Home Left

ଟାରିଫ ଓ୍ବାର ମଧ୍ୟରେ ଆମେରିକାକୁ ଚେତାବନୀ ଦେଲେ ନିକି

ଓ୍ବାଶିଂଟନ/ନୂଆଦିଲ୍ଲୀ,୨୪।୮: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ଅନେକ ଦେଶ ଉପରେ ଶୁଳ୍କ ଘୋଷଣା କରିଛନ୍ତି। ରୁଷିଆରୁ ତେଲ କିଣିବା ପାଇଁ ଟ୍ରମ୍ପ ଭାରତ ଉପରେ ଅତିରିକ୍ତ ୨୫ ପ୍ରତିଶତ ଶୁଳ୍କ ଘୋଷଣା କରିଛନ୍ତି। ଟ୍ରମ୍ପଙ୍କ ନିଷ୍ପତ୍ତିକୁ ଆମେରିକାରେ ମଧ୍ୟ…

ଘାଟିରେ ଖସିଲା ମାଟି ଅତଡ଼ା: ଜାତୀୟ ରାଜପଥରେ…

କେନ୍ଦୁଝର,୨୪।୮(ନରେଶ ପଟ୍ଟନାୟକ): କେନ୍ଦୁଝର ଜିଲା ଜୁଡ଼ିଆଘାଟି ଓ କାଞ୍ଜିପାଣି ଘାଟିରେ ଖସିଲା ମାଟି ଅତଡ଼ା। ଏନେଇ ୪୯ ନମୱର ଜାତୀୟ ରାଜପଥରେ ଗାଡ଼ି ଚଳାଚଳ ପ୍ରଭାବିତ ହୋଇଛି। ପ୍ରବଳ ବର୍ଷା ଯୋଗୁ ଘାଟିରୁ ପଥର ଓ ମାଟି ଖସି ରାସ୍ତା ବନ୍ଦ…

ନୂଆଖାଇ ପାଇଁ ମା’ ସମଲେଇଙ୍କ ପୀଠରେ ପହଞ୍ଚିଲା ସରିଆ ଧାନ

ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଖାଇରେ ସମ୍ବଲପୁରର ଅଧିଷ୍ଠାତ୍ରୀ ଦେବୀ ମା’ ସମଲେଇଙ୍କ ନିକଟରେ ଲାଗି ହେବ ନୂତନ ସରିଆଧାନ। ଏଥିପାଇଁ ଆଜି ମା’ ସମଲେଇଙ୍କ ପୀଠରେ ପହଞ୍ଚିଛି ନୂଆଁ ସରିଆ ଧାନ। ପ୍ରତିବର୍ଷ ଭଳି ଚଳିତ ବଷ…

ଭାରତ ପରେ ଆମେରିକାକୁ ବଡ଼ ଝଟକା ଦେଲା ୟୁରୋପ

ନୂଆଦିଲ୍ଲୀ,୨୪।୮: ଭାରତ ପରେ ଏବେ ଆମେରିକାକୁ ୟୁରୋପରୁ ମଧ୍ୟ ଏକ ବଡ଼ ଝଟକା ଲାଗିଛି। ସ୍ପେନ ଏବଂ ସ୍ବିଜରଲ୍ୟାଣ୍ଡ ଆମେରିକାର ୫ମ ପିଢ଼ିର ଲଢୁଆ ବିମାନ F-35 କିଣିବାକୁ ସ୍ପଷ୍ଟ ଭାବରେ ମନା କରିବା ପରେ ଡୋନାଲ୍ଡ ଟ୍ରମ୍ପ ପ୍ରଶାସନର ଆଶା…

ନୂଆଖାଇ ପାଇଁ ଘରକୁ ଆସି ପାଲଟିଗଲେ ଶବ: ବାହୁନି ବାହୁନି କାନ୍ଦୁଛି ମା’, ସ୍ତ୍ରୀ କହୁଛି…

ବଲାଙ୍ଗୀର,୨୪।୮(ସୁନିଲ ମହାନ୍ତି): ବଲାଙ୍ଗୀର ଜିଲା ପାଟଣାଗଡ଼ ତୃତୀୟ ବାଟାଲିୟନରେ କାର୍ଯ୍ୟରତ OSAP ଯବାନଙ୍କ ମତ୍ୟୁ ଘଟିଛି। ନୂଆଁଖାଇ ପାଇଁ ଘରକୁ ଆସିଥିବା ବେଳେ ହଠାତ୍‌ ମତ୍ୟୁ ହୋଇଥିବା ଅଭିଯୋଗ ହେଉଛି। ଏଭଳି ଘଟଣା ଘଟିଛି ବେଲପଡ଼ା ଥାନା ଅଧୀନରେ। ମୁଣ୍ଡାଗାଁରେ ମୃତ…

IND vs PAK Asia Cup: ସୀମା ଭିତରେ ରୁହନ୍ତୁ! Asia Cup ରେ ଭାରତ-ପାକିସ୍ତାନ ମ୍ୟାଚ ପୂର୍ବରୁ କାହିଁକି ଏମିତି ଚେତାବନୀ ଦେଲେ ୱାସିମ ଆକ୍ରମ? ଜାଣନ୍ତୁ ସେ କ’ଣ କହିଲେ

ନୂଆଦିଲ୍ଲୀ,୨୪।୮: ଏସିଆ କପ ୨୦୨୫ରେ ଭାରତ ଏବଂ ପାକିସ୍ତାନ ଗୋଟିଏ ଗ୍ରୁପରେ ଅଛନ୍ତି, ସେମାନଙ୍କ ସହିତ ଓମାନ ଏବଂ ୟୁଏଇ ଗ୍ରୁପ A ରେ ଅଛନ୍ତି। ୯ସେପ୍ଟେମ୍ବରରୁ ଆରମ୍ଭ ହେବାକୁ ଯାଉଥିବା ଏହି ଟୁର୍ଣ୍ଣାମେଣ୍ଟରେ, ସବୁଠାରୁ ପ୍ରତୀକ୍ଷିତ ମ୍ୟାଚ ହେଉଛି ଭାରତ…

ସମସ୍ତ ଫର୍ମାଟରୁ ଅବସର ନେଲେ ପୂଜାରା, ଇମୋଶନାଲ ପୋଷ୍ଟ କରି ଦେଲେ ସୂଚନା

ନୂଆଦିଲ୍ଲୀ,୨୪।୮: ଭାରତର ଷ୍ଟାର ଟେଷ୍ଟ ବ୍ୟାଟସମ୍ୟାନ ଚେତେଶ୍ୱର ପୂଜାରା ଭାରତୀୟ କ୍ରିକେଟର ସମସ୍ତ ଫର୍ମାଟରୁ ଅବସର ଘୋଷଣା କରିଛନ୍ତି। ରବିବାର ସେ ଏକ ପୋଷ୍ଟ ଲେଖି ଏହା ଘୋଷଣା କରିଛନ୍ତି। ସେ ଏହି ଭାବପ୍ରବଣ ନୋଟରେ ନିଜର ଭାବନା ପ୍ରକାଶ କରିଛନ୍ତି।…

ହୀରାକୁଦର ଆଉ ୪ ଗେଟ୍‌ ଖୋଲିଲା

ସମ୍ବଲପୁର,୨୪।୮(ପ୍ରମୋଦ ବହିଦାର): ଆସନ୍ନ ଲଘୁଚାପକୁ ଦୃଷ୍ଟିରେ ରଖି ରୁଲ୍‌କର୍ଭ ନିୟମ ଅନୁସାରେ ହୀରାକୁଦ ଜଳଭଣ୍ଡାରରେ ଜଳପତ୍ତନ ନିମନ୍ତ୍ରଣ ଓ ସୁପରିଚାଳନା ପାଇଁ ଆଗୁଆ ବ୍ୟବସ୍ଥା ସ୍ବରୂପ ଅତିରିକ୍ତ ବନ୍ୟାଜଳ ନିଷ୍କାସନ ପ୍ରକ୍ରିୟା ଶନିବାରଠାରୁ ଆରମ୍ଭ ହୋଇଛି। ଫଳରେ ପ୍ରଥମେ ଶନିବାର ୮ଟି…

ଡ୍ୟୁଟିରୁ ଘରକୁ ଫେରୁଥିଲେ ASI, ଚାପିଦେଲା ଅଜଣା ଗାଡ଼ି

କାମାକ୍ଷାନଗର,୨୪ା୮(ସୁଧୀର କୁମାର ପରିଡ଼ା): ଢେଙ୍କାନାଳ ଜିଲା କାମାକ୍ଷାନଗର ଥାନା ଭାଲୁମୁଣ୍ଡା ନିକଟରେ ଶନିବାର ବିଳମ୍ବିତ ରାତିରେ ପୋଲିସ ଏଏସଆଇ ମାନସ ସିଂହ(୪୨) ମୃତ୍ୟୁ ହୋଇଛି। ମାନସ ଅନୁଗୋଳ ସଦର ଥାନାରେ କାର୍ଯ୍ୟରତ ଥିବା ବେଳେ ତାଙ୍କର ନିଜଘର କଙ୍କଡ଼ାହାଡ ଥାନା ପାଟବେଡା…

ମେୟର ଦେଲେ ବଡ଼ ସୂଚନା ଭୁବନେଶ୍ୱର ସବୁ ଥାନାରୁ ହଟିବ ଜବତ ଗାଡ଼ି

ଭୁବନେଶ୍ୱର,୨୪।୮: ଭୁବନେଶ୍ୱର ସବୁ ଥାନାରୁ ଜବତ ଅବ୍ୟହୃତ ଓ ଅଚଳ ଗାଡ଼ି ହଟିବ। ଭୁବନେଶ୍ୱର ମହାନଗର ନିଗମ ମେୟର ସୁଲୋଚନା ଦାସ ଏହି ସୂଚନା ଦେଇଛନ୍ତି। ଜବତ ଗାଡ଼ି ପଡ଼ି ରହିବା ଯୋଗୁ ସହରର ସୌନ୍ଦର୍ଯ୍ୟ ନଷ୍ଟ ହେଉଛି। ଗାଡ଼ି ହଟିଲେ…

ସ୍ବାମୀ ଘରୁ ଗୋଡ଼କାଢ଼ୁ କାଢ଼ୁ , ମହିଳାଙ୍କ ମୁଣ୍ଡରୁ ଗଣ୍ଡି କରିଦେଲେ ଅଲଗା

ବାରିପଦା,୨୪।୮(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲା ତିରିଂ ଥାନା ଦେଓଗାମ ଅଞ୍ଚଳରେ ଲୋମହର୍ଷଣ ହତ୍ୟାକାଣ୍ଡ ଘଟିଛି । ଶନିବାର ବିଳମ୍ବିତ ରାତିରେ ମହିଳାଙ୍କ ମହିଳାଙ୍କ ମୁଣ୍ଡ ଗଣ୍ଡି ଅଲଗା କରି ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି । ମୃତ ମହିଳା ଜଣକ ହେଲେ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri