Home Left

କ୍ୟାଟ୍ରିନାଙ୍କ ଶାଢ଼ିପିନ୍ଧା ଫଟୋ ଦେଖି ଏମିତି କ୍ୟାପଶନ୍‌ ଲେଖିଲେ ଭାଇଜାନ୍‌

ଆଉ ୪ ଦିନ ପରେ ‘ଭାରତ’ ଫିଲ୍ମ ରିଲିଜ ହେବ। ଦର୍ଶକ ଏହି ଫିଲ୍ମକୁ ଅପେକ୍ଷା କରି ରହିଛନ୍ତି। କାରଣ କ୍ୟାଟ୍ରିନା ଆଉ ଭାଇଜାନ୍‌ଙ୍କ ଫିଲ୍ମକୁ ମିସ୍‌ କରିବାକୁ ବିଲ୍‌କୁଲ୍‌ ଚାହୁଁନାହାନ୍ତି। ଏପଟେ ଫିଲ୍ମର ପ୍ରମୋଶନରେ କେହି କାହାକୁ କମ୍‌ ନୁହଁନ୍ତି।…

ଈଶ୍ୱରଙ୍କ ନିକଟତର ହେବାକୁ ନିଜର ସମାଧି ଖୋଳିଲେ ବୃଦ୍ଧ

ଗୁଣ୍ଟୁର,୧।୬: ଆନ୍ଧ୍ର ପ୍ରଦେଶ ଗୁଣ୍ଟୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏଠାରେ ଜଣେ ୭୦ ବର୍ଷରୁ ଊର୍ଦ୍ଧ୍ୱ ବୟସର ବ୍ୟକ୍ତି ଈଶ୍ୱରଙ୍କ ନିକଟତର ହେବାକୁ ନିଜ କ୍ଷେତରେ ଏକ ସମାଧି ତିଆରି କରିଥିଲେ। ସେଥିମଧ୍ୟରେ ସେ ଈଶ୍ୱରଙ୍କୁ ଆରାଧନା କରି…

ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାର ନବୀକରଣ ପ୍ରସ୍ତାବ ଅନୁମୋଦନ, ଉପକୃତ ହେବେ ତାଲିକାଭୁକ୍ତ ୬,୦୧୧ ସାମ୍ବାଦିକ

ଭୁବନେଶ୍ୱର,୧।୬(ବ୍ୟୁରୋ): କର୍ମଜୀବୀ ସାମ୍ବାଦିକମାନଙ୍କ ପାଇଁ ଉଦ୍ଦିଷ୍ଟ ଗୋପବନ୍ଧୁ ସ୍ବାସ୍ଥ୍ୟବୀମା ଯୋଜନାର ନବୀକରଣ ପ୍ରସ୍ତାବକୁ ସୂଚନା ଓ ଲୋକସମ୍ପର୍କ ମନ୍ତ୍ରୀ ରଘୁନନ୍ଦନ ଦାସ ଅନୁମୋଦନ କରିଛନ୍ତି। ଶୁକ୍ରବାର ଦାସ ପ୍ରଥମ କାର୍ଯ୍ୟଦିବସରେ ଲୋକସମ୍ପର୍କ ଭବନସ୍ଥିତ ମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ଉପସ୍ଥିତ ରହି ଏହି ପ୍ରସ୍ତାବକୁ…

ଜୁନ୍‌ ୩ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ

ଭୁବନେଶ୍ୱର, ୧।୬(ବ୍ୟୁରୋ): ଜୁନ୍‌ ୩ରେ ପ୍ରକାଶ ପାଇବ ଯୁକ୍ତ ୨ ବିଜ୍ଞାନ ପରୀକ୍ଷା ଫଳ। ଦିନ ୧୨ଟାରେ ଭୁବନେଶ୍ୱରସ୍ଥିତ ଗୀତଗୋବିନ୍ଦ ଅଡିଟୋରିୟମ୍‌(ସୂଚନାଭବନର ଦ୍ୱିତୀୟ ଅଡିଟୋରିୟମ୍‌)ରେ ପରୀକ୍ଷା ଫଳ ପ୍ରକାଶ ପାଇବ। ରାଜ୍ୟ ଉଚ୍ଚ ମାଧ୍ୟମିକ ପରିଷଦ ପକ୍ଷରୁ ଶନିବାର ଏହି ସୂଚନା…

ମା’ ନର୍ଗିସଙ୍କୁ ମନେପକାଇ କାନ୍ଦି ପକାଇଲେ ସଞ୍ଜୟ

ମୁମ୍ବାଇ: ବଲିଉଡ୍‌ର ମୋଷ୍ଟ ଟ୍ୟାଲେଣ୍ଟେଡ୍‌ ନାୟିକା ଭାବେ ପରିଚିତ ସଞ୍ଜୟ ଦତ୍ତଙ୍କ ମା’ ନର୍ଗିସ ଦତ୍ତ। ଜୁନ୍‌ ପହିଲାରେ ଜନ୍ମ ନେଇଥିବା ନର୍ଗିସଙ୍କୁ ମନେ ପକାଇ ଶୁକ୍ରବାର ଏକ ପୁରୁଣା ଫଟୋ ଶେୟାର କରି ଭାବୁକ ହୋଇ ପଡିଛନ୍ତି ପୁଅ ସଞ୍ଜୟ।…

ଅମିତ ଶାହ ସ୍ବରାଷ୍ଟ୍ର ମନ୍ତ୍ରୀ ହେବା ପରେ ହାର୍ଦ୍ଦିକଙ୍କୁ ମିଳୁଛି ଧମକ

ଗାନ୍ଧିନଗର,୧।୬: ପୂର୍ବତନ ଭାଜପା ଅଧ୍ୟକ୍ଷ ଅମିତ ଶାହଙ୍କୁ ମୋଦି ସରକାରରେ ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଦାୟିତ୍ୱ ମିଳିଛି। ଶାହ ଦାୟିତ୍ୱ ଗ୍ରହଣ କରିବା ପରେ ହାର୍ଦ୍ଦିକ ପଟେଲ ତାଙ୍କୁ ଟୁଇଟ୍‌ କରି ଶୁଭେଚ୍ଛା ଜଣାଇଛନ୍ତି। କେବଳ ସେତିକି ନୁହେଁ ଶାହଙ୍କୁ ସ୍ବରାଷ୍ଟ୍ର ବିଭାଗ…

ବଦଳିଗଲା ସଚ୍ଚିନଙ୍କ ଦାଢ଼ି କାଟିଥିବା ବାର୍ବଲ ଗର୍ଲଙ୍କ ଜୀବନ

ଲକ୍ଷ୍ନୌ,୧।୬: ଉତ୍ତର ପ୍ରଦେଶର ବନଓ୍ବାରି ତୋଲା ଗାଁରେ ଥିବା ନେହା ଓ ଜ୍ୟୋତି ନାମକ ଦୁଇ ଭଉଣୀ ଏବେ ସୋସିଆଲ ମିଡିଆରେ ବେଶ୍‌ ଚର୍ଚ୍ଚିତ। ଦିନେ ପିତାଙ୍କର ଅସୁସ୍ଥତା ପାଇଁ ଘରୁ ଗୋଡ କାଢିଥିବା ଏହି ଦୁଇ ଭଉଣୀ କିଛି ସାଧାରଣ…

ମୋଦି ସରକାରଙ୍କୁ ଧମକ ଦେଲେ ସାଧୁ: ରାମ ମନ୍ଦିର ନିର୍ମାଣ ନ ହେଲେ କରିବେ ଆତ୍ମହତ୍ୟା

ଅଯୋଧ୍ୟା,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦ୍ୱିତୀୟଥର ପାଇଁ ଦେଶର ଶାସନ ଡୋର ଧରିଛନ୍ତି। ଯଦି ଏହି ୫ବର୍ଷ ମଧ୍ୟରେ ଅଯୋଧ୍ୟାରେ ରାମ ମନ୍ଦିର ନ ହୁଏ ତେବେ ଆତ୍ମହତ୍ୟା କରିବାକୁ ଧମକ ଦେଇଛନ୍ତି ସାଧୁ ସ୍ବାମୀ ପରମହଂସ ଦାସ। ରାମନ୍ଦିର ନିର୍ମାଣ…

ଧାର୍ମିକ ସ୍ଥାନରେ ଆମିଷ ଖାଉଥିବା ସନ୍ଦେହରେ ୪ଶ୍ରମିକଙ୍କୁ ପିଟିଲେ ଯୁବକ

ବରେଲି,୧।୬: ଉତ୍ତରପ୍ରଦେଶ ବରେଲିର ବେହରି ଅଞ୍ଚଳରୁ ଶନିବାର ଏକ ଅଭାବନୀୟ ଚିତ୍ର ସାମ୍‌ନାକୁ ଆସିଛି। ଧାର୍ମିକ ସ୍ଥାନରେ ଆମିଷ ଭୋଜନ କରୁଥିବା ସନ୍ଦେହରେ ଅଜ୍ଞାତ ଯୁବକମାନେ ୪ଶ୍ରମିକଙ୍କୁ ଅତି ନିର୍ମମ ଭାବେ ମାଡ ମାରିଛନ୍ତି। ଯୁବକମାନେ ଶ୍ରମିକମାନଙ୍କୁ ବେଲ୍‌ଟରେ ମାଡ଼ ମାରିଥିବା…

ପୁଲ୍‌ଓ୍ବାମା ସହିଦଙ୍କୁ ମନେ ପକାଇ ଗୀତ ରେକର୍ଡିଂ କଲେ ଐଶ୍ୱର୍ଯ୍ୟା

ପୁଲଓ୍ବାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ବଲିଉଡ୍‌ ଷ୍ଟାରମାନେ ଏକ ଗୀତ ରେକର୍ଡିଂ କରିଛନ୍ତି। ଏହି ଗୀତର ନାଁ ‘ତୁ ଦେଶ୍‌ ମେରା’। ଅମିତାଭ ବଚ୍ଚନ, ଅମୀର ଖାନ୍‌, ରଣବୀର କପୁର ଏବଂ କାର୍ତ୍ତିକ ଆର୍ଯ୍ୟନ୍‌ଙ୍କ ପରି ଅନେକ ଅଭିନେତ୍ରୀ ଅଭିନେତା…

ପ୍ରଥମ ଦିନରେ ଭାଜପା ରୋଷେଇ ଘରେ କରିଛି ମହଙ୍ଗା ମାଡ଼: ରଣଦୀପ୍‌

ନୂଆଦିଲ୍ଲୀ,୧।୬: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସରକାର ଦାୟିତ୍ୱ ନେବାର ପ୍ରଥମ ଦିନରେ ରୋଷେଇଘରେ ମହଙ୍ଗା ମାଡ଼ କରିଛି। ଏନେଇ ଶନିବାର କଂଗ୍ରେସ ପକ୍ଷରୁ ରଣଦୀପ୍‌ ସିଂ ସୁରେଜଓ୍ବାଲ ଅଭିଯୋଗ କରିଛନ୍ତି। ମୋଦି ସରକାର ବିନା ସବସିଡ୍‌ ସିଲିଣ୍ଡର ଦାମ୍‌ ୨୫ ଟଙ୍କା…

ଖରାଦିନେ ଦହି ଖାଇଲେ କ’ଣ ହୁଏ

ପ୍ରାୟ ସବୁ ଲୋକଙ୍କୁ ଦୁଗ୍ଧରେ ତିଆରି ଜିନିଷ ପସନ୍ଦ ହୋଇଥିବା ବେଳେ କେହି କେହି ଏହାକୁ ପସନ୍ଦ ମଧ୍ୟ କରି ନ ଥାନ୍ତି। ତେବେ ଖରାଦିନେ ଦହି ଖାଇବାକୁ ବହୁ ଲୋକ ପସନ୍ଦ କରିଥାନ୍ତି। କାରଣ ଏହା ଥଣ୍ଡା ହୋଇଥାଏ। ପ୍ରତିଦିନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri