Home Left

ଗଞ୍ଜେଇ ଚୋରା ଚାଲାଣ କରୁଥିଲେ ୨୦ ବର୍ଷୀୟା ଯୁବତୀ, ବସ୍‌କୁ ଅପେକ୍ଷା କରିଥିବା ବେଳେ ମାଡ଼ି ବସିଲା ବ୍ରାହ୍ମଣୀଗାଁ ପୋଲିସ

ଦାରିଙ୍ଗବାଡି, ୯।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁ ଥାନା ଅଞ୍ଚଳରେ ଜଣେ ଯୁବତୀ ଗଞ୍ଜେଇ ଚୋରାଚାଲାଣ କରିବା ବେଳେ ବ୍ରାହ୍ମଣୀଗାଁ ପୋଲିସ ହାତରେ ଧରାପଡ଼ିଛନ୍ତି। ଯୁବତୀଙ୍କଠାରୁ ୨ ଟି ବ୍ୟାଗରେ ଥିବା ୮ କେଜି ଗଞ୍ଜେଇକୁ ପୋଲିସ ଜବତ…

କୃଷକଙ୍କୁ ପ୍ରତି ମାସରେ ମିଳୁଛି ୩୦୦୦ ଟଙ୍କା ପେନସନ: ଜାଣନ୍ତୁ କିଭଳି ଉଠାଇବେ ଏହି ସରକାରୀ ଯୋଜନାର ଲାଭ, ଆବେଦନ…

ନୂଆଦିଲ୍ଲୀ,୯।୯: ବୁଢ଼ା ବୟସରେ ଚାଷୀମାନଙ୍କର ଆୟ ଅଧିକାଂଶ ସମୟରେ କମିଯାଏ ସେମାନଙ୍କୁ ଆର୍ଥିକ ସହାୟତାର ଆବଶ୍ୟକତା ହୁଏ। ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ କିସାନ ମାନଧନ ଯୋଜନା ଆରମ୍ଭ କରିଛନ୍ତି। ଏହି ଯୋଜନା ଅନୁସାରେ ଯୋଗ୍ୟ ଚାଷୀମାନେ ୬୦…

୧୮ ମାସର ପରିଶ୍ରମ ପରେ GST ସଂସ୍କାର କରିଛନ୍ତି ସରକାର: ନିର୍ମଳା ସୀତାରମଣ

ନୂଆଦିଲ୍ଲୀ,୯ା୯: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ମଙ୍ଗଳବାର ଏକ ସାକ୍ଷାତକାରରେ କହିଛନ୍ତି ଯେ ଦ୍ରବ୍ୟ ଆଣ୍ଡ ସେବା କର(ଜିଏସଟି) ସ୍ଲାବକୁ ଦୁଇଟିକୁ ହ୍ରାସ ଓ ଏକୀକରଣ କରିବା ଏବଂ ସ୍ୱାସ୍ଥ୍ୟ ଓ ଜୀବନ ବୀମା ପ୍ରିମିୟମକୁ କରମୁକ୍ତ କରିବା ପାଇଁ ୧୮…

ଟ୍ୟୁନିସିଆ ଖେଳିବ ଫୁଟ୍‌ବଲ ବିଶ୍ୱକପ୍‌

ଟୁନିସ୍‌(ଟ୍ୟୁନିସିଆ),୯ା୯: ଟ୍ୟୁନିସିଆ ଫିଫା ବିଶ୍ୱକପ୍‌ ପାଇଁ ଯୋଗ୍ୟତା ହାସଲ କରିଛି। ସୋମବାର ଅନୁଷ୍ଠିତ ଏକ ଯୋଗ୍ୟତାପର୍ଯ୍ୟାୟ ମ୍ୟାଚ୍‌ରେ ଦଳ ଇକ୍ୱେଟୋରିଆଲ ଗିନିକୁ ୧-୦ ଗୋଲ୍‌ରେ ପରାସ୍ତ କରିଛି। ଖେଳର ୪ର୍ଥ ମିନିଟ୍‌ରେ ଟ୍ୟୁନିସିଆ ପକ୍ଷରୁ ବିଜୟସୂଚକ ଗୋଲ୍‌ଟିକୁ ସ୍କୋର କରିଥିଲେ ମହମ୍ମଦ…

କ୍ରିକେଟରୁ ଅବସର ନେଲେ ଏହି ବାମହାତି ପେସର

କରାଚୀ,୯ା୯: ପାକିସ୍ତାନର ବାମହାତି ପେସର ଉସ୍‌ମାନ ଶିନ୍‌ଓ୍ବାରି ମଙ୍ଗଳବାର ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି। ଜାତୀୟ ଦଳ ତରଫରୁ ସେ ଶେଷ ଥର ପାଇଁ ୬ବର୍ଷ ପୂର୍ବେ ଖେଳିଥିଲେ। ୩୧ ବର୍ଷୀୟ ସିନ୍‌ଓ୍ବାରୀ ୨୦୧୩ରୂ ୨୦୧୯ ମଧ୍ୟରେ ସମସ୍ତ ଫର୍ମାଟରେ…

ବଡ଼ ଘୋଟାଲା: କିରାଣି ଗିରଫ, ପିଅନ ଫେରାର

ପଦ୍ମପୁର,୯।୯(ପ୍ରଦୀପ୍ତ ଦାଶ) ପଦ୍ମପୁର ଜିଲା କୃଷି ବିଭାଗ କାର୍ଯ୍ୟାଳୟରେ ଏକ ବଡ ଧରଣର କେଲେଙ୍କାରୀ ସାମ୍ନାକୁ ଆସିଛି । କାର୍ଯ୍ୟାଳୟର ବରିଷ୍ଠ କିରାଣୀ ଏବଂ ପିଅନ ଲକ୍ଷାଧିକ ଟଙ୍କା ଉଠାଇ ନେଇଥିବା ପଦ୍ମପୁର ଥାନାରେ ଜିଲା କୃଷି ଅଧିକାରୀ ପ୍ରଭାସ ଚନ୍ଦ୍ର…

ଘରେ ମା’ ନଥିବା ବେଳେ ନାବାଳିକାଙ୍କୁ ଗାଡିରେ ବସାଇ ନେଇଯାଉଥିଲେ ବୃଦ୍ଧ : ଧରିକି ବହେ ଛେଚି ଦେଇଗଲେ…

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ଥାନା ନୂଆଁପଲ୍ଲୀ ଅଞ୍ଚଳରେ ମଙ୍ଗଳବାର ଅପହରଣ ସନ୍ଦେହରେ ଜଣଙ୍କୁୁ ଲୋକେ କାବୁ କରି ପୋଲିସକୁ ହସ୍ତାନ୍ତର କରିଛନ୍ତି। ଏଥିସହ ଉଦ୍ଧାର ନାବାଳିକାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି । ଘଟଣାରୁ ପ୍ରକାଶ ଯେ ନୂଆଁପଲ୍ଲୀର…

ଘରେ ବସି YONO SBIରେ ଅତି ସହଜରେ ଖୋଲନ୍ତୁ PPF ଆକାଉଣ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ରକ୍ରିୟା…

ନୂଆଦିଲ୍ଲୀ,୯।୯: ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ (ପିପିଏଫ୍‌) ହେଉଛି ଭାରତର ସବୁଠାରୁ ଭରସାଯୋଗ୍ୟ ଏବଂ ସରକାର ସମର୍ଥିତ ଦୀର୍ଘକାଳୀନ ସଞ୍ଚୟ ଯୋଜନା। ଏହା ସେକ୍ସନ ୮୦ସି ଅଧୀନରେ ଟିକସ ଲାଭ ପ୍ରଦାନ କରେ ଏବଂ ୧୫ ବର୍ଷରେ ମ୍ୟାଚୁରିଟି ହୁଏ। ସବୁଠାରୁ ଖାସ…

ଅରୁଣାଚଳରେ ପ୍ରଥମ ଥର ଦେଖାଦେଲା ପଲାସ ବିରାଡ଼ି

ନୂଆଦିଲ୍ଲୀ,୯।୯: ଅରୁଣାଚଳ ପ୍ରଦେଶର ଆକାଷଚୁମ୍ବି ଜଙ୍ଗଲରେ ଏକ ଐତିହାସିକ ବନ୍ୟପ୍ରାଣୀ ସର୍ଭେ ମାଧ୍ୟମରେ ଦୁର୍ଲଭ ପାଲାସ ବିରାଡ଼ିର ପ୍ରଥମ ଫଟୋଗ୍ରାଫିକ ପ୍ରମାଣ ମିଳିଛି। WWF-ଇଣ୍ଡିଆ ଦ୍ୱାରା ରାଜ୍ୟ ବନ ବିଭାଗ ଓ ସ୍ଥାନୀୟ ସମ୍ପ୍ରଦାୟର ସହଯୋଗରେ କରାଯାଇଥିବା ଏହି ସର୍ଭେରେ ୪,୨୦୦…

ଶିକାରୀ ସହ ବନ୍ଧୁକ ଜବତ

ଭଞ୍ଜନଗର,୯।୯(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ତାରସିଂ ପୋଲିସ ମଙ୍ଗଳବାର ସକାଳେ ଜଣେ ଶିକାରୀଙ୍କୁ ଗିରଫ କରିଛି। ସେହେଲେ ବୁଦୁରୁପାଲିର ସନିଆ ମଲ୍ଲିକ। ପୋଲିସ ସନିଆଙ୍କଠାରୁ ଦୁଇଟି ହରିଣ ସିଙ୍ଘ, ଗୋଟିଏ ଦେଶୀ ବନ୍ଧୁକ ଜବତ କରିଛି। ଆଜି ସନ୍ଧ୍ୟାରେ ସନିଆଙ୍କୁ କୋର୍ଟ…

ଅଲିମ୍ପିଆଡ ପୁରସ୍କାର: ପ୍ରତ୍ୟୁଷ ବେହେରାଙ୍କୁ ଗୋଲ୍ଡ ମେଡାଲ

ମୋରଡ଼ା,୯ା୯(ସ୍ମାରକ ମାଜୀ):  ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ଚିତ୍ରଡ଼ା ବିଦ୍ୟଜ୍ୟୋତି ପବ୍ଲିକ ସ୍କୁଲରେ ଅଲିମ୍ପିଆଡ ପୁରସ୍କାର ପ୍ରଦାନ ଉତ୍ସବ ସୋମବାର ପୂର୍ବାହ୍ନ ୧୦ଟାରେ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଡାଇରେକ୍ଟର ସଞ୍ଜୟ କୁମାର ସେନାପତିଙ୍କ ପୌରହିତ୍ୟରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ…

ଚଢ଼ାଉ କରି ଜଣଙ୍କ ପରେ ଜଣଙ୍କୁ ଧରିଲା ଅବକାରୀ ଟିମ୍‌

ମୋରଡ଼ା,୯ା୯(ସ୍ମାରକ ମାଜୀ): ମୟୂରଭଞ୍ଜ ଜିଲା ମୋରଡ଼ା ଅବକାରୀ ବିଭାଗ ମଙ୍ଗଳବାର ପୂର୍ବାହ୍ନ ୯ଟାରେ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ୪ଜଣଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରିଛି। ମୋରଡା ଅବକାରୀ ଅଧିକାରୀ ଦୀପକ କୁମାର ରାଉତଙ୍କ ସୂଚନା ମୁତାବକ, ଅବକାରୀ ବିଭାଗ…

Advertisement
Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri