର୍ନାଟକର ରାଜଧାନୀ ବେଙ୍ଗାଲୁରୁରେ, ଜଣେ କାର ଡ୍ରାଇଭରଙ୍କୁ ଉଦ୍ଦେଶ୍ୟମୂଳକ ଭାବରେ ତାଙ୍କ କାର ସହିତ ଏକ ଦୁଇ ଚକିଆ ଯାନକୁ ଧକ୍କା ଦେବା ଅଭିଯୋଗରେ ଗିରଫ କରାଯାଇଛି। ଏହି ଦୁର୍ଘଟଣାରେ ବାଇକ ଆରୋହୀ ଦୁଇଜଣ ଗୁରୁତର ଆହତ ହୋଇଛନ୍ତି।...
ଦିଲ୍ଲୀ ବିସ୍ଫୋରଣ ପରେ ଡରିଗଲାଣି ପାକିସ୍ତାନ! ଖ୍ବାଜା ଆସିଫ କହିଲେ…
ଇସଲାମାବାଦ,୧୩।୧୧: ଦିଲ୍ଲୀର ଲାଲକିଲ୍ଲା ନିକଟରେ ବିସ୍ଫୋରଣ ଆତଙ୍କବାଦକୁ ପାଳନ କରୁଥିବା ପାକିସ୍ତାନର ଚିନ୍ତାକୁ ବୃଦ୍ଧି କରିଛି। ଦିଲ୍ଲୀ ଆତଙ୍କବାଦୀ ଆକ୍ରମଣ ପରେ, ଇସଲାମାବାଦ କୋର୍ଟ ପରିସରରେ ଏକ ବିସ୍ଫୋରଣ ଘଟିଛି। ପାକିସ୍ତାନର ପ୍ରଧାନମନ୍ତ୍ରୀ ଶହବାଜ ସରିଫ ଏବଂ ପ୍ରତିରକ୍ଷା ମନ୍ତ୍ରୀ...
ଛତିଶଗଡ଼ ମଦ ଦୁର୍ନୀତିରେ ବଡ଼ କାର୍ଯ୍ୟାନୁଷ୍ଠାନ: ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ୬୧.୨୦ କୋଟି ଟଙ୍କାର ସମ୍ପତ୍ତି ଆଟାଚ କଲା ED
ରାଞ୍ଚି,୧୩।୧୧: ଛତିଶଗଡ଼ର ବିବାଦୀୟ ମଦ ଦୁର୍ନୀତି ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। EDର ରାୟପୁର ଜୋନାଲ ଅଫିସ ପୂର୍ବତନ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲଙ୍କ ପୁଅ ଚୈତନ୍ୟ ବାଘେଲଙ୍କ ୬୧.୨୦ କୋଟି ମୂଲ୍ୟର ସମ୍ପତ୍ତିକୁ ଅସ୍ଥାୟୀ...
Delhi Blast: ନୂଆ ମୋଡ଼ ନେଲା ଦିଲ୍ଲୀ ବିସ୍ଫୋରଣ, ମିଳିଲା ନାଲି ବ୍ରିଜା କାର! ହେଲେ କିଏ ଏହାର ମାଲିକ, କେଉଁଠି ଥିଲା ଗାଡ଼ି? ଜାଣନ୍ତୁ…
ନୂଆଦିଲ୍ଲୀ,୧୩।୧୧: ଦିଲ୍ଲୀ କାର୍ ବିସ୍ଫୋରଣର ରହସ୍ୟ ଉନ୍ମୋଚିତ ହେବାକୁ ଯାଉଛି। ବିପଦ ସୃଷ୍ଟି କରୁଥିବା ଲାଲ ବ୍ରିଜା କାରଟି ଏବେ ଠାବ ହୋଇଛି। ହଁ, ଫରିଦାବାଦ ଆତଙ୍କବାଦୀ ମଡ୍ୟୁଲ ସହିତ ଜଡିତ ଲାଲ ବ୍ରିଜା କାର, ଯାହାକୁ ପୋଲିସ ଖୋଜୁଥିଲା,...
ଲାଞ୍ଚ ନେଇ ଧରାପଡ଼ିବା ପରେ ଭଡ଼ାଘରେ ଚାଲିଛି ଚଢ଼ାଉ
ବଲାଙ୍ଗୀର,୧୩ା୧୧(ସୁନିଲ କୁମାର ମହାନ୍ତି): ଆର୍ଡବ୍ଲ୍ୟୁଏସ୍ଏସ୍ ଡିଭିଜନର ବରିଷ୍ଠ କିରାଣି ଟି. ଭେଙ୍କଟଗିରି ରାଓ ଗୁରୁବାର ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି। ତାଙ୍କ ସରକାରୀ କ୍ୱାର୍ଟର୍ସରେ ପେନ୍ସନ୍ ସୁବିଧା ବୃଦ୍ଧି ପାଇଁ ଫାଇଲ ପ୍ରକ୍ରିୟାକରଣ କରିବାକୁ ସେହି କାର୍ଯ୍ୟାଳୟର ଜଣେ ଅବସରପ୍ରାପ୍ତ କର୍ମଚାରୀ...
Post Officeର ଏହି ସ୍କିମ୍ କରିଦେବ ମାଲାମାଲ: ହୋଇଯିବେ ଲକ୍ଷପତି
ଆଜିର ସମୟରେ ଅଧିକାଂଶ ନିବେଶ ବିକଳ୍ପ ବଜାରର ଉତ୍ଥାନ-ପତନର ଶିକାର ହେଉଛି। ସମସ୍ତେ ଏପରି ଏକ ଯୋଜନା ଖୋଜୁଛନ୍ତି, ଯାହା କେବଳ ସେମାନଙ୍କ ଟଙ୍କାକୁ ସୁରକ୍ଷା ଦିଏ ନାହିଁ ବରଂ ଏକ ସ୍ଥିର ଏବଂ ଦୃଢ଼ ରିଟର୍ଣ୍ଣ ମଧ୍ୟ ପ୍ରଦାନ...
ପାଇପ୍ ଜରିଆରେ ମେଗା ଜଳପ୍ରକଳ୍ପର ବର୍ଜ୍ୟଜଳ ନିଷ୍କାସନ ନିର୍ଦ୍ଦେଶ
ଗଞ୍ଜାମ,୧୩ା୧୧(ଅଖିଳ ତରାଇ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲ୍ଲାଡ଼ ପଞ୍ଚାୟତର ମେଗା ଜଳପ୍ରକଳ୍ପରୁ ନିଷ୍କାସିତ ବର୍ଜ୍ୟଜଳ ଯୋଗୁ ହେଉଥିବା ଧାନଫସଲ କ୍ଷତିକୁ ରୋକିବା ପାଇଁ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ଚାଷୀମାନଙ୍କର ଫସଲ ସୁରକ୍ଷା ଦିଗରେ...
ପୁଣି ସାମ୍ନାକୁ ଆସିଲା ଆତଙ୍କୀ ଉମରଙ୍କ ଆଉ ଏକ ଭିଡିଓ
ନୂଆଦିଲ୍ଲୀ,୧୧।୧୩: ସାମ୍ନାକୁ ଆସିଛି ଆତଙ୍କୀ ଉମରଙ୍କ ଆଉ ଏକ ଭିଡିଓ। ଏହି ଭିଡିଓଟି ସୋମବାର ସକାଳ ସମୟର। ବଦରପୁର ବୋର୍ଡରେ ଥିବା ଟୋଲଗେଟ୍ରେ, ଯେଉଁ ବାଟ ଦେଇ ଆତଙ୍କୀ ଉମର ଫରିଦାବାଦ୍ରୁ ବାହାରି ବଦରପୁର ସୀମା ଦେଇ ଦିଲ୍ଲୀରେ ପ୍ରବେଶ...
୪୪ ବର୍ଷ ବୟସରେ ମା’ ହେଲେ ଏହି ଅଭିନେତ୍ରୀ
ଅଭିନେତ୍ରୀ ଶମା ସିକନ୍ଦର ପ୍ରାୟତଃ ବୃତ୍ତିଗତ ଜୀବନ ଅପେକ୍ଷା ବ୍ୟକ୍ତିଗତ ଜୀବନ ପାଇଁ ଅଧିକ ଚର୍ଚ୍ଚାରେ ଥାନ୍ତି। ଏବେ ପୁଣି ଥରେ ସେ ଆଲୋଚନାକୁ ଆସିଛନ୍ତି। କାରଣ ଶମା ୪୪ ବର୍ଷ ବୟସରେ ମା’ ହୋଇଛନ୍ତି। ଏହି ସୂଚନା ଶେୟାର...
Archives


