Home Left

ଦଶମ ଛାତ୍ରୀଙ୍କୁ ଗଣବଳାତ୍କାର: ପିଉସା ଗିରଫ

ପଟ୍ଟାମୁଣ୍ଡାଇ,୧୨।୮: କେନ୍ଦ୍ରାପଡ଼ା ଜିଲା ରାଜନଗରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତିି କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପିଉସାଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷେ ପୋଲିସ ଘଟଣାରେ…

ସେପ୍ଟେମ୍ବର ୧୧ରେ ଘୁମୁସର ଦିବସ, ପାଳନ ନେଇ…

ଭଞ୍ଜନଗର,୧୨।୮(ବାବୁଲା ପ୍ରଧାନ)-ଘୁମୁସର ବିକାଶ ପରିଷଦର ଏକ ଜରୁରୀ ବୈଠକ ମଙ୍ଗଳବାର ଆଇନଜୀବୀ ସୋମନାଥ ନାୟକଙ୍କ ଭଞ୍ଜନଗର ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାୟକ ଅଧ୍ୟକ୍ଷତା କରି ଘୁମୁସର ଇତିହାସ, ଦିବସ ଓ ଉକ୍ତ ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ କହିଥିଲେ। ସମ୍ପାଦକ…

ଅଙ୍ଗନୱାଡ଼ିକେନ୍ଦ୍ର ନିକଟରେ ବସି ଖେଳୁଥିଲେ ଗେମ୍‌: ପରେ ଯାହା ହେଲା…

ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ନୂଆ ଅନ୍ତେଇ ଗ୍ରାମରେ ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ ହେଲେ ଗ୍ରାମର କାହ୍ନା ସେଠୀ (୧୮) । କାହ୍ନା ସୋମବାର ରାତି ପ୍ରାୟ ୧୧ ଟାରେ…

ବିନା ରିଚାର୍ଜରେ କେତେ ଦିନରେ ବନ୍ଦ ହୋଇଯାଏ SIM Card? ଜାଣନ୍ତୁ Jio, Airtel, Vi ପାଇଁ TRAI ନିୟମ… 

ନୂଆଦିଲ୍ଲୀ,୧୨।୮: ଆଜିକାଲି ଅଧିକାଂଶ ମୋବାଇଲ ଉପଭୋକ୍ତା ଦୁଇଟି ସିମ କାର୍ଡ ବ୍ୟବହାର କରୁଛନ୍ତି। କିନ୍ତୁ ରିଚାର୍ଜ ପ୍ଲାନ୍‌ ମହଙ୍ଗା ହେବା ପରେ ଦୁଇଟି ସିମ୍‌କୁ ଏକାସହିତ ରିଚାର୍ଜ କରିବା କଷ୍ଟକର ହୋଇପଡ଼ୁଛି। ଫଳରେ ଅନେକ ଲୋକ ଯେଉଁ ସିମ୍‌ରୁ ଅଧିକ କଥାବାର୍ତ୍ତା…

ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କୁ ପୂଜାକଲେ ଗ୍ରାମ ବାସୀ…

କର୍ଲାମୁଣ୍ଡା:୧୨/୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ଜୋରାଡବରା ଠାରେ ବର୍ଷା ଅଭା ଯୋଗୁଁ ଗ୍ରାମ ବାସୀ ମାନେ ଇନ୍ଦ୍ର ପୂଜା କରିଥିବା ଦେଖିବାକୁ ମିଳିଛି। ଇନ୍ଦ୍ର ଙ୍କୁ ପୂଜାର୍ଚ୍ଚନା କଲେ କାଳେ ବର୍ଷା ହେବାର ବିଶ୍ୱାସ ଥିବାରୁ…

ମା’ଙ୍କୁ ତଣ୍ଟିକାଟି ହତ୍ୟା, ଖଣ୍ଡା ଚୋଟରେ ଝିଅ ପଳାଇଲା କୋମାରେ: ବାହାର ରାଜ୍ୟରେ ବୁଲୁଛନ୍ତି ଅଭିଯୁକ୍ତ

ବ୍ରହ୍ମପୁର,୧୨ା୮(ସୁବାସ ଚନ୍ଦ୍ର ପାଢ଼ୀ): ନିମଖଣ୍ଡି ଥାନା ଅନ୍ତର୍ଗତ ଶ୍ରୀମା ନଗର ଦ୍ୱିତୀୟ ଲାଇନ୍‌ରେ ଭଡ଼ା ଘରେ ରହୁଥିବା ଗାୟତ୍ରୀ ସ୍ବାଇଁ(୩୦)ଙ୍କୁ ରବିବାର ରାତିରେ ତଣ୍ଟିକାଟି ହତ୍ୟା କରାଯାଇଥିବା ବେଳେ ତାଙ୍କର ଏକମାତ୍ର ଝିଅ ନିଲମ(୧୦)ଙ୍କୁ ଖଣ୍ଡାରେ ଆକ୍ରମଣ କରାଯାଇଛି। ନିଲମ ଭୁବନେଶ୍ୱର…

୧୨ ମାସ ପରେ ଅଦ୍ଭୁତ ସଂଯୋଗ: ଏସବୁ ରାଶିର ଭାଗ୍ୟ ବଦଳାଇବେ ବୁଧ, ନୂଆ ଚାକିରି ସାଙ୍ଗକୁ ପ୍ରଚୁର ଧନଲାଭର ଯୋଗ…

ବୈଦିକ ଜ୍ୟୋତିଷ ଅନୁସାରେ ବୁଧ ଗ୍ରହ ପ୍ରାୟ ୧ ମାସ ପରେ ରାଶି ପରିବର୍ତ୍ତନ କରିଥାନ୍ତି। ଏହାର ପ୍ରଭାବ ବିଶେଷକରି ବ୍ୟବସାୟ, ଶେୟାର ବଜାର ଏବଂ ଅର୍ଥବ୍ୟବସ୍ଥା ଉପରେ ଦେଖିବାକୁ ମିଳିଥାଏ। ଆସନ୍ତା ଅଗଷ୍ଟ ୩୦ରେ ବୁଧ ସିଂହ ରାଶିକୁ ଗୋଚର…

ଉନ୍ନୟନ କାର୍ଯ୍ୟ ନିମ୍ନମାନର, ଜିଲାପାଳଙ୍କୁ ଅଭିଯୋଗ

କେସିଙ୍ଗା,୧୨ା୮(ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଏନ୍‌ଏସିର ୱାର୍ଡ ନମ୍ବର ୧ରେ ହୋଇଥିବା ଉନ୍ନୟନ କାର୍ଯ୍ୟ ନିମ୍ନମାନର ନେଇ ୪ଜଣ କାଉନ୍‌ସିଲର ଜିଲାପାଳ ଓ ଭିଜିଲାନ୍ସରେ ଅଭିଯୋଗ କରିଛନ୍ତି। ବଗାଡ଼ ଗ୍ରାମରେ ୩୫,୩୧,୪୬୭ ଟଙ୍କା ବ୍ୟୟ ଅଟକଳରେ ନିର୍ମାଣ ହୋଇଥିବା କଂସେଇଖାନା…

ତ୍ରିରଙ୍ଗା ଯାତ୍ରା ପାଇଁ ଖର୍ଚ୍ଚ ହେବ ୧ କୋଟି : ଉଚ୍ଚ ଶିକ୍ଷା ପକ୍ଷରୁ ୭୪୬ କଲେଜରେ ଚାଲିଛି କାର୍ଯ୍ୟକ୍ରମ

ଭଞ୍ଜନଗର,୧୨ା୮(ବାବୁଲା ପ୍ରଧାନ): ସ୍ବାଧୀନତା ଦିବସ ପରିପ୍ରେକ୍ଷୀରେ ତ୍ରିରଙ୍ଗା ଯାତ୍ରା ଓ ଦେଶାତ୍ମକ ବୋଧକ କାର୍ଯ୍ୟକ୍ରମ କରିବା ପାଇଁ ବିଭିନ୍ନ ବିଭାଗ ପକ୍ଷରୁ ତତ୍ପରତା ପ୍ରକାଣ ପାଇଛି। ଭାଜପା ମଧ୍ୟ ପ୍ରତ୍ୟେକ ପଞ୍ଚାୟତରେ ତ୍ରିରଙ୍ଗା ଯାତ୍ରା ଆୟୋଜନ କରୁଛି। ମଙ୍ଗଳବାର ମୁଜାଗଡ଼ ଏବଂ…

ବାବା ଭେଙ୍ଗାଙ୍କ ଭୟଙ୍କର ଭବିଷ୍ୟବାଣୀ: ଅଗଷ୍ଟରେ ପକାଇବ ଚହଳ! ସତ ହୋଇଯିବାର ମିଳିଲା ସଙ୍କେତ

ଦୁନିଆରେ ଅନେକ ଭବିଷ୍ୟଦ୍ବକ୍ତା ଅଛନ୍ତି। ବାବା ଭେଙ୍ଗା ସେମାନଙ୍କ ମଧ୍ୟରୁ ଜଣେ। କିନ୍ତୁ ତାଙ୍କର ଭବିଷ୍ୟବାଣୀ ସବୁଠାରୁ ପ୍ରସିଦ୍ଧ। କାରଣ ବାବା ଭେଙ୍ଗା ପ୍ରତିବର୍ଷ ବିଶ୍ୱରେ ଘଟୁଥିବା ଘଟଣାଗୁଡ଼ିକର ଭବିଷ୍ୟବାଣୀ କରିଛନ୍ତି। ଏପର୍ଯ୍ୟନ୍ତ, ତାଙ୍କର ଅନେକ ଭବିଷ୍ୟ ବାଣୀ ସତ୍ୟ ହୋଇଛି।…

ଘରୁ ବାହାରି ପହଞ୍ଚି ପାରିଲେନି, ରାସ୍ତାରେ ଚାହିଁ ରହିଥିଲା…

ପାଟଣା,୧୨।୮(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ଥାନା ୨୨୦ ନମ୍ବର ଜାତୀୟ ରାଜପଥର ଧାନବେଣି ଛକ ନିକଟରେ ମଙ୍ଗଳବାର ଅପରାହ୍ନରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ରାସ୍ତାକଡ଼ ସୁରକ୍ଷା ବାଡ଼କୁ ଧକ୍କା ଦେଇଥିଲା। ଫଳରେ ଜଣେ…

ସୌମ୍ୟଶ୍ରୀଙ୍କୁ ନିଆଁ ଭିତରକୁ ଠେଲି ଦେଇଥିବା ୨ ଛାତ୍ରଙ୍କୁ ଚାଲିଛି ମାରଥନ ଜେରା: ମିଳିବକି ସାଙ୍ଘାତିକ…

ବାଲେଶ୍ୱର,୧୨।୮: ବାଲେଶ୍ୱର FM କଲେଜ ଘଟଣାରେ ରିମାଣ୍ଡରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଜେରା ଚାଲିଛି। ରିମାଣ୍ଡରେ ଥିବା ଜଣେ ଛାତ୍ର ଓ ଅଣଛାତ୍ରଙ୍କୁ ଚାଲିଛି ମାରାଥନ ଜେରା ଚାଲିଛି। ଏସଏଫଏସଏଲ୍ର ଗୋଟିଏ ଟିମ ମଧ୍ୟ ଜେରାରେ ସାମିଲ ଥିବା ସୂଚନା ମିଳତଛି।…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri