୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ରାହୁଲଙ୍କୁ ଭେଟିଲେ ଚନ୍ଦ୍ରାବାବୁ
ନୂଆଦିଲ୍ଲୀ,୧୯।୫: ନିର୍ବାଚନ ଫଳାଫଳ ପୂର୍ବରୁ କେନ୍ଦ୍ରରେ କିଏ ହେବ ଶାସକ? ସେନେଇ ଆରମ୍ଭ ରହିଛି କଳ୍ପନାଜଳ୍ପନା। ଏହି ମର୍ମରେ କେନ୍ଦ୍ରରେ ଅଣ-ଭାଜପା ସାମ୍ମୁଖ୍ୟ ଗଠନ ପାଇଁ ଉଦ୍ୟମ ତୀବ୍ର ହୋଇଥିବା କୁହାଯାଉଛି। ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ…
ସ୍କଟଲାଣ୍ଡର କ୍ଲେଡ୍ ନଦୀ ପାଲଟିବ ଗଙ୍ଗା: ଏଥିରେ ଭାରତୀୟ କରିପାରିବେ ଅସ୍ଥି ବିସର୍ଜନ
ଲଣ୍ଡନ,୧୯।୫: ଏଣିକି ସ୍କଟଲାଣ୍ଡ୍ର କ୍ଲେଡ୍ ନଦୀ ସ୍ଥାନୀୟ ଭାରତୀୟଙ୍କ ପାଇଁ ଗଙ୍ଗା ପାଲଟିବ। ଏଥିରେ ଭାରତୀୟମାନେ ଅସ୍ଥି ବିସର୍ଜନ କରିପାରିବେ। ଏନେଇ ସ୍ଥାନୀୟ ପ୍ରଶାସନ ପକ୍ଷରୁ ସ୍ବୀକୃତି ମିଳିଛି। ନଦୀର ଏକ ଅଞ୍ଚଳରେ ଏଭଳି ପରମ୍ପରା ପାଳନ ଲାଗି ଅନୁମତି ଦିଆଯାଇଛି।…
ଗୋଟିଏ କାନ୍ଥକୁ ଲାଗି ରହିଛି ମନ୍ଦିର-ମସଜିଦ
ଚଣ୍ଡିଗଡ଼,୧୯।୫: ପଞ୍ଜାବର ମୁସଲିମ ବହୁଳ ସହର ମାଲେରକୋଟଲା ହିନ୍ଦୁ-ମୁସଲମାନଙ୍କ ଏକତାର ଉଦାହରଣ ସୃଷ୍ଟି କରିଥାଏ। ଏଠାରେ ଗୋଟିଏ କାନ୍ଥ ମଧ୍ୟରେ ଏକାଠି ରହିଛି ମନ୍ଦିର ଓ ମସଜିଦ। ମନ୍ଦିରରେ ଆଳତି ହେଲେ ମସଜିଦରେ ଆଜାନ ବନ୍ଦ ହୋଇ ଯାଇଥାଏ। ଏଠାରେ ଜଣେ…
ତେଜ ପ୍ରତାପଙ୍କ ଗାଡି ଉପରକୁ ଆକ୍ରମଣ
ପାଟନା,୧୯।୫: ବିହାରର ଆର୍ଜେଡି ନେତା ତେଜ ପ୍ରତାପଙ୍କ ଗାଡି ଉପରକୁ ଆକ୍ରମଣ ହୋଇଥିବା ସୂଚନା ମିଳିଛି। ରବିବାର ଅନ୍ତିମ ପର୍ଯ୍ୟାୟ ମତଦାନ ଅବସରରେ ସେ ଭୋଟ ଦେବାକୁ ଯିବା ସମୟରେ ମତଦାନ କେନ୍ଦ୍ର ନିକଟରେ ଜଣେ କ୍ୟାମେରାମ୍ୟାନ ତାଙ୍କ ଗାଡି ଉପରକୁ…
ଅନୁଭବଙ୍କୁ ହତ୍ୟା ଧମକ ଦେଇଥିବା ଯୁବକ ଗିରଫ
କଟକ ଅଫିସ/ଭୁବନେଶ୍ୱର,୧୯।୫(ବ୍ୟୁରୋ): ବିଜେଡି ଏମ୍ପି ତଥା ଅଭିନେତା ଅନୁଭବ ମହାନ୍ତିକୁ ହତ୍ୟା ଧମକ ଦେଇଥିବା ଅଭିଯୋଗରେ ଜଣେ ଯୁବକଙ୍କୁ ଗିରଫ କରାଯାଇଛି। ସେ ହେଲେ କାଳିଆ ବାରିକ। କାଳିଆ କଟକସ୍ଥିତ ଝାଞ୍ଜିରୀମଙ୍ଗଳା ଅଞ୍ଚଳରେ ରହି ମିସ୍ତ୍ରି କାମ କରୁଥିଲେ। କଟକ ସ୍ପେଶାଲ…
କଂଗ୍ରେସ ବିଧାୟକଙ୍କ ଘର ସାମ୍ନାରେ ବିସ୍ଫୋରଣ: ଜଣେ ମୃତ
ବେଙ୍ଗାଲୁର,୧୯।୫: କର୍ନାଟକର ରାଜରାଜେଶ୍ୱରୀ ନଗରରେ ଥିବା କଂଗ୍ରେସ ବିଧାୟକ ମୁନିରତ୍ନାଙ୍କ ଘର ସାମ୍ନାରେ ରବିବାର ଏକ ବଡ ଧରଣର ବିସ୍ଫୋରଣ ହୋଇଛି। ଏଥିରେ ମୁନିରତ୍ନାଙ୍କ ଘରେ କାମ କରୁଥିବା ଭେଙ୍କଟେସଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ବିସ୍ଫୋରଣ ଏତେ ଅଧିକ ଥିଲା…
ଏସି ଥିବା ସ୍ମାର୍ଟ ପୋଲିଂ ବୁଥ୍ରେ ଦିବ୍ୟାଙ୍ଗ ଭୋଟର ଦେଲେ ଭୋଟ
ଇନ୍ଦୋର,୧୯।୫: ମଧ୍ୟପ୍ରଦେଶ ଇନ୍ଦୋରରେ ଥିବା ଏସି ଯୁକ୍ତ ସ୍ମାର୍ଟ ପୋଲିଂ ବୁଥ୍ରେ ଦିବ୍ୟାଙ୍ଗ ଭୋଟରଙ୍କ ସମେତ ବରିଷ୍ଠ ନାଗରିକ ସେମାନଙ୍କର ମତଦାନ ଅଧିକାର ସାବସ୍ତ୍ୟ କରିଛନ୍ତି। ଏହା ହେଉଛି ଦେଶର ପ୍ରଥମ ସ୍ମାର୍ଟ ପୋଲିଂ ବୁଥ୍। ସ୍ଥାନୀୟ କଞ୍ଚନବାଗ୍ ସ୍ଥିତ ଜାଲ…
ଭୋଟ ବର୍ଜନ କଲେ ଚାନ୍ଦୋରା ଗ୍ରାମବାସୀ
ପାଟନା,୧୯।୫: ବିହାରର ନାଳନ୍ଦା ଜିଲା ରାଜଗିର ବ୍ଲକରେ ଥିବା ଚାନ୍ଦୋରା ଗ୍ରାମର ୨୯୯ ନମ୍ବର ବୁଥ୍ରେ କେହି ଭୋଟ ଦେଇ ନ ଥିବା ସୂଚନା ମିଳିଛି। ଗାଁକୁ ଭଲ ରାସ୍ତା ନ ଥିବାରୁ ଲୋକେ ଭୋଟ ବର୍ଜନ କରିଥିବା ପ୍ରକାଶ କରିଛନ୍ତି।…
କରହନିଆରେ ଉତ୍କଟ ଜଳ ସଙ୍କଟ: ପୁଅଙ୍କୁ ଝିଅ ଦେବାକୁ ରାଜି ହେଉ ନାହାଁନ୍ତି କନ୍ୟାଘର
ବିଳାସପୁର,୧୯।୫: ଛତିଶଗଡ଼ରେ ଦେଖାଦେଇଛି ଜଳ ସଙ୍କଟ। ଏହାଯୋଗୁ କେତେକ ଅଞ୍ଚଳରେ ଝିଅ ବିବାହ ଦେବାକୁ କନ୍ୟାଘର ଲୋକେ ଅମଙ୍ଗ ହେଉଥିବା ଦେଖିବାକୁ ମିଳୁଛି। ସ୍ଥାନୀୟ ଆଦିବାସୀ ଗାଁ କରହନିଆରେ କେତେକ ବିବାହ ଯୋଗ୍ୟ ପୁଅଙ୍କର ବିବାହ ଜଳ ସଙ୍କଟ ଯୋଗୁ ହୋଇପାରୁ…
ବ୍ରହ୍ମଗିରିରେ ସାନି ମତଦାନ
ବ୍ରହ୍ମଗିରି,୧୯ା୫(ଡି.ଏନ୍.ଏ): ପୁରୀ ଜିଲା ବ୍ରହ୍ମଗିରି ନିର୍ବାଚନମଣ୍ଡଳୀ ସଦର ବ୍ଲକ ଓ କୃଷ୍ଣପ୍ରସାଦ ବ୍ଲକର ଦୁଇଟି ବୁଥ୍ରେ ରବିବାର ସାନି ମତଦାନ ଆରମ୍ଭ ହୋଇଛି। ପ୍ରକାଶଥାଉ କି, କୃଷ୍ଣପ୍ରସାଦର ୬୨ନଂ ବୁଥ୍ର ସିୟୁ ହଜିଯାଇଥିବାବେଳେ ସଦରର ୨୨୮ନଂ ବୁଥ୍ରେ ଇଭିଏମ୍ ଭଙ୍ଗା ଯାଇଥିବାରୁ…
ଦୃଢ଼ ଇଛା ଶକ୍ତି ଯୋଗୁ ସଫଳ ହେଲେ ଗୁଡ୍ଡି
ଲକ୍ଷ୍ନୌ,୧୯।୫: ଉତ୍ତରପ୍ରଦେଶ ଗାଜିଆବାଦ୍ ପ୍ରତାପ ବିହାରର ଅମୃତା ଆନନ୍ଦମୟୀ କୁଟିରମ୍ରେ ବାସ କରୁଥିବା ଗୁଡ୍ଡିଙ୍କ ଇଛା ଶକ୍ତି ଆଗରେ ସାମାଜିକ ବାଧା ହାର୍ ମାନିଛି। ୨୦୧୪ରେ ସ୍ବାମୀଙ୍କ ମୃତ୍ୟୁ ପରେ ଗୁଡ୍ଡି ଉପରେ ଝିଅ ଏବଂ ପୁଅର ଲାଳନ ପାଳନ ଦାୟିତ୍ୱ…
ଛାତ ଉପରେ ୪୦ ପ୍ରକାର ଆମ୍ବ କିସମ ଚାଷ କରି କୃଷି ବିଭାଗର ଦୃଷ୍ଟି ଆକର୍ଷଣ କଲେ ଜୋସେଫ୍
କୋଚି,୧୯।୫: ନିଜ ଛାତ ଉପରେ ୪୦ ପ୍ରକାରର ଆମ୍ବ ଗଛ ଲଗାଇ ଏବେ କୃଷି ବିଭାଗର ଦୃଷ୍ଟି ଆକର୍ଷଣ କରିଛନ୍ତି କୋଚି ବାସିନ୍ଦା ଜୋସେଫ୍। ୨ଶହ ଲିଟର ପାଣି ଧରୁଥିବା କୁଣ୍ଡରେ ବାଲି, ମାଟି ଓ ରାସାୟନିକ ପ୍ରୟୋଗ କରି ସେ…
Archives


