ପ୍ରଥମ ଥର ଟ୍ରମ୍ପଙ୍କ ଟାରିଫ୍ ଉପରେ କଡ଼ା ଜବାବ ଦେଲେ ମୋଦି, ଭୟରେ ଆମେରିକା
ନୂଆଦିଲ୍ଲୀ,୧୩।୮: ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକା ଦ୍ୱାରା ଭାରତ ଉପରେ ୫୦ ପ୍ରତିଶତ ଟାରିଫ୍ ଲାଗୁ କରିବା ପ୍ରସଙ୍ଗରେ ତାଙ୍କର ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି ଯେ ଭାରତ ଚାଷୀଙ୍କ ସ୍ବାର୍ଥ ସହିତ କୌଣସି ସାଲିସ କରିବ…
ସରକାର ବଦଳିଲା, ବଦଳିନି ବ୍ୟବସ୍ଥା: ତାତିଲେ ଚାଷୀ
ବରଗଡ଼,୧୩।୮(ପ୍ରେମାନନ୍ଦ ଖମାରୀ):ରାଜ୍ୟରେ ଶାସନକୁ ଆସିବା ପରେ ଭାଜପା ସରକାର ନିର୍ବାଚନ ପ୍ରତିଶ୍ରୁତି ମୁତାବକ ଚାଷୀଙ୍କୁ ଧାନ କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ ସହାୟତା(ବୋନସ) ଦେଉଛନ୍ତି। ଏହାକୁ ନେଇ ଆରମ୍ଭରୁ ଚାଷୀ ଉଲ୍ଲସିତ ଥିଲେ। କିନ୍ତୁ ଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭରୁ…
ଆଜି ୪ ଘଣ୍ଟା ବନ୍ଦ ରହିବ ମହାପ୍ରଭୁଙ୍କ ଦର୍ଶନ: ଜାଣନ୍ତୁ କେତେବେଳେ ଦର୍ଶନ କରିପାରିବେନି ଭକ୍ତ
ପୁରୀ,୧୩ା୮(ଅଜିତ୍ କୁମାର ମହାନ୍ତି):ପବିତ୍ର ଭାଦ୍ରବ କୃଷ୍ଣପକ୍ଷ ପଞ୍ଚମୀ ତିଥି ବା ରେଖା ପଞ୍ଚମୀ ତିଥି ଅବସରରେ ବୁଧବାର ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି ଅନୁଷ୍ଠିତ ହେବ। ଶ୍ରୀବିଗ୍ରହ ଶ୍ରୀମୁଖ ସରସ ଓ ସୁନ୍ଦର ଦେଖାଯିବା ପାଇଁ ସୁନା ଲାଗିଥିବା ପଟିରେ…
ସାଧାରଣ ଲୋକଙ୍କୁ ମିଳିଲା ଆଶ୍ୱସ୍ତି: ୮ ବର୍ଷ ମଧ୍ୟରେ କମିଲା…
ନୂଆଦିଲ୍ଲୀ,୧୩।୮: ଦେଶରେ ମୁଦ୍ରାସ୍ଫୀତି ମୋର୍ଚ୍ଚାରେ ସାଧାରଣ ଲୋକଙ୍କୁ ଆଶ୍ୱସ୍ତି ମିଳିଛି। ଜୁଲାଇ ମାସରେ ଖାଦ୍ୟ ସାମଗ୍ରୀର ମୂଲ୍ୟ ହ୍ରାସ ଯୋଗୁଁ, ଏହି ମାସରେ ଭାରତର ଖୁଚୁରା ମୁଦ୍ରାସ୍ଫୀତି ୧.୫୫ ପ୍ରତିଶତକୁ ହ୍ରାସ ପାଇଛି। ଏହା ଗତ ଆଠ ବର୍ଷ ମଧ୍ୟରେ ସର୍ବନିମ୍ନ।…
ସୁଭଦ୍ରା ପୋର୍ଟାଲ: ୨୧ ଜୀବିତଙ୍କୁ ଦର୍ଶାଯାଇଛି ମୃତ
ସାକ୍ଷୀଗୋପାଳ,୧୩। ୮(ପ୍ରଶାନ୍ତ କୁମାର ବାରିକ/କିଶୋର ମହାପାତ୍ର)ମହିଳାମାନଙ୍କୁ ଆର୍ଥିକ ସଶକ୍ତ କରିବା ନିମନ୍ତେ ସରକାରଙ୍କ ଦ୍ୱାରା ପ୍ରଣୟନ କରାଯାଇଥିବା ସୁଭଦ୍ରା ଯୋଜନାର ଏକ ବଡ଼ ବ୍ୟତିକ୍ରମ ସତ୍ୟବାଦୀ ବ୍ଲକରେ ଦେଖାଯାଇଛି। ଜଣେ ମହିଳା ହିତାଧିକାରୀ ଜୀବିତ ଥାଉ ଥାଉ ତାଙ୍କୁ ସୁଭଦ୍ରା ପୋର୍ଟାଲରେ…
କିଲିମାଞ୍ଜାରୋ ଶୃଙ୍ଗ ଆରୋହଣ କରି ଜନ୍ମମାଟିକୁ ଫେରିଲେ ଆର୍ଶୀବାଦ, ବରଗଡ଼ରେ ବିପୁଳ ସମ୍ବର୍ଦ୍ଧନା
ବରଗଡ଼,୧୨।୮(ପ୍ରେମାନନ୍ଦ ଖମାରୀ)- ଦକ୍ଷିଣ ଆଫ୍ରିକାରେ କିଲିମାଞ୍ଜାରୋ ପର୍ବତ(୫୮୯୫ ମିଟର) ଆରୋହଣ କରି ପର୍ବତ ଶିଖରରେ ତ୍ରିରଙ୍ଗା ଉଡ଼ାଇ ଇତିହାସ ରଚିଥିବା ବରଗଡ଼ ଜିଲା ଅତାବିରା ବ୍ଲକ କୁଲିତାଟୁକୁରା ଗ୍ରାମର ଯୁବ ପର୍ବତାରୋହୀ ଆର୍ଶୀବାଦ ମହାପାତ୍ର ମଙ୍ଗଳବାର ଜନ୍ମମାଟିକୁ ଫେରିଛନ୍ତି l ଫେରିବା…
ଲଘୁଚାପ: ଆସନ୍ତା ୩ ଦିନ ଅତି ପ୍ରବଳ ବର୍ଷା,ଏସବୁ ଜିଲାକୁ ୟେଲୋ ଓ୍ବାର୍ନିଂ…
ଭୁବନେଶ୍ୱର,୧୨।୮(ଅନୁରାଧା ମହାରଣା)- ବଙ୍ଗୋପସାଗରର କେନ୍ଦ୍ରୀୟ ଅଂଶ ଉପରେ ଏକ ଘୂର୍ଣ୍ଣିବଳୟ ସଞ୍ଚାଳନ ସକ୍ରିୟ ରହିଛି। ଏହାର ପ୍ରଭାବରେ ବୁଧବାର ପଶ୍ଚିମ କେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଉପରେ ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ପରବର୍ତ୍ତୀ ୪୮ ଘଣ୍ଟା…
ଦଶମ ଛାତ୍ରୀଙ୍କୁ ଗଣବଳାତ୍କାର: ପିଉସା ଗିରଫ
ପଟ୍ଟାମୁଣ୍ଡାଇ,୧୨।୮: କେନ୍ଦ୍ରାପଡ଼ା ଜିଲା ରାଜନଗରରେ ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଗଣବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ପୋଲିସ ଅଭିଯୋଗକୁ ଭିତ୍ତିି କରି ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତ ପିଉସାଙ୍କୁ ପୋଲିସ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରିଛି। ଅନ୍ୟପକ୍ଷେ ପୋଲିସ ଘଟଣାରେ…
ସେପ୍ଟେମ୍ବର ୧୧ରେ ଘୁମୁସର ଦିବସ, ପାଳନ ନେଇ…
ଭଞ୍ଜନଗର,୧୨।୮(ବାବୁଲା ପ୍ରଧାନ)-ଘୁମୁସର ବିକାଶ ପରିଷଦର ଏକ ଜରୁରୀ ବୈଠକ ମଙ୍ଗଳବାର ଆଇନଜୀବୀ ସୋମନାଥ ନାୟକଙ୍କ ଭଞ୍ଜନଗର ବାସଭବନରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ନାୟକ ଅଧ୍ୟକ୍ଷତା କରି ଘୁମୁସର ଇତିହାସ, ଦିବସ ଓ ଉକ୍ତ ଦିବସ ପାଳନର ଆବଶ୍ୟକତା ସମ୍ପର୍କରେ କହିଥିଲେ। ସମ୍ପାଦକ…
ଅଙ୍ଗନୱାଡ଼ିକେନ୍ଦ୍ର ନିକଟରେ ବସି ଖେଳୁଥିଲେ ଗେମ୍: ପରେ ଯାହା ହେଲା…
ଦିଗପହଣ୍ଡି,୧୨।୮(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଥାନା ନୂଆ ଅନ୍ତେଇ ଗ୍ରାମରେ ଜଣେ ଯୁବକ ବିଦ୍ୟୁତ ସଂସ୍ପର୍ଶରେ ମୃତ୍ୟୁବରଣ କରିଥିବା ଜଣାପଡିଛି । ମୃତକ ଜଣକ ହେଲେ ଗ୍ରାମର କାହ୍ନା ସେଠୀ (୧୮) । କାହ୍ନା ସୋମବାର ରାତି ପ୍ରାୟ ୧୧ ଟାରେ…
ବିନା ରିଚାର୍ଜରେ କେତେ ଦିନରେ ବନ୍ଦ ହୋଇଯାଏ SIM Card? ଜାଣନ୍ତୁ Jio, Airtel, Vi ପାଇଁ TRAI ନିୟମ…
ନୂଆଦିଲ୍ଲୀ,୧୨।୮: ଆଜିକାଲି ଅଧିକାଂଶ ମୋବାଇଲ ଉପଭୋକ୍ତା ଦୁଇଟି ସିମ କାର୍ଡ ବ୍ୟବହାର କରୁଛନ୍ତି। କିନ୍ତୁ ରିଚାର୍ଜ ପ୍ଲାନ୍ ମହଙ୍ଗା ହେବା ପରେ ଦୁଇଟି ସିମ୍କୁ ଏକାସହିତ ରିଚାର୍ଜ କରିବା କଷ୍ଟକର ହୋଇପଡ଼ୁଛି। ଫଳରେ ଅନେକ ଲୋକ ଯେଉଁ ସିମ୍ରୁ ଅଧିକ କଥାବାର୍ତ୍ତା…
ବର୍ଷା ପାଇଁ ଇନ୍ଦ୍ର ଦେବତାଙ୍କୁ ପୂଜାକଲେ ଗ୍ରାମ ବାସୀ…
କର୍ଲାମୁଣ୍ଡା:୧୨/୮(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ର ଜୋରାଡବରା ଠାରେ ବର୍ଷା ଅଭା ଯୋଗୁଁ ଗ୍ରାମ ବାସୀ ମାନେ ଇନ୍ଦ୍ର ପୂଜା କରିଥିବା ଦେଖିବାକୁ ମିଳିଛି। ଇନ୍ଦ୍ର ଙ୍କୁ ପୂଜାର୍ଚ୍ଚନା କଲେ କାଳେ ବର୍ଷା ହେବାର ବିଶ୍ୱାସ ଥିବାରୁ…
Archives


