ରାତି ହେଉ ହେଉ ପାକ୍ ବିରୋଧରେ ବଡ଼ ଆକ୍ସନ ନେଲା ଭାରତ, କାନ୍ଦିଲା ପାକିସ୍ତାନ!
ନୂଆଦିଲ୍ଲୀ,୨୩।୫: ଏପ୍ରିଲ 2025 ରେ ସିନ୍ଧୁ ଜଳ ଚୁକ୍ତିନାମା ସ୍ଥଗିତ ହେବା ପରେ, ଭାରତ ପଶ୍ଚିମ ନଦୀଗୁଡ଼ିକର ଜଳର ସର୍ବାଧିକ ବ୍ୟବହାର କରିବା ଦିଗରେ ଏକ ବଡ଼ ପଦକ୍ଷେପ ନେଇଛି। ଏବେ ସରକାର ଜମ୍ମୁ ଏବଂ କଶ୍ମୀରର ପ୍ରମୁଖ ଜଳସେଚନ...
ଆସୁଛି ବଡ଼ ଲଘୁଚାପ: ୨୪ଘଣ୍ଟା ଭିତରେ ମାଡ଼ି ଆସୁଛି ଝଡବର୍ଷା, ୮ଜିଲାରେ…
ଭୁବନେଶ୍ୱର,୨୩।୫: ଆସୁଛି ବଡ଼ ଲଘୁଚାପ। ୨୭ରୁ ଓଡ଼ିଶାରେ ପ୍ରବଳ ବର୍ଷା ସମ୍ଭାବନା ଦେଲା ପାଣିପାଗ ବିଭାଗ । ଆସନ୍ତା ୨୭ ତାରିଖ ବେଳକୁ ପଶ୍ଚିମ କେନ୍ଦ୍ରୀୟ ଓ ତାର ପାଶ୍ୱବର୍ତୀ ଉତ୍ତର ବଙ୍ଗୋପସାଗରରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର...
ଚଞ୍ଚକତା କରି ହାତେଇ ନେଇଥିଲେ ରାଶନ କାର୍ଡ, ଆଉ ଏବେ…
ଖଜୁରିପଡ଼ା,୨୩ା୫ (ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍ରେ ଅନେକ ଅଯୋଗ୍ୟ ହିତାଧିକାରୀ ଚଞ୍ଚକତା କରି ରାଶନ କାର୍ଡ ହାତେଇ ନେଇଥିଲେ। ଯାହାକୁ ନେଇ ଖବର ପ୍ରକାଶ ପାଇବା ପରେ ବ୍ଲକ୍ ପ୍ରଶାସନ ତତ୍ପର ହୋଇ ଅଯୋଗ୍ୟ ହିତାଧିକାରୀଙ୍କୁ ଚିହ୍ନଟ କରି ସେମାନଙ୍କର...
ଇଣ୍ଡିଗୋ ବିମାନକୁ ଛାଡ଼ି ନ ଥିଲା ପାକିସ୍ତାନ, ଏବେ ମୋଦି ନେଲେ ବଡ଼ ଆକ୍ସନ !
ନୂଆଦିଲ୍ଲୀ,୨୩।୫: ଭାରତ ଏବଂ ପାକିସ୍ତାନ ମଧ୍ୟରେ ଲାଗି ରହିଥିବା ଉତ୍ତେଜନା ପରେ ଅନେକ କଟକଣା ଲାଗୁ କରାଯାଇଛି। ଏବେ ପାକିସ୍ତାନୀ ବିମାନର ଏଣ୍ଟ୍ରିକୁ ୨୦୨୫ ଜୁନ ୨୩ ପର୍ଯ୍ୟନ୍ତ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟର ନିର୍ଦ୍ଦେଶକ୍ରମେ,...
ମଝି ଆକାଶରେ ୨୦୦ଲୋକଙ୍କୁ ମାରିଦେଇଥାନ୍ତା ପାକିସ୍ତାନ, ଏବେ ଭାରତ ଦେବ କଡ଼ା ଜବାବ!
ନୂଆଦିଲ୍ଲୀ,୨୩।୫: ମେ ୨୧ ତାରିଖରେ ଦିଲ୍ଲୀରୁ ଶ୍ରୀନଗର ଯାଉଥିବା ଏକ ଇଣ୍ଡିଗୋ ବିମାନ ଏକ ଭୟଙ୍କର ଘଟଣାରୁ ଅଳ୍ପକେ ରକ୍ଷା ପାଇଥିଲା। ପାଇଲଟ ଲାହୋର ATC ସହିତ ଯୋଗାଯୋଗ କରି ଜରୁରୀକାଳୀନ ଅବତରଣ ପାଇଁ ଅନୁମତି ମାଗିଥିଲେ। କିନ୍ତୁ, ପାକିସ୍ତାନ...
ବାଲୁକା କଳାରେ ଆତଙ୍କବାଦ ବନ୍ଦ ବାର୍ତ୍ତା
କର୍ଲାମୁଣ୍ଡା,୨୩ା୫(ପ୍ରଦୀପ କୁମାର ସାହୁ): ସମାଜର ଶୋଷକ ଗୋଷ୍ଠୀ ସୁରକ୍ଷିତ ଥିବାବେଳେ ପହଲଗାମ ହିଂସା ଭଳି ଘଟଣାରେ ଦେଶର ନିରୀହ ଜନତା ଆତଙ୍କବାଦର ଶିକାର ହେଉଛନ୍ତି। ଏହି ଆତଙ୍କବାଦକୁ ଏକ ପାଶବିକ ପ୍ରକୃତି ଭାବରେ ବାଲୁକା କଳା ମାଧ୍ୟମରେ ଚିତ୍ରଣ କରିଛନ୍ତି...
ହଠାତ ଅଧିନାୟକ ବଦଳାଇଲା RCB, ଏବେ ଏହି ଖେଳାଳି…
ନୂଆଦିଲ୍ଲୀ,୨୩।୫: IPL ୨୦୨୫ର ୬୫ତମ ମ୍ୟାଚ୍ରେ RCB ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। କିନ୍ତୁ ବଡ଼ ଖବର ଥିଲା ଯେ ଦଳ ଏହାର ଅଧିନାୟକ ପରିବର୍ତ୍ତନ କରିଛି। ରଜତ ପାଟିିଦାରଙ୍କ ସ୍ଥାନରେ ଜିତେଶ ଶର୍ମାଙ୍କୁ ଅଧିନାୟକ...
ଘାରିଲା ରାତାରାତି ବଡ଼ଲୋକ ହେବାର ସ୍ବପ୍ନ : ବନ୍ଧାହେଲେ ୪ ଜଣ
ଭଞ୍ଜନଗର,୨୩।୫(ବାବୁଲା ପ୍ରଧାନ): ଗୋଟିଏ ପଟେ ବେକାରି ସମସ୍ୟା ବଢୁଛି। ଅନ୍ୟ ପଟେ ଅପରାଧ ମଧ୍ୟ ବଢୁଛି। ଏହିଭଳି ପରିସ୍ଥିତିରେ କିଛି ଲୋକ ବେନିୟମ ଭାବେ କମ ପରିଶ୍ରମ କରି ରାତାରାତି ବଡ଼ଲୋକ ହେବାର ସ୍ବପ୍ନ ଦେଖୁଛନ୍ତି, ପରେ ତାଙ୍କୁ ଅଧିକ...
ବଡ଼ ଖବର: ଆଣ୍ଡାମାନ ସାଗର ଉପରେ ଆକାଶମାର୍ଗ ବନ୍ଦ, NOTAM ଜାରି; ହେବ କି…
ନୂଆଦିଲ୍ଲୀ,୨୩।୫: ଭାରତ ଆଣ୍ଡାମାନ ସାଗରର ଏକ ର୍ନିଦ୍ଦିଷ୍ଟ ଅଞ୍ଚଳରେ ଆକାଶ ମାର୍ଗ ବନ୍ଦ କରିବାର ଘୋଷଣା କରି NOTAM ଜାରି କରିଛି। ଏହି NOTAM ୨୩ ଏବଂ ୨୪ ମଇ ସକାଳ ୭ଟାରୁ ୧୦ଟା ପର୍ଯ୍ୟନ୍ତ କାର୍ଯ୍ୟକାରୀ ହେବ। ଏହି...
ପଲଟିଗଲା ତାଲିବାନ! ହାତ ମିଳାଇ କଲା ବଡ଼ ଘୋଷଣା…
କାବୁଲ/ବେଜିଂ,୨୩।୫: ଆଫଗାନିସ୍ତାନର ତାଲିବାନ ସରକାର ଚାଇନାକୁ ଆଶ୍ୱାସନା ଦେଇଛନ୍ତି ଯେ ସେମାନେ କୌଣସି ଶକ୍ତିକୁ ଆଫଗାନ ଭୂମି ବ୍ୟବହାର କରି ଚାଇନା ସ୍ବାର୍ଥ ବିରୋଧରେ କାର୍ଯ୍ୟ କରିବାକୁ ଅନୁମତି ଦେବେ ନାହିଁ। ଆଫଗାନିସ୍ତାନର ଅନ୍ତରୀଣ ବୈଦେଶିକ ମନ୍ତ୍ରୀ ଅମିର ଖାନ...
ଝିଅ ଦେଖିବାକୁ ଆସି ଜେଲ ଗଲେ ଯୁବକ: ଜାଣନ୍ତୁ ପୁରା ଘଟଣା…
ଛତ୍ରପୁର,୨୩ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲା ଚମାଖଣ୍ଡି ଥାନା ଅଧୀନ ପୁଟବଗଡ଼ ଗାଁରେ ଜଣେ ଯୁବତୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତ ଯୁବକଙ୍କୁ ପୋଲିସ ଗିରଫ କରିଛି। ସେ ହେଲେ ଛତ୍ରପୁର ଥାନା ଅଧୀନ ଜଗତପଲି ଗାଁର ଚକ୍ରପାଣି ପ୍ରଧାନ। ତାଙ୍କୁ...
ଓଡ଼ିଶାରେ ମାଡ଼ ହେବ କି ବାତ୍ୟା? ଡରାଇଲା ଆକଳନ, ମାସ ଶେଷରେ…
ନୂଆଦିଲ୍ଲୀ/ଭୁବନେଶ୍ୱର,୨୩।୫: ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆରବ ସାଗରରେ ଏକ ନିମ୍ନ ଚାପ କ୍ଷେତ୍ର ତୀବ୍ରତର ହୋଇ ବାତ୍ୟାରେ ପରିଣତ ହେବାର ସମ୍ଭାବନା ଥିବା ସୂଚନା ଦେଇଛି। ଏହି ଝଡ଼ ମୁମ୍ବାଇ ଓ କୋଙ୍କଣ ଅଞ୍ଚଳରେ ପ୍ରଭାବ ପକାଇବାର ଆଶଙ୍କା...
Archives


