Home Left

ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ, ସବୁ ସତ କହିଦେଲେ…

ଭୁବନେଶ୍ୱର,୩୦।୭: ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରାଯାଇଛି। ବୟାନରେ ପୀଡିତା ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ସୂଚନା ମିଳିଛି। ଦିଲ୍ଲୀରୁ ଟିମ୍‌ ଫେରିବା ପରେ ବହୁ ଗୁରୁତ୍ୱପୂର୍ଣ୍ଣ କଥା ପ୍ରକାଶ କରିପାରନ୍ତି। ଏହା ମଧ୍ୟ ସୂଚନା ମିଳିଛି କି…

ବେକରେ ଗାମୁଛା ବାନ୍ଧି ଝୁଲିପଡ଼ିଲେ ୫ମ ଶ୍ରେଣୀ ଛାତ୍ରୀ, ମୃତ୍ୟୁକୁ ନେଇ ଚାଲିଛି…

ଫୁଲବାଣୀ,୩୦ା୭(ରାକେଶ କୁମାର ରାଉତ): ଫୁଲବାଣୀ ଟାଉନ ଥାନା ଅନ୍ତର୍ଗତ ପିଅନପଡ଼ା ଅଞ୍ଚଳରେ ଜନୈକା ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତ୍ୟୁ ହୋଇଛି। ମୃତକ ଜଣକ ପିଅନପଡ଼ା କାଳୀମନ୍ଦିର ସାହିର ବୋଲି ଜଣାପଡ଼ିଛି। ସୂଚନାନୁଯାୟୀ, ମଙ୍ଗଳବାର ଘରେ କେହି ନ…

‘ଜୁଲାଇରେ ଆସିବ ଭୟଙ୍କର ସୁନାମି, ଭବିଷ୍ୟବାଣୀ ହେଲା ଏକଦମ ଠିକ’,ଜାଣନ୍ତୁ କିଏ ସେହି ବ୍ୟକ୍ତି ଯାହାଙ୍କୁ ବାବା ଭେଙ୍ଗାଙ୍କ ସହ କରାଯାଉଛି ତୁଳନା

ଟୋକିଓ,୩୦।୭: ଜୁଲାଇ ୩୦, ୨୦୨୫ରେ, ଜାପାନର ୧୬ଟି ଭିନ୍ନ ସ୍ଥାନରେ ସୁନାମି ଆସିଥିଲା, ଯାହା ସମଗ୍ର ଦେଶରେ ଆତଙ୍କ ସୃଷ୍ଟି କରିଥିଲା। କେବଳ ଜାପାନ ନୁହେଁ, ଏହି ଲହରୀଗୁଡ଼ିକ ଆମେରିକାର କାଲିଫର୍ନିଆ ଏବଂ ହାୱାଇରେ ପହଞ୍ଚିଥିଲା ଏବଂ ୮.୭ ତୀବ୍ରତାର ଭୂମିକମ୍ପରେ…

ବଡ଼ ଅପଡେଟ୍‌ ଦେଲେ ଉପମୁଖ୍ୟମନ୍ତ୍ରୀ: ଏହି ବୟସର ମହିଳାଙ୍କୁ ଆଉ ମିଳିବନି ଟଙ୍କା

ଭୁବନେଶ୍ୱର,୩୦।୭: ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା…

ଆସିଲା ସ୍ବତନ୍ତ୍ର ଆପ୍‌ ‘AWESOME’: ସଶକ୍ତ ହେବ ଅଙ୍ଗନଓ୍ବାଡ଼ି

ଭୁବନେଶ୍ୱର,୩୦ା୭: ଅଙ୍ଗନଓ୍ବାଡ଼ିକୁ ସଶକ୍ତ କରିବାକୁ ଏକ ସ୍ବତନ୍ତ୍ର ଆପ୍‌ ‘AWESOME’ ଆସିଛି। ଅଙ୍ଗନଓ୍ବାଡ଼ି ଓ୍ବେଲ୍‌ଫେୟାର ଆଣ୍ଡ୍‌ ସର୍ଭିସ୍‌ ଓଭର ନାଇଟ୍‌ ମନିଟରଙ୍ଗି Everywhere ଆପ୍‌। ଏହି ଆପ ମାଧ୍ୟମରେ ଅଙ୍ଗନଓ୍ବାଡ଼ି କର୍ମୀ ସମସ୍ତ କାର୍ଯ୍ୟ କରିବେ। ଏହି ସ୍ବତନ୍ତ୍ର ଆପ୍‌ ଜରିଆରେ…

ଶୋଇଥିବାବେଳେ ଦୁଇ ଯୁବକଙ୍କୁ କାମୁଡ଼ିଲା ସାପ, ଲିଭିଗଲା ଜୀବନଦୀପ

ଫୁଲବାଣୀ,୩୦ା୭(ରାକେଶ କୁମାର ରାଉତ): ବୁଧବାର କନ୍ଧମାଳ ଜିଲାରେ ସାପ କାମୁଡ଼ାରେ ଦୁଇ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଜୁରୀପଡ଼ା ଥାନା ଅନ୍ତର୍ଗତ ନୂଆଗାଁ ପଞ୍ଚାୟତ ଖଲିବେଣି ଗ୍ରାମର ମାନସ ହଂସ (୨୫)। ସେ ଘରେ ପରିବାର ସହ ଶୋଇଥିବାବେଳେ ସାପ…

ଭାରତର ବିଜୟ ପରେ ପୁଅ ସହ ଏମିତି ସେଲିବ୍ରେଟ କଲେ ୟୁସୁଫ ପଠାନ, ଭିଡିଓ ହେଉଛି ଭାଇରାଲ

ନୂଆଦିଲ୍ଲୀ,୩୦।୭: ଏକ ରୋମାଞ୍ଚକର ମ୍ୟାଚରେ ଇଣ୍ଡିଆନ ଚାମ୍ପିଅନ୍ସ ୱେଷ୍ଟଇଣ୍ଡିଜ ଚାମ୍ପିଅନ୍ସକୁ ପରାସ୍ତ କରିଥିଲେ। ଯୁବରାଜ ସିଂହଙ୍କ ନେତୃତ୍ୱାଧୀନ ଦଳ ୪୦ ବଲ ବାକି ଥାଇ ୫ ୱିକେଟରେ ମ୍ୟାଚ ଜିତିଥିଲା। ୟୁସୁଫ ପଠାନ ଦଳ ପାଇଁ ବିଜୟୀ ରନ ସଂଗ୍ରହ କରିଥିଲେ।…

OTET ପ୍ରଶ୍ନପତ୍ର ଲିକ୍‌ ମାମଲା: ବୋର୍ଡ ଅଫିସର ଜଣେ କର୍ମଚାରୀଙ୍କୁ ଉଠାଇ ନେଲା କ୍ରାଇମ୍‌ବ୍ରାଞ୍ଚ

କଟକ,୩୦ା୭: Odisha Teacher Eligibility Test (OTET) ପ୍ରଶ୍ନପତ୍ର ଲିକ୍‌ ମାମଲାରେ କ୍ରାଇମବ୍ରାଞ୍ଚ ତନାଘନା ଚଳାଇବା ସହ ବୋର୍ଡ ଅଫିସର ଜଣେ କର୍ମଚାରୀଙ୍କୁ ଉଠାଇ ନେଇଥିବା ସୂଚନାରୁ ପ୍ରକାଶ। କ୍ରାଇମବ୍ରାଞ୍ଚ ବୋର୍ଡ ଅଫିସ୍‌ର କର୍ମଚାରୀଙ୍କୁ ଜେରା କରୁଥିବା ଜଣାପଡ଼ିଛି। ସେହିପରି ଗତକାଲି…

ତରବରିଆ ଭାବେ କାଉନସିଲ ବୈଠକ, ସାଧାରଣରେ ପ୍ରଶ୍ନବାଚୀ

ଗଞ୍ଜାମ,୩୦ା୭(ବିଦ୍ୟାଧର ସାହୁ): ଗଞ୍ଜାମ ବିଜ୍ଞାପିତ ଅଞ୍ଚଳ ପରିଷଦରେ ଅନୁଷ୍ଠିତ କାଉନସିଲ ବୈଠକରେ ସ୍ଥାନୀୟ ବିଧାୟକ କୃଷ୍ଣଚନ୍ଦ୍ର ନାୟକ ଯୋଗ ଦେଇ ବହୁ ଗୁରୁତ୍ୱପୂର୍ଣ ବିଷୟରେ ଆଲୋଚନା କରିଛନ୍ତି। ଏହି ଭଳି ଗୁରୁତ୍ୱପୂର୍ଣ୍ଣ ବୈଠକରେ କୌଣସି ଗଣମାଧ୍ୟମ ପ୍ରତିନିଧିଙ୍କୁ ଡକାଯାଇ ନ ଥିବା…

ସ୍ବିଗି ବୟରୁ ଡେପୁଟୀ କଲେକ୍ଟର: ସମସ୍ତଙ୍କ ପାଇଁ ଉଦାହରଣ ସାଜିଲେ ସୁରଜ

ରାଞ୍ଚି,୩୦।୭: କିଛି ଦିନ ପୂର୍ବରୁ ଝାଡ଼ଖଣ୍ଡରେ JPSCର ଚୂଡ଼ାନ୍ତ ଫଳାଫଳ ପ୍ରକାଶ ପାଇଥିଲା। ଏଥିରେ ଝାଡ଼ଖଣ୍ଡର ୩୪୨ ଜଣ ଛାତ୍ର ସଫଳତା ପାଇ ଏକ ନୂତନ ମାଇଲଖୁଣ୍ଟ ହାସଲ କରିଥିଲେ। ଏହି ୩୪୨ ଜଣ ଛାତ୍ରଙ୍କ ମଧ୍ୟରେ ଅନେକ ଛାତ୍ରଙ୍କ କାହାଣୀ…

ପ୍ରଭାତୀ ପରିଡ଼ାଙ୍କ ବଡ଼ ସୂଚନା: ପୁଣି ଖୋଲିବ ସୁଭଦ୍ରା ପୋର୍ଟାଲ, ବାଦ୍‌ ପଡ଼ିଥିଲେ…

ଭୁବନେଶ୍ୱର,୩୦।୭: ଅଗଷ୍ଟ ୯ ତାରିଖ ପରେ ଖୋଲିବ ସୁଭଦ୍ରା ପୋର୍ଟାଲ। ଏନେଇ ବୁଧବାର ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇ କହିଛନ୍ତି, ବାଦ୍‌ ପଡ଼ିଥିବା ହିତାଧିକାରୀଙ୍କୁ ଯୋଡ଼ିବାକୁ ସର୍ଭେ ହେବ। ୨୧ ବର୍ଷ ହୋଇଥିବା…

ଏମିତି କ’ଣ ପଢୁଛନ୍ତି ମହାନାୟକ, ଯାହାକୁ ଦେଖି ପ୍ରଶଂସକ କହିଲେ ଆପଣ ସଭିଙ୍କ ପାଇଁ ପ୍ରେରଣା

ମୁମ୍ବାଇ: ବଲିଉଡର ଶହେନଶାହ ଅମିତାଭ ବଚ୍ଚନ ସୋସିଆଲ ମିଡିଆରେ ବହୁତ ସକ୍ରିୟ ଏବଂ ପ୍ରତିଦିନ ଇନଷ୍ଟାଗ୍ରାମରେ କିଛି ପୋଷ୍ଟ କରନ୍ତି। ଅନେକ ସମୟରେ ତାଙ୍କୁ ତାଙ୍କ ପୋଷ୍ଟ ପାଇଁ ଟ୍ରୋଲ ମଧ୍ୟ କରାଯାଏ। କିନ୍ତୁ ବିଗ ବି ଏହାକୁ ଗୁରୁତ୍ୱ ଦିଅନ୍ତି…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri