Home Left

ସଂଗ୍ରାମୀଙ୍କ ବଳିଦାନକୁ ଭୁଲି ହେବନି: ମନ୍ତ୍ରୀ

ବଲାଙ୍ଗୀର,୧୫ା୮(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀରରେ ଜିଲାସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ସମାରୋହ ସ୍ଥାନୀୟ ରିଜର୍ଭ ପୋଲିସ ପଡ଼ିଆରେ ଶୁକ୍ରବାର ପାଳିତ ହୋଇଛି। ପଞ୍ଚାୟତିରାଜ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ ମୁଖ୍ୟଅତିଥି ଭାବେ ଯୋଗଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ…

ପ୍ରେମାନନ୍ଦ ମହାରାଜଙ୍କୁ କିଡ଼ନୀ ଦାନ ପ୍ରସ୍ତାବ ଦେଲେ ଶିଲ୍ପା ଶେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରା, ଭାଇରାଲ ହେଲା ଭିଡିଓ

ନୂଆଦିଲ୍ଲୀ,୧୫।୮: ବଲିଉଡ ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ ଓ ତାଙ୍କ ସ୍ବାମୀ, ବ୍ୟବସାୟୀ ରାଜ କୁନ୍ଦ୍ରା ନିକଟରେ ମଥୁରାରେ ଆଧ୍ୟାତ୍ମିକ ଗୁରୁ ପ୍ରେମାନନ୍ଦ ମହାରାଜଙ୍କୁ ଭେଟିଥିଲେ। ଏହି ସମୟର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଛି, ଯେଉଁଥିରେ ରାଜ କୁନ୍ଦ୍ରା ଗୁରୁଙ୍କୁ…

ମହିଳାଙ୍କୁ ଖୁବ ପ୍ରଶଂସା କଲେ ମୋଦି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୫।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶୁକ୍ରବାର (୧୫ ଅଗଷ୍ଟ, ୨୦୨୫) ଭାରତର ଆର୍ଥିକ ଏବଂ ସାମାଜିକ ପ୍ରଗତିକୁ ଗଠନ କରିବାରେ ମହିଳାମାନଙ୍କର ବର୍ଦ୍ଧିତ ଅବଦାନକୁ ଗୁରୁତ୍ୱାରୋପ କରି କହିଛନ୍ତି, ‘ଆଜି ପ୍ରତ୍ୟେକ କ୍ଷେତ୍ର ଗର୍ବର ସହିତ ଆମର ନାରୀ ଶକ୍ତିର ଶକ୍ତିକୁ…

ସ୍ବାଧୀନତା ଦିବସ ପାଳନ କରିବାକୁ ବିଦ୍ୟାଳୟ ଆସୁଥିଲେ ପ୍ରଧାନଶିକ୍ଷକ, ବାଟରେ ଚାପିଦେଲା ଅଜଣା ଗାଡ଼ି

କେନ୍ଦ୍ରାପଡ଼ା,୧୫ା୮(ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ଜିଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଚଣ୍ଡିଖୋଲ-ପାରାଦୀପ ୫୩ ନମ୍ବର ଜାତୀୟ ରାଜପଥର କେନାଲ ବ୍ରିଜ୍‌ ନିକଟରେ ଅଜଣା ଗାଡ଼ି ଧକ୍କାରେ ବିଦ୍ୟାଳୟର ଜଣେ ପ୍ରଧାନଶିକ୍ଷକଙ୍କ ମୃତ୍ୟୁ ଘଟିଛି। ମୃତ ପ୍ରଧାନ ଶିକ୍ଷକଙ୍କ ନାମ ହେଲା ବିଜୟ କୁମାର…

ଘୁମୁସର ଜିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି: ସ୍ବାଗତ କଲେ ଅଞ୍ଚଳବାସୀ

ଭଞ୍ଜନଗର,୧୫।୮(ବାବୁଲା ପ୍ରଧାନ):ଆଗାମୀ ଦିନରେ କିଛି ବ୍ଲକ, ପଂଚାୟତ, ଗ୍ରାମ, ଜିଲା ସୀମା ପରିବର୍ତ୍ତନ ହେବ। ତେଣୁ ବ୍ଲକ, ପଂଚାୟତ, ଗ୍ରାମ,ଜିଲା ସଂଖ୍ୟା ବଢିବ। ଜିଲା ସଂଖ୍ୟା ବଢ଼ିଲେ ଘୁମୁସର ଜିଲା ଘୋଷଣା ହେବା ସମ୍ଭାବନା ରହିଛି। ବିଜୁ ପଟ୍ଟନାୟକ ମୁଖ୍ୟମନ୍ତ୍ରୀ ଥିବା…

ଭୋ ଭୋ ହୋଇ କାନ୍ଦୁଛନ୍ତି ଗୋବିନ୍ଦାଙ୍କା ସ୍ତ୍ରୀ, ଘର ଭାଙ୍ଗିଯିବାର ଭୟ ଘାରିଛି

ମୁମ୍ବାଇ,୧୫।୮: ବଲିଉଡ ଷ୍ଟାର ଗୋବିନ୍ଦାଙ୍କ ପତ୍ନୀ ସୁନିତା ଆହୁଜା ତାଙ୍କର ବୋଲ୍ଡ ଷ୍ଟାଇଲ ପାଇଁ ଜଣାଶୁଣା। ସୁନିତା ଯେକୌଣସି ବିଷୟରେ ନିଜର ମତ ପ୍ରକାଶ କରିବାକୁ ପଛଘୁଞ୍ଚା ଦିଅନ୍ତି ନାହିଁ। ଲୋକମାନେ ତାଙ୍କର ଏହି ଷ୍ଟାଇଲ୍କୁ ବହୁତ ପସନ୍ଦ କରନ୍ତି। କିଛି…

ଦେଶକୁ ଭଲ ପାଇବାର ଭାବନା ଉଦ୍ରେକ ହେଉ: ବିଧାୟକ

ପାଟଣା,୧୫ା୮(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ମୁଖ୍ୟାଳୟ ଷ୍ଟାଡିୟମରେ ଶୁକ୍ରବାର ୭୯ ତମ ବ୍ଲକସ୍ତରୀୟ ସ୍ବାଧୀନତା ଦିବସ ମହାଆଡମ୍ବରରେ ପାଳିତ ହୋଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ଯୋଗ ଦେଇ ଜାତୀୟ ପତାକା…

‘ଲୋକଙ୍କୁ ସବୁ ସମୟରେ ସେବା ଯୋଗାଇବା ପାଇଁ ସଂକଳ୍ପ’

ଦାରିଙ୍ଗବାଡ଼ି,୧୫ା୮(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ିଠାରେ ଅଗ୍ନିଶମ ବିଭାଗ ପକ୍ଷରୁ ୭୯ ତମ ସ୍ବାଧୀନତା ଦିବସ ପାଳିତ ହୋଇଯାଇଛି। ଏହି ପ୍ରରିପ୍ରେକ୍ଷୀରେ ଅଗ୍ନିଶମ ବିଭାଗର ଗୋଷ୍ଠୀ ଅଧିକାରୀ ଧବଳେଶ୍ୱର ପ୍ରଧାନଙ୍କ ଅଧ୍ୟକ୍ଷତାରେ ଜାତୀୟ ପତ୍ତାକା ଉତ୍ତୋଳନ ହୋଇଛି। ଜାତୀୟ ସଙ୍ଗୀତ ଗାନ…

କଂଗ୍ରେସ କାର୍ଯ୍ୟାଳୟ ଉତ୍ସବମୁଖର: ଫଳ ବାଣ୍ଟିଲେ କର୍ମକର୍ତ୍ତା

ଦାରିଙ୍ଗବାଡି,୧୫/୮(ଅରୁଣ ସାହୁ):ଦାରିଙ୍ଗବାଡି କଂଗ୍ରେସ ପକ୍ଷରୁ ୭୯ ତମ ସୱାଧୀନତା ଦିବସ ବଡ଼ ଧୂମଧାମ ରେ ପାଳିତ ହୋଇଯାଇଛି। ସକାଳ ୮ଟାରେ କଂଗ୍ରେସ କାର୍ଯ୍ୟାଳୟ ସମ୍ମୁଖରେ ସମସ୍ତ କଂଗ୍ରେସ କର୍ମକର୍ତ୍ତା ଏକତ୍ରିତ ହୋଇଥିଲେ। ସେଠାରେ ମୁଖ୍ୟ ଅତିଥିଭାବେ ଦଳର ବରିଷ୍ଠ ନେତା ତଥା…

ପତାକା ଉତ୍ତୋଳନ କଲେ ବିଧାୟକ: ସ୍ବାଧୀନତା ସଂଗ୍ରାମୀଙ୍କ ବଳିଦାନକୁ ସ୍ମରଣ

ଦାରିଙ୍ଗବାଡି,୧୫।୮(ଅରୁଣ ସାହୁ): ଦାରିଙ୍ଗବାଡି ହେଲିପ୍ୟାଡ଼ ପଡିଆରେ ଶୁକ୍ରବାର ବ୍ଲକସ୍ତରୀୟ ୭୯ତମ ସ୍ବାଧୀନତା ଦିବସ ବଡ଼ ଧୂମଧାମରେ ପାଳିତ ହୋଇଯାଇଛି। ଏହି ଅବସରରେ ଜି. ଉଦୟଗିରି ବିଧାୟକ ପ୍ରଫୁଲ୍ଲ ଚନ୍ଦ୍ର ପ୍ରଧାନ ମୁଖ୍ୟ ଅତିଥିଭାବେ ଯୋଗଦାନ କରି ଜାତୀୟ ପତ୍ତାକା ଉତ୍ତୋଳନ କରିଥିଲେ।…

ଏସିଆ କପରେ ଭାରତୀୟ ଦଳର ନେତୃତ୍ୱ ନେବେ ସୂର୍ଯ୍ୟକୁମାର ଯାଦବ: ବାଦ ପଡିବେ ଏସମସ୍ତ ଷ୍ଟାର

ମୁମ୍ବଇ,୧୫ା୮: ଏସିଆ କପ୍ ୨୦୨୫ ପାଇଁ ଭାରତୀୟ କ୍ରିକେଟ ଦଳର ସ୍କ୍ୱାଡ ଘୋଷଣା ମୁମ୍ବାଇରେ ୧୯ ଅଗଷ୍ଟରେ ହେବ ବୋଲି ଟାଇମ୍ସ ଅଫ ଇଣ୍ଡିଆର ରିପୋର୍ଟରୁ ଜଣାପଡ଼ିଛି। ଭାରତୀୟ T20 ଅଧିନାୟକ ସୂର୍ଯ୍ୟକୁମାର ଯାଦବ ବେଙ୍ଗାଲୁରୁରୁ ମୁମ୍ବାଇ ଯାତ୍ରା କରି ଏହି…

ଶିକ୍ଷକ ନିଯୁକ୍ତି ଦାବି: ସ୍କୁଲରେ ତାଲା ପକାଇ ଧାରଣା

ନୂଆପଡ଼ା,୧୫ା୮(ମକାରୁ ବେମାଲ):ନୂଆପଡ଼ା ଜିଲା କୋମନା ବ୍ଲକ୍‌ ଜଟଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଶିକ୍ଷକ ନିଯୁକ୍ତି ଦାବିରେ ଗୁରୁବାର ଛାତ୍ରୀଛାତ୍ର ଓ ଅଭିଭାବକ ତାଲା ପକାଇ ଧାରଣାରେ ବସିଥିଲେ ା ସୂଚନା ଅନୁଯାୟୀ ଏହି ବିଦ୍ୟାଳୟରେ ପ୍ରଥମରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତ ରହିଥିବା…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri