ଅନୁରୋଧ ରକ୍ଷାକରି ଶେଷ ବିଦାୟ ସମୟରେ ସ୍ମିତା ପାଟିଲଙ୍କୁ ଶୁଆଇ ବୋହୂବେଶରେ ମେକ୍ଅପ୍ କରିଥିଲେ ଦୀପକ
ମୁମ୍ବାଇ: ବଲିଉଡ ଅଭିନେତ୍ରୀ ସ୍ମିତା ପାଟିଲଙ୍କ ୩୩ତମ ପୁଣ୍ୟତିଥି ଶୁକ୍ରବାର ପାଳିତ ହେଉଛି। ସ୍ମିତା ୧୯୫୫ ଅକ୍ଟୋବର ୧୭ରେ ପୁଣେଠାରେ ଜନ୍ମଗ୍ରହଣ କରିଥିଲେ। ଏକ ଫିଲ୍ମ ସେଟ୍ରେ ରାଜକୁମାର ମେକ୍ଅପ୍ କରିବାକୁ ଡେରି କରୁଥିଲେ। କାରଣ ଜାଣିବା ପାଇଁ ସ୍ମିତା ରାଜକୁମାରଙ୍କ…
ଚର୍ବି ନିୟନ୍ତ୍ରଣ କରେ କାଜୁ
ଡ୍ରାଏଫୁଡ଼ ତାଲିକାରେ ସର୍ବ ପ୍ରଥମେ ରହିଥାଏ କାଜୁ। ଏଥିରେ ଭରପୁର ମାତ୍ରାର ପ୍ରୋଟିନ, ଆଇରନ, ଫାଇବର, ମ୍ୟାଗ୍ନେସିୟମ, ଆଣ୍ଟି-ଅକ୍ସିଡ଼େଣ୍ଟ ଏବଂ ମିନେରାଲ ଆଦି ରହିଥାଏ। ଏହାର ସେବନ ଶରୀର ପ୍ରତି ଲାଭଦାୟକ ହୋଇଥାଏ। ଦିନକୁ ୨-୩ଟି କାଜୁ ଖାଇଲେ ଶରୀରରେ ଶକ୍ତି…
ରାଓ୍ବଲପିଣ୍ଡି ଟେଷ୍ଟରେ ବର୍ଷା ବାଧା
ରାଓ୍ବଲପିଣ୍ଡି, ୧୨।୧୨: ଦଶନ୍ଧିପରେ ପାକିସ୍ତାନକୁ ଫେରିଥିବା ଟେଷ୍ଟ କ୍ରିକେଟ ବର୍ଷାଦ୍ୱାରା ବାଧାପ୍ରାପ୍ତ ହୋଇଛି। ପ୍ରଥମ ଦିବସରେ ୬୮.୧ ଓଭର ଖେଳ ହୋଇଥିବାବେଳେ ଗୁରୁବାର ଦ୍ୱିତୀୟ ଦିବସରେ ମାତ୍ର ୧୮.୨ ଓଭର ଖେଳ ସମ୍ଭବ ହୋଇଛି। ଦ୍ୱିତୀୟ ଦିବସ ଷ୍ଟମ୍ପ୍ସ ପ୍ରତ୍ୟାହୃତ ହେବା…
ଲାବୁସେନଙ୍କ ଶତକ: ଅଷ୍ଟ୍ରେଲିଆ ୨୪୮/୪
ପର୍ଥ, ୧୨।୧୨- ଅଷ୍ଟ୍ରେଲିଆ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ପ୍ରଥମ ଦିବାରାତ୍ର କ୍ରିକେଟ ଟେଷ୍ଟ ଗୁରୁବାର ସ୍ଥାନୀୟ ପର୍ଥ କ୍ରିକେଟ ଷ୍ଟାଡିୟମରେ ଆରମ୍ଭ ହୋଇଛି। ମାର୍ନୁସ ଲାବୁସେନଙ୍କ ଅପରାଜିତ ଶତକ ସହାୟତାରେ ଅଷ୍ଟ୍ରେଲିଆ ପ୍ରଥମ ଦିନ ଖେଳ ଶେଷସୁଦ୍ଧା ପ୍ରଥମ ଇନିଂସରେ ୪…
ନକଲି ସାର୍ଟିଫିକେଟରେ ଷ୍ଟାଇପେଣ୍ଡ ଲୁଟ୍ ଘଟଣା: ୩ ଶିକ୍ଷାନୁଷ୍ଠାନରେ ସ୍ବତନ୍ତ୍ର ଟିମ୍ର ଯାଞ୍ଚ
ଭଦ୍ରକ ଅଫିସ,୧୨।୧୨- ଭଦ୍ରକ ଜିଲାରେ ନକଲି ଜାତିଗତ ପ୍ରମାଣପତ୍ର ଦେଇ କେତେକ ଘରୋଇ ଶିକ୍ଷାନୁଷ୍ଠାନ ଷ୍ଟାଇପେଣ୍ଡ ଲୁଟୁଛନ୍ତି। ଏ ସମ୍ପର୍କରେ ଗତ ୨୬ ତାରିଖରେ ପ୍ରଥମେ ଧରିତ୍ରୀରେ ଖବର ପ୍ରକାଶ ପାଇବା ପରେ ଜିଲା ପ୍ରଶାସନ ତପତ୍ର ହୋଇଉଠିଛି। ଦ୍ୱିତୀୟ ଥର…
ଝାଡ଼ଖଣ୍ଡ ତୃତୀୟ ପର୍ଯ୍ୟାୟ ନିର୍ବାଚନ: ମତଦାନ ହାର ୬୨.୦୩ ପ୍ରତିଶତ
ରାଞ୍ଚି,୧୨।୧୨: ଗୁରୁବାର ଝାଡ଼ଖଣ୍ଡ ବିଧାନସଭାର ତୃତୀୟ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ସକାଳ ୭ଟାଠାରୁ ଆରମ୍ଭ ହୋଇଥିଲା। ସନ୍ଧ୍ୟା ୫ଟାରେ ମତଦାନ ସରିଥିବା ବେଳେ ଏହି ପର୍ଯ୍ୟାୟରେ ମତଦାନ ହାର ରହିଛି ୬୨.୦୩ ପ୍ରତିଶତ। କଡା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ସକାଳ…
ମେ’ ୨୦୨୦ରେ ରିଲିଜ୍ ହେବ ବିଦ୍ୟାଙ୍କ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’
ମୁମ୍ବାଇ: ବଲିଉଡ୍ ନାୟିକା ବିଦ୍ୟା ବଲାନଙ୍କ ବହୁ ପ୍ରତିକ୍ଷିତ ଫିଲ୍ମ ‘ଶକୁନ୍ତଳା ଦେବୀ-ହ୍ୟୁମାନ କମ୍ପ୍ୟୁଟର’ ଆସନ୍ତା ବର୍ଷ ଅର୍ଥାତ୍ ୨୦୨୦ ମେ ୮ରେ ପରଦାକୁ ଆସିବ ବୋଲି ଜଣାପଡିଛି। ବିଦ୍ୟା ଏକ ଭିଡିଓ ମାଧ୍ୟମରେ ମ୍ୟାଥ ରିଡିଲ ସହ ଫିଲ୍ମ ରିଲିଜ୍ର…
ପ୍ରେମ ସମ୍ପର୍କରେ ଫାଟ: ମାତ୍ର ଏକ ବର୍ଷ ବି ଚାଲିପାରିଲାନି ଏସବୁ ଅଭିନେତାଙ୍କ ବିବାହ
ବମ୍ବେ: ସର୍ବଦା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚର୍ଚ୍ଚାରେ ରହିଥାନ୍ତି ବି-ଟାଉନ୍ର ସେଲିବ୍ରିଟିମାନେ। ବିଶେଷକରି ସେମାନଙ୍କ ସମ୍ପର୍କକୁ ନେଇ ଅଧିକ ଆଲୋଚନା ହୋଇଥାଏ। ବଲିଉଡ୍ରେ ଏଭଳି କିଛି କଳାକାର ଅଛନ୍ତି ଯେଉଁମାନେ କିଛି ଦିନ ଡେଟ୍ କରିବା ପରେ ବିବାହ କରିଥିଲେ…
‘ଷ୍ଟ୍ରିଟ୍ ଡ୍ୟାନ୍ସର-୩’ର ନୂଆ ପୋଷ୍ଟର ଶେୟାର କଲେ ବରୁଣ
ମୁମ୍ବାଇ: ବଲିଉଡ୍ ନାୟକ ବରୁଣ ଧଓ୍ବନ ତାଙ୍କର ଅପ୍ କମିଂ ଫିଲ୍ମ ‘ଷ୍ଟ୍ରିଟ୍ ଡ୍ୟାନ୍ସର-୩’ର ନୂଆ ପୋଷ୍ଟର ଶେୟାର କରିଛନ୍ତି। ନିଜ ଇନଷ୍ଟାଗ୍ରାମ୍ ଆକାଉଣ୍ଟରେ ସେ ଏହି ପୋଷ୍ଟରଟି ଶେୟାର କରିବା ସହ ଫିଲ୍ମର ଟ୍ରେଲର ଡିସେମ୍ବର ୧୮ରେ ରିଲିଜ୍ ହେବ…
ଭାଜପା ଛାଡିଲେ ଜତିନ ବୋରା
ନୂଆଦିଲ୍ଲୀ,୧୨।୧୨: ନାଗରିକତ୍ୱ (ସଂଶୋଧନ) ବିଲ୍(ସିଏବି)କୁ ନେଇ ଆସାମରେ ବିରୋଧ ପ୍ରଦର୍ଶନ ଜାରି ରହିଛି। ଇତି ମଧ୍ୟରେ ଭାରତୀୟ ଜନତା ପାର୍ଟି(ଭାଜପା) ନେତା ତଥା ଅଭିନେତା ଜତିନ ବୋରା ଗୁରୁବାର ଦଳରୁ ଇସ୍ତଫା ଦେଇଛନ୍ତି। ଜତିନ ମଧ୍ୟ ଆସାମ ଷ୍ଟେଟ ଫିଲ୍ମ ଫାଇନାସ୍ସ…
ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱ ଉଚ୍ଛେଦ ଜାରି: କିଛି ଅବୈଧ ନିର୍ମାଣ ଛାଡ଼ିବାକୁ ନେଇ ଉତ୍ତେଜନା
ପୁରୁଣା ଭୁବନେଶ୍ୱର,୧୨।୧୨(ଡି.ଏନ୍.ଏ.): ଶ୍ରୀଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଜାରି ରହିଛି। ବିଏମ୍ସି, ବିଡିଏ, ମନ୍ଦିର ପ୍ରଶାସନର ମିଳିତ ଟିମ୍ ଗୁରୁବାର ପୂର୍ବାହ୍ନ ୧୦ଟାରେ ମନ୍ଦିର ଦକ୍ଷିଣ ଦ୍ୱାରପଟୁ ଭାଙ୍ଗିବା କାର୍ଯ୍ୟ ଆରମ୍ଭ କରିଥିଲେ। ଏଠାରେ ଥିବା ୬ଟି ଦଳିତ…
ଝିଅ ସହ କଥା ହୋଇ ବ୍ୟାଟିଂ କରିବାକୁ ଆସିଥିଲେ ରୋହିତ, ହେଲେ ସଫଳ
ମୁମ୍ବାଇ: ୱାଙ୍ଖଡେ ଷ୍ଟାଡିୟମରେ ଖେଳାଯାଇଥିବା ତୃତୀୟ ତଥା ର୍ନିଣ୍ଣାୟକ ଟି-୨୦ ମ୍ୟାଚରେ ଟିମ ଇଣ୍ଡିଆ ୬୭ ରନରେ ୱେଷ୍ଟଇଣ୍ଡିଜକୁ ହରାଇ ତିନିମ୍ୟାଚ ବିଶିଷ୍ଟ ସିରିଜକୁ ୨-୧ରେ କବଜା କରିଛି। ଏହି ମ୍ୟାଚରେ ରୋହିତ ଶର୍ମା ରୋହିତ ଶର୍ମା ୩୪ଟି ବଲରେ ୭୧…

