Home Left

ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି ମା’ ତାରାତାରିଣୀଙ୍କ ପୀଠରେ ପୂଜାର୍ଚ୍ଚନା

ପୁରୁଷୋତ୍ତମପୁର,୨୨ା୬(ସୀମାଞ୍ଚଳ ମିଶ୍ର): ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆରୋଗ୍ୟ କାମନା କରି ଖଲ୍ଲିକୋଟ ନିର୍ବାଚନ ମଣ୍ଡଳୀ ପୁରୁଷୋତ୍ତମପୁର ବିଜେଡି ପକ୍ଷରୁ ରବିବାର ଜିଲାର ଅଧିଷ୍ଠାତ୍ରୀ ଦେବୀ ମା’ତାରାତାରିଣୀଙ୍କ ନିକଟରେ ସାମୁହିକ ଦୀପଦାନ କରିଛନ୍ତି। ନବୀନ ପଟ୍ଟନାୟକ ତାଙ୍କ ଅସ୍ତ୍ରୋପଚାର ଚିକିତ୍ସା ଲାଗି…

ଆଜି ନବୀନଙ୍କ ଅସ୍ତ୍ରୋପଚାର: ସୁସ୍ଥହୋଇ ଫେରିବେ…

ଭୁବନେଶ୍ୱର,୨୨।୬: ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଚିକିତ୍ସା ପାଇଁ ମୁମ୍ବାଇ ଯାଇଛନ୍ତି। ଆଜି ତାଙ୍କ ଅସ୍ତ୍ରୋପଚାର । ମୁମ୍ବାଇର କୋକିଲାବେନ ଧୀରୁବାଇ ଅମ୍ବାନୀ ହସ୍ପିଟାଲରେ ତାଙ୍କର ବ୍ୟକ୍ତିଗତ ଡାକ୍ତର ରମାକାନ୍ତ ପଣ୍ଡାଙ୍କ ତତ୍ତ୍ବାବଧାନରେ ଅସ୍ତ୍ରୋପଚାର କରାଯିବ।…

ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା: ପୁରୀକୁ ଜଗିବ ୨୭୫ AI କ୍ୟାମେରା

ପୁରୀ,୨୨ା୬: ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ପୁରୀ ସହରକୁ ୨୭୫ଟି AI କ୍ୟାମେରା ଜଗିବାର ବ୍ୟବସ୍ଥା କରାଯାଇଛି। ଏନେଇ ପୋଲିସ ଡିଜି ଓ୍ବାଇ.ବି. ଖୁରାନିଆ୍‌ ସୂଚନା ଦେଇଛନ୍ତି। ଏଥିସହିତ ୫ ସ୍ତରୀୟ ସୁରକ୍ଷା ବ୍ୟବସ୍ଥା ରହିବ। ୧୦…

ଗଞ୍ଜାମ ଆସିବେ ମୁଖ୍ୟମନ୍ତ୍ରୀ, ଯୁବଶକ୍ତି ସମାବେଶରେ ଯୋଗ ଦେଇ…

ଛତ୍ରପୁର,୨୨ା୬(ସନ୍ତୋଷ ପାଢ଼ୀ): ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଗଞ୍ଜାମ ଜିଲା ଗସ୍ତରେ ଆସିବେ। ସକାଳ ୯ଟା ୩୦ ମିନିଟ୍‌ରେ ଆସିକାସ୍ଥିତ ସରକାରୀ ବିଜ୍ଞାନ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ରାଜ୍ୟ କ୍ରୀଡା ଓ ଯୁବ ସେବା ବିଭାଗ ଆନୁକୂଲ୍ୟରେ…

ଡାଇବେଟିସ୍‌ ରୋଗୀମାନେ ମିଠା ଖାଇ ପାରିବେ କି ନା ଜାଣନ୍ତୁ…

ସାଧାରଣତଃ ଡାଇବେଟିସ୍‌ ରୋଗୀମାନଙ୍କୁ ମିଠା ଖାଇବାକୁ ବାରଣ ରହିଥାଏ। ଯଦି ଜଣେ ଡାଇବେଟିସ ରୋଗୀ ମିଠା ଖାଇବାକୁ ଇଚ୍ଛା କରନ୍ତି, ତେବେ ସେ କ’ଣ କରିବା ଉଚିତ୍‌? ସେମାନଙ୍କ ପାଇଁ ଏପରି କିଛି ମିଠା ଅଛି, ଯାହା ସମାନଙ୍କର ଇଚ୍ଛାକୁ ପୂରଣ…

ପରିସ୍ରା କରିବାକୁ ଉଠିଥିବାବେଳେ ମହିଳାଙ୍କୁ ଦୁର୍ବୃତ୍ତଙ୍କ ଛୁରାମାଡ଼

ଖଲ୍ଲିକୋଟ,୨୨ା୬(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ରାମଚନ୍ଦ୍ରପୁର ଗ୍ରାମରେ ଶନିବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ଛୁରାମାଡ଼ ହୋଇଥିଲା ଗୁରୁତର ଅବସ୍ଥାରେ ମହିଳା ଜଣଙ୍କୁ ପ୍ରଥମେ ଖଲ୍ଲିକୋଟ ମେଡିକାଲ ପରେ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।…

ରାଜ୍ୟସ୍ତରୀୟ ଟ୍ରାପ ଶୁୁଟିଂ ଚାମ୍ପିୟନଶିପରେ: ବାଜି ମାରିଲେ ଶୁଭମ୍‌

ଥୁଆମୂଳ ରାମପୁର,୨୨।୬:(ଦୁର୍ଗା କୀର୍ତ୍ତି): ଦୁର୍ଗମ, ପଛୁଆ ଅଞ୍ଚଳ ଆଉ ପଛରେ ନାହିଁ । ସେ ଶିକ୍ଷା, ଦୀକ୍ଷା, କଳାସଂସ୍କୃତି ଠାରୁ ଆରମ୍ଭ କରି ଅନେକ କ୍ଷେତ୍ରରେ ଆଗକୁ ଯାଉଥିବା ବେଳେ କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଡୁମେରପଦର ଗ୍ରାମର …

ତୃତୀୟ ବିଶ୍ୱଯୁଦ୍ଧ ଆରମ୍ଭ ନେଇ ସଙ୍କେତ ଦେଲେ ବାବା ଭେଙ୍ଗା, ଭାରତକୁ ନେଇ କହିଲେ…

ଲଣ୍ଡନ/ତେହେରାନ, ୨୨।୬: ବୁଲଗେରିଆର ଭବିଷ୍ୟବକ୍ତା ବାବା ଭାଙ୍ଗା, ଯିଏ ନିଜର ଆଶ୍ଚର୍ଯ୍ୟଜନକ ଭବିଷ୍ୟବାଣୀ ପାଇଁ ବିଶ୍ୱବ୍ୟାପୀ ପରିଚିତ, ତାଙ୍କ ଏକ ଭୟଙ୍କର ଭବିଷ୍ୟବାଣୀ ପୁଣି ଥରେ ଚର୍ଚ୍ଚାରେ ଆସିଛି। ୧୯୯୬ରେ ମୃତ୍ୟୁବରଣ କରିଥିବା ବାବା ଭାଙ୍ଗା ୨୦୨୫ ପାଇଁ ଏକ ମହାଯୁଦ୍ଧର…

ଜୁନାଗଡ଼ ଆତ୍ମା ଅଧ୍ୟକ୍ଷଙ୍କ ପରଲୋକ

ଭବାନୀପାଟଣା,୨୨ା୬(ଉତ୍ତମ କୁମାର ଦାଶ): ମୃତ୍ୟୁ କାହାକୁ କେତେବେଳେ କେମିତି ନେବ କେହି କହିପାରିବେ ନାହିଁ। କଳାହାଣ୍ଡି ଜିଲା ଜୁନାଗଡ଼ ଆତ୍ମାର ଅଧ୍ୟକ୍ଷ ଅଶୋକ ପଟ୍ଟନାୟକ (୫୫) ରବିବାର ଘରର ଛାତକୁ ଯାଇଥିବାବେଳେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସିଥିଲେ। ଗୁରୁତର ଅବସ୍ଥାରେ ତାଙ୍କୁ ଭବାନୀପାଟଣା…

ନବୀନଙ୍କ ପାଇଁ ପୂଜାର୍ଚ୍ଚନା: ଶୀଘ୍ର ସୁସ୍ଥ ହୋଇଯାନ୍ତୁ…

ଗଜପତି୨୨।୬,(ଗିରିଧାରୀ ପରିଛା): ଗଜପତି ଜିଲା ବିଜେଡ଼ି ପକ୍ଷରୁ ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରି ପୂଜାର୍ଚ୍ଚନା କରାଯାଇଛି। ଗଜପତି ଜିଲା ସଦର ମହକୁମା ପାରଳାଖେମୁଣ୍ଡିସ୍ଥିତ ଜଗନ୍ନାଥ ମନ୍ଦିରଠାରେ ଶନିବାର ସା ସମୟରେ ଜିଲା ବିଜେଡି ପକ୍ଷରୁ ପାରଳାଖେମୁଣ୍ଡି…

ବଜାରରେ କେଟିଏମ୍‌ ୩୯୦ ଆଡ୍‌ଭେଞ୍ଚର ଏକ୍ସ, ଏହାର ଦାମ୍‌ ରହିଛି…

ଭୁବନେଶ୍ୱର,୨୨।୬(ଅଭୟ ଦାଶ): ଦେଶର ପ୍ରମୁଖ ପ୍ରିମିୟମ ବାଇକ୍‌ ବ୍ରାଣ୍ଡ ତଥା କେଟିଏମ୍‌ ଇଣ୍ଡିଆର ବହୁ ପ୍ରତୀକ୍ଷିତ ମଡେଲ ‘କେଟିଏମ୍‌ ୩୯୦ ଆଡ୍‌ଭେଞ୍ଚର ଏକ୍ସ’ର ଅନାବରଣ ନିକଟରେ ହୋଇଯାଇଛି। ଏହି ପରିପ୍ରେକ୍ଷୀରେ କମ୍ପାନୀର ସ୍ବୀକୃତିପ୍ରାପ୍ତ ଡିଲର ଆର୍‌ଏମ୍‌ ମୋଟର୍ସ ସମ୍ବଲପୁର ଶୋ’ରୁମ୍‌ ପକ୍ଷରୁ…

ସୋମବାର ହେବନି ମଙ୍ଗଳବାର ଜିଲାପାଳଙ୍କ ଅଭିଯୋଗ ଶୁଣାଣି

ଛତ୍ରପୁର,୨୨ା୬ (ସନ୍ତୋଷ ପାଢ଼ୀ): ଆସନ୍ତା କାଲି ତା ୨୩.୦୬.୨୦୨୫ ରିଖ ସୋମବାର ଦିନ ବ୍ରହ୍ମପୁର ଉପ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହେବାକୁ ଥିବା ଗଞ୍ଜାମ ଜିଲାପାଳ ଓ ବ୍ରହ୍ମପୁର ଆରକ୍ଷୀ ଅଧିକ୍ଷକଙ୍କ ମିଳିତ ଅଭିଯୋଗ ଶୁଣାଣି ଉକ୍ତ ସୋମବାର ବଦଳରେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri