Home Left

ବରଗଡ଼ରେ ବଢୁଛି ବ୍ରାଉନସୁଗାର କାରବାର: ସହରରୁ ଜବତ, ଗ୍ରାମାଞ୍ଚଳକୁ ବି ଚେର

ବରଗଡ଼,୨୩।୭(ପ୍ରେମାନନ୍ଦ ଖମାରୀ):ବରଗଡ ଜିଲାରେ ନିଶା କାରବାର ଚିନ୍ତାଜନକ ହୋଇ ପଡ଼ିଛି। ଏଠାରେ ଚୋରାମଦଠାରୁ ଆରମ୍ଭ କରି ଗଞ୍ଜେଇ, କଫ୍‌ ସିରପ, ନିଶା ବଟିକା ଏବଂ ବ୍ରାଉନସୁଗାର ବେପାର ଚାଲିଛି। ପୋଲିସ ଏବଂ ଅବକାରୀ ଚିରାଚରିତ ଢ଼ଙ୍ଗରେ ଚଢ଼ାଉ କରୁଛନ୍ତି। ନିଶାଦ୍ରବ୍ୟ ସହିତ…

ଆସୁଛି ୨ ଲଘୁଚାପ, ଏସବୁ ଜିଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା, ବାତ୍ୟା ‘ୱିଫା’ଯୋଗୁ…

ଭୁବନେଶ୍ୱର,୨୨ା୭(ଅନୁରାଧା ମହାରଣା)- ରାଜ୍ୟରେ ଏବେ ମୌସୁମୀ ସକ୍ରିୟ ରହିଥିବାବେଳେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ପୁଣି ଏକ ଲଘୁଚାପ। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଉତ୍ତର ବଙ୍ଗୋପସାଗର ମଧ୍ୟକୁ ବାତ୍ୟା ‘ୱିଫା’ର ଅବଶିଷ୍ଟାଂଶ ଏକ ଘୂର୍ଣ୍ଣିବଳୟ ରୂପରେ ପ୍ରବେଶ କରିବାର ସମ୍ଭାବନା ରହିଛି।…

ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡରେ ଶିଶୁପୁତ୍ର: ୨ ମିନିଟ୍‌ରେ ଦେଲେ ୧୦୦ ପ୍ରଶ୍ନର ଉତ୍ତର

ବରଗଡ଼,୨୨।୭(ପ୍ରେମାନନ୍ଦ ଖମାରୀ)- ବରଗଡ଼ ବ୍ଲକ ଧାଙ୍ଗେର ଗ୍ରାମର ଶିଶୁପୁତ୍ର ସ୍ମୁତି ସାଲୋମ ଭୋସାଗର(୪ବର୍ଷ ୯ମାସ) ଇଣ୍ଡିଆ ବୁକ ଅଫ ରେକର୍ଡରେ ସ୍ଥାନ ପାଇଛନ୍ତି। ମାତ୍ର ୨ ମିନିଟରେ ୧୦୦ଟି ପ୍ରଶ୍ନର ତ୍ୱରିତ ଉତ୍ତର ଦେଇ ସେ ଏଭଳି କୃତିତ୍ୱ ଅର୍ଜନ କରି…

   ପୁଣି ଉଦିତ୍‌ଙ୍କୁ ନେଇ ରାଜନୀତି ସରଗରମ: ଭକ୍ତଦାସଙ୍କ କୁଶପୁତ୍ତଳିକା ଦାହକଲେ …

କଲ୍ୟାଣ ସିଂହପୁର,୨୨।୭ (ଦୀପକ କୁମାର ପରିଡ଼ା): କଂଗ୍ରେସ ଜୁବ ନେତା ଉଦିତ ପ୍ରଧାନ ବଳାତ୍କାର ଅଭିଯୋଗ ଓ ଗିରଫ ଘଟଣାକୁ ନେଇ  କଂଗ୍ରେସ ରାଜ୍ୟ ସଭାପତି ଭକ୍ତଦାସ ଓ ରାହୁଲ ଗାନ୍ଧୀଙ୍କର କୁଶପୂତ୍ତଳିକା ଦାହ ହୋଇଛି। ରାୟଗଡ଼ା ଜଲାକଲ୍ୟାଣସିଂହପୁର ବ୍ଲକ ଭାଜପା…

 ଚଢ଼ାଉ ବେଳେ ମିଳିଲା ମଦ ସହ ୨ ବନ୍ଧୁକ: ପରେ….

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ଅବକାରୀ ବିଭାଗ ଓ ପୋଲିସ ପକ୍ଷରୁ ମଙ୍ଗଳବାର ଭୋରରେ ମହୁଡା ଗ୍ରାମ ନିକଟସ୍ଥ ଦୁର୍ଗମ କେରାଣ୍ଡିମାଳ ଜଙ୍ଗଲ ସଂଲଗ୍ନ ଲୁଣ୍ଡୁରିଗୁଡା ଗ୍ରାମରେ ଅତର୍କିତ ଚଢାଉ କରାଯାଇ ଅବକାରୀ ଧରପଗଡ କରିଥିଲେ । ଗ୍ରାମର ସୁରେନ୍ଦ୍ର…

ଗୋଟିଏ ନୁହେଁ ଦୁଇଟି ମହାଭିଯୋଗ ନୋଟିସ ସ୍ବୀକାର କରିଥାନ୍ତେ ଧନଖର? ଅପରାହ୍ନ ୧ଟାରୁ ୫ଟା ମଧ୍ୟରେ କିଭଳି ବଦଳିଗଲା ସ୍ଥିତି…

ନୂଆଦିଲ୍ଲୀ,୨୨।୭: ଉପରାଷ୍ଟ୍ରପତି ପଦରୁ ଜଗଦୀପ ଧନଖର ହଠାତ ଇସ୍ତଫା ଦେବା ପରେ ରାଜନୈତିକ ଉଷ୍ମତା ବଢ଼ିଛି। ବିରୋଧୀ ଦଳ ଏହି ପଦକ୍ଷେପକୁ ବିଏସିର ଗୁରୁତ୍ୱପୂର୍ଣ୍ଣ ବୈଠକରେ ଜେ ପି ନଡ୍ଡା ଏବଂ କିରେନ ରିଜିଜୁଙ୍କ ଅନୁପସ୍ଥିତି ସହ ଯୋଡ଼ୁଛି। ସଂସଦର ମୌସୁମୀ…

ରାସ୍ତାକଡରେ ଗାଡ଼ି ରଖି ଯାଇଥିଲେ ପାଣି ପିଇବାକୁ ଆଇଲା ବେଳକୁ  ନଥିଲା, ଏବେ  ଚୋରଗଲେ…

ଦିଗପହଣ୍ଡି,୨୨।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସାହାଣୀ ସାହିର କେଦାର ଦାସଙ୍କ ଠାରୁ ପୋଲିସ ଦୁଇଟି ଚୋରି ବାଇକ ଜବତ କରଛି। ଥାନା ମାମଲା ନଂ. ୨୫୫/୨୫ ଅନୁଯାୟୀ ମଙ୍ଗଳବାର ତାଙ୍କୁ ପୋଲିସ ଗିରଫ କରି କୋର୍ଟଚାଲାଣ କରିଛିି। ଜାମିନ…

ଉଦିତ ପ୍ରଧାନଙ୍କୁ ନେଇ ସାଂଘାତିକ ଖୁଲାସା, ସେଦିନ ରାତିରେ…

ଭୁବନେଶ୍ୱର,୨୨।୭: ଗିରଫ ପରେ ଜେଲରେ ଅଛନ୍ତି ନିଲମ୍ବିତ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ। ଭୁବନେଶ୍ୱର SDJM କୋର୍ଟରେ ହାଜର ପରେ ଝାରପଡ଼ା ଜେଲ ଯାଇଛନ୍ତି। ବଳାତ୍କାର ଅଭିଯୋଗରେ ଗିରଫ ହୋଇଥିବା ଉଦିତଙ୍କୁ କଂଗ୍ରେସ ନିଲମ୍ବନ କରିଛି। ତେବେ ଏହାରି ଭିତରେ…

ଆକ୍ସନରେ ମୋଡ଼ରେ ଅଧିକାରୀ

ନୂଆପଡ଼ା,୨୨ା୭ (ମକାରୁ ବେମାଲ): ସାର କଳାବଜାରୀ, ରାସାୟନିକ ସାରର କୃତ୍ରିମ ଅଭାବ ଓ ଚଢ଼ା ଦରରେ ସାର ବିକ୍ରୟକୁ ରୋକିବା ପାଇଁ ନୂଆପଡ଼ା ଜିଲା କୋମନା ବ୍ଲକ ଅଞ୍ଚଳରେ ଥିବା ବିଭିନ୍ନ ସାର ବିକ୍ରୟ କେନ୍ଦ୍ରକୁ କୃଷି ବିଭାଗ ପକ୍ଷରୁ ଯାଞ୍ଚ…

କାହିଁକି ଇସ୍ତଫା ଦେଲେ ଜଗଦୀପ ଧନଖର? ସତ କହିଦେଲେ ମମତା…

କୋଲକାତା,୨୨।୭: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଉପରାଷ୍ଟ୍ରପତି ଜଗଦୀପ ଧନଖରଙ୍କ ଇସ୍ତଫା ଉପରେ ମୁହଁ ଖୋଲିଛନ୍ତି। ସେ କହିଛନ୍ତି, “ଏଥିରେ ମୋର କୌଣସି ମନ୍ତବ୍ୟ ନାହିଁ। ଦେଖାଯାଉ କ’ଣ ହେଉଛି। ସେ ଆହୁରି କହିଛନ୍ତି, “ସେ ଜଣେ ସୁସ୍ଥ ବ୍ୟକ୍ତି। ମୁଁ…

ସରକାରଙ୍କ ବଡ଼ ପଦକ୍ଷେପ: ଜାତୀୟ କ୍ରୀଡ଼ା ପ୍ରଶାସନ ବିଲରେ ସାମିଲ ହେବ ବିସିସିଆଇ

ନୂଆଦିଲ୍ଲୀ,୨୨ା୭: ସଂସଦରେ ବୁଧବାର ଆଗତ ହେବାକୁ ଥିବା ଜାତୀୟ କ୍ରୀଡ଼ା ପ୍ରଶାସନ ବିଲ୍‌ରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)କୁ ସାମିଲ କରାଯିବ ବୋଲି କ୍ରୀଡ଼ା ମନ୍ତ୍ରଣାଳୟ ସୂତ୍ରରୁ କୁହାଯାଇଛି। ଏହି ବିଲ୍‌ ଆଇନରେ ପରିଣତ ହେବା ପରେ ସମସ୍ତ ଜାତୀୟ…

୧୦ ବର୍ଷ ପରେ ଏକାଠି ହେଲେ: ଫୋକସ୍‌ରେ ଆଗାମୀ ରଣନୀତି

ଭଞ୍ଜନଗର,୨୨।୭(ବାବୁଲା ପ୍ରଧାନ): ଗଞ୍ଜାମ ଜଲା ଭଞ୍ଜନଗର ଉପଖଣ୍ଡ ନିଖିଳ ଉତ୍କଳ ଚତୁର୍ଥ ଶ୍ରେଣୀ ସରକାରୀ କର୍ମଚାରୀ ସଙ୍ଘର ଏକ ବୈଠକ ଭେଜିପୁଟ ଶିବ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଜିଲା ସଭାପତି ସୁବାସ ପ୍ରଧାନ ଅଧ୍ୟକ୍ଷତା କରି ସଙ୍ଘର ବିଭିନ୍ନ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri