Home Left

ରିସର୍ଟର ସୁଇମିଂପୁଲ୍‌ରୁ ମିଳିଲା ପର୍ଯ୍ୟଟକଙ୍କ ମୃତଦେହ: ଖେଳିଗଲା ଚାଞ୍ଚଲ୍ୟ

ଢେଙ୍କାନାଳ,୧୬।୮(ରତନ ନାୟାର): ଢେଙ୍କାନାଳ ଜିଲା ଅଗ୍ନିଶମ ସେବା କର୍ମଚାରୀ ରିସର୍ଟରୁ ଶନିବାର ଭୋର ୫ଟାରୁ ଜଣେ ପର୍ଯ୍ୟଟକଙ୍କ ମୃତଦେହକ ଉଦ୍ଧାର କରିଛନ୍ତି। ମୃତ ବ୍ୟକ୍ତିଙ୍କ ନାମ ତେଜ ଆହୁଜା ଏବଂ ତାଙ୍କ ଘର ଉତ୍ତରାଖଣ୍ଡରେ ବୋଲି ଜଣାପଡିଛି। ମୃତ୍ୟୁର କାରଣ ବର୍ତ୍ତମାନ…

ମ୍ୟାଚ ଫିକ୍ସିଂ ମାମଲାରେ ICC ଶୁଣାଇଲା ସଜା, ଏହି ଖେଳାଳିଙ୍କୁ ୫ବର୍ଷ ପାଇଁ କରାଗଲା ବ୍ୟାନ

ନୂଆଦିଲ୍ଲୀ,୧୬।୮: ICCର ଦୁର୍ନୀତି ନିବାରଣ ଟ୍ରିବ୍ୟୁନାଲ ଦ୍ୱାରା ପୂର୍ବତନ ଶ୍ରୀଲଙ୍କା ଘରୋଇ କ୍ରିକେଟର ସାଲିଆ ସମନଙ୍କୁ ସମସ୍ତ ଫର୍ମାଟ କ୍ରିକେଟରୁ ୫ ବର୍ଷ ପାଇଁ ନିଷିଦ୍ଧ କରାଯାଇଛି। ୨୦୨୧ ଆବୁଧାବି ଟି୧୦ ଲିଗରେ ମ୍ୟାଚ ଫିକ୍ସିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବା…

SBIର ବଡ଼ ଘୋଷଣା, ଏଣିକି ଲୋନ୍‌ ନେଲେ…

ନୂଆଦିଲ୍ଲୀ,୧୫।୮: ଯଦି ଆପଣଙ୍କର ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ (SBI)ରେ ଆକାଉଣ୍ଟ ଅଛି, ତେବେ ଆପଣଙ୍କ ପାଇଁ ଖୁସିଖବର। ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ SBI ତା’ର ଗ୍ରାହକଙ୍କୁ ୧୫ ଅଗଷ୍ଟ ୨୦୨୫ ଠାରୁ ଏକ ବିଶେଷ ଉପହାର ଦେଇଛି।…

ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଜନ୍ମାଷ୍ଟମୀ ଉତ୍ସବ

ଭଞ୍ଜନଗର,୧୫।୮(ବାବୁଲା ପ୍ରଧାନ):ଭଞ୍ଜନଗର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରରେ ଶୁକ୍ରବାର ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଉତ୍ସବ ପାଳିତ ହୋଇଯାଇଛି। ମୁଖ୍ୟ ଅତିଥି ରୂପେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଡ. କମ୍ବୁପାଣି ସାମନ୍ତ ଏବଂ ଯୁଗ୍ମ ସମ୍ପାଦକ ଗଙ୍ଗାଧର ଦାସ ଯୋଗ ଦେଇଥିଲେ। ୫୧ଜଣ…

 ଆରପାରିରେ ନାଗାଲାଣ୍ଡ ରାଜ୍ୟପାଳ ଏଲ୍‌. ଗଣେଶନ       

କୋହିମା,୧୫।୮:ନାଗାଲାଣ୍ଡ ରାଜ୍ୟପାଳ ଏଲ୍‌. ଗଣେଶନଙ୍କର ପରଲୋକ ଘଟିଛି। ଶୁକ୍ରବାର ୮୦ ବର୍ଷ ବୟସରେ ତାଙ୍କର  ବିୟୋଗ ଘଟିଛି। ୮ ଅଗଷ୍ଟରେ ଚେନ୍ନାଇସ୍ଥିତ ତାଙ୍କ ବାସଭବନରେ ସେ ପଡ଼ିଯିବାରୁ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା । ଏ ନେଇ ସେ ଚେନ୍ନାଇର ଆପୋଲୋ…

ବରଗଡ଼ରେ ଚାଞ୍ଚଲ୍ୟ: ଗାଡ଼ି ଡିକିରୁ ଲୁଟିନେଲେ ୧୧ଲକ୍ଷ ଟଙ୍କା

ବରଗଡ଼,୧୫।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବରପାଲିରେ ଚାଷୀଙ୍କ ସ୍କୁଟି ଡ଼ିକିରୁ ୧୧ ଲକ୍ଷ ୬୩ ହଜାର ଟଙ୍କା ଲୁଟ ଘଟଣାରେ ବରଗଡ଼ ପୋଲିସ ଅଭିଯୁକ୍ତଙ୍କୁ ଗିରଫ କରିବାରେ ସଫଳ ହୋଇଛି। ଗିରଫ ଅଭିଯୁକ୍ତ ହେଲେ ଗଞ୍ଜାମ ଜିଲା ଆସ୍କା ଥାନା ପକାଲାପାଲି…

ଜାତୀୟ ପତାକା ଉତ୍ତୋଳନ କଲେ ୯୦ ବର୍ଷୀୟା ବୃଦ୍ଧା, ବଖାଣିଲେ ସ୍ବାଧୀନତା ପୂର୍ବର କାହାଣୀ

ଦାରିଙ୍ଗବାଡି, ୧୫।୮ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ତାଜୁଙ୍ଗିଆ ପଞ୍ଚାୟତର ସିକରମାହା ସରକାରୀ ଉନ୍ନିତ ଉଚ୍ଚ ବିଦ୍ୟାଳୟରେ ୭୯ତମ ସ୍ବାଧୀନତା ଦିବସ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଆକର୍ଷଣ ଥିଲେ ଉକ୍ତ ଅଞ୍ଚଳର…

ଥାଇଲାଣ୍ଡ ଜଙ୍ଗଲରେ ନଜର ଆସିଲା ବିରଳ କଙ୍କଡ଼ା, ପୃଥିବୀ ପାଇଁ ଦିଏ ଏହି ଗୁରୁତ୍ୱପୂର୍ଣ୍ଣ ସଙ୍କେତ, ଜାଣନ୍ତୁ…

ଥାଇଲାଣ୍ଡର କାଏଙ୍ଗ କ୍ରାଚାନ ଜାତୀୟ ଉଦ୍ୟାନରେ ଏକ ଅତ୍ୟନ୍ତ ବିରଳ ଏବଂ ଅନନ୍ୟ ପ୍ରଜାତିର କଙ୍କଡ଼ା ଦେଖାଯାଇଛି, ଯାହାର ରଙ୍ଗ ବାଇଗଣୀ। ଏହା ସୋସିଆଲ ମିଡିଆରେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଛି। ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା କିଛି ଫଟୋରେ ଏହି କଙ୍କଡ଼ାର…

ସୁନ୍ଦରଗଡ ଜିଲା ସ୍ତରୀୟ ସ୍ବାଧୀନତା ଦିବସ:  ସ୍ବାସ୍ଥ୍ୟମନ୍ତ୍ରୀ  କଲେ ପତାକା ଉତ୍ତୋଳନ   

 ସୁନ୍ଦରଗଡ,୧୫।୮(ଜୟ ନାରାୟଣ ମାମଲା ମେଣ୍ଡୁଳି): ୭୯ତମ ଜିଲା ସ୍ତରୀୟ ସ୍ବାଧୀନତା ଦିବସ ସମାରୋହ  ସ୍ଥାନୀୟ ସରକାରୀ କଲେଜ ନିକଟ ଯତରା ପଡିଆଠାରେ ଅନୁଷ୍ଠିତ ହୋଇଯାଇଛି। ଆୟୋଜିତ ଏହି ସମାରୋହରେ ରାଜ୍ୟ ସ୍ବାସ୍ଥ୍ୟ ଏବଂ ପରିବାର କଲ୍ୟାଣ, ସଂସଦୀୟ ବ୍ୟାପାର, ଇଲକ୍ଟୋଟ୍ରିନ୍ସ ଓ…

ଗୋଟିଏ ଲିଟର ପେଟ୍ରୋଲ ବିକିଲେ ପେଟ୍ରୋଲ ପମ୍ପ ଡିଲର କେତେ ଲାଭ ପାଆନ୍ତି? ସତ ଜାଣିଲେ ତାଜୁବ ହେବେ

ଆପଣ ଜାଣନ୍ତି କି? ଜଣେ ପେଟ୍ରୋଲ ପମ୍ପ ଡିଲର ପ୍ରତି ଲିଟର ପେଟ୍ରୋଲ ଏବଂ ଡିଜେଲ ବିକ୍ରୟ କରି କେତେ ରୋଜଗାର କରନ୍ତି? ଯଦି ନୁହେଁ, ତେବେ ଆଜି ଆମେ ଆପଣଙ୍କୁ ଏହା ବିଷୟରେ କହିବୁ। ଏହା ଜାଣିବା ପାଇଁ, ଆମେ…

ଭୁଷଣ୍ଡପୁର ପାଇଁ ଖୁସିଖବର : ଷ୍ଟେଶନରେ ଭୁବନେଶ୍ୱର ଜଗଦଳପୁର ଦୃତଗାମୀ ରେଳ ରହଣିକୁ ସ୍ବାଗତ

ନିରାକାରପୁର,୧୫।୮(ମାନସ ଚନ୍ଦ୍ର ପଟ୍ଟନାୟକ):  ୭୯ ସ୍ବାଧୀନତା ଦିବସ ଅବସରରେ ଭୁଷଣ୍ଡପୁର ଷ୍ଟେଶନରେ ଭୁବନେଶ୍ୱର ଜଗଦଳପୁର ଦ୍ରୁତଗାମୀ ରେଳ ଗାଡିର ରହଣିକୁ ଅଞ୍ଚଳବାସୀ ସ୍ବାଗତ କରିଛନ୍ତି। ଏହି ରେଳ ଗାଡି ରହଣି ପାଇଁ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା। ଭୁଷଣ୍ଡପୁର, ବାଲିପାଟପୁର, କନ୍ତଳବାଇ,…

ଜଣେ ଭୋଟର ୨ଟି ଭୋଟର ଆଇଡି କାର୍ଡ ରଖିଥିଲେ ଯିବେ ଜେଲ, ଜାଣନ୍ତୁ EPIC କ’ଣ, ଆଇନ୍‌ ଅନୁଯାୟୀ…

ନୂଆଦିଲ୍ଲୀ,୧୫।୮: ବିହାରରେ ନିର୍ବାଚନ କମିଶନଙ୍କ ଦ୍ୱାରା ଚାଲିଥିବା ସ୍ବତନ୍ତ୍ର ଗହନ ପୁନରୀକ୍ଷଣ (SIR) ଅଭିଯାନ ସହ ଦୁଇଟି ଭୋଟର ଆଇଡି କାର୍ଡ ରଖିବା ବିବାଦ ଜୋର ଧରିଛି। ପ୍ରଥମେ ଆରଜେଡି ନେତା ତେଜସ୍ବୀ ଯାଦବଙ୍କୁ ଏ ସମ୍ପର୍କରେ ନିର୍ବାଚନ କମିଶନ ନୋଟିସ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri