Home Left

ସିଦ୍ଧାନ୍ତଙ୍କ ସହ ରୋମାନ୍ସ କରିବେ ଦୀପିକା

ବମ୍ବେ: ନୂଆ ନାୟକଙ୍କ ସହ ରୋମାନ୍ସ କରିବେ ଦୀପିକା। ସେ ବି ନିର୍ଦ୍ଦେଶକ ଶକୁନ ବତ୍ରାଙ୍କ ଆଗାମୀ ଫିଲ୍ମରେ। ଚଳଚ୍ଚିତ୍ରର ନାମ ଏଯାଏ ଫାଇନାଲ୍‌ ହୋଇ ନ ଥିଲେ ହେଁ ଗଲି ବୟ ଫେମ୍‌ ସିଦ୍ଧାନ୍ତ ଚତୁର୍ବେଦୀ ନାୟକ ହେବା ନିଶ୍ଚିତ…

ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଜସି ଜୈସି କୋଇ ନେହିଁ ଫେମ୍‌

ମୁମ୍ବାଇ: ଜଣାଶୁଣା ଟିଭି ସିରିୟଲ ‘ଜସି ଜୈସି କୋଇ ନେହିଁ’ରୁ ପପୁଲାର ହୋଇଥିବା ମୋନା ସିଂହ ଖୁବ୍‌ଶୀଘ୍ର ବିବାହ ବନ୍ଧନରେ ବାନ୍ଧିହେବାକୁ ଯାଉଛନ୍ତି। ଆଉ ଏଥିପାଇଁ ବିବାହ ପୂର୍ବରୁ ସେ ନିଜର ସମସ୍ତ କାମ ଓ ଶୁଟିଂ ଶେଷ କରୁଥିବା ଜଣାପଡ଼ିଛି।…

ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌: ୧୫ ତାଲିବାନ୍‌ ଆତଙ୍କବାଦୀ ନିହତ

କାବୁଲ,୭।୧୨: ଆଫଗାନିସ୍ତାନରେ ସୁରକ୍ଷାକର୍ମୀଙ୍କ ସର୍ଚ୍ଚ ଅପରେଶନ୍‌ରେ ୧୫ ଜଣ ତାଲିବାନ୍‌ ଆତଙ୍କବାଦୀଙ୍କ ମୃତ୍ୟୁ ଘଟିଛି। କନ୍ଧାହାରର ଦକ୍ଷିଣାଞ୍ଚଳରେ ଏଭଳି ଘଟିଛି। ଆଫଗାନିସ୍ତାନର ସ୍ପତନ୍ତ୍ର ସୁରକ୍ଷାକର୍ମୀ ତାଲିବାନ୍‌ ଆତଙ୍କବାଦୀ ଶିବିର ଉପରେ ଆକ୍ରମଣ କରିଥିଲେ। ଏହା ପୂର୍ବରୁ ଶୁକ୍ରବାର ନିଶ୍‌ ଜିଲାର ଖିନଝାକ୍‌…

ଡାଇବେଟିସ୍‌ରୁ ଦୂରେଇ ରହିବା ପାଇଁ ସପ୍ତାହରେ ୩ ଥର ଖାଆନ୍ତୁ ଏହି ଗୁଣ୍ଡ…

ନୂଆଦିଲ୍ଲୀ: ପରିବର୍ତ୍ତିତ ଜୀବନ ଶୈଳୀ ତଥା ଖାଦ୍ୟପେୟରେ ଅନିୟମିତତା ଯୋଗୁ କେତେକଙ୍କଠାରେ ଡାଇବେଟିସ୍‌ ସମସ୍ୟା ଦେଖାଦେଇଥାଏ। ତେବେ ସପ୍ତାହରେ ୩ ଥର ମେଥିଗୁଣ୍ଡ ଉଷୁମ ପାଣିରେ ପିଇଲେ ଡାଇବେଟିସ୍‌ରୁ ଦୂରେଇ ହେବାରେ ସହାୟତା ମିଳିଥାଏ। ଏହା ଶରୀରରେ ଇନସୁଲିନ୍‌ କ୍ଷରଣକୁ ତ୍ୱରାନ୍ବିତ…

ମେଦବହୁଳତାରୁ ମୁକ୍ତି ପାଇଁ ଏଥିରୁ ଗ୍ଲାସେ…

ନୂଆଦିଲ୍ଲୀ: ଥଣ୍ଡା କ୍ଷୀର ପିଇଲେ ଅନେକ ସୁଫଳ ମିଳିଥାଏ। ଏହା ଦ୍ୱାରା ଗ୍ୟାସ୍‌ଟ୍ରିକ୍‌ ସମସ୍ୟା ଦୂର ହୁଏ। ମେଦବହୁଳ ରୋଗୀଙ୍କ ପାଇଁ ଏହା ମହୌଷଧୀ ଭଳି କାମ କରେ। କ୍ଷୀର ପିଇଲେ ମୋଟାପା ହେଉଥିବା ଅନେକ ବିଶ୍ୱାସ କରିଥାନ୍ତି। ତେବେ ପ୍ରତିଦିନ…

୧୫୬୦ ଫୁଟ ଉଚ୍ଚରୁ ଖସୁଛି ନିଆଁ ଝରଣା…

କାର୍ଲିଫର୍ନିଆ: ଝରଣାରୁ ପାଣି ଝରିବା ସ୍ବାଭାବିକ କଥା। ତେବେ ଏଥିରୁ ନିଆଁ ଝରିବା ଶୁଣିଲେ ଯେ କେହି ଆଶ୍ଚର୍ଯ୍ୟ ହେବେ। କାର୍ଲିଫର୍ନିଆରେ ରହିଛି ଏଭଳି ଏକ ଝରଣା। ଏଥିରେ ନିଆଁ ଭଳି ଲାଲ୍‌ ପାଣି ୧୫୬୦ ଫୁଟ ଉଚ୍ଚରୁ ତଳକୁ ପଡ଼ିଥାଏ।…

ଯୋଗୀଙ୍କ ଘୋଷଣା, ଫାଷ୍ଟ ଟ୍ରାକ୍‌ରେ ହେବ ଉନ୍ନାଓ ମାମଲାର ଶୁଣାଣି: ଅନ୍ୟପଟେ ଏହି ଘଟଣାକୁ ଟୁଇଟ କଲେ ମାୟାବତୀ

ଲକ୍ଷ୍ନୌ,୭।୧୨: ଉତ୍ତରପ୍ରଦେଶ ଉନ୍ନାଓରେ ଜୀବନ୍ତ ଜଳାଇଦେଇଥିବା ବଳାତ୍କାର ପୀଡ଼ିତାଙ୍କ ଦିଲ୍ଲୀ ସଫ୍‌ଦରଜଙ୍ଗ ହସ୍ପିଟାଲରେ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ପୀଡ଼ିତାଙ୍କ ମୃତ୍ୟୁରେ ସାରା ଦେଶ ମର୍ମାହତ ହୋଇପଡ଼ିଛି। ଇତିମଧ୍ୟରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଥିବା ବେଳେ ପୀଡ଼ିତାଙ୍କୁ ନ୍ୟାୟ ପାଇଁ…

ପ୍ରଥମ ଦିନରେ ହିଁ କମାଲ କଲା ‘ପତି ପତ୍ନୀ ଔର ଓ୍ବ’

ମୁମ୍ବାଇ: କାର୍ତ୍ତିକ ଆର୍ଯ୍ୟନ, ଭୂମି ପେଡନେକର ଓ ଅନନ୍ୟା ପାଣ୍ଡେଙ୍କ ଅଭିନୀତ ଫିଲ୍ମ ‘ପତି ପତ୍ନୀ ଔର ଓ୍ବ’ ପ୍ରଥମ ଦିନରୁ ହିଁ କମାଲ କରିଛି। ଏଥର ଫ୍ରାଇଡେ ରିଲିଜ୍‌ରେ ସାମିଲ ହୋଇଥିବା ଏହି ଫିଲ୍ମକୁ ଦର୍ଶକ ତଥା ଫିଲ୍ମ କ୍ରିଟିକଙ୍କ…

ଉନ୍ନାଓ ଘଟଣାରେ ମର୍ମାହତ ମହିଳା ନିଜ ଝିଅ ଉପରେ ଢାଳିଲେ ପେଟ୍ରୋଲ: ଅବସ୍ଥା ଗୁରୁତର

ନୂଆଦିଲ୍ଲୀ,୭।୧୨: ଉନ୍ନାଓ ଗଣବଳାତ୍କାର ଓ ହତ୍ୟା ଘଟଣାକୁ ବିରୋଧ କରୁଥିବା ଜଣେ ମହିଳା ସଫ୍‌ଦରଜଙ୍ଗ ହସ୍ପିଟାଲ ସାମ୍ନାରେ ନିଜ ୬ ବର୍ଷର ଝିଅ ଉପରେ ପେଟ୍ରୋଲ ଢାଳି ଦେଇଛନ୍ତି। ଏମିତି ବିରୋଧ ମହିଳା ଜନତାଙ୍କ ଉଦ୍ଦେଶ୍ୟରେ କରୁଥିଲେ ସତ ହେଲେ ଏଥିରେ…

ରାଜୀବ ଗାନ୍ଧୀଙ୍କଠାରୁ ଫେରାଇ ନିଆଯାଉ ଭାରତ ରତ୍ନ: ଦାବି କଲେ ହରସିମରତ୍‌ କୌର

ନୂଆଦିଲ୍ଲୀ,୭।୧୨: ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ପ୍ରଦାନ କରାଯାଇଥିବା ଭାରତ ରତ୍ନ ସମ୍ମାନକୁ ଫେରାଇ ନେବାକୁ ଖାଦ୍ୟ ପ୍ରକ୍ରିୟାକରଣ ମନ୍ତ୍ରୀ ହରସିମରତ୍‌ କୌର ଦାବି କରିଛନ୍ତି। ୧୯୮୪ରେ ହୋଇଥିବା ଶିଖ୍‌ ଦଙ୍ଗା ପାଇଁ ସେ ରାଜୀବ ଗାନ୍ଧୀଙ୍କୁ ଦାୟୀ କରି ଏଭଳି…

ମହଙ୍ଗା ପଡ଼ିଲା କଂଗ୍ରେସ ନେତାଙ୍କୁ ପିଆଜ ବିକିବା: ଆଙ୍ଗୁଠି କାମୁଡ଼ିଲେ ଯୁବକ

ନୈନିତାଲ,୭।୧୨: ଶସ୍ତାରେ ପିଆଜ ବିକ୍ରି କରିବା କଂଗ୍ରେସ ନେତାଙ୍କୁ ପଡ଼ିଲା ମହଙ୍ଗା। ପିଆଜ ଷ୍ଟଲରେ ପହଞ୍ଚି ଜଣେ ଯୁବକ ତାଙ୍କ ହାତର ଆଙ୍ଗୁଳିକୁ ଦାନ୍ତରେ କାମୁଡି ପକାଇଛନ୍ତି। ଏହି ଦୃଶ୍ୟ ଦେଖିବାକୁ ମିଳିଛି ଉତ୍ତରାଖଣ୍ଡ ହଲଦ୍ୱାନିରେ। ସୂଚନାଯୋଗ୍ୟ, କଂଗ୍ରେସ ନେତା ନନ୍ଦନ…

ଉନ୍ନାଓ ପୀଡ଼ିତାଙ୍କ ଘରେ ପହଞ୍ଚିଲେ ପ୍ରିୟଙ୍କା

ଉନ୍ନାଓ,୭।୧୨: ଉତ୍ତରପ୍ରଦେଶ ଉନ୍ନାଓରେ ଜୀବନ୍ତ ଜଳାଇଦେଇଥିବା ବଳାତ୍କାର ପୀଡ଼ିତାଙ୍କ ଶୁକ୍ରବାର ବିଳମ୍ବିତ ରାତିରେ ମୃତ୍ୟୁ ହୋଇଛି। ଏହାପରେ ସାରା ଦେଶରେ ଶୋକପ୍ରକାଶ ପାଇବା ସହ ଜନତାଙ୍କ ଭିତରେ ଆକ୍ରୋଶ ବୃଦ୍ଧି ପାଇଛି। ଝିଅର ମୃତ୍ୟୁ ପରେ ପରିବାର ଓ ସ୍ଥାନୀୟ ଅଞ୍ଚଳରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?