Home Left

ପାଣି ମାଗିବାକୁ ଆସିଥିବା ମହିଳାଙ୍କୁ ମଝି ରାସ୍ତାରେ ଗୋଇଠା ମାରିଲେ ଭାଜପା ବିଧାୟକ: ଭିଡ଼ିଓ ଭାଇରାଲ

ଅହମ୍ମଦାବାଦ୍‌,୩।୬: ଗୁଜରାଟରେ ପାଣି ମାଗିବାକୁ ଆସିଥିବା ଜଣେ ମହିଳାଙ୍କୁ ଭାଜପା ବିଧାୟକ ମଝି ରାସ୍ତାରେ ଗୋଇଠା ମାରିଛନ୍ତି। ଏହି ଘଟଣାର ଭିଡ଼ିଓ ଏବେ ସୋସିଆଲ୍‌ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି। ଏହା ଗୁଜରାଟର ନରୋଡ଼ାରେ ଘଟିଛି। ମହିଳା ବିଧାୟକ ବଳରାମ ଥାଓ୍ବାଣୀଙ୍କୁ…

ଯୁବକଙ୍କୁ କୁମ୍ଭୀର ଟାଣିନେବା ଘଟଣା: ମୃତଦେହ ଉଦ୍ଧାର, ବ୍ରାହ୍ମଣୀ ନଦୀକୁ କୁମ୍ଭୀର ମୁକ୍ତ କରିବାକୁ ଦାବି

ପଟ୍ଟାମୁଣ୍ଡାଇ, ୩।୬(ସ୍ବ.ପ୍ର.): କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ବ୍ଲକ ଅଧୀନ ମଣ୍ଡପଡ଼ା ଗ୍ରାମର ସଞ୍ଜୟ କୁମାର ପ୍ରଧାନ(୪୭) ରବିବାର ବ୍ରାହ୍ମଣୀ ନଦୀକୁ ଗାଧୋଇବାକୁ ଯାଇ ନିଖୋଜ ହୋଇଯାଇଥିବା ବେଳେ ସୋମବାର ତାଙ୍କ କ୍ଷତବିକ୍ଷତ ମୃତଦେହ କିଛି ଦୂରରୁ ଉଦ୍ଧାର କରାଯାଇଛି। ପଟ୍ଟାମୁଣ୍ଡାଇ ଥାନା…

ଝରକା ବାଟେ ଘରେ ପଶିଲା ୧୧ ଫୁଟ କୁମ୍ଭୀର

ଫ୍ଲୋରିଡା,୩।୬: ଏକା ଥିବା ଜଣେ ୭୭ ବର୍ଷ ବୟସ୍କା ବୃଦ୍ଧାଙ୍କ ଘରେ ୧୧ ଫୁଟ ଲମ୍ବା କୁମ୍ଭୀର ପଶିଥିବା ଖବର ଏବେ ସୋସିଆଲ୍‌ ମିଡ଼ିଆରେ ବେଶ୍‌ ଭାଇରାଲ ହେବାରେ ଲାଗିଛି। ଝରକା ବାଟେ ଏହି ବିରାଟକାୟ କୁମ୍ଭୀର ଘରେ ପଶିଥିବା ମାରୀ…

ଦୁର୍ଘଟଣା ରୋକିବା ପାଇଁ ରାତି ସାରା ପାଟ୍ରୋଲିଂ କରୁଛନ୍ତି ମହିଳା

ମୁମ୍ବାଇ,୩।୬: ଦେଶରେ ଦିନକୁ ଦିନ ସଡ଼କ ଦୁର୍ଘଟଣା ବଢିବାରେ ଲାଗିଛି। ବିଳମ୍ବିତ ରାତିରେ ଟ୍ରାଫିକ୍‌ ଚାଲିଯିବା ପରେ ବଢୁଛି ଦୁର୍ଘଟଣା। ଏମିତିକି ପୋଲିସ ପାଟ୍ରୋଲିଂ ନ ଥିବାରୁ ମଧ୍ୟ ଅଧିକାଂଶ ସ୍ଥାନରେ ନିଶାଗ୍ରସ୍ତ ଯୁବକ ଦୁର୍ଘଟଣା ଘଟାଉଥିବା ଦେଖାଯାଉଛି। ଏହାକୁ ଦୃଷ୍ଟିରେ…

ଅଧିକ ସମୟ ଇ-ରିଡିଂ କରୁଥିଲେ..

ଆଜିକାଲି ଡିଜିଟାଲ ଯୁଗ। କମ୍ପ୍ୟୁଟର ଏବଂ ସ୍ମାର୍ଟଫୋନ୍‌ ପାଠପଢ଼ାରେ କେତେ ସାହାଯ୍ୟ କରୁଛି ତାହା କହିବା ସହଜ ନୁହେଁ। କେବଳ ସେତିକି ନୁହେଁ, ବିଭିନ୍ନ ବିଷୟରେ ଜାଣିବାକୁ ଏହାର ସହାୟତା ନିଆଯାଇଥାଏ। ବର୍ତ୍ତମାନ ଅଧିକାଂଶ ଯୁବପିଢ଼ି ଇ-ରିଡିଂ ସହ ଜଡ଼ିତ। ପାଠ୍ୟପୁସ୍ତକ…

ସ୍ବା ସ୍ଥ୍ୟ ସୂ ଚ ନା

କେତେକ ରୋଗର ପ୍ରାରମ୍ଭିକ ଲକ୍ଷଣ ସମ୍ପର୍କରେ ପ୍ରାୟ ଅବଗତ। ଅପରପକ୍ଷରେ କିଛି ଜଟିଳ ରୋଗ ସମ୍ପର୍କରେ ମଧ୍ୟ ଜନସଚେତନତା ସୃଷ୍ଟି କରାଯାଉଛି। ଯଦି ଆପଣ କୌଣସି ରୋଗର ପ୍ରାରମ୍ଭିକ ଲକ୍ଷଣ ବିଷୟରେ ସୂଚନା ପାଇଲେ, ତେବେ ବିଳମ୍ବ ନ କରି ତୁରନ୍ତ…

କରୁଣାନିଧିଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଲେ ଷ୍ଟାଲିନ୍‌

ଚେନ୍ନାଇ,୩।୬: ପୂର୍ବତନ ତାମିଲନାଡୁ ମୁଖ୍ୟମନ୍ତ୍ରୀ ତଥା ଡିଏମ୍‌କେ ଅଧ୍ୟକ୍ଷ ସ୍ବର୍ଗତଃ ଏମ୍‌ କରୁଣାନିଧିଙ୍କୁ ତାଙ୍କ ୯୫ ତମ ଜନ୍ମ ଦିବସ ଉପଲକ୍ଷେ ଦଳର ବହୁ ନେତା ଓ ତାଙ୍କ ପୁଅ ତଥା ଡିଏମ୍‌କେ ମୁଖ୍ୟ ଏମ୍‌କେ ଷ୍ଟାଲିନ୍‌ ସୋମବାର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି।…

ବ୍ଲଡପ୍ରେସର

ଆମ ଶରୀରରେ ରକ୍ତ ସଂଚାଳନ ସକ୍ରିୟ ରହିବା ଦରକାର। ଏଥିରେ ଅସନ୍ତୁଳନ ପରିଲକ୍ଷିତ ହେଲେ ତାହାର ପ୍ରଭାବ ଶରୀର ଉପରେ ପଡ଼ିଥାଏ। ଅସନ୍ତୁଳିତ ରକ୍ତ ସଂଚାଳନକୁ ବ୍ଲଡପ୍ରେସର ବା ରକ୍ତଚାପ ବୋଲି କୁହାଯାଏ। ଏପରି ସମସ୍ୟା ଦେଖାଦେଲେ ସେଥିପ୍ରତି ସତର୍କ ରହିବା…

ଧାତୁ ଦୌର୍ବଲ୍ୟ

”ଶୈଶବାବସ୍ଥାରେ ସପ୍ତମଧାତୁ ଶୁକ୍ର ଶରୀରରେ ଗୁପ୍ତାବସ୍ଥାରେ ରହିଥାଏ। ଯୌବନ ପ୍ରାରମ୍ଭାବସ୍ଥାରେ ଏହା ପ୍ରକଟ ହେବା ସହ ବୟସ ବଢ଼ିବା ସଙ୍ଗେସଙ୍ଗେ ଉତ୍ପାଦନ ବଢ଼େ ଏବଂ ଚାଳିଶ ବର୍ଷ ବୟସ ପରେ ଧୀରେ ଧୀରେ ଏହାର ଉତ୍ପାଦନ ହାର କମେ। ତେଣୁ ଏହି…

ତମାଖୁ ସେବନଓ ଫୁସ୍‌ଫୁସ୍‌ ଧୂଆଁ

ଆମ ଶରୀରରେ ଫୁସ୍‌ଫୁସ୍‌ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କରିଥାଏ। ଏହା ରକ୍ତରେ ଥିବା ହିମୋଗ୍ଲୋବିନକୁ ଅମ୍ଳଜାନ ସଂଯୁକ୍ତ କରିଥାଏ- ଅର୍ଥାତ୍‌ ହୃଦ୍‌ଯନ୍ତ୍ରରୁ ଆସୁଥିବା ଅପରିଷ୍କାର ରକ୍ତ (ଯାହାକି ବିଭିନ୍ନ ଶିରା ଦ୍ୱାରା ସଂଗୃହୀତ ହୋଇଥାଏ), ଏହିଠାରେ ଅମ୍ଳଜାନ ସଂଯୁକ୍ତ ହୋଇ ପରିଷ୍କାର…

ଦିଦିଙ୍କ ପାଖକୁ ‘ଗେଟ୍‌ ଓ୍ବେଲ୍‌ ସୁନ୍‌’ କାର୍ଡ ପଠାଇବ ଭାଜପା

କୋଲକତା,୩।୬: ପଶ୍ଚିମବଙ୍ଗରେ ମମତା ବାନାର୍ଜୀଙ୍କୁ ହରଡ଼ଘଣାରେ ପକାଇବା ପାଇଁ ଭାଜପା ପକ୍ଷରୁ ଉଦ୍ୟମ କରାଯାଉଛି। ଗତ ସପ୍ତାହରେ ଜୟ ଶ୍ରୀରାମ କାର୍ଡକୁ ନେଇ ଚର୍ଚ୍ଚା ହେଉଥିବାବେଳେ ଏବେ ମମତା ଦିଦି ମାନସିକସ୍ତରରେ ଅସୁସ୍ଥ ଥିବା ଦର୍ଶାଇ ଭାଜପା ‘ଗେଟ୍‌ ଓ୍ବେଲ୍‌ ସୁନ୍‌’…

ଟ୍ରକ ଧକ୍କାରେ ଦୁଇ ଜଣଙ୍କ ଜୀବନ ଗଲା

ରାଇସୁଆଁ,୩ା୬(ଡି.ଏନ୍‌.ଏ.): କେନ୍ଦୁଝର ଜିଲା ସଦର ଥାନା ନିକଟରେ ସୋମବାର ସକାଳେ ଏକ ଟ୍ରକ ଧକ୍କା ଦେବାରୁ ରାଇସୁଆଁର ଜଣେ ଯୁବତୀ ଓ ଜଣେ ମହିଳାଙ୍କ ଜୀବନ ଯାଇଛି। ମୃତକ ଦୁଇଜଣ ପ୍ରାତଃ ଭ୍ରମଣରେ ଯାଇଥିଲେ।

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri