ଏହିଦିନଠୁ ଆରମ୍ଭ କଟକ ବାଲିଯାତ୍ରା: ବୈଠକରେ ନିଆଗଲା ନିଷ୍ପତ୍ତି
କଟକ,୧୨।୯: ନଭେମ୍ବର ୫ରୁ କଟକ ବାଲିଯାତ୍ରା। ଏନେଇ ଜିଲାପାଳଙ୍କ ଅଧ୍ୟକ୍ଷତାରେ ବସିଥିବା ବୈଠକରେ ନିଷ୍ପତ୍ତି ନିଆଯାଇଛି। ୫ରୁ ୧୨ ପର୍ଯ୍ୟନ୍ତ ବାଲିଯାତ୍ରା ଚାଲିବ। ଏଥର ଉପର ନୁହେଁ, କେବଳ ତଳ ପଡ଼ିଆରେ ଷ୍ଟଲ ପଡିବ।
ସଡ଼କ ଦୁର୍ଘଟଣାରେ ଏହି କ୍ରିକେଟରଙ୍କ ପରଲୋକ: ଖେଳିଗଲା ଶୋକର ଛାୟା
ନୂଆଦିଲ୍ଲୀ,୧୨।୯: ଭାରତୀୟ କ୍ରିକେଟ ଦଳ ବର୍ତ୍ତମାନ ଏସିଆ କପ ୨୦୨୫ରେ ଖେଳୁଛି, ଦଳର ପରବର୍ତ୍ତୀ ମ୍ୟାଚ ରବିବାର ପାକିସ୍ତାନ ସହିତ ଅଛି। ସେହିପରି ମହିଳା କ୍ରିକେଟ ଦଳ ବିଶ୍ୱକପ ପୂର୍ବରୁ ଅଷ୍ଟ୍ରେଲିଆ ବିପକ୍ଷରେ ଏକ ଦିନିକିଆ ସିରିଜ ଖେଳିବାକୁ ଯାଉଛି, ପ୍ରଥମ…
ବଲାଙ୍ଗୀର ସରକାରୀ ପଲିଟେକ୍ନିକ୍ ଛାତ୍ରୀଙ୍କୁ ନିର୍ଯାତନା, ଅଧ୍ୟକ୍ଷଙ୍କଠାରେ ଅଭିଯୋଗ ପରେ…
ବଲାଙ୍ଗୀର,୧୨ା୯(ସୁନୀଲ କୁମାର ମହାନ୍ତି): ବଲାଙ୍ଗୀର ସରକାରୀ ପଲିଟେକ୍ନିକ୍ର ଜଣେ ପ୍ରଥମ ବର୍ଷ ଛାତ୍ରୀଙ୍କୁ ରାଗିଂ ଅଭିଯୋଗ ହୋଇଛି। ସେଇ ଶିକ୍ଷାନୁଷ୍ଠାନର ଜଣେ ଦ୍ବିତୀୟ ବର୍ଷ ଛାତ୍ରୀ ସମ୍ପୃକ୍ତା ଛାତ୍ରୀଙ୍କୁ ମାଡ଼ ମାରିଥିବା ଓ ନିର୍ଯାତନା ଦେଇଥିବା ନେଇ ଶିକ୍ଷାନୁଷ୍ଠାନର ଅଧ୍ୟକ୍ଷଙ୍କୁ ଅଭିଯୋଗ…
Viral Video:ସାପକୁ ମୋବାଇଲ୍ ଦେଖାଉଥିଲେ ଯୁବକ, ତା’ପରେ ଘଟିଗଲା…ଦେଖନ୍ତୁ ଭିଡିଓ
ସାପ ଏକ ବିପଜ୍ଜନକ ପ୍ରାଣୀ। ଏହା ମଣିଷକୁ ମାରିପାରେ। ଯଦିଓ ସମସ୍ତ ସାପ ବିଷାକ୍ତ ନୁହଁନ୍ତି, କିନ୍ତୁ ଅନେକ ସାପ ଅଛନ୍ତି ଯାହାକୁ ଅତ୍ୟନ୍ତ ବିଷାକ୍ତ ବୋଲି ବିବେଚନା କରାଯାଏ। ଏଥିରେ କିଙ୍ଗ କୋବ୍ରା, କ୍ରେଟ ଏବଂ ଭାଇପର ଇତ୍ୟାଦି ସାମିଲ…
ରାସ୍ତା ନିର୍ମାଣରେ ଅହେତୁକ ବିଳମ୍ବ ବାରମ୍ବାର ଘଟୁଛି ଦୁର୍ଘଟଣା
ଦିଗପହଣ୍ଡି,୧୨ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନଂ ଜାତୀୟ ରାଜପଥ ନିର୍ମାଣ କାର୍ଯ୍ୟରେ ଠିକାଦାରଙ୍କ ଅହେତୁକ ବିଳମ୍ବ ଯୋଗୁ ବାରମ୍ବାର ଦୁର୍ଘଟଣା ଘଟୁଛି। ପ୍ରତିବାଦରେ ମଳାଭଞ୍ଜା ଗ୍ରାମ ମା ’ ସାତଭଉଣୀ ମନ୍ଦିର ନିକଟରେ ଗ୍ରାମବାସୀ ଶୁକ୍ରବାର ସକାଳୁ…
ଦାରିଙ୍ଗବାଡ଼ି ଅଞ୍ଚଳରେ ଦିନକୁ ଦିନ ବଢୁଛି ବାଇକ୍ ଚୋରି, ହାତବାନ୍ଧି ବସିଛି ପୋଲିସ
ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): ଗୋଟିଏ କି ଦୁଇଟି ନୁହେଁ ମାସକ ମଧ୍ୟରେ ୫ରୁ ଊର୍ଦ୍ଧ୍ୱ ବାଇକ୍ ଚୋରି ହୋଇଥିବା ବେଳେ ଗୋଟିଏ ସପ୍ତାହରେ ୪ଟି ବାଇକ୍କୁ ଦୁର୍ବୃତ୍ତମାନେ ଚୋରି କରି ପୋଲିସକୁ ଖୋଲା ଚ୍ୟାଲେଞ୍ଜ ଦେଉଛନ୍ତି। ହେଲେ ଏ ପର୍ଯ୍ୟନ୍ତ ପୋଲିସ ଗୋଟିଏ…
ଦାରିଙ୍ଗବାଡ଼ିରେ ପ୍ରଥମ: କଲମୀ ବାଇଗଣ ଚାଷ କରି ଲାଭବାନ ହେଲେ ମହିଳା
ଦାରିଙ୍ଗବାଡ଼ି,୧୨ା୯(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡ଼ି ବ୍ଲକ ଅଞ୍ଚଳରେ ଏକ ନୂଆ କିସମ ଓ କଲମୀ ପ୍ରସ୍ତୁତିରେ ଚାଷ କରି ଜଣେ ମହିଳା ଲାଭବାନ ହୋଇଛନ୍ତି। ଏଭଳି ଦେଖିବାକୁ ମିଳିଛି ଉକ୍ତ ବ୍ଲକ ଶ୍ରାନିକେତା ପଞ୍ଚାୟତ ଦଣ୍ଡିମା ଗ୍ରାମରେ। ପ୍ରକାଶ ଯେ,…
ଚଳନ୍ତା ଟ୍ରେନ୍ରୁ ଡେଇଁ ପଡ଼ିଲେ ଅଭିନେତ୍ରୀ, ସୋସିଆଲ ମିଡିଆରେ ପୋଷ୍ଟ କରି ନିଜେ କହିଲେ କାରଣ…
ମୁମ୍ବାଇ: ଛୋଟପରଦା ଏବଂ ବଲିଉଡ୍ ଇଣ୍ଡଷ୍ଟ୍ରିରେ ନିଜର ଏକ ସ୍ବତନ୍ତ୍ର ନାମ ସୃଷ୍ଟି କରିଥିବା ଅଭିନେତ୍ରୀ କରିସ୍ମା ଶର୍ମାଙ୍କ ବିଷୟରେ ଏକ ବଡ଼ ତଥା ଚର୍ଚ୍ଚିତ ଖବର ସାମ୍ନାକୁ ଆସୁଛି। ସେ ବୁଧବାର ମୁମ୍ବାଇର ଏକ ଚଳନ୍ତା ଲୋକାଲ ଟ୍ରେନରୁ ଡେଇଁ…
ସାର ଅଭାବ ନାହିଁ, କଳାବଜାର ରୋକ: ମୁଖ୍ୟମନ୍ତ୍ରୀ
ଭୁବନେଶ୍ୱର,୧୨ା୯ (ରବିନାରାୟଣ ଜେନା): ସମ୍ପ୍ରତି ଧାନଚାଷ ପାଇଁ ଚାଷୀଙ୍କୁ ଆବଶ୍ୟକ ୟୁରିଆ ସାର। ହେଲେ ତାହା ସରକାରୀ ବ୍ୟବସ୍ଥା ମଧ୍ୟରେ ଠିକ୍ରେ ମିଳୁ ନ ଥିବାରୁ ଚାଷୀମାନେ ଚିନ୍ତାରେ ପଡ଼ିଛନ୍ତି। ଏଥିପାଇଁ ରାସ୍ତାରୋକୋ, ଧାରଣା, ପାକ୍ସ ସମ୍ମୁଖରେ ଚାଷୀମାନେ ଭୋରରୁ ଲମ୍ବା…
ଆମେରିକାରେ ଭାରତୀୟ ବଂଶୋଦ୍ଭବଙ୍କୁ ନିର୍ମମ ହତ୍ୟା, ଶରୀରରୁ ଅଲଗା କରିଦେଲେ ମୁଣ୍ଡ
ଆମେରିକା,୧୨।୯: ଆମେରିକାର ଡାଲାସ ମୋଟେଲରେ ବୁଧବାର ଏକ ଭୟଙ୍କର ହତ୍ୟାକାଣ୍ଡରେ ୫୦ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଚନ୍ଦ୍ରମୌଳି ନାଗାମଲ୍ଲୟାଙ୍କୁ ନିର୍ମମ ଭାବେ ହତ୍ୟା କରାଯାଇଛି। ପୋଲିସ ସୂଚନା ଅନୁଯାୟୀ, ତାଙ୍କ ସ୍ତ୍ରୀ ଓ ପୁତ୍ରଙ୍କ ସାମନାରେ ତାଙ୍କୁ ମାଚେଟ ଆକ୍ରମଣରେ ଶିରଚ୍ଛେଦ…
ମୌସୁମୀ ଅଧିବେଶନ ପାଇଁ ବିରୋଧୀ-ଶାସକ ସଜବାଜ
ଭୁବନେଶ୍ୱର,୧୨ା୯(ରବିନାରାୟଣ ଜେନା): ଚଳିତମାସ ୧୮ରୁ ୨୫ ତାରିଖ ଯାଏ ମୌସୁମୀ ଅଧିବେଶନ ଅନୁଷ୍ଠିତ ହେବ। ଏଥିନେଇ ସେପ୍ଟେମ୍ବର ୧୬ରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବାକୁ ରହିଥିବାବେଳେ ବିରୋଧୀମାନେ ଏହି ଅଧିବେଶନ ବେଳେ ସରକାରଙ୍କୁ ଘେରିବା ପାଇଁ ରଣନୀତି ପ୍ରସ୍ତୁତ କରୁଛନ୍ତି। ଗୁରୁବାର…
ଆମେରିକାର ପ୍ରିୟ ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ବୋଲସୋନାରୋଙ୍କୁ ୨୭ ବର୍ଷ ଜେଲ୍ ଦଣ୍ଡ
ବ୍ରାଜିଲ,୧୨।୯: ବ୍ରାଜିଲର ପୂର୍ବତନ ରାଷ୍ଟ୍ରପତି ଜୈର ବୋଲସୋନାରୋଙ୍କୁ ସୁପ୍ରିମ୍ କୋର୍ଟ ୨୭ ବର୍ଷ ଓ ୩ ମାସର କାରାଦଣ୍ଡ ଶୁଣାଇଛି। ୨୦୨୨ ନିର୍ବାଚନରେ ଲୁଇଜ୍ ଇନାସିଓ ଲୁଲା ଡା ସିଲ୍ଭାଙ୍କଠାରୁ ହାରିବା ପରେ ତାଙ୍କ ବିରୋଧରେ ଅଭିଯୋଗ ହୋଇଥିଲା ଯେ, ସେ…
Archives


