ଯବାନଙ୍କ ବଦାନ୍ୟତା
ବିଜାପୁର,୩୧।୫: ଛତିଶଗଡ଼ ବିଜାପୁରରେ ସିଆର୍ପିଏଫ୍ କୋବ୍ରା ବାଟାଲିୟନର ଯବାନଙ୍କ ବଦାନ୍ୟତା ଦେଖିବାକୁ ମିଳିଛି। ରାସ୍ତା ସୁବିଧା ନ ଥିବାରୁ ଟ୍ରାକ୍ଟରରୁ ପଡି ଆହତ ହୋଇଥିବା ଜଣେ ବ୍ୟକ୍ତିଙ୍କୁ ଏହି ଯବାନମାନେ ୫ କିଲୋମିଟର ବାଟ ଏକ ଖଟରେ ବୋହି ନେଇ ଡାକ୍ତରଖାନା…
ଫିଟ୍ ଥିଲେ ଓପନିଂ କରିବେ ଓ୍ବାର୍ନର
ବ୍ରିଷ୍ଟଲ,୩୧।୫(ପି.ଟି.)- ଅଷ୍ଟ୍ରେଲିଆ ଦଳ ଶନିବାର ଆଫଗାନିସ୍ତାନ ବିପକ୍ଷରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବାକୁ ଯାଉଛି। ହେଲେ ଡେଭିଡ ଓ୍ବାର୍ନରଙ୍କ ଫିଟ୍ନେସକୁ ନେଇ ରିସ୍କ ନେବାକୁ ଚାହୁଁ ନାହାନ୍ତି ଅଷ୍ଟ୍ରେଲିଆ ଦଳର ମୁଖ୍ୟ କୋଚ୍ ଜଷ୍ଟିନ ଲାଙ୍ଗର। ଅଷ୍ଟ୍ରେଲିଆନ ଓପନରଙ୍କ ମାଂସପେଶୀରେ ଆଘାତ…
ବାଇକ୍ରେ ଭାରତରୁ ଲଣ୍ଡନ ଯାତ୍ରା କରିବେ ୩ ମହିଳା
ସୁରଟ,୩୧।୫: ଗୁଜରାଟ ସୁରଟର ବାଇକ୍ ରାଇଡର୍ସ ଗ୍ରୁପର ୩ ମହିଳା ‘ବାଇକିଂ କୁଇନ୍’ ଭାରତରୁ ଲଣ୍ଡନ ଯାତ୍ରା କରିବାକୁ ବାହାରିଛନ୍ତି। ଏହି ଯାତ୍ରା ସମୟରେ ଏମାନେ ୨୫ ଦେଶ ଓ ୩ ମହାଦେଶ ଏସିଆ, ୟୁରୋପ ଓ ଆଫ୍ରିକା ଅତିକ୍ରମ କରିବେ।…
ହେଲମେଟ୍ରେ ବଲ୍ ବାଜିବା ସତ୍ତ୍ୱେ ରମଜାନ ପାଳିଲେ ଖେଳାଳି
ଲଣ୍ଡନ,୩୧।୫- ଏଠାରେ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମ୍ୟାଚ୍ ସହ ୨୦୧୯ ଆଇସିସି ବିଶ୍ୱକପ୍ ଆରମ୍ଭ ହୋଇଯାଇଛି। କ୍ରିକେଟ ମହାକୁମ୍ଭର ପ୍ରଥମ ମ୍ୟାଚ୍ରେ ଭିନ୍ନ ଘଟଣା ଦେଖିବାକୁ ମିଳିଛି। ଇଂଲଣ୍ଡ ପକ୍ଷରୁ ଧାର୍ଯ୍ୟ ୩୧୨ ରନ୍ର ବିଜୟ ଲକ୍ଷ୍ୟ ପିଛା କରୁଥିବାବେଳେ…
ରାତାରାତି ବଢ଼ିଗଲା ଫ୍ରିଜ୍ରେ ଥିବା ଲାଉର ଆକାର, କାରଣ ଜାଣନ୍ତୁ
ବଜାରରୁ କିଣି ଆଣିଥିବା କିଛି ପନିପରିବା ଆକାର ଯଦି ରାତାରାତି ପରିବର୍ତ୍ତନ ହୋଇଯାଏ ତେବେ ଆଶ୍ଚର୍ଯ୍ୟ ନିଶ୍ଚୟ ଲାଗିବ। ଏହା ଭୂତ-ପ୍ରେତଙ୍କ କାମ ବୋଲି ମନରେ ଧାରଣା ଆସିବ। ଠିକ୍ ଏମିତି ଏକ ଘଟଣା ଘଟିଛି ପାଟଣାର ଜଣେ ବ୍ୟକ୍ତିଙ୍କ ଘରେ।…
ମୋଦିଙ୍କ ମନ୍ତ୍ରିମଣ୍ଡଳରେ ସ୍ମୃତି ସର୍ବ କନିଷ୍ଠା
ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ଥର ଲାଗି ନରେନ୍ଦ୍ର ମୋଦି ପୁଣିଥରେ ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ରାଷ୍ଟ୍ରପତି ରାମନାଥ କୋବିନ୍ଦ ଗୁରୁବାର ମୋଦିଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ଏହାପରେ ଶୁକ୍ରବାର ମୋଦି ସରକାରଙ୍କ ପ୍ରାୟ ୫୭ ଜଣ…
ମୋଦି ସରକାରରେ ନମ୍ବର ୨ରେ ରହିଲେ ଅମିତ ଶାହ
ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ଥର ଲାଗି ନରେନ୍ଦ୍ର ମୋଦି ଗୁରୁବାର ପ୍ରଧାନମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ଶୁକ୍ରବାର ତାଙ୍କ ମନ୍ତ୍ରିମଣ୍ଡଳରେ ସାମିଲ ହୋଇଥିବା ମନ୍ତ୍ରୀଙ୍କ ବିଭାଗ ବଣ୍ଟନ କରାଯାଇଛି। ତେବେ ମୋଦିଙ୍କ ଅତି ନିକଟତର ତଥା ପୂର୍ବର ଭାଜପା ଅଧ୍ୟକ୍ଷ…
ରାଇଜିଂ ଷ୍ଟାର ସିଜନ୍-୩ର ଶ୍ରେଷ୍ଠ ୬ରେ ଅନନ୍ୟା
ଭୁବନେଶ୍ୱର, ୩୧।୫(ବ୍ୟୁରୋ): କଲର୍ସ ଚ୍ୟାନେଲରେ ପ୍ରସାରିତ ‘ରାଇଜିଂ ଷ୍ଟାର’ରେ ଓଡ଼ିଶାରୁ ପ୍ରତିଯୋଗୀ ଅନନ୍ୟା ଶ୍ରୀତମ ନନ୍ଦ ଅଂଶ ଗ୍ରହଣକରି ଶ୍ରେଷ୍ଠ ୬ ଜଣଙ୍କ ମଧ୍ୟରେ ସ୍ଥାନ ପାଇଛନ୍ତି। ଆଉ ଗୋଟିଏ ସପ୍ତାହ ପରେ ଫାଇନାଲ ରାଉଣ୍ଡ ଅନୁଷ୍ଠିତ ହେବ। ତେଣୁ ତାଙ୍କୁ…
କଂଗ୍ରେସ କାର୍ଯ୍ୟାଳୟ ନିକଟରେ ଲାଗିଲା ‘ରାଫାଲ’ର ଏକ ନମୁନା
ନୂଆଦିଲ୍ଲୀ,୩୧।୫: ଲୋକ ସଭା ନିର୍ବାଚନ ୨୦୧୯ରେ କଂଗ୍ରେସ ‘ରାଫାଲ’କୁ ଏକ ବଡ ମୁଦ୍ଦା ଭାବେ ନେଇ ନିର୍ବାଚନ ବୈତରଣୀ ପାର ହେବାକୁ ଚେଷ୍ଟା କରିଥିଲା। ଏମିତିକି ଦଳ ସୁପ୍ରିମୋ ଏହାକୁ ନେଇ କୋର୍ଟ ପର୍ଯ୍ୟନ୍ତ ପହଞ୍ଚି ଯାଇଥିଲେ। ଏହାସହ କଂଗ୍ରେସ ଅଧ୍ୟକ୍ଷ…
ମୋଦିଙ୍କ ଶପଥ ଗ୍ରହଣରେ ଫସିଲେ ଆଶା: ସ୍ମୃତି କଲେ ସାହାଯ୍ୟ
ନୂଆଦିଲ୍ଲୀ,୩୧।୫: ନରେନ୍ଦ୍ର ମୋଦିଙ୍କ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ଗୁରୁବାର ନୂଆଦିଲ୍ଲୀରେ ହଜାର ହଜାର ସଂଖ୍ୟାରେ ଲୋକ ସାମିଲ ହୋଇଥିଲେ। ରାଜନୀତିଜ୍ଞଙ୍କଠାରୁ ଆରମ୍ଭ କରି କ୍ରୀଡ଼ା ଓ ବଲିଉଡ ଜଗତର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ସାମିଲ ହୋଇଥିଲେ। ଏହି…
ଇଟାଲୀରେ ଶହୀଦ ହୋଇଥିବା ଭାରତୀୟ ସେନା ୭୫ ବର୍ଷ ପରେ ଭାରତ ଫେରିବେ
ନୂଆଦିଲ୍ଲୀ,୩୧।୫: ଦ୍ୱିତୀୟ ବିଶ୍ୱଯୁଦ୍ଧରେ ଶହୀଦ ହୋଇଥିବା ପାଲୁରାମଙ୍କ ଅସ୍ଥି ୭୫ ବର୍ଷ ପରେ ଭାରତ ଫେରିବାର ସୌଭାଗ୍ୟ ଲାଭ କରିଛି। ପାଲୁରାମ ହିସାରର ବାସିନ୍ଦା ହୋଇଥିବା ବେଳେ ୭୫ ବର୍ଷ ହେବ ତାଙ୍କ ପରିବାର ଲୋକେ ପାଲୁରାମଙ୍କ ଅସ୍ଥି ପାଇବା ପାଇଁ…
ମହାକାଳପଡ଼ାରେ ଅଗ୍ନିକାଣ୍ଡ ଘଟଣା: ଅଗ୍ନିବିପନ୍ନଙ୍କୁ ଭେଟିଲେ ବିଭିନ୍ନ ରାଜନୈତିକ ଦଳ, ରେଡ୍କ୍ରସ୍ ପକ୍ଷରୁ ସହାୟତା
ମହାକାଳପଡ଼ା, ୩୧।୫(ଡି.ଏନ୍.ଏ.): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ାରେ ବ୍ଲକ ଅଧୀନ ଜାଲକଣା ଗ୍ରାମରେ ଗୁରୁବାର ଭୟାବହ ଅଗ୍ନିକାଣ୍ଡ ଘଟି ୩୩ ପରିବାରର ୬୦ରୁ ଊର୍ଦ୍ଧ୍ୱ ବଖରା ପୋଡ଼ି ପାଉଁଶ ହୋଇଯାଇଛନ୍ତି। ଏହି ଘଟଣାରେ ୨ ଶିଶୁଙ୍କୁ ଗୁରୁତର ଅବସ୍ଥରେ କଟକ ମେଡିକାଲରେ ଭର୍ତ୍ତି…
Archives


